Home

ଓଡ଼ିଶାରେ ଲାଗିବ ଆଉ ୨ ଡପଲର ରାଡାର

ନୂଆଦିଲ୍ଲୀ,୧୭ା୧: ଜଳବାୟୁ ପର୍ଯ୍ୟବେକ୍ଷଣ ସାମର୍ଥ୍ୟ ବଢ଼ାଇବା ଲାଗି ଓଡ଼ିଶାରେ ଖୁବ୍‌ଶୀଘ୍ର ଆଉ ୨ଟି ଡପଲର ରାଡାର ସ୍ଥାପନ କରାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି। ଗୋଟିଏ ସମ୍ବଲପୁରରେ ଏବଂ ଅନ୍ୟଟି ବାଲେଶ୍ୱରରେ ଲାଗିବ ବୋଲି ଆଇଏମ୍‌ଡି ଗଣମାଧ୍ୟମକୁ ସୂଚନା…

ସାବତ ପୁଅକୁ ମାରି ମହିଳାଙ୍କ ଆତ୍ମହତ୍ୟା

କଟକ ଅଫିସ,୧୭ା୧:ପାରିବାରିକ କଳହକୁ କେନ୍ଦ୍ର କରି ୨ ବର୍ଷର ଶିଶୁପୁତ୍ରକୁ ସାବତ ମା’ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଅଞ୍ଚଳରେ। ଭଡ଼ାଘରେ ଶିଶୁପୁତ୍ର…

କୋଭିଡ୍‌ ଟିକାରେ ପାର୍ଶ୍ୱପ୍ରତିକ୍ରିୟା

ମୁମ୍ବାଇ,୧୭ା୧ (ଆଇଏଏନ୍‌ଏସ୍‌):ପ୍ରାୟ ୩ବର୍ଷ ହେଲା କୋଭିଡ୍‌ ମହାମାରୀ କଲବଲ କରିଚାଲିଛି। ବିଶ୍ୱରେ ଏବେ ବି କେଉଁଠି ନା କେଉଁଠି ଆତଙ୍କର ପରିବେଶ ରହିଛି। ଏହି ମାରାତ୍ମକ ଭୂତାଣୁ ଯୋଗୁ ଭାରତରେ ମଧ୍ୟ ଜୀବନ ଜୀବିକାର ବ୍ୟାପକ ହାନି ଘଟିଛି। ଭୟଙ୍କର ସ୍ବାସ୍ଥ୍ୟ…

ମମତା ବାନାର୍ଜୀଙ୍କ ପ୍ରଧାନମନ୍ତ୍ରୀ ହେବାର ସାମର୍ଥ୍ୟ ରହିଛି: ଅମର୍ତ୍ତ୍ୟ ସେନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲେ ଦିଦି

କୋଲକତା,୧୭।୧: ନିକଟରେ ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ସାମର୍ଥ୍ୟ ରହିଛି ବୋଲି କହିଛନ୍ତି। ମମତା ବାନାର୍ଜୀ ବର୍ତ୍ତମାନ ଏ ସମ୍ପର୍କରେ ଜବାବ ଦେଇ ଏହି ପରାମର୍ଶ ତାଙ୍କ ପାଇଁ…

ନିପ୍ରୋର ଭଙ୍ଗା କୋଠାତଳୁ ୪୦ ମୃତଦେହ ଉଦ୍ଧାର, ୪୬ ଲୋକ ଏବେବି ନିଖୋଜ, ରୁଷିଆ କହିଲା କରିନାହିଁ ଆକ୍ରମଣ

ମସ୍କୋ/ବର୍ଲିନ,୧୭ ।୧: ୟୁକ୍ରେନ ସହର ନିପ୍ରୋରେ ଥିବା ଘରୋଇ କୋଠା ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ରୁଷିଆ ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନର ପ୍ରବକ୍ତା ଦିମିତ୍ରି ପେସ୍କୋବ ସୋମବାର କହିଛନ୍ତି, ଉକ୍ତ କୋଠା ଉପରେ ରୁଷିଆ ମିଶାଇଲ ଆକ୍ରମଣ କରିନାହିଁ ।…

ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌: ଅଧିକ ସନ୍ତାନ ଜନ୍ମ କର, ମିଳିବ ପ୍ରୋତ୍ସାହନ

ଗ୍ୟାଙ୍ଗଟକ୍‌,୧୭।୧: ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଅଧିକ ସନ୍ତାନ ଜନ୍ମ କରିବାକୁ ଅପିଲ କରିଛନ୍ତି। ଦକ୍ଷିଣ ସିକ୍କିମର ଜୋରଥାଙ୍ଗ ସହରରେ ମାଘ ସଂକ୍ରାନ୍ତି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ସିକ୍କିମରେ ନିକଟ ବର୍ଷରେ ଜନ୍ମହାର କମିବାରେ ଲାଗିଛି। ଫଳରେ…

ଅଶାନ୍ତ ଆମେରିକା: ୬ ମାସର ଶିଶୁ, ମାଆ ସମେତ ୬ ଜଣଙ୍କୁ ହତ୍ୟା

କାଲିଫର୍ନିଆ,୧୭ ।୧: ତୁଲରେ କାଉଣ୍ଟିର ମାଇକ ବୋଡ୍ରେକ୍ସ ସୋମବାର କହିଛନ୍ତି ଆମେରିକା କାଲିଫର୍ନିଆ ରାଜ୍ୟର ଗୋଶେନରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଜଣେ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଗୁଳିକାଣ୍ଡ ସୋମବାର ସକାଳେ ମଧ୍ୟ କାଲିଫର୍ନିଆର ଏକ…

ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ

ଥିରୁଭାନ୍ତପୁରମ୍‌,୧୬।୧: କେରଳରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ରାଜ୍ୟରେ କୋଭିଡ ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ ସରକାର ଏହି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସମସ୍ତ ସର୍ବସାଧାରଣ ସ୍ଥାନ, କାର୍ଯ୍ୟାଳୟ ଏବଂ ସମାବେଶରେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ…

ଦିଲ୍ଲୀ, ୟୁପି ସମେତ ଏହି ରାଜ୍ୟରେ ୩ ଦିନିଆ ୟେଲୋ ଆଲର୍ଟ

ନୂଆଦିଲ୍ଲୀ,୧୬।୧: ଉତ୍ତର ଭାରତର କେତେକ ରାଜ୍ୟରେ ଗତ କିଛି ଦିନରୁ ଶୀତଲହରୀରୁ ଆଶ୍ୱସ୍ତି ମିଳିଥିଲା। କିନ୍ତୁ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ପୁଣି ଥରେ ପ୍ରବଳ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସୋମବାର…

୨୫ରେ ହେବ ଜ୍ୟାକଲିନ୍‌ଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୧୬।୧: ମନି ଲଣ୍ଡରିଂ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିଜ୍‌ ସୋମବାର ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ହାଜର ହୋଇଥିଲେ। ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟମାନଙ୍କ ସହ ଜଡିତ ୨୦୦ କୋଟର ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନଙ୍କ ନାମ ସାମିଲ ରହିଛି।…

ଖଣ୍ଡାଧାରରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

କେନ୍ଦୁଝର,୧୬ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଅନ୍ୟତମ ପ୍ରସିଦ୍ଧ ବାଂଶପାଳ ବ୍ଲକର ଖଣ୍ଡାଧାର ଜଳପ୍ରପାତରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଜମୁଛି। ଏଠାରେ ଏବେ ମକର ମେଳା ଚାଲିଥିବାରୁ ପର୍ଯ୍ୟଟକମାନେ ଜଳପ୍ରପାତ ବୁଲି ଦେଖିବା ସହ ଭୋଜି ଭାତ କରି ମଜା ନେଉଛନ୍ତି। ମେଳାରେ ମୀନାବଜାର…

ରାମ ମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ଯୋଜନା…ଜୈଶ-ଏ-ମହମ୍ମଦ ରଚିଛି ପ୍ଲାନ

ନୂଆଦିଲ୍ଲୀ,୧୬ ।୧: ଗଣତନ୍ତ୍ର ଦିବସ ଅବସରରେ ଦେଶର ରାଜଧାନୀ ଦିଲୀ ସମେତ କିଛି ବଡ ବଡ ସହର ଉପରେ ନଜର ରଖିଛନ୍ତି ଆତଙ୍କବାଦୀ । ଇଣ୍ଟଲିଜେନ୍ସ ଏଜେନ୍ସିକୁ ଗୁପ୍ତ ସୂଚନା ମିଳିଛି କି ଆତଙ୍କବାଦୀମାନେ ଅଯୋଧ୍ୟାର ରାମ ମନ୍ଦିରକୁ ସେମାନଙ୍କର ଟାର୍ଗେଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri