Home

୨ ବର୍ଷର ଝିଅକୁ କଚାଡ଼ି ମାରିଲେ ବାପା

ଦେବଗଡ଼,୧୬ା୧(ଡି.ଏନ୍‌.ଏ.): ଦୁଇ ବର୍ଷର ଝିଅକୁ କଚାଡ଼ି ମାରିଛନ୍ତି ବାପା। ଏପରି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜଲା ନବଗଠିତ ଲଇମୁରା ଥାନା ଅନ୍ତର୍ଗତ ଲମ୍ବଡୁରା ଗ୍ରାମରେ। ବାପା ବିଜୁ କିଷାନଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ତିଳେଇବଣି…

ରୁଷିଆ-ବେଲାରୁଷର ମିଳିତ ସମରାଭ୍ୟାସ, ୟୁକ୍ରେନ ଭୟଭୀତ

କିଭ୍‌,୧୬ା୧:ରୁଷିଆ ଏବଂ ବେଲାରୁଷ ସୋମବାର ମିଳିତ ବାୟୁସେନା ସମରାଭ୍ୟାସ ଆରମ୍ଭ କରିଛନ୍ତି। ଏହି କାରଣରୁ କିଭ୍‌ରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମିଳିତ ବାୟୁସେନା ସମରାଭ୍ୟାସ ସମ୍ପର୍କରେ ବେଲାରୁଷ କହିଛି, ରୁଷିଆ ସହିତ ଏହାର ସମରାଭ୍ୟାସ କେବଳ ପ୍ରତିରକ୍ଷା ଅଟେ। ୟୁକ୍ରେନ…

କୃତ୍ରିମ ଜରୁରୀକାଳୀନ ସ୍ଥିତି ସୃଷ୍ଟି କରାଯାଉଛି, ସିସିଆଇ ଜରିମାନା ମାମଲାରେ ଗୁଗଲ ଆବେଦନ ନେଇ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୬।୧ : ଗୁଗଲର ସହାୟକ ଆଣ୍ଡ୍ରଏଡ ଇଙ୍କ ଉପରେ ଭାରତୀୟ ପ୍ରତିଯୋଗୀତା ଆୟୋଗ (ସିସିଆଇ) ଜରିମାନା ଲଗାଇବା ନେଇ ଗୁଗଲର ଆବେଦନ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟ ଗୁଗଲକୁ ପଚାରିଛନ୍ତି ଯେ ସେମାନେ ୟୁରୋପରେ ରଖିଥିବା…

ଜାଣନ୍ତି କି ଜୟା ଏବଂ ରେଖାଙ୍କ ମଧ୍ୟରୁ କିଏ ଅଧିକ ଧନୀ, କାହା ପାଖରେ ଅଛି କେତେ କାର୍‌ ଆଉ ବଙ୍ଗଳା

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ ଏବଂ ରେଖାଙ୍କର ଆଜି ବି ଅନେକ ପ୍ରଶଂସକ ରହିଛନ୍ତି। ପ୍ରଶଂସକମାନେ ଏହି ଦୁଇ ଅଭିନେତ୍ରୀଙ୍କ ବିଷୟରେ ଅଧିକ ଜାଣିବା ପାଇଁ ସବୁବେଳେ ଚାହିଁଥାନ୍ତି। ତେବେ ଜାଣନ୍ତି କି ଏହି ଦୁଇ ଅଭିନେତ୍ରୀଙ୍କ ମଧ୍ୟରୁ…

ଘନ କୁହୁଡ଼ି ଯୋଗୁ ବାଟ ନ ପାଇ ୬୦୦ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇ ଡଙ୍ଗା ମଝି ସମୁଦ୍ରରେ ଅଟକିଲା…

କୋଲକାତା,୧୬।୧ : ରବିବାର ରାତିରେ ଗଙ୍ଗାସାଗରରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ଡଙ୍ଗା ମଝି ସମୁଦ୍ରରେ ଫସି ରହିଥିଲା। ସୂଚନା ଅନୁଯାୟୀ, ଏଥିରେ ୫୦୦ରୁ ୬୦୦ ତୀର୍ଥଯାତ୍ରୀ ଥିଲେ। ଅଟକି ରହିଥିବା ଯାତ୍ରୀଙ୍କ ବିଷୟରେ ସୂଚନା ପାଇବା ପରେ ରାଜ୍ୟ ପ୍ରଶାସନ…

ପ୍ରସିଦ୍ଧ ସ୍କ୍ରିପ୍ଟରାଇଟର୍‌ଙ୍କ ପରଲୋକ

ଲୋକପ୍ରିୟ ତାମିଲ-ତେଲୁଗୁ ସ୍କ୍ରିପ୍ଟରାଇଟର୍‌୍‌ ଶ୍ରୀ ବାଲାମୁରୁଗାନଙ୍କ ଦେହାନ୍ତ ହୋଇଛି। ୮୬ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। ସେ ଗତ କିଛି ବର୍ଷ ଧରି ଅସୁସ୍ଥ ଥିଲେ। ବାଲାମୁରୁଗାନ ‘ଧର୍ମଦଥା’, ‘ଅଲୁମାଗାଲୁ’, ‘ସାଭାସାଗାଲୁ’ ଏବଂ ‘ଜୀବନ ତରଙ୍ଗାଲୁ’ ପରି ଅନେକ…

୧୬ ବର୍ଷ ତଳେ ବିମାନ ଦୁର୍ଘଟଣାରେ ସ୍ବାମୀଙ୍କୁ ହରାଇଥିଲେ, ଏବେ ନିଜେ ଚାଲିଗଲେ

କାଠମାଣ୍ଡୁ,୧୬।୧: ନେପାଳରେ ବିମାନ ଦୁର୍ଘଟଣାରେ ୬୮ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ଭାରତୀୟ ମଧ୍ୟ ଅଛନ୍ତି। ଦୁର୍ଘଟଣାଗ୍ରସ୍ତ ୟେତି ଏୟାରଲାଇନ୍ସ ବିମାନ ଏଟିଆର୍‌-୭୨ର ସହ-ପାଇଲଟ ଅଞ୍ଜୁ ଖାତିୱାଡା ମଧ୍ୟ ପ୍ରାଣ ହରାଇଛନ୍ତି। କିଛି ଦିନ ମଧ୍ୟରେ ଅଞ୍ଜୁ…

କୂଳକୁ ଫେରିଲେ ନିଖୋଜ ୧୩ ମତ୍ସ୍ୟଜୀବୀ

ପାରାଦୀପ,୧୬ା୧(ସ୍ବ.ପ୍ର.): ୮ ତାରିଖରୁ ସମୁଦ୍ରକୁ ଯାଇଥିବା ୨ଟି ବୋଟ୍‌ର ୧୩ ଜଣ ମତ୍ସ୍ୟଜୀବୀ ନିଖୋଜ ଥିଲେ। ତାଙ୍କୁ ସୋମବାର ମଧ୍ୟାହ୍ନରେ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର କରାଯାଇଛି। ସେମାନଙ୍କ ବୋଟ୍‌ ସହିତ ଆସି ପାରାଦୀପ ମାଛଧରାବନ୍ଦର ପୋତାଶ୍ରୟରେ ପହଞ୍ଚିଛନ୍ତି। ଉଦ୍ଧାର ବୋଟର ଡ୍ରାଇଭର…

୨୫ ବର୍ଷ ତଳର ଫଟୋ ଶେୟାର କରି ସ୍ମୃତିକୁ ତାଜା କଲେ ରତନ ଟାଟା

ଅତୀତର ସ୍ମୃତି ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ପ୍ରସିଦ୍ଧ ଶିଳ୍ପପତି ତଥା ଟାଟା ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ୍‌ ରତନ ଟାଟା ମଧ୍ୟ ଏହିପରି ଏକ ମନୋରମ ସ୍ମୃତି ଲୋକଙ୍କ ସହ ଶେୟାର କରିଛନ୍ତି। ଟାଟା ଇଣ୍ଡିକା ଲଞ୍ଚ ହେବାର ଦିନକୁ…

ଶାଶୂ-ବୋହୂଙ୍କ କଳି ଯୋଗୁ ପଡୋଶୀଙ୍କ ଶାନ୍ତି ଭଙ୍ଗ ହୁଏନାହିଁ…

ନୂଆଦିଲ୍ଲୀ,୧୬।୧ : ଘର ଭିତରେ ଶାଶୁ ଏବଂ ବୋହୂଙ୍କ ମଧ୍ୟରେ ଲାଗୁଥିବା କଳି ଥିବା ଝଗଡାକୁ ସାଧାରଣ ଶାନ୍ତି ଉଲ୍ଲଂଘନ ବୋଲି ବିବେଚନା କରାଯାଇପାରିବ ନାହିଁ। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଅଦାଲତ ଦିଲ୍ଲୀର ତିସହଜାରି କୋର୍ଟର ଅତିରିକ୍ତ ସେସନ ଜଜ ମନୀଷ…

ରିଲିଜ୍‌ ପୂର୍ବରୁ ବିଦେଶରେ ବମ୍ପର ରୋଜଗାର କଲା ‘ପଠାନ’

ବଲିଉଡର ମେଗା ସୁପରଷ୍ଟାର ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ରିଲିଜ୍‌ ପୂର୍ବରୁ ଏହି ଫିଲ୍ମ ଅଗ୍ରୀମ ବୁକିଂରେ ରେକର୍ଡ କରିଛି। ଫିଲ୍ମଟି ବିଦେଶରେ ବମ୍ପର ରୋଜଗାର କରିଛି। ଏହି ଆକ୍ସନ ପ୍ୟାକେଜ…

ଉପରାଜ୍ୟପାଳଙ୍କ ବିରୋଧରେ କେଜରିଓ୍ବାଲ ରାସ୍ତାରେ କଲେ ପ୍ରଦର୍ଶନ…

ନୂଆଦିଲ୍ଲୀ,୧୬।୧ : ଶେଷ ହେବା ପରିବର୍ତ୍ତେ ଦିଲ୍ଲୀର କେଜରିୱାଲ ସରକାର ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ପ୍ରଥମେ ବିଧାନସଭାରେ ଆମ ଆଦମୀ ପାର୍ଟିର ବିଧାୟକମାନେ ଉପରାଜ୍ୟପାଳଙ୍କୁ ଟାର୍ଗେଟ କରିଥିଲେ ଏବଂ ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri