ଏଥର ରଜରେ..
ଚଳିତବର୍ଷ ରଜରେ ଦୁଇଟି ସିନେମା-‘ତୁ ମୋ ଲଭ୍ ଷ୍ଟୋରି-୨’ ଏବଂ ‘ଗୋଲମାଲ୍ ଲଭ୍’ ପରଦା ଉପରକୁ ଆସୁଛି। ଖାସ୍ କଥା ହେଲା ଏହି ଫିଲ୍ମଦ୍ୱୟ ଗୋଟିଏ ବ୍ୟାନର (ତରଙ୍ଗ ସିନେ ପ୍ରଡକ୍ସନ)ରେ ନିର୍ମିତ ହୋଇଛି। ତାପସ ସରଘରିଆଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ତୁ…
ପୋଲାଣ୍ଡରେ ଏକ ହଜାର ସୈନ୍ୟ ମୁତୟନ କରିବ ଆମେରିକା
ଓ୍ବାଶିଂଟନ,୧୩।୬: ପୋଲାଣ୍ଡରେ ଆମେରିକା ଅତିରିକ୍ତ ଏକ ହଜାର ସୈନ୍ୟ ମୁତୟନ କରିବ। ଏଠାରେ ରୁଷିଆର କାର୍ଯ୍ୟକାଳାପ ବୃଦ୍ଧି ପାଉଥିବାରୁ ଆମେରିକା ଏଭଳି କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଏନେଇ ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରଜେଜ୍ ଡ୍ୟୁଡାଙ୍କ ସହିତ ଆଲୋଚନା…
ପୁଣି ବାଜିବ ଆଶୁତୋଷଙ୍କ ସାହାନାଇ
ଥରେ ମନେ ପକାନ୍ତୁ ନା ଗୌରୀ ଗଣନାଟ୍ୟ ପରିବେଷିତ ଅପେରା ନାଟକ ‘ବାଜିବ ଲୋ ସାହାନାଇ’କୁ। ସେହି ସମୟରେ ଆଶୁତୋଷ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ନାଟକଟି ଯାତ୍ରାପ୍ରେମୀଙ୍କୁ ଫୁଲ୍ ଏଣ୍ଟରଟେନମେଣ୍ଟ କରିଥିଲା। ହେଲେ ଏବେ ଆଶୁତୋଷଙ୍କ ସାହାନାଇ ପୁଣି ଥରେ ବାଜିବାକୁ…
ମା’ଙ୍କ ଦ୍ୱିତୀୟ ବିବାହରେ ଶୁଭେଚ୍ଛା ଜଣାଇଲେ ପୁଅ: ଭାବପ୍ରବଣ ହୋଇ ଲେଖିଲେ ଏମିତି
ଥିରୁଭାନନ୍ତପୁରମ୍, ୧୩।୬: ମା’ଙ୍କ ଦ୍ୱିତୀୟ ବିବାହରେ ତାଙ୍କୁ ଶୁଭେଚ୍ଛା ଜଣାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି କେରଳର ଜଣେ ଯୁବକ। ଗୋକୁଲ ଶ୍ରୀଧର ନାମକ ଏହି ଯୁବକ ଫେସବୁକରେ ନିଜ ମା’ଙ୍କ ପାଇଁ ଲେଖିଥିବା ଭାବପ୍ରବଣ ସନ୍ଦେଶ ଏବେ ବେଶ୍ ଭାଇରାଲ ହୋଇଛି।…
ଚିକେନ ୟୋଗା
ଆଜିକାଲି ଯୁବଗୋଷ୍ଠୀ ଖାଇବାରେ ସବୁବେଳେ କିଛି ନା କିଛି ନୂଆ ଚାହୁଁଥିବା ବେଳେ ସ୍ବାଦକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ହୋଟେଲରେ ମଧ୍ୟ ବିଭିନ୍ନ ଡିସ୍ ପ୍ରସ୍ତୁତ କରାଯିବା ସହ ସ୍ବତନ୍ତ୍ର ନାଁ ମଧ୍ୟ ଦିଆଯାଉଛି। ଏହିଭଳି…

