ପ୍ରଯୁକ୍ତି ଶିଳ୍ପରେ ପ୍ରତିଭାଙ୍କୁ ଗୁରୁତ୍ୱ
ଭୁବନେଶ୍ୱର,୨୯।୫: ସଫ୍ଟୱେର କ୍ୟାରିୟର ଲାଗି ଦକ୍ଷତା ବିକାଶ ପ୍ଳାଟ୍ଫର୍ମ ନେକ୍ସଟ୍ୱେଭ୍ ବର୍ତ୍ତମାନ ସମୟରେ ଏକ ପ୍ରମୁଖ ସଂସ୍ଥା ଭାବେ ଉଭା ହୋଇଛି। ଏପରିକି ଗତ ଦୁଇ ବର୍ଷରେ ନେକ୍ସଟ୍ୱେଭ୍ର ପ୍ରଶିକ୍ଷାର୍ଥୀଙ୍କୁ ୧୩୦୦ରୁ ଅଧିକ କମ୍ପାନୀରେ ନିଯୁକ୍ତି ମିଳିଥିବା ପ୍ଲାଟଫର୍ମ ପକ୍ଷରୁ ଘୋଷଣା…
କୋଲ୍ଗେଟ୍ ଷ୍ଟ୍ରଙ୍ଗ୍ ଟିଥ୍ ଟୁଥ୍ପେଷ୍ଟ୍ର ଶୁଭାରମ୍ଭ
ଭୁବନେଶ୍ୱର,୨୯।୫: ଦେଶର ପ୍ରମୁଖ ଓରାଲ କେୟାର ବ୍ରାଣ୍ଡ୍ କୋଲ୍ଗେଟ୍ ପକ୍ଷରୁ କୋଲ୍ଗେଟ୍ ଷ୍ଟ୍ରଙ୍ଗ ଟିଥ୍ ଟୁଥ୍ପେଷ୍ଟ୍ର ଶୁଭାରମ୍ଭ କରାଯାଇଛି। ଏପରିକି ଏକ ନୂଆ ସତେଜ ଫର୍ମୁଲା ସହ ପୁଣି କୋଲ୍ଗେଟ୍ ବଜାରରେ ଗ୍ରାହକଙ୍କ ନିକଟତର ହେବ। ବିଶେଷ କରି କ୍ୟାଲ୍ସିୟମ ପରିମାଣ…
ମାଲାବାର ଗ୍ରୁପର ‘ହଙ୍ଗର ଫ୍ରି ଓ୍ବାର୍ଲଡ’
ଭୁବନେଶ୍ୱର,୨୯।୫: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ରବିବାର ସର୍ବଭାରତୀୟ ସ୍ତରରେ ‘ଓ୍ବାର୍ଲଡ ହଙ୍ଗର ଡେ’ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର ଗୋଲଡ ଆଣ୍ଡ ଡାଇମଣ୍ଡସର ଭୁବନେଶ୍ୱରସ୍ଥିତ ଶହୀଦ ନଗର ଷ୍ଟୋର ପକ୍ଷରୁ ‘ହଙ୍ଗର…
ଗେହଲଟ୍-ପାଇଲଟ୍ ଦ୍ୱନ୍ଦ୍ୱର ଅବସାନ ପାଇଁ କଂଗ୍ରେସ ହାଇକମାଣ୍ଡଙ୍କ ଉଦ୍ୟମ
ଜୟପୁର, ୨୯ା୫ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ରହିଥିବା ବିବାଦର ସମାଧାନ ପାଇଁ କଂଗ୍ରେସ ହାଇକମାଣ୍ଡ ଯୋଜନା କରୁଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସୋମବାର…
ଡେଟ୍ ସିଲିଂ ବୃଦ୍ଧି ପାଇଁ ସହମତି
ଓ୍ବାଶିଂଟନ୍,୨୯ା୫: ବାହ୍ୟ ଋଣ ବୋଝରେ ନଇଁ ପଡ଼ିଥିବା ଆମେରିକା ଅର୍ଥନୀତିକୁ ଟ୍ରାକ୍କୁ ଫେରାଇ ଆଣି ଖିଲାପି ଅବସ୍ଥା ଏଡ଼ାଇବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ତାଙ୍କ ରିପବ୍ଲିକ୍ ବିରୋଧୀମାନେ ରବିବାର ଡେଟ୍ ସିଲିଂ ବୃଦ୍ଧି କରିବା ସକାଶେ ସହମତି ପ୍ରକାଶ…
ଏର୍ଡୋଗାନ୍ ଆଗରେ
ଆଙ୍କାରା,୨୯ା୫: ତୁର୍କୀ ସାଧାରଣ ନିର୍ବାଚନ ଫଳାଫଳ ରାଷ୍ଟ୍ରପତି ରେସେପ ତୈୟିପ୍ ଏର୍ଡୋଗାନ୍ଙ୍କ ସପକ୍ଷରେ ଯାଇଛି। ରିପୋର୍ଟ ଲେଖାଯିବା ସୁଦ୍ଧା ୯୬% ଭୋଟ ଗଣତି ହୋଇଥିବାବେଳେ ଏର୍ଡୋଗାନ୍ଙ୍କୁ ୫୨.୩% ଏବଂ ତାଙ୍କ ସେକ୍ୟୁଲାର ଚ୍ୟାଲେଞ୍ଜର କେମାଲ କିଲିକ୍ଡାରୋଗ୍ଲୁଙ୍କୁ ୪୭.୭% ଭୋଟ ମିଳିଥିବା ଜଣାପଡ଼ିଛି।…
‘ଭବନ ନୁହେଁ, ଲୋକଙ୍କ ଦ୍ୱାରା ଗଣତନ୍ତ୍ର ଚାଲେ’
ନୂଆଦିଲ୍ଲୀ, ୨୯ା୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂତନ ପାର୍ଲାମେଣ୍ଟ ଭବନ ଉଦ୍ଘାଟନ ଉତ୍ସବକୁ କଂଗ୍ରେସ ସମେତ ୨୧ ବିରୋଧୀ ଦଳ ବର୍ଜନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଉଦ୍ଘାଟନରୁ ବାଦ୍ ଦିଆଯିବା ଘଟଣାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ…
ଗଣତନ୍ତ୍ରର ନୂଆ ମନ୍ଦିର
ନୂଆଦିଲ୍ଲୀ, ୨୯ା୫ : ଟାଟା ପ୍ରୋଜେକ୍ଟସ୍ ଲିଃ ଦ୍ୱାରା ନିର୍ମିତ ନୂତନ ପାର୍ଲାମେଣ୍ଟ ବିଲ୍ଡିଂରେ ପ୍ରାଣୀ ଆକୃତିଠାରୁ ଆରମ୍ଭ କରି ଅତ୍ୟାଧୁନିକ ପ୍ରଯୁକ୍ତି ପର୍ଯ୍ୟନ୍ତ ବିଶେଷତ୍ୱ ଦେଖିବାକୁ ମିଳିଛି। ୬୪,୫୦୦ ବର୍ଗମିଟର ସ୍ଥାନରେ ନିର୍ମିତ ତ୍ରିଭୁଜ ଆକୃତିର ଚାରି ମହଲା ବିଲ୍ଡିଂରେ…
ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟ
ପ୍ରତିବର୍ଷ ମେ ୨୯ ରେ ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପାଳନ କରାଯାଇଥାଏ। ଏହି ଦିବସ ୧୯୫୩ ମସିହାରେ ଏଭରେଷ୍ଟ ଆରୋହଣ କରିଥିବା ଦୁଇ ଜଣଙ୍କ ସ୍ମୃତିରେ ପାଳିତ ହୋଇଥାଏ। ଏହି ବ୍ୟକ୍ତିମାନେ ହେଉଛନ୍ତି ନେପାଳର ତେନସିଂ ନରଗେ ଏବଂ ନ୍ୟୁଜିଲାଣ୍ଡର ଏଡମୁଣ୍ଡ…
ବର୍ଷା: ରିଜର୍ଭ ଦିବସରେ ଆଇପିଏଲ୍ ଫାଇନାଲ
ଅହମଦାବାଦ, ୨୯।୫ :ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଫାଇନାଲ ବର୍ଷା ଯୋଗୁ ରବିବାର ସମ୍ଭବ ହୋଇନାହିଁ। କ୍ରମାଗତ ବର୍ଷା ଲାଗି ରହିବାଦ୍ୱାରା ଏହା ରିଜର୍ଭ ଦିବସ ସୋମବାର ଖେଳାଯିବାକୁ ନିଷ୍ପତ୍ତି ହୋଇଛି। ଲିଗ୍ ଇତିହାସରେ ପ୍ରଥମଥରପାଇଁ ଏପରି ହେବାକୁ ଯାଉଛି। ଚେନ୍ନାଇ…
ଭାରତର ବିକାଶ ଯାତ୍ରାରେ ଅବିସ୍ମରଣୀୟ ମୁହୂର୍ତ୍ତ: ମୋଦି
ନୂଆଦିଲ୍ଲୀ, ୨୯ା୫(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପୂର୍ବାହ୍ନରେ ନୂଆ ପାର୍ଲାମେଣ୍ଟ ଭବନର ଉଦ୍ଘାଟନ କରିଛନ୍ତି। ଦେଶର ବିକାଶ ଯାତ୍ରାରେ ଏହା ଏକ ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ଏକ ଆତ୍ମନିର୍ଭର ଏବଂ ବିକଶିତ ଭାରତର ସୂର୍ଯ୍ୟୋଦୟର ସଙ୍କେତ,…
ନ୍ୟାୟ ମାଗି ଦଣ୍ଡିତ
ନୂଆଦିଲ୍ଲୀ,୨୯ା୫ : ରବିବାର ଦେଶକୁ ମିଳିଛି ଗଣତନ୍ତ୍ରର ନୂଆ ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟର ନୂଆ ବିଲ୍ଡିଂକୁ ଲୋକାର୍ପଣ କରି ସମ୍ବୋଧନ କରୁଥିବାବେଳେ ସେଠାରୁ ଅଳ୍ପ ଦୂରରେ ଦେଶ ପାଇଁ ପଦକ ଜିତି ଗର୍ବ ଓ ଗୌରବ ଆଣିଦେଇଥିବା କୁସ୍ତିଯୋଦ୍ଧାମାନଙ୍କୁ…

