Home

ତୈଳ ଡିପୋରେ ବଡ଼ଧରଣର ଅଗ୍ନିକାଣ୍ଡ

ମସ୍କୋ,୨୯ା୪: ଡ୍ରୋନ୍‌ ଷ୍ଟ୍ରାଇକ୍‌ ଯୋଗୁ ମସ୍କୋରେ ଅବସ୍ଥିତ କ୍ରିମିଆ ସେବାଷ୍ଟୋପୋଲର ବନ୍ଦରର ଏକ ଇନ୍ଧନ ଡିପୋରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଇନ୍ଧନ ସଂରକ୍ଷଣ କେନ୍ଦ୍ର ଉପରେ ଡ୍ରୋନ୍‌ ଆକ୍ରମଣ ହୋଇଥିବା ନେଇ ରାଜ୍ୟପାଳ କହିଛନ୍ତି। ମିଖାଇଲ…

ଜିଟି ଜିତିଲା ଟସ, ପ୍ରଥମେ ବୋଲିଂ…

କୋଲକାତା,୨୯।୪ : ଆଇପିଏଲ ୨୦୨୩ ର ୩୯ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ(କେକେଆର)ଏବଂ ଗୁଜରାଟ ଟାଇଟାନ୍ସ (ଜିଟି) ମଧ୍ୟରେ କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଛି। ଏହି ମ୍ୟାଚରେ ଗୁଜରାଟ ଦଳ ଟସ ଜିତିଛି। ଟସ ଜିତି ଦଳ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ବାଇଡେନଙ୍କୁ ଅପମାନିତ କଲେ କିମ୍‌ଙ୍କ ଭଉଣୀ…

ପ୍ୟୋଙ୍ଗୟାଙ୍ଗ,୨୯।୪ : ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନଙ୍କ ଶକ୍ତିଶାଳୀ ଭଉଣୀ କିମ ୟୋ ଜୋଙ୍ଗ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅପମାନିତ କରିଛନ୍ତି। ସେ କହିଛନ୍ତି, ଆମେରିକା ଏବଂ ଦକ୍ଷିଣ କୋରିଆ ଚୁକ୍ତି ପ୍ୟୋଙ୍ଗୟାଙ୍ଗ ପ୍ରତି ସେମାନଙ୍କର ଅତ୍ୟଧିକ…

ମୁଖତାର ଅଂସାରୀଙ୍କୁ ୧୦ ବର୍ଷ ଜେଲ

ଗାଜିପୁର,୨୯।୪: ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ମୁଖତାର ଅଂସାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ହୋଇଛି। ଶନିବାର ଏହି ସଜା ଶୁଣାଇଛନ୍ତି କୋର୍ଟ। ଗାଜିପୁରର ଏମପି-ଏମଏଲଏ କୋର୍ଟ ୧୬ ବର୍ଷ ପୁରୁଣା ମାମଲାରେ ପୂର୍ବତନ ବିଧାୟକଙ୍କୁ ୧୦ ବର୍ଷର ସଜା ଶୁଣାଇଛନ୍ତି। ଏହାସହ…

ମୂଳ ଭାରତୀୟଙ୍କୁ ହାତେଇବାକୁ ଚେଷ୍ଟା କରୁଛନ୍ତି ବାଇଡେନ…

ଓ୍ବାଶିଂଟନ,୨୯।୪ : ଆମେରିକାରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ଅଛି। ଏହି ନିର୍ବାଚନରେ ସମୁଦାୟ ଜନସଂଖ୍ୟାର ଏକ ପ୍ରତିଶତରୁ ଅଧିକ ଏବଂ ପଞ୍ଜୀକୃତ ଭୋଟରଙ୍କ ମଧ୍ୟରୁ ୧ ପ୍ରତିଶତରୁ କମ…

ଏଚ-୧ବି ଭିଜା ପଞ୍ଜୀକରଣ ପ୍ରକିୟାରେ ପରିବର୍ତ୍ତନ ଘୋଷଣା କଲା ଆମେରିକା…

ଓ୍ବାଶିଂଟନ,୨୯।୪ : ଆମେରିକାର କେତେକ ଫେଡେରାଲ ଏଜେନ୍ସି କିଛି କମ୍ପାନୀ ଦ୍ୱାରା ଅପବ୍ୟବହାର ଏବଂ ଠକେଇର ସୂଚନା ପାଇବା ପରେ ଏଚ-୧ବି ଭିଜା ପଞ୍ଜୀକରଣ ପ୍ରକ୍ରିୟାକୁ ଆଧୁନିକୀକରଣ କରିବାକୁ ଯୋଜନା ଘୋଷଣା କରିଛି। କୁଶଳୀ ବିଦେଶୀ ଶ୍ରମିକମାନଙ୍କ ପାଇଁ ଲୋଭନୀୟ ଭିଜା…

ଗ୍ଲୋଡେନ ଗ୍ଲୋବ ରେସ ଜିତି ଇତିହାସ ରଚିଲେ ଅଭିଳାଷ…

ପ୍ୟାରିସ,୨୯।୪ : ଭାରତୀୟ ନୌସେନାର ପୂର୍ବତନ କମାଣ୍ଡର ଅଭିଳାଷ ଟମି ଗୋଲଡେନ ଗ୍ଲୋବ ରେସରେ ଜିତି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହା ଦୁନିଆର ସବୁଠାରୁ କଠିନ ସୋଲୋ ନନ-ଷ୍ଟପ ରେସ ଭାବରେ ପରିଗଣିତ। ଅଭିଳାଷ ଆଜି ତାଙ୍କରେସକୁ ସମାପ୍ତ କରିଛନ୍ତି।…

କମ ହେଉଥିବା ଜନସଂଖ୍ୟାକୁ ଦେଖି ଚାଇନାର ବଡ ନିଷ୍ପତ୍ତି, ସିଙ୍ଗଲ ମହିଳା ନେଇପାରିବେ ଆଇଭିଏଫ ଟ୍ରିଟମେଣ୍ଟ

ବେଜିଂ,୨୯।୪: ଚାଇନାରେ ଏବେ ଜନସଂଖ୍ୟା ଦ୍ରୁତ ପରିମାଣରେ ହ୍ରାସ ହେବାରେ ଲାଗିଛି। ଏହାକୁ ଦେଖି ଏବେ ଚିନ୍ତାରେ ପଡିଯାଇଛି ଚାଇନା। ଏବେ ଚାଇନା ସରକାର ସନ୍ତାନ ପ୍ରସବ କରିବାକୁ ପ୍ରୋତ୍ସାହନ ଦେବା ଲାଗି ନୂଆ ନୂଆ ନିୟମ କରୁଛନ୍ତି। ଏବେ ଆଉ…

ଧାରଣାରେ ବସିଥିବା ରେସଲରଙ୍କୁ ଭେଟିଲେ ପ୍ରିୟଙ୍କା, ମୋଦିଙ୍କୁ କଲେ ଟାର୍ଗେଟ

ନୂଆଦିଲ୍ଲୀ,୨୯।୪: କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ବିରୋଧରେ ରେସଲରଙ୍କ ଧାରଣା ଲଗାତାର ବଡ ରୂପ ନେବାରେ ଲାଗିଛି। ଶନିବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବି ଏହି ଧାରଣାରେ ସାମିଲ ହୋଇଛନ୍ତି। ସେ ରେସଲରଙ୍କ ସହ ପ୍ରାୟ ୧ ଘଣ୍ଟା…

କର୍ନାଟକରେ ବିଜୟର ଭରସା ଦେଲେ ଦେବେଗୌଡା

ବେଙ୍ଗାଲୁରୁ,୨୯।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଶଙ୍ଖନାଦ ହୋଇ ସାରିଛି। ରାଜ୍ୟରେ ସରକାର ଗଠନ କରିବାକୁ ସମସ୍ତ ରାଜନୈତିକ ଦଳ ନିଜ ନିଜର ଶକ୍ତି ଲଗାଇ ଦେଇଛନ୍ତି। ଇତି ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡା ଶନିବାର କର୍ନାଟକରେ ବିଧାନସଭା…

ସୁଦାନରୁ ୨୩୧ ଭାରତୀୟଙ୍କୁ ନେଇ ଦିଲ୍ଲୀ ପହଞ୍ଚିଲା ବିମାନ, ଏବେ ପର୍ଯ୍ୟନ୍ତ ୨୧୦୦ ସୁରକ୍ଷିତ ଉଦ୍ଧାର, ୧୬୦୦ ପହଞ୍ଚିଲେ ଭାରତ

ନୂଆଦିଲ୍ଲୀ,୨୯।୪: ଭାରତ ସରକାର ‘ଅପରେଶନ କାବେରୀ’ ଜରିଆରେ ସୁଦାନରେ ଫସି ରହିଥବା ଭାରତୀୟଙ୍କୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣୁଛନ୍ତି। ଏହାରି ଭିତରେ ଭାରତୀୟ ବାୟୁସେନାର ଆଉ ଏକ ବିମାନ ୨୩୧ ଭାରତୀୟଙ୍କୁ ନେଇ ନୂଆଦିଲ୍ଲୀ ପହଞ୍ଚିଛି। ଇଣ୍ଡିଗୋ ଏୟାରଲାଇନ୍ସର ଏକ…

ପରୀକ୍ଷା ଫଳ ପ୍ରକାଶ ପାଇବାର ୪୮ ଘଣ୍ଟା ଭିତରେ ୯ ଜଣ ଛାତ୍ର କଲେ ଆତ୍ମହତ୍ୟା

ବିଶାଖାପଟ୍ଟନମ,୨୯।୪: ଆନ୍ଧ୍ର ପ୍ରଦେଶରେ ୯ ଜଣ ଛାତ୍ର ଆତ୍ମହତ୍ୟା କରିଥିବା ଖବର ଆସିଛି। ଆନ୍ଧ୍ର ପ୍ରଦେଶ ବୋର୍ଡ ରିଜଲ୍ଟ ବାହାରିବାର ୪୮ ଘଣ୍ଟା ମଧ୍ୟରେ ଏହି ଛାତ୍ରମାନେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପରୀକ୍ଷାରେ ଅସଫଳ ହେବା କାରଣରୁ ଏମାନେ ଏଭଳି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri