Home

ବଡ଼ ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ଆସନ୍ତାବର୍ଷଠୁ NEET ପରୀକ୍ଷା ହେବ ଏମିତି

ନୂଆଦିଲ୍ଲୀ,୧୫।୫: NEET ପେପର ଲିକ୍ ମାମଲା ସମ୍ପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ଛାତ୍ରୀଛାତ୍ରଙ୍କ ସ୍ୱାର୍ଥ ସରକାରଙ୍କ ପ୍ରାଥମିକତା। ସୋସିଆଲ ମିଡିଆରେ କିଛି ବ୍ୟକ୍ତି ଭୁଲ ସୂଚନା ପ୍ରସାର…

ନଦୀରେ ବୁଲୁଛି କୁମ୍ଭୀର, ଜୀବିକା ପାଇଁ ବିପଦରେ ଜୀବନ

ମହାକାଳପଡ଼ା, ୧୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀନାଳରେ ମାଳମାଳ କୁମ୍ଭୀର ଖାଦ୍ୟ ଅନ୍ବେଷଣରେ ଘୂରି ବୁଲୁଛନ୍ତି। ଏହାରି ଭିତରେ ମହାନଦୀ, ଲୁଣା, ପାଇକା, ଗୋବରୀ ନଦୀ ସମେତ ବିଭିନ୍ନ ଶାଖା ଯୋର ଓ ନାଳ…

ଚାଲୁଥିଲା ଟ୍ରେନ୍‌, ହଠାତ୍‌ ପଶିଆସିଲା ଗଜରାଜ: ଆଉ ତା’ପରେ ଯାହା ଘଟିଲା…

କେନ୍ଦୁଝର,୧୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ସିତାବିଞ୍ଜ ବସନ୍ତପୁର ରେଲଲାଇନରେ ଗୋଟିଏ ଦନ୍ତା ହାତୀ ରେଳ ଲାଇନ ଅତିକ୍ରମ କରୁଥିବାବେଳେ ଏକ ମାଲବାହୀ ଟ୍ରେନ ଜଖପୁରାରୁ କେନ୍ଦୁଝର ଅଭିମୁଖେ ଆସୁଥିଲା। କିଲୋମିଟର ନମ୍ବର ୮୦/୧୮-୧୬ ମଧ୍ୟରେ ଡାଉନ…

ମୌନି ରୟଙ୍କ ସହ ଛାଡପତ୍ର ଭିତରେ ବିବାହ ଫଟୋ ଡିଲିଟ କଲେ ସ୍ବାମୀ, ଖୁଲାସା କଲେ….

ନୂଆଦିଲ୍ଲୀ,୧୫।୫: ଅଭିନେତ୍ରୀ ମୌନି ରୟ ତାଙ୍କ ସ୍ୱାମୀ ସୂରଜ ନାମ୍ବିଆରଙ୍କଠାରୁ ଅଲଗା ହେଉଥିବା କଥା ନିଶ୍ଚିତ କରିଛନ୍ତି । ଚାରି ବର୍ଷ ବିବାହ ପରେ ଏହି ନିଷ୍ପତ୍ତି ମୌନିଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା ଭଳି ଆସିଛି। ତଥାପି, ଏହା…

କଂଗ୍ରେସ ନେତାଙ୍କ ପରଲୋକ: ହସ୍ପିଟାଲ୍‌ ନେବା ବାଟରେ…

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠାର ଜଣାଶୁଣା କଂଗ୍ରେସ ନେତା ତଥା ଭଞ୍ଜନଗର ଦିବ୍ୟଶକ୍ତି ଇଂରାଜୀ ମିଡିୟମ ସ୍କୁଲର ଚେୟାରମ୍ୟାନ ସନ୍ତୋଷ କୁମାର ପଟ୍ଟନାୟକ ଶୁକ୍ରବାର ସକାଳେ ପରଲୋକ ଘଟିଛି। ସନ୍ତୋଷଙ୍କ ଆଜି ସକାଳେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ।…

ଘରେ ପଶି ସଂଘବଦ୍ଧ ହତ୍ୟା ମାମଲା: ଅଭିଯୁକ୍ତ ଶିବଙ୍କୁ ଆଜୀବନ ଜେଲ୍‌

ଛତ୍ରପୁର,୧୫।୫(ଦିଲ୍ଲୀପ ସାମଲ):ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା କେ. ଏନ. ପୁର ଗ୍ରାମର ୨୦୧୩ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା ଦୌରାଜଜ୍‌ ପ୍ରଦୀପ କୁମାର ସାମଲ ଏହି ମାମଲାର ବିଚାର କରି ଜଣେ…

ଧରିତ୍ରୀ ପ୍ରଭାବ,ବଡ଼ ପଦକ୍ଷେପ ନେଲେ ବିଡିଓ: ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଆରମ୍ଭ

କେସିଙ୍ଗା,୧୫।୫(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର କଛାରପଦର ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଆଜିକୁ ଏକ ବର୍ଷ ୫ ବିତିଗଲାଣି ସମ୍ପୁର୍ଣ୍ଣ ହୋଇ ପାରୁ ନ ଥିବାରୁ କୋମଳମତି ଶିଶୁମାନେ ଶିକ୍ଷାଦାନ କ୍ଷେତ୍ରରେ ଘୋର ସମସ୍ୟା ଦେଖାଦେଉଥିଲା।…

NEET-UG ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା, ପେପର ଲିକ୍ ଯୋଗୁଁ ହୋଇଥିଲା ବାତିଲ

ନୂଆଦିଲ୍ଲୀ,୧୫।୫: NEET-UG ପରୀକ୍ଷା ପାଇଁ ନୂତନ ତାରିଖ ଘୋଷଣା କରାଯାଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି କହିଛି ଯେ NEET-UG ପୁନଃପରୀକ୍ଷା ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଯେ ମେ ୩ ତାରିଖରେ ଅନୁଷ୍ଠିତ ପରୀକ୍ଷା ପେପର ଲିକ୍…

ଭାରତ ମାଟିରୁ ଟ୍ରମ୍ପଙ୍କୁ ନାଲିଆଖି ଦେଖାଇଲେ ଇରାନର ବୈଦେଶିକ ମନ୍ତ୍ରୀ: କହିଲେ, ଆଉ ଚାଲିବନି ଆମେରିକାର ଗୁଣ୍ଡାରାଜ୍‌

ନୂଆଦିଲ୍ଲୀ,୧୫।୫: ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ସମୟରେ ଇରାନ ଆମେରିକାକୁ କଡ଼ା ଟାର୍ଗେଟ୍‌ କରିଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଏକତ୍ର ରହିବାକୁ ନିବେଦନ କରି, ଇରାନର ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି ଦୃଢ଼ ଭାବରେ କହିଛନ୍ତି,ଇତିହାସର ଅଳିଆ ଗଦାରେ…

ଅଟୋ-ବାଇକ ମୁହାଁମୁହିଁ ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଗୁଣପୁର,୧୫ା୫(ସୁଜାତା ପାଢ଼ୀ): କୋରାପୁଟ-ରାୟଗଡ଼ା ସୀମାନ୍ତ ୩୨୬ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ରାୟଗଡ଼ା ଜିଲାର କୁଟୁଲୀ ଅଞ୍ଚଳରେ ବାଇକ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ…

ରୋଶଣି ନେଇ ବରଘରକୁ ଗଲେ କନିଆ: ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କେନ୍ଦୁଝର,୧୫ା୫(ନରେଶ ଚନ୍ଦ୍ର ପଟ୍ଟନାୟକ):ସାଧାରଣତଃ ହିନ୍ଦୁ ବିବାହରେ ବର ରୋଶଣିକରି ବ୍ୟାଣ୍ଡ୍‌ ବାଜା ସହ ନାଚଗୀତକରି ଓ ବାଣ ଫୁଟାଇ କନ୍ୟାଘରକୁ ଯାଇଥାଏ। ସେଠାରେ ରୀତିନୀତିରେ ବାହାଘର ପରେ କନ୍ୟାକୁ ଧରି ବର ଘରକୁ ଫେରିଥାଆନ୍ତି। ମାତ୍ର କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍‌…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ ମୁଖ୍ୟତଃ ଡିସେମ୍ବରରେ ଯାଇ ଜୁନ ବେଳକୁ ଫେରିଥାନ୍ତି। ସେମାନେ ବାହାରେ ରହୁଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?