ଭୁବନେଶ୍ୱର ଏମ୍ସକୁ ୨୦ ଏମ୍ସିଏସ୍ ଦେଲା ବିଓଆଇ
ଭୁବନେଶ୍ୱର,୧୫।୨: ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ୨୦ଟି ମୋବାଇଲ୍ ଚାର୍ଜିଂ ଷ୍ଟେଶନ (ଏମ୍ସିଏସ୍) ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ପ୍ରଦାନ କରାଯାଇଛି। ବିଶେଷକରି ବିଓବିର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) କାର୍ଯ୍ୟକ୍ରମ ଅଧୀନରେ ଏହି ଏମ୍ସିଏସ୍ଗୁଡିକ ହସ୍ପିଟାଲ କର୍ତ୍ତୃପକ୍ଷକୁ…
‘ଆଲୁମିନିୟମର ରାଜଧାନୀ ହେବ ଭାରତ’
ଭୁବନେଶ୍ୱର,୧୫।୨: ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ୍ ଝାରସୁଗୁଡ଼ାଠାରେ ଏକ ୨ଦିନିଆ ଅନ୍ତର୍ଜାତୀୟ ଆଲୁମିନିୟମ୍ ସମ୍ମିଳନୀ-୨୩ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଓଡ଼ିଶାରେ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ଆଲୁମିନିୟମ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏପରିକି ଆଲୁମିନିୟମ୍ ଆସୋସିଏସନ ଅଫ୍ ଇଣ୍ଡିଆର ସହଭାଗିତାରେ ଏହି…
ଏସ୍ଡିଏମ୍ଙ୍କ ସମେତ ୩୯ଙ୍କ ନାଁରେ ମାମଲା
କାନପୁର,୧୫।୨(ପି.ଟି.): ଉତ୍ତରପ୍ରଦେଶର କାନପୁର ଦେହାତରେ ସୋମବାର ଜବରଦଖଲ ଉଚ୍ଛେଦ ଅଭିଯାନ ବେଳେ ମାଆଝିଅ ଏହାକୁ ବିରୋଧ କରି ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ଏନେଇ ପୋଲିସ ମଙ୍ଗଳବାର ସବ୍ଡିଭିଜନାଲ ମାଜିଷ୍ଟ୍ରେଟ୍ (ଏସ୍ଡିଏମ୍), ୪ ରାଜସ୍ବ ଅଧିକାରୀ ଏବଂ ପୋଲିସ ସମେତ…
ସମୁଦ୍ର ପତ୍ତନ ବଢ଼ୁଛି, ପ୍ରଭାବିତ ହେବ ମୁମ୍ବାଇ ଭଳି ସିଟି
ଜାତିସଂଘ, ୧୫।୨: ସମୁଦ୍ର ପତ୍ତନ ବୃଦ୍ଧି ଯୋଗୁ ମୁମ୍ବାଇ ଭଳି ବିଶ୍ୱର ମେଗା ସିଟି ପ୍ରଭାବିତ ହେବାର ଆଶଙ୍କା ଥିବା ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ମଙ୍ଗଳବାର ବିଶ୍ୱବାସୀଙ୍କୁ ସତର୍କ କରାଇଛନ୍ତି। ସମୁଦ୍ର ପତ୍ତନ ବୃଦ୍ଧି ଭବିଷ୍ୟତକୁ ପ୍ରଭାବିତ କରିବା ସହ…
ଚା’ ବଗିଚାରେ ନାବାଳିକାଙ୍କୁ ବଳାତ୍କାର, ହତ୍ୟା
ସୋନିତପୁର, ୧୫।୨: ଆସାମର ସୋନିତପୁର ଜିଲା ଢେକିଆଜୁଲି ଚା’ ବଗିଚାରେ ମଙ୍ଗଳବାର ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୋଲିସକୁ ମୃତଦେହ ମିଳିବା ପରେ ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ଅଭିଯୁକ୍ତଙ୍କୁ…
ସୁପ୍ରିମକୋର୍ଟରେ ପ୍ରଦୀପଙ୍କ ରାୟ ସଂରକ୍ଷିତ
ନୂଆଦିଲ୍ଲୀ,୧୫।୨: ଓଡ଼ିଶାର ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ରାୟ ବିରୋଧରେ ଓଡ଼ିଶା ଲୋକାୟୁକ୍ତ ସୁପ୍ରିମକୋର୍ଟରେ ସ୍ବତନ୍ତ୍ର ଲିଭ୍ ପିଟିଶନ ଦାଏର କରିଥିଲେ। ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଏହା ଉପରେ ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା…
ବିପନ୍ନଙ୍କୁ ଭ୍ରାମ୍ୟମାଣ ଘର ଦେଲା କାତାର
ଦୁବାଇ,୧୫।୨ : ବିଶ୍ୱକପ୍ ଫୁଟ୍ବଲ ମ୍ୟାଚ୍ ପାଇଁ କାତାର ଗତବର୍ଷ ନିର୍ମାଣ କରିଥିବା ୧୦ ହଜାର କ୍ୟାବିନ୍ ଏବଂ କାରାଭାନ୍କୁ ତୁର୍କୀ ଭୂକମ୍ପ ବିପନ୍ନଙ୍କୁ ପ୍ରଦାନ କରିବ। ଗ୍ୟାସ୍ ସମୃଦ୍ଧ ଏହି ଉପସାଗରୀୟ ଦେଶ ନିଜର ଯୋଜନା ସମ୍ପର୍କରେ ଘୋଷଣା କରିଛି।…
ଭୂକମ୍ପରେ ୭୦ ଲକ୍ଷ ଶିଶୁ ପ୍ରଭାବିତ
ଡେନ୍ମାର୍କ/ ଜେନେଭା, ୧୫।୨: ତୁର୍କୀ, ସିରିଆରେ ଭୟଙ୍କର ଭୂମିକମ୍ପକୁ ମଙ୍ଗଳବାର ଆଠ ଦିନ ବିତିଯାଇଛି। ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ରେସ୍କ୍ୟୁ ଟିମ୍। ପାଖାପାଖି ୨୦୦ ଘଣ୍ଟାର ଅପରେଶନ୍ ପରେ ମଙ୍ଗଳବାର ୪ ଜଣଙ୍କୁ ସୁରକ୍ଷିତ…
୧୯ ଆତଙ୍କବାଦୀରୁ ୮ ନିହତ ହେଲେଣି
ନୂଆଦିଲ୍ଲୀ/ଶ୍ରୀନଗର,୧୫।୨: ଜମ୍ମୁ-କଶ୍ମୀରର ପୁଲ୍ଓ୍ବାମାରେ ଆତଙ୍କବାଦୀ ଆକ୍ରମଣକୁ ମଙ୍ଗଳବାର ୪ ବର୍ଷ ପୂରିଛି। ୨୦୧୯ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ସିଆର୍ପିଏଫ୍ର ଏକ ଗାଡ଼ି ଧ୍ୱଂସ ହେବା ସହ ୪୦ ଯବାନ ଶହୀଦ ହୋଇଥିଲେ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସିଆର୍ପିଏଫ୍ ଏବଂ…
ଶାହାବୁଦ୍ଦିନ ଚୁପ୍ପୁ ବାଂଲାଦେଶ ରାଷ୍ଟ୍ରପତି ନିର୍ବାଚିତ
ଢାକା,୧୫।୨: ପୂର୍ବତନ ବିଚାରପତି ତଥା ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ଶାହାବୁଦ୍ଦିନ ଚୁପ୍ପୁ ନିର୍ଦ୍ୱନ୍ଦ୍ୱରେ ବାଂଲାଦେଶର ୨୨ତମ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ମୁଖ୍ୟ ନିର୍ବାଚନ କମିଶନର କାଜି ହବିବୁଲ ଅଓ୍ବଲ ଘୋଷଣା କରିଛନ୍ତି। ୭୪ ବର୍ଷୀୟ ଚୁପ୍ପୁ ବର୍ତ୍ତମାନର ରାଷ୍ଟ୍ରପତି ମହମ୍ମଦ ଅବଦୁଲ…
କଂଗ୍ରେସର ପ୍ରଶ୍ନ: ଜେପିସି ତଦନ୍ତକୁ ଡର କାହିଁକି
ନୂଆଦିଲ୍ଲୀ,୧୫।୨: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀଗୁଡ଼ିକ ବିରୋଧରେ ଜାନୁୟାରୀ ୨୪ରେ ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍ବର୍ଗ ପକ୍ଷରୁ କରାଯାଇଥିତ୍ବା ପ୍ରଘଟକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିବାରୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ…
ଇଞ୍ଜିନିୟରିଂ ଛାତ୍ରୀଙ୍କୁ ନିଶା ଦେଇ କାର୍ରେ ବଳାତ୍କାର
ଗୁରୁଗ୍ରାମ,୧୫।୨: ଗୁରୁଗ୍ରାମର ଏକ ମଲ୍ ପାର୍କିଂ ସ୍ଥଳରେ ଜଣେ ୨୭ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀଙ୍କୁ ନିଶା ଦେଇ କାର୍ ଭିତରେ ବଳାତ୍କାର କରାଯାଇଛି। ଅଭିଯୁକ୍ତ ଜଣକ ନିଯୁକ୍ତି ଦେବା ନାଁରେ ସାକ୍ଷାତ୍କାର ପାଇଁ ଛାତ୍ରୀଙ୍କୁ ଡକାଇଥିଲେ। ସେ ପୀଡ଼ିତାଙ୍କୁ ନିଶାଦ୍ରବ୍ୟ ମିଶା…

