Home

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା ଓ ସ୍ଥିତି ଯାହାର ସ୍ବଭାବ, ଭୂତ ଓ ଇନ୍ଦ୍ରିୟ ଯାହାର ସ୍ବରୂପ ତଥା…

ଆଉ ୪ଦିନ କାଳବୈଶାଖୀ: ମୌସୁମୀ ଆସିବା ପୂର୍ବରୁ ବଢ଼ିଲା ତାତି

ଭୁବନେଶ୍ୱର, ୧୫ା୫(ବନ୍ଦନା ସେଠୀ):ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ଆସନ୍ତା ୧୬ ତାରିଖ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର ଓ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ପ୍ରବେଶ କରିବା ସମ୍ଭାବନା ରହିଛି। ହେଲେ ଏହା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର ଯିଏ ବାଢ଼ିଛନ୍ତି, ସେ ହେଉଛନ୍ତି ପ୍ରଗତିବାଦୀ ଚେତନାରେ ଅବଗାହୀ ପଦ୍ମଶ୍ରୀ କାଳିନ୍ଦୀ ଚରଣ…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି ପରଠାରୁ ଦେଖାଯାଇ ନ ଥିଲା। ନିଃସନ୍ଦେହ ଯେ ଜଳବାୟୁର ବ୍ୟାପକ କ୍ଷତକୁ ରୋକିବା…

ଏକାଠି ହେଲେ ଭାଜପା-ବିଜେଡି ଲୋକ ପ୍ରତିନିଧି: ୧୯ ଦିନରେ ପହଞ୍ଚିଲା ଭଞ୍ଜନଗର ଯାତ୍ରା

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ୧୯ ଦିନରେ ପହଞ୍ଚିଛି। ଆସନ୍ତା ୨୦ ତାରିଖରେ ଯାତ୍ରା ଉଦଯାପିତ ହେବ। ଭଞ୍ଜନଗର ଯାତ୍ରା ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସମସ୍ତ କାର୍ଯ୍ୟକ୍ରମ ହେଉଛି । ତେଣୁ ସବୁ ଦଳର ଲୋକ ପ୍ରତିନିଧି, ବିଭିନ୍ନ…

ଭାଜପା ଶାସନରେ ଅନ୍ଧକାରକୁ ଚାଲିଯାଇଛି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ: ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ,୧୫।୫(ପ୍ରେମାନନ୍ଦ ଖମାରୀ): ସର୍ବଭାରତୀୟ ଏନଇଇଟି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଦେଶବ୍ୟାପୀ ଏହାକୁ ନେଇ ବିରୋଧ, ପ୍ରତିବାଦ ତେଜି ଉଠିଛି । ବରଗଡ଼ ଜିଲା ଆମ ଆଦମୀ ପାର୍ଟି (ଏଏପି) ଏହାର ନ୍ୟାୟିକ ତଦନ୍ତ…

ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଅବ୍ୟବସ୍ଥା, ଡ୍ୟୁଟି ସମୟରେ କର୍ମଚାରୀ ଖେଳୁଛନ୍ତି ଲୁଡୁ!

କଟକ,୧୫ା୫(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ଏପରିକି କର୍ମଚାରୀମାନେ ଡ୍ୟୁଟି ସମୟରେ କାର୍ଯ୍ୟାଳୟ ମୁଖ୍ୟ ଫାଟକର ପ୍ରବେଶ ପଥ ନିକଟରେ ରୁଣ୍ଡହୋଇ ମୋବାଇଲରେ ଲୁଡ଼ୁ ଖେଳୁଥିବା ନଜରକୁ ଆସିଛି। କାର୍ଯ୍ୟାଳୟକୁ ଆସିଥିବା କେତେଜଣ ଲୋକ ଏହାର…

ଓଡ଼ିଶା ପାଇଁ ବଡ଼ ଘୋଷଣା କଲେ ଅଶ୍ୱିନୀ ବୈଷ୍ଣବ: ଭବିଷ୍ୟତରେ…

ଭୁବନେଶ୍ୱର, ୧୫ା୫(ବନ୍ଦନା ସେଠୀ)ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ବଡ଼ ପଦକ୍ଷେପ ସ୍ବରୂପ ୧୮୪୦୭/୧୮୪୦୮ ପୁରୀ-କୋରାପୁଟ ମଧ୍ୟରେ ନୂତନ ତ୍ରି-ସାପ୍ତାହିକ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,…

ବରଗଡ଼ ଦେଇ ଚାଲିବ କୋରାପୁଟ-ପୁରୀ ଏକ୍ସପ୍ରେସ୍‌: ଶ୍ରୀକ୍ଷେତ୍ରକୁ ଶ୍ରାବର ଶ୍ରୀକ୍ଷେତ୍ର ସହ ଯୋଡ଼ିବ

ବରଗଡ଼,୧୫।୫(ପ୍ରେମାନନ୍ଦ ଖମାରୀ):ଆଗାମୀ ଦିନରେ କୋରାପୁଟ-ପୁରୀ ଭାୟା ନରାଜ, ସମ୍ବଲପୁର, ବରଗଡ଼, ଏକ୍ସପ୍ରେସ ଟ୍ରେନ୍‌ ଚଳାଇବା ପାଇଁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି। ଏଥିପାଇଁ ରେଳ ମନ୍ତ୍ରଣାଳୟ ସ୍ବୀକୃତି ପ୍ରଦାନ କରି ସାରିଛି ବୋଲି ବରଗଡ଼ ଜିଲା ରେଳ ଉପଭୋକ୍ତା ସଂଘ ସଭାପତି…

ବୀରମହାରାଜପୁରରେ ପେଟ୍ରୋଲ-ଡିଜେଲ ଅଭାବ; ଅଧା ପମ୍ପ ବନ୍ଦ, ଅଧାରେ ଲମ୍ବା ଲାଇନ୍

ଅମରପାଲି,୧୫।୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଅଞ୍ଚଳରେ ହଠାତ୍ ପେଟ୍ରୋଲ ଓ ଡିଜେଲ ଅଭାବ ଦେଖାଦେବାରୁ ସ୍ଥାନୀୟ ଜନଜୀବନରେ ଭାରୀ ପ୍ରଭାବ ପଡ଼ିଛି। ଅନେକ ପେଟ୍ରୋଲ ପମ୍ପ ବନ୍ଦ ହୋଇଥିବା ବେଳେ, ଚାଲୁଥିବା ପମ୍ପଗୁଡ଼ିକରେ ଉପଭୋକ୍ତାଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି।…

ଡ୍ରୋନ୍‌ ମାଡ଼ରେ ବୁଡ଼ିଲା ଭାରତୀୟ ଜାହାଜ: ମଝି ସମୁଦ୍ରରେ ଘଟିଲା…

ନୂଆଦିଲ୍ଲୀ/ମସ୍କାଟ, ୧୫ା୫:ଓମାନ ଉପକୂଳ ନିକଟରେ ଏକ ଭାରତୀୟ ମାଲବାହୀ ଜାହାଜ ‘ହାଜି ଅଲ୍ଲୀ’ ଉପରେ ସନ୍ଦିଗ୍ଧ ଡ୍ରୋନ୍‌ କିମ୍ବା ମିଶାଇଲ ମାଡ଼ ହେବା ଫଳରେ ଏହା ସମୁଦ୍ରରେ ବୁଡ଼ିଯାଇଛି। ଏହି ଭୟଙ୍କର ଆକ୍ରମଣରୁ ଜାହାଜରେ ଥିବା ସମସ୍ତ ୧୪ ଜଣ ଭାରତୀୟ…

ଟ୍ରମ୍ପ୍‌ଙ୍କୁ ଜିନ୍‌ପିଙ୍ଗ୍‌ଙ୍କ ଚେତାବନୀ, ତାଇଓ୍ବାନ୍‌କୁ ବିବାଦୀୟ କଲେ ସ୍ଥିତି ଖରାପ ହେବ

ବେଜିଂ,୧୫।୫: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଏବେ ବୈଶ୍ୱିକ ସ୍ତରରେ ରାଜନୀତି ସରଗରମ ରହିଥିଲାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଚାଇନା ସମିଟ୍‌ରେ ଏକାଠି ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବର୍ତ୍ତମାନ ପଶ୍ଚିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?