ପାକିସ୍ତାନ କ୍ରିକେଟରଙ୍କ ଏକ ଟୁଇଟ୍ ଦେଖି ଡରିଗଲେ ଅଷ୍ଟ୍ରେଲିୟ ବୋଲରଙ୍କ ପ୍ରଶଂସକ
ନୂଆଦିଲ୍ଲୀ,୧୪।୧: ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ପାକିସ୍ତାନକୁ ଘରୋଇ ମଇଦାନରେ ୨-୧ରେ ପରାଜିତ କରିଛି। ଏହାକୁ ନେଇ ପାକିସ୍ତାନ କ୍ରିକେଟରେ ତୁମୁଳକାଣ୍ଡ ଘଟିଛି। ଏସବୁ ମଧ୍ୟରେ ପାକିସ୍ତାନୀ କ୍ରିକେଟର ଶାହାନାଓ୍ବାଜ ଡାହାନୀଙ୍କ ଏକ ଟୁଇଟ୍…
କିଏ ସେହି ସରଫରାଜ, ଯାହାଙ୍କୁ ଟିମ୍ ଇଣ୍ଡିଆରେ ଚୟନ କରା ନ ଯିବାକୁ ନେଇ ହେଉଛି ହଙ୍ଗାମା !
ନୂଆଦିଲ୍ଲୀ,୧୪।୧: ଭାରତରେ ଜନ୍ମିତ ନୁହନ୍ତି, ହେଲେ ଆଜି ସେ ଭାରତର ପରିଚୟ ପାଲଟିଛନ୍ତି। ଘରୋଇ କ୍ରିକେଟର ସବୁଠାରୁ ବଡ଼ ଟୁର୍ନାମେଣ୍ଟ ରଣଜୀ ଟ୍ରଫିରେ ଗତ ୩ ବର୍ଷ ଧରି ତାଙ୍କ ବ୍ୟାଟ୍ ଗର୍ଜୁଛି। କେବଳ ତାଙ୍କର ଗୋଟିଏ ସ୍ବପ୍ନ ରହିଛି, ସେଇଟି…
ବଡ଼ମ୍ବା ଟି-ବ୍ରିଜ୍ ଦଳାଚକଟା: ମୃତକଙ୍କ ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪ା୧(ବ୍ୟୁରୋ): ମକରମେଳାରେ କଟକ ଜିଲା ବଡ଼ମ୍ବା ନୃସିଂହନାଥ ପୀଠରେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି…
ଚାଇନାରେ କରୋନା ତାଣ୍ଡବ: ମାସକରେ ୬୦ ହଜାର ମୃତ୍ୟୁ…
ବେଜିଂ,୧୪।୧ : ଚାଇନାରେ କରୋନା ମହାମାରୀ ତାଣ୍ଡବ ରଚିଛି। ମାସକ ମଧ୍ୟରେ ଦେଶରେ ୬୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଗତ ୩୦ ଦିନ ମଧ୍ୟରେ…
ମାତ୍ର ୨୪ ଘଣ୍ଟାରେ ସ୍ଥିତି ବଦଳିଗଲା: ପୁଣିଥରେ ବିଶ୍ୱର ତୃତୀୟ ଧନୀ ପାଲଟିଲେ ଆଦାନୀ
ନୂଆଦିଲ୍ଲୀ,୧୪।୧: ବିଶ୍ୱର ଶ୍ରେଷ୍ଠ-୧୦ ଧନୀବ୍ୟକ୍ତିଙ୍କ ତାଲିକାରେ ଗୁରୁବାର ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆମାଜନ୍ ସହ-ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ପଛରେ ପକାଇ ଦୁନିଆର ତୃତୀୟ ଧନୀ ବ୍ୟକ୍ତି ପାଲଟିଥିଲେ। ହେଲେ ୨୪ ଘଣ୍ଟା ମଧ୍ୟରେ…
ବରଫ ଚାଦରରେ ଢାଙ୍କି ହୋଇଛି କଙ୍ଗନାଙ୍କ ବଙ୍ଗଳା, ଫଟୋ ଶେୟାର କରି କହିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ପ୍ରଶଂସକମାନଙ୍କୁ ମକର ସଂକ୍ରାନ୍ତି ଅବସରରେ ଅଭିନନ୍ଦନ ଜଣାଇବା ସହ ତାଙ୍କ ମନାଲିସ୍ଥିତ ଘରର ଫଟୋ ଶେୟାର କରିଛନ୍ତି। ଘର ବରଫରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଛି। ତାଙ୍କ ଘର ଚାରିପାଖରେ ଯେପରି ବରଫର…
୫-୦ ଗୋଲରେ ଦକ୍ଷିଣ କୋରିଆକୂ ହରାଇଲା ବେଲଜିୟମ୍…
ଭୁବନେଶ୍ୱର,୧୪।୧ : ହକି ବିଶ୍ୱକପ ୨୦୨୩ର ଦକ୍ଷିଣ କୋରିଆ ଏବଂ ବେଲଜିୟମ୍ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବେଲଜିୟମ୍ ୫-୦ ଗୋଲରେ ବିଜୟୀ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଉଭୟ ପକ୍ଷ କୌଣସି…
୫୦୮ ରନ୍ର ଅପରାଜିତ ଇନିଂସ ଖେଳି ଚର୍ଚ୍ଚାରେ ୟଶ
ନୂଆଦିଲ୍ଲୀ,୧୪।୧: ୧୩ ବର୍ଷ ବୟସରେ କ୍ରିକେଟ ମଇଦାନରେ ଚମକିଛନ୍ତି ୟଶ ଚାଭଡେ। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ୟଶ ମୁମ୍ବାଇ ଇଣ୍ଡିଆନ୍ସ ଜୁନିୟର ଇଣ୍ଟର-ସ୍କୁଲ(ଅଣ୍ଡର ୧୪) କ୍ରିକେଟ ଟୁର୍ନାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ୮୧ ଚୌକା ଏବଂ ୧୮ ଛକା ସହାୟତାରେ…
ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝର ଗସ୍ତ: ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ
କେନ୍ଦୁଝର,୧୪ା୧(ସ୍ବ.ପ୍ର.): ଓଡ଼ିଶାର ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ତଦାରଖ ସହ ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରି କାର୍ଯ୍ୟକ୍ଷମ କରିବାକୁ ସଂପୃକ୍ତ…
ବଡ଼ମ୍ବା ଟି-ବ୍ରିଜ୍ ଦଳାଚକଟା ଘଟଣା: ଜଣଙ୍କର ଜୀବନ ଗଲା
ବଡ଼ମ୍ବା,୧୪ା୧(ଡି.ଏନ୍.ଏ.): କଟକ ଜିଲା ବଡ଼ମ୍ବା-ଗୋପୀନାଥପୁର ଟି-ବ୍ରିଜ୍ରେ ଶନିବାର ଦଳାଚକଟାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଅଞ୍ଜନା ସ୍ବାଇଁ(୪୫)। ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କୁ କଟକ ପଠାଯାଇଥିବା ବେଳେ ଅନ୍ୟମାନେ ବଡ଼ମ୍ବା ଡାକ୍ତରଖାନାରେ…
ମାଲେସିଆକୁ ୪-୦ରେ ପରାଜିତ କଲା ନେଦରଲାଣ୍ଡ…
ରାଉରକେଲା,୧୪।୧: ଶନିବାର ରାଉରକେଲାର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ବିଶ୍ୱକପର ପୁଲ ସି ମ୍ୟାଚରେ ନେଦରଲାଣ୍ଡ ମାଲେସିଆକୁ ୪-୦ ଗୋଲରେ ପରାଜିତ କରିଛି। ଥିଜ ଭ୍ୟାନ ଡ୍ୟାମ ବିଂଶତମ ମିନିଟରେ ଏକ ଗୋଲ ଦେଇ ଡଚ ଟିମ୍ ନେଦରଲାଣ୍ଡକୁ ଆଗୁଆ ରଖିଥିଲେ। ଜିପ…
ପୈତୃକ ଗ୍ରାମରେ ହେଲା ଶରଦ ଯାଦବଙ୍କ ଅନ୍ତିମ ସଂସ୍କାର
ନର୍ମଦାପୁରମ,୧୪।୧: ବରିଷ୍ଠ ସମାଜବାଦୀ ନେତା ଶରଦ ଯାଦବଙ୍କ ଅନ୍ତିମ ସଂସ୍କାର ତାଙ୍କ ପୈତୃକ ଗ୍ରାମରେ କରାଯାଇଛି। ପୁଅ ଶାନ୍ତନୁ ଏବଂ ଝିଅ ଶୁଭାସିନୀ ମିଶି ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଏହି ସମୟରେ ମଧ୍ୟପ୍ରଦେଶ ପୋଲିସ ପକ୍ଷରୁ ତାଙ୍କୁ ସଲାମୀ ଦିଆଯାଇଥିଲା। ପ୍ରକାଶ…
Archives


