ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ: ବ୍ୟବସାୟୀ, ଯାତ୍ରୀ ଅସନ୍ତୁଷ୍ଟ
କୋରାପୁଟ,୨୮।୪(ସ୍ବ.ପ୍ର.): କୋରାପୁଟ ଜିଲା ସଦର ମହକୁମାସ୍ଥିତ ବସ୍ଷ୍ଟାଣ୍ଡରେ ଦୈନଦିନ ହଜାର ହଜାର ଯାତ୍ରୀ ଯାତାୟାତ କରୁଛନ୍ତି। ବିଭିନ୍ନ ସ୍ଥାନକୁ ଯିବାକୁ ସେମାନେ ବସ୍ ପାଇଁ ଏଠାରେ ଅପେକ୍ଷା କରନ୍ତି। କିନ୍ତୁ କୋରାପୁଟ ସହରର ମଧ୍ୟସ୍ଥଳରେ ଥିବା ବସ୍ଷ୍ଟାଣ୍ଡର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ…
ଏପରି ପୁରୁଷଙ୍କୁ ବହୁତ ପସନ୍ଦ କରନ୍ତି ମହିଳା, ସବୁକିଛି ଛାଡ଼ିବାକୁ ରହିଥାନ୍ତି ପ୍ରସ୍ତୁତ
ମହାନ ଆଚାର୍ଯ୍ୟ ଚାଣକ୍ୟ ଦୁନିଆର ପ୍ରସିଦ୍ଧ ପଣ୍ଡିତମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ଦ୍ୱାରା କୁହାଯାଇଥିବା ନୀତି ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ସେ ତାଙ୍କର ସମସ୍ତ ନୀତି ତାଙ୍କ ରଚିତ ପୁସ୍ତକ ‘ଚାଣକ୍ୟ ନୀତି’ରେ ଲେଖିଛନ୍ତି। ଚାଣକ୍ୟ ନିଜେ ତାଙ୍କ ପୁସ୍ତକରେ ନିଜ…
ଏହି ଦେଶରେ ୧୩ ବର୍ଷରୁ କମ୍ ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ
ନ୍ୟୁୟର୍କ,୨୮ା୪: ଆମେରିକା ସିନେଟରେ ଉପସ୍ଥାପିତ ହୋଇଥିବା ଏକ ନୂତନ ଦ୍ୱିପାକ୍ଷିକ ପ୍ରସ୍ତାବ ସାରା ଦେଶରେ ସୋସିଆଲ ମିଡିଆ ବ୍ୟବହାର ପାଇଁ ଜାତୀୟ ବୟସ ସୀମା ସ୍ଥିର କରିବାକୁ ଯାଉଛି। ଫେଡେରାଲ ବିଲ୍ ୧୩ ବର୍ଷରୁ କମ୍ ପିଲାଙ୍କ ଦ୍ୱାରା ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ,…
ଯବାନଙ୍କୁ ହତ୍ୟା ଘଟଣା: ସ୍ବୀକାର କଲା ମାଓବାଦୀ ସଙ୍ଗଠନ
ମାଲକାନଗିରି,୨୮ା୪ (ଡି.ଏନ୍.ଏ.): ଛତିଶଗଡ଼ର ଦାନ୍ତଓ୍ବୋଡା ଜିଲା ଅରଣପୁରଠାରେ ବୁଧବାର ଘଟିଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଦର୍ଭା ଡିଭିଜନ କମିଟି ପକ୍ଷରୁ ସ୍ବୀକାର କରାଯାଇଛି। ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଦର୍ଭା କମିଟି ସଚିବ ସାଇନାଥ କହିଛନ୍ତି, କେନ୍ଦ୍ର…
ବଣ୍ଡାଘାଟି ଜନଜାତିଙ୍କ ପାଖରେ ଅପହଞ୍ଚ ମୌଳିକ ସୁବିଧା
ଖଇରପୁଟ,୨୮ା୪(ସ୍ବ.ପ୍ର.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରାହାଲ ପଞ୍ଚାୟତରେ ଏପରି କିଛି ଗ୍ରାମ ଅଛି ଯେଉଁଠି ଲୋକେ ଏଯାଏ ମୌଳିକ ସୁବିଧା ଟିକେ ପାଇପାରିନାହାନ୍ତି। ଗ୍ରାମରେ ଲାଗିରହିଛି ପାନୀୟଜଳ, ସ୍ବାସ୍ଥ୍ୟସେବା, ଶିକ୍ଷା ଓ ରାସ୍ତାଘାଟ ସମସ୍ୟା। ବର୍ଷାଦିନେ ଗ୍ରାମଗୁଡିକ ବାହ୍ୟଜଗତରୁ…
ହାତୀ ନ ଥାଇ ବାଜୁଛି ସାଇରନ୍
ଢେଙ୍କାନାଳ ଅଫିସ,୨୮।୪: ହାତୀଙ୍କ ଉପସ୍ଥିତି ନାହିଁ। ତଥାପି ମନକୁ ମନ ବାଜୁଛି ସାଇରନ୍। ହାତୀ ଥିବା ଭୟରେ ଯାନବାହନ, ଯାତ୍ରୀ ଅଯଥାରେ ଅଟକି ରହୁଛନ୍ତି, ଯାହାକୁ ନେଇ ଢେଙ୍କାନାଳ ଜିଲା ୫୫ନଂ. ଜାତୀୟ ରାଜପଥରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ,…
ବିକ୍ରି ମାହାସୁଲରେ ଟେଣ୍ଡର ଫିକ୍ସିଂ
ଢେଙ୍କାନାଳ ଅଫିସ,୨୮।୪: ଢେଙ୍କାନାଳ ପୌରସଂସ୍ଥାରେ ବିକ୍ରି ମାହାସୁଲ ଆଦାୟରେ ଟେଣ୍ଡର ଫିକ୍ସିଂ ହୋଇଥିବା ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର ଅଭିଯୋଗ କରିଛନ୍ତି। ଏହି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ଅଭିଯୋଗରୁ ଜଣାପଡ଼ିଛି, ୨୦୧୭ରେ ପୌରାଞ୍ଚଳର ରାସ୍ତାକଡ଼ରେ ବସୁଥିବା…
ଘରୋଇ ପଡ଼ିଆରେ ଲକ୍ଷ୍ନୌକୁ ଭେଟିବ ପଞ୍ଜାବ
ଚଣ୍ଡିଗଡ,୨୮।୪: ଆଇପିଏଲ ୨୦୨୩ର ୩୮ ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍)ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ(ଏଲଏସ୍ଜି)ମୁହାଁମୁହିଁ ହେବେ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ ପଞ୍ଜାବର ଘରୋଇ ପଡ଼ିଆ ବିନ୍ଦ୍ରା ଷ୍ଟାଡିୟମ ମୋହଲିରେ ସନ୍ଧ୍ୟା ୭.୩୦ରେ ଖେଳାଯିବ। ଲକ୍ଷ୍ନୌ ତା’ର ଶେଷ ମ୍ୟାଚ…
ଗଡ଼ିଲା ‘ବନ୍ଦେ ଭାରତ ଏକ୍ସପ୍ରେସ୍’
ଭଦ୍ରକ ଅଫିସ,୨୮ା୪: ଶୁକ୍ରବାର ପରୀକ୍ଷାମୂଳକ ଭାବେ ହାଓ୍ବଡାରୁ ପୁରୀ ଅଭିମୁଖେ ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଗଡ଼ିଛି। ହାଓ୍ବଡ଼ା ଷ୍ଟେଶନରୁ ବାହାରି ୯.୪୦ରେ ଭଦ୍ରକ ଷ୍ଟେଶନରେ ପହଞ୍ଚି ୧୦ ମିନିଟ୍ ରହିବା ପରେ ୯.୫୦ରେ ଭଦ୍ରକରୁ ଛାଡ଼ିଥିଲା। ଏହି ବନ୍ଦେ ଭାରତ ଟ୍ରେନ୍ରେ…
ଚାଉଳ ହେରଫେର ଅଭିଯୋଗର ତଦନ୍ତ
ବଇଣ୍ଡା,୨୮ା୪ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପେଡିପଥର ପଞ୍ଚାୟତର ଜଣେ ଡିଲର ରାଶନକାର୍ଡଧାରୀଙ୍କ ଚାଉଳରେ ହେରଫେର କରୁଥିବା ନେଇ ଅଭିଯୋଗ ହେବା ପରେ ମଙ୍ଗଳବାର ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଆଠମଲ୍ଲିକ ଉପ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ…
ପୌରାଞ୍ଚଳରେ ଖର୍ଚ୍ଚ ହେବ ୪୨ କୋଟି
ଅନୁଗୋଳ ଅଫିସ,୨୮ା୪: ଅନୁଗୋଳ ପୌର ପରିଷଦ ବୈଠକରେ ଗୁରୁବାର ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରାଯାଇଛି। ଚଳିତ ବର୍ଷ ପୌରପାଳିକାର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ୪୨ କୋଟି ୨୧ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ କରାଯିବ ବୋଲି ବୈଠକରେ…
‘ଜୋତା ପୋଛିବାର ଶକ୍ତି ଥିବା ଲୋକ ସରକାରରେ ବସିଛନ୍ତି’, ଶିନ୍ଦେଙ୍କୁ ଟାର୍ଗେଟ କରି କହିଲେ ଉଦ୍ଧବ ଠାକରେ
ମୁମ୍ବାଇ,୨୮।୪: ମହାରାଷ୍ଟ୍ର ରାଜନୀତିରେ ବେଶ କିଛି ଦିନ ହେବ ଟଣାଭିଡା ଲାଗି ରହିଛି। ଏବେ ଏହାରି ଭିତରେ ଶିବସେନା(ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କର ଏକ ବୟାନ ଅଡୁଆ ସୃଷ୍ଟି କରିଛି। ଠାକରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି।…
Archives


