ବିଭିନ୍ନ କାର୍ଯ୍ୟର ସମୀକ୍ଷା ସହ ଲୋକଙ୍କ ସହିତ ମତ ବିନିମୟ କଲେ ୫-ଟି ସଚିବ
ଭୁବନେଶ୍ବର, ୨୦ା୩(ବ୍ୟୁରୋ):ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନ ଦୁଇଦିନିଆ ନବରଙ୍ଗପୁର ଜିଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ସମୀକ୍ଷା କରି ଫେରିଛନ୍ତି। ଏହାସହ ବିଭିନ୍ନ ବ୍ଲକରେ ଚାଲିଥିବା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ସେ ଜିଲା ପ୍ରଶାସନକୁ…
ଶୁଷ୍କ ଗୋବରୀ ନଦୀ ଜମି ଜବରଦଖଲ ବଢ଼ୁଛି
ପଟ୍ଟାମୁଣ୍ଡାଇ,୨୦ା୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ପାଖ ଦେଇ ପ୍ରବାହିତ ଗୋବରୀ ନଦୀ ଶୁଷ୍କ ହୋଇଯିବାରୁ ଜବରଦଖଲକାରୀମାନେ ନଦୀ କିସମ ଜମିକୁ ଜବରଦଖଲ କରି ଘରଦ୍ୱାର କରିବାରେ ଲାଗିପଡ଼ିଛନ୍ତି। ଏହି ନଦୀ ୧୫ ଦଶନ୍ଧି ପୂର୍ବରୁ ଚିରସ୍ରୋତା ସହ ନୌକା ଚଳାଚଳ…
ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା ପାଇଲେ ସାହିତ୍ୟ ଭାରତୀ ସମ୍ମାନ
କଟକ ଅଫିସ,୨୦ା୩:ସାହିତ୍ୟ ସବୁବେଳେ ବେଦନାର ଭାଷାକୁ ରୂପାୟିତ କରିଥାଏ। ମଣିଷ ଯେତେବେଳେ ସଭ୍ୟ ହେଲା ସେତେବେଳେ ସାହିତ୍ୟକୁ ଚିହ୍ନିଲା। ସାହିତ୍ୟ ଏକ ଆଧ୍ୟାତ୍ମିକ ଶକ୍ତି। ଏହା ମାନବତାକୁ ଉତ୍ତରଣକୁ ନେଇଯାଏ। ମଣିଷର ବ୍ୟଥା ଓ ବେଦନାରୁ ସାହିତ୍ୟ ସୃଷ୍ଟି ହୋଇଥାଏ ବୋଲି…
‘ଏବେ ଛୁଟି ମିଳିବ, ଧନ୍ୟବାଦ ଭଗବାନ’
ବାରିପଦା ଅଫିସ,୨୦।୩:ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଜଳୁଥିଲା। ନିଅଁାରେ ଜୀବଜନ୍ତୁ ଅତିଷ୍ଠ ହୋଇପଡ଼ିଥିବା ବେଳେ ଲିଭେଇବାକୁ ବନ ବିଭାଗ ନାକେଦମ୍ ହୋଇଥିଲା। ପଶ୍ଚିମା ଝଡ଼ ପ୍ରଭାବରେ ଗତ ଦୁଇଦିନ ଧରି ବର୍ଷା ଫଳରେ ଏହି ଅଭୟାରଣ୍ୟ ନିଅଁାରୁ ମୁକ୍ତି ପାଇଛି। ବନ୍ୟଜନ୍ତୁଙ୍କ…
୧୦୦ କୋଟିର ମାଲିକ, ସାମାନ୍ୟ ଭୁଲ୍ ପାଇଁ ହୋଇଗଲେ କାଙ୍ଗାଳ
ମଣିଷର ଭାଗ୍ୟ କେତେବେଳେ କ’ଣ ପରିବର୍ତ୍ତନ ହେବ ତାହା କହିହେବ ନାହିଁ। କେତେବେଳେ ଭଲ ସମୟ ଆସେ ତ ଆଉ କେତେବେଳେ ଦୁର୍ଭାଗ୍ୟ। ସାମାନ୍ୟ ଭୁଲ୍ ପାଇଁ ମଣିଷ ଗୋଟିଏ ରାତିରେ କାଙ୍ଗାଳ ହୋଇଯାଏ। ଏମିତି ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି।…
ଆଜି ଶ୍ରୀମନ୍ଦିରରେ ୫ଘଣ୍ଟା ଦର୍ଶନ ବନ୍ଦ
ପୁରୀ ଅଫିସ, ୨୦ା୩:ଚୈତ୍ର ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ଅବସରରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପାଦନ କରିବେ। ଏହା ଏକ ଗୁପ୍ତନୀତି। ଦ୍ୱିତୀୟ ଭୋଗମଣ୍ଡପ ପରେ…
ଦୁର୍ଦ୍ଦଶା ଆଣିଲା ଝଡ଼ବର୍ଷା
ଭୁବନେଶ୍ୱର,୨୦ା୩(ବ୍ୟୁରୋ):ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ, କୁଆପଥର ବର୍ଷା ସହ ବଜ୍ରପାତ ହୋଇଛି। ବିଶେଷକରି ଉତ୍ତର, ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ଶନିବାର ସନ୍ଧ୍ୟାରେ ବର୍ଷା ପବନ ଲାଗି ରହିଥିଲା। ଦୀର୍ଘ ୪ମାସ ପରେ ବର୍ଷା ହୋଇଥିବାରୁ…
ଫଶିଲେ ଆଇନମନ୍ତ୍ରୀ
ନୂଆଦିଲ୍ଲୀ,୨୦।୩: କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ନିଜ ମନ୍ତବ୍ୟ ପାଇଁ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ନିକଟରେ ରିଜିଜୁ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ କିଛି ଅବସରପ୍ରାପ୍ତ ବିଚାରପତି, କାର୍ଯ୍ୟକର୍ତ୍ତାମାନେ ଭାରତ ବିରୋଧୀ ଗ୍ୟାଙ୍ଗର ଅଂଶ ଏବଂ ସେମାନେ ଭାରତୀୟ…
ଅଢେଇ ବର୍ଷ ହେବ ରୁଟି ଖାଇନାହାନ୍ତି ରଣବୀର
ଫିଟନେସ କଥା ଆସିଲେ, ସମସ୍ତଙ୍କ ନଜର ପ୍ରାୟତଃ ବଲିଉଡ ସେଲିବ୍ରିଟିଙ୍କ ଆଡକୁ ଯାଏ। ବଲିଉଡ୍ ଅଭିନେତା/ଅଭିନେତ୍ରୀଙ୍କ ଫିଟନେସ ଟିପ୍ସ ଅନେକ ଲୋକଙ୍କୁ ପ୍ରେରଣା ଦେଇଥାଏ। ଅଭିନେତା ରଣବୀର କପୁର ମଧ୍ୟ ଏହି ସେଲିବ୍ରିଟିଙ୍କ ତାଲିକାରେ ଆସନ୍ତି। ସେ କେବଳ ନିଜ ଅଭିନୟ…
ଲଣ୍ଡନରେ ତ୍ରିରଙ୍ଗାର ଅପମାନ କଲେ ଖଲିସ୍ତାନୀ ସମର୍ଥକ
ନୂଆଦିଲ୍ଲୀ/ଲଣ୍ଡନ,୨୦ ।୩: ଭାରତରେ ‘ୱାରିସ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ବ୍ରିଟେନରେ ଭାରତୀୟ ହାଇକମିଶନଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ଆସିଛି । କୁହାଯାଉଛି କି ଲଣ୍ଡନ ସ୍ଥିତ ହାଇକମିଶନଙ୍କୁ ଖଲିସ୍ତାନ ସମର୍ଥକମାନେ ଟାର୍ଗେଟ କରିଛନ୍ତି…
ମେକ୍ସିକୋରେ ଗୁଳିକାଣ୍ଡ: ୭ ମୃତ
ମେକ୍ସିକୋ ସିଟି, ୧୯ା୩:ମେକ୍ସିକୋର ଏକ ସାମରିକ ୟୁନିଟ୍ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିବାରୁ ୨ ଜଣ ସୈନ୍ୟ ଓ ୫ ସନ୍ଦିଗ୍ଧ ଅପରାଧୀ ନିହତ ହୋଇଛନ୍ତି। ଗୁଳିମାଡ଼ରେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁଏରେରୋ ପ୍ରଦେଶର ପାର୍ବତଞ୍ଚଳରେ…
ମୋଦିଙ୍କୁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନେତା ମାନନ୍ତି ଚାଇନା ଲୋକେ
ବେଜିଂ,୧୯।୩: ଆଜିକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ବଢୁଛି। ପଡୋଶୀ ଦେଶ ଚାଇନାରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ବହୁତ ଲୋକପ୍ରିୟ। ଚାଇନାର ଖବରଦାତା ମୁ ଚୁନଶାନ୍ ‘ଦି ଡିପ୍ଲୋମାଟ୍’ ପତ୍ରିକାରେ ଏକ ଆର୍ଟିକିଲ ଲେଖିଛନ୍ତି।…
Archives


