Home

ଭାରତର ଆଠଟି ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳ ଭୂକମ୍ପ ପ୍ରବଣ…

ନୂଆଦିଲ୍ଲୀ,୭।୨ : ବର୍ତ୍ତମାନ ପର୍ଯ୍ୟନ୍ତ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ପାଞ୍ଚ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟ ଦେଶରୁ ରିଲିଫ ସାମଗ୍ରୀ…

ପୁଣି ଘୁଞ୍ଚିଲା ରିଲିଜ ଡେଟ୍‌

ହାଇଦ୍ରାବାଦ: ପୁଣି ଥରେ ଘୁଞ୍ଚିଛି ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଆଗାମୀ ଚଳଚ୍ଚିତ୍ର ‘ଶାକୁନ୍ତଳାମ’ର ରିଲିଜ ଡେଟ୍‌। ପୂର୍ବରୁ ଚଳଚ୍ଚିତ୍ରଟି ଫେବୃୟାରୀ ୧୭ରେ ରିଲିଜ ହେବାକୁ ଥିଲା। ଏବେ ନିର୍ମାତାମାନେ ଆଉ ଥରେ ରିଲିଜ ଡେଟ୍‌ ଘୁଞ୍ଚାଇବାକୁ ନେଇ ଆଧିକାରୀକ ଭାବେ…

ଓପିଏସ୍‌ସି ପକ୍ଷରୁ ୫୭ ସିଭିଲ୍‌ ଜଜ୍‌ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ ସମସ୍ତ ସୂଚନା…

କଟକ ଅଫିସ,୭ା୨: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌) ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇନ ବିଭାଗ ଅଧୀନରେ ଓଡ଼ିଶା ଓଜେଏସ୍‌ ୨୦୨୨ରେ ସିଭିଲ୍‌ ଜଜ୍‌ଙ୍କ ପାଇଁ ୫୭ଟି ପଦବୀ ପୂରଣ ହେବ। ସେଥିମଧ୍ୟରୁ…

ଓମେନ୍ସ ପ୍ରିମିୟର ଲିଗ୍‌: ନିଲାମ ହେବାକୁ ଥିବା ଖେଳାଳିଙ୍କ ମଧ୍ୟରେ ଓଡ଼ିଶାରୁ ୬

ଭୁବନେଶ୍ୱର, ୭।୨: ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ନିଲାମ ପାଇଁ ଶର୍ଟଲିଷ୍ଟ ହୋଇଛନ୍ତି ୪୦୯ ଖେଳାଳି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୬ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ମାଧୁରୀ ମେହେଟା, ରସନାରା ପରବିନ, ସୁଶ୍ରୀ ଦିବ୍ୟଦର୍ଶିନୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ…

ହାତକୁ ଦୁଇ ହାତ ହେବେ ସ୍ମୃତି ଇରାନୀଙ୍କ ଝିଅ, ଜାଣନ୍ତୁ ଶନେଲ କିଏ…

ନୂଆଦିଲ୍ଲୀ,୭।୨: ହାତକୁ ଦୁଇ ହାତ ହେବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନେଲ ଇରାନୀ। ଗତ ବର୍ଷ ଅର୍ଜୁନ ଭଲ୍ଲାଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା। ଫେବୃୟାରୀ ୭ରୁ ୯ ପର୍ଯ୍ୟନ୍ତ ବିବାହ ଉତ୍ସବ ଅନୁଷ୍ଠିତ ହେବ। ରାଜସ୍ଥାନ ନାଗୌରର…

ମାର୍ଚ୍ଚ ୪ ରୁ ମହିଳା ପ୍ରିମିୟର ଲିଗ୍‌: ନିଲାମ ତାଲିକାରେ ୪୦୯ ଖେଳାଳି, ୨୪୬ ଭାରତୀୟ-୧୬୩ ବିଦେଶୀ…

କୋଲକାତା,୭।୨ : ମହିଳା ପ୍ରିମିୟର ଲିଗ (ଡବ୍ଲୁପିଏଲ) ର ପ୍ରଥମ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚ ୪ ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ବିସିସିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଏହି ଟୁର୍ନାମେଣ୍ଟ ମୁମ୍ବାଇର ଦୁଇଟି…

ରାଜ୍ୟରୁ କେନ୍ଦ୍ରୀୟ ରାଜନୀତି ମୁହାଁ କେସିଆର, ମହାରାଷ୍ଟ୍ରର ନାନ୍ଦେଡ ଏବେ ପ୍ରବେଶ ଦ୍ୱାର…

ନୂଆଦିଲ୍ଲୀ,୭।୨ : ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ତେଲେଙ୍ଗାନା ଭଳି ରାଜ୍ୟରୁ କେନ୍ଦ୍ରୀୟ ରାଜନୀତି ମୁହାଁ ହୋଇଛନ୍ତି। ଏନେଇ ପ୍ରବୋ ଦ୍ୱାର ଭାବେ ସେ ମହାରାଷ୍ଟ୍ରରେ ନାନ୍ଦେଡକୁ ବାଛିଛନ୍ତି। ହାଇଦ୍ରାବାଦ ପରେ ଆସାଦୁଦ୍ଦିନ ଓୱାଇସିଙ୍କ ପାର୍ଟି ଏମଆଇଏମ ନିଜେ ନାନ୍ଦେଡ ମ୍ୟୁନିସିପାଲ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଏହି କ୍ରିକେଟର

ଇସଲାମାବାଦ,୭।୨: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ପାକିସ୍ତାନର ଉଇକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ କାମରାନ ଆକମଲ। ଦୀର୍ଘ ସମୟରୁ ସେ ଦଳରୁ ବାଦ୍‌ ପଡ଼ିଥିବା ବେଳେ ପାକିସ୍ତାନ ସୁପର ଲିଗ୍‌ ସମେତ ଅନ୍ୟାନ୍ୟ ଲିଗ୍‌ରେ ଖେଳିବା ଜାରି ରଖିଥିଲେ। ହେଲେ ଏବେ ସେ…

ଚାକିରି ସନ୍ତୁଷ୍ଟି: ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ ଛାଡି ପୁଣି ହାବିଲଦାର ପଦକୁ ଫେରିଲେ ଯୁବକ…

ନୂଆଦିଲ୍ଲୀ,୭।୨ : ଚାକିରି ସନ୍ତୁଷ୍ଟି ବା ଜବ୍‌ ସାଟିସଫିକେଶନ କେତେକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ନିଜ ପସନ୍ଦର ଚାକିରି ନ ମିଳିଲେ ସେମାନଙ୍କୁ ସନ୍ତୋଷ ମିଳି ନ ଥାଏ। ଏହାର ସଦ୍ୟତମ ଉଦାହରଣ ଏବେ ଦେଖିବାକୁ ମିଳିଛି। ସିଧାସଳଖ ନିଯୁକ୍ତି…

ଆଜିଠୁ ଆରମ୍ଭ ‘ଭ୍ୟାଲେଣ୍ଟାଇନ୍‌ ଓ୍ବିକ୍‌’; ଜାଣନ୍ତୁ କେଉଁ ଦିନ ପାଳନ ହେବ କେଉଁ ଡେ’…

ଆଜିକାଲିର ଯୁବପୀଢ଼ିଙ୍କ ମଧ୍ୟରେ ‘ଭ୍ୟାଲେଣ୍ଟାଇନ୍‌ ଡେ’କୁ ନେଇ ଉତ୍ସାହ ଅଧିକ। ଏହିଦିନ ପ୍ରେମରେ ପଡ଼ିଥିବା ଯୋଡ଼ି ଭଲପାଇବାକୁ ସେଲିବ୍ରେଟ୍‌ କରିଥାନ୍ତି। ହେଲେ ଏହାପୂର୍ବରୁ ମଧ୍ୟ କିଛି ସ୍ବତନ୍ତ୍ର ଦିନ ରହିଥାଏ, ଯାହାକୁ ଭ୍ୟାଲେଣ୍ଟାଇନ୍‌ ଓ୍ବିକ୍‌(ସପ୍ତାହ) ନାମ ଦିଆଯାଇଛି। ଆଜିଠାରୁ ଅର୍ଥାତ ଫେବୃୟାରୀ…

କଂଗ୍ରେସ-ବାମପନ୍ଥୀ ଜାଣିଶୁଣି କରାଉଥିଲେ ଅନୁପ୍ରବେଶ: ଯୋଗୀ…

ଅଗରତାଲା,୭।୨ : ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଚାଲିଛି। ନିର୍ବାଚନ ପ୍ରଚାର ପାଇଁ ବଡ ନେତାମାନେ ରାଜ୍ୟ ଗସ୍ତ କରୁଛନ୍ତି। ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏକ ସମାବେଶକୁ ସମ୍ବୋଧିତ କରିବା…

ବିରୋଧ ସତ୍ତ୍ୱେ ଭିକ୍ଟୋରିଆ ଗୌରୀ ହେଲେ ଅତିରିକ୍ତ ବିଚାରପତି…

ନୂଆଦିଲ୍ଲୀ,୭।୨ : ମାଡ୍ରାସ ହାଇକୋର୍ଟର ଆଇନଜୀବୀ ଲକ୍ଷ୍ମଣ ଚନ୍ଦ୍ର ଭିକ୍ଟୋରିଆ ଗୌରୀ ମଙ୍ଗଳବାର ଅତିରିକ୍ତ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ବିଚାରପତି ଭାବେ ଗୌରୀଙ୍କ ନିଯୁକ୍ତିକୁ ଅନେକ ଆଇନଜୀବୀ ଏବଂ ବାମ ଦଳ ବିରୋଧ କରିଥିଲେ। ଗୌରୀଙ୍କ ନିଯୁକ୍ତି ପ୍ରସଙ୍ଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri