Home

ଚାଇନାକୁ କଡ଼ା ଜବାବ ଦେବାକୁ ତାଇଓ୍ବାନରେ ୨୦୦ ସୈନ୍ୟ ମୁତୟନ କରିବ ଆମେରିକା…

ଓ୍ବାଶିଂଟନ,୨୫।୨ : ଦକ୍ଷିଣ ଚାଇନା ସାଗରରେ ଚାଇନା ସହିତ ଯୁଦ୍ଧର ବିପଦକୁ ଦୃଷ୍ଟିରେ ରଖି ଆମେରିକା ୧୦୦ ରୁ ୨୦୦ ସୈନ୍ୟ ନିୟୋଜିତ କରିବାକୁ ଯାଉଛି। ସମ୍ପ୍ରତି ତାଇୱାନରେ ପ୍ରାୟ ୩୦ ଆମେରିକୀୟ ସୈନିକ ଅଛନ୍ତି । ସେମାନେ ତାଇୱାନ ସେନାକୁ…

୬୬ ଘଣ୍ଟାରେ ୩୭ ଥର ଭୂକମ୍ପ: ଶୋଇବାକୁ ବି ଲାଗୁଛି ଭୟ…

ଆଙ୍କରା,୨୫।୨ : ଭୂକମ୍ପ ତୁର୍କୀକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସସ୍ତୁପରେ ପରିଣତ କରିଦେଇଛି। ଗତ ଭୂକମ୍ପ ଯୋଗୁ ତୁର୍କୀରେ ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାର କାର୍ଯ୍ୟ ଚାଲିଛି। ଗତ ୬୬ ଘଣ୍ଟା ମଧ୍ୟରେ ଏଠାରେ…

ଆଗକୁ ପରୀକ୍ଷା: ଦୈନିକ ୫ରୁ ୬ ଘଣ୍ଟା ହେଉଛି ବିଜୁଳି କାଟ୍‌, ଉପଭୋକ୍ତା ଅସନ୍ତୁଷ୍ଟ

କୋଦଳା,୨୫ା୨(ଡି.ଏନ୍‌.ଏ.): ଗଞ୍ଜାମ କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରେ ଦିନକୁ ଦିନ ଟାଟା ପାଓ୍ବାରର ଶୋଷଣ ନୀତି ବଢ଼ିବାରେ ଲାଗିଛି। ଯାହାକୁ ନେଇ ଗ୍ରାହକଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ଧରି ଗଞ୍ଜାମ ଜିଲା କୋଦଳା ଏନ୍‌ଏସିରେ ଅହେତୁକ ବିଦ୍ୟୁତ…

ତ୍ରିକୋଣୀୟ ପ୍ରେମରୁ ଯୁବକଙ୍କୁ ହତ୍ୟା: ୩ କୋର୍ଟ ଚାଲାଣ

ଭବାନୀପାଟଣା,୨୫ା୨(ସ୍ବ.ପ୍ର.): କେବେ ପ୍ରେମ ପାଇଁ ଅପହରଣ ତ କେବେ ହତ୍ୟା। ପ୍ରେମରେ ଅନ୍ଧ ହୋଇ ମଣିଷ ନିଜର ହିତାହିତ ଜ୍ଞାନ ଭୁଲି ନିଜ ସାଙ୍ଗର ଜୀବନ ନେବାକୁ ମଧ୍ୟ ପଛାଉ ନାହିଁ। ଏଭଳି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି…

ହଷ୍ଟେଲରୁ ୪ ଛାତ୍ର ନିଖୋଜ

କେନ୍ଦୁଝର,୨୫ା୨(ସ୍ବ.ପ୍ର.): କେନ୍ଦୁଝର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଶୁକ୍ରବାରଠାରୁ ନିଖୋଜ ହୋଇଥିବା ୪ ଛାତ୍ରଙ୍କ ପତ୍ତା ମିଳିନାହିଁ। ଏନେଇ ସେମାନଙ୍କ ପରିବାର ଲୋକ ଶନିବାର ଖବର ପାଇ କେନ୍ଦୁଝରକୁ ଆସି ଖୋଜାଖୋଜି କରି କୌଣସି ସୂଚନା ନ ପାଇ ସନ୍ଧ୍ୟାରେ ଟାଉନ…

ହୁଗୁଳି ନଦୀରେ ବୁଡ଼ିଲା ବାଂଲାଦେଶ ମାଲବାହୀ ଜାହାଜ, ଚାଳକ ଦଳର ୯ ସଦସ୍ୟ ଉଦ୍ଧାର…

କୋଲକାତା,୨୫।୨ : ଫ୍ଲାଏ ଆଶ୍‌ ନେଇ ସ୍ବଦେଶ ଫେରୁଥିବା ବାଂଲାଦେଶର ମାଲ ପରିବହନକାରୀ ଜାହାଜ ଅନ୍ୟ ଏକ ଜାହାଜ ସହିତ ମୁହାଁମୁହିଁ ହେବା ପରେ ହୁଗୁଳି ନଦୀରେ ବୁଡ଼ି ଯାଇଛି। ଶନିବାର ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣର ଜଣେ ଅଧିକାରୀ ଏହି ସୂଚନା…

ଆମେ ବଡ଼ ଭାଇ କଂଗ୍ରେସକୁ ଅପେକ୍ଷା କରିଛୁ,ଶୀଘ୍ର ନିଷ୍ପତ୍ତି ନିଅନ୍ତୁ: ନୀତୀଶ କୁମାର…

ପୁର୍ନିଆ,୨୫।୨ : ପୁର୍ନିଆରେ ଆୟୋଜିତ ମହାମେଣ୍ଟ ରାଲିରେ ନୀତୀଶ କୁମାର କହିଛନ୍ତି ଯେ ଯଦି କଂଗ୍ରେସ ସମେତ ଆମ ସମସ୍ତେ ଏକାଠି ହେବା, ତେବେ ଭାଜପା ୧୦୦ରୁ କମ ଆସନ ପାଇବ। ଏଥିପାଇଁ କଂଗ୍ରେସ ଦଳକୁ କ୍ଷମତା ଦେଖାଇବାକୁ ପଡିବ। ଦୀର୍ଘ…

ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ଏବର୍ଷ ହେବ ନାହିଁ। ଶନିବାର ମହାପ୍ରଭୁ କପିଳେଶ୍ୱରଙ୍କ ନୀତିକାନ୍ତି ବନ୍ଦ ଯୋଗୁ ଚଳିତବର୍ଷ ହାଣ୍ଡିଭଙ୍ଗା ଯାତ୍ରା ବନ୍ଦ ରହିଛି। ପାଳିଆ ମଲିଆ ସେବାୟତମାନେ ନ ଆସିବାରୁ କପିଳେଶ୍ୱର ମନ୍ଦିରରେ ନୀତିକାନ୍ତି ହୋଇପାରିଲା ନାହିଁ। ଫଳରେ…

କଂଗ୍ରେସର ମିନି ଘୋଷଣାପତ୍ର: ବିରୋଧୀଦଳଙ୍କ ସହିତ କ୍ଷମତାକୁ ଫେରିବା ପ୍ରୟାସ…

ରାୟପୁର,୨୫।୨ : ଛତିଶଗଡର ରାଜଧାନୀ ରାୟପୁରର ଅନୁଷ୍ଠିତ ୮୫ ତମ ଜାତୀୟ ସମ୍ମିଳନୀରେ କଂଗ୍ରେସ ଆଗାମୀ ଦିନର ଲଢ଼େଇର ରୂପରେଖ ସ୍ପଷ୍ଟ କରିଛି । ଦଳ ଦ୍ୱାରା ଜାରି କରାଯାଇଥିବା ‘ରାଜନୈତିକ ପ୍ରସଙ୍ଗ ଉପରେ ସଂକଳ୍ପ’ ଚଳିତ ବର୍ଷ ହେବାକୁ ଥିବା…

ଦୁଇ ଥର ଆଇସିସି ଟ୍ରଫି ଫାଇନାଲରେ ପହଞ୍ଚିଥିଲୁ, ତଥାପି ବିଫଳ ଅଧିନାୟକ କୁହାଯାଇଥିଲା: କୋହଲି

ନୂଆଦିଲ୍ଲୀ,୨୫।୨: ନିକଟରେ ଟି୨୦ ବିଶ୍ୱକପ୍‌ ୨୦୨୩ ଫାଇନାଲରେ ପହଞ୍ଚିବାର ସୁଯୋଗ ହାତଛଡ଼ା କରିଛି ଭାରତୀୟ ମହିଳା ଟିମ୍‌। ଫଳରେ ଦଳ ବିଶ୍ୱକପ୍‌ ଜିତିବା ସ୍ବପ୍ନ ଭାଙ୍ଗିଯାଇଛି। ତେବେ ମହିଳା ଦଳ ଭଳି ପୁରୁଷ ଟିମ୍‌ ମଧ୍ୟ ୧୦ ବର୍ଷ ହେଲାଣି ଆଇସିସି…

ପ୍ରଧାନଶିକ୍ଷୟିତ୍ରୀଙ୍କ ପୁଅଙ୍କ ମାଡ଼ରେ ଛାତ୍ରୀ ଗୁରୁତର, ଥାନାରେ ଅଭିଯୋଗ କଲେ ଅଭିଭାବକ

ବରଗଡ଼ ଅଫିସ,୨୫ା୨: ରାଜ୍ୟ ସରକାର ସ୍କୁଲ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି। ମାତ୍ର ସରକାରଙ୍କ ଏହି ଘୋଷଣା ବାଟବଣା ହୋଇପଡ଼ିଛି। ବରଗଡ଼ ସହରର ଖଜୁରଟିକ୍ରାସ୍ଥିତ ରାଧାମାଧବ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀଙ୍କ ପୁଅଙ୍କ ମାଡ଼ରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ଆହତ…

ପୁଲଓ୍ବାମା ଭଳି ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚିଥିଲେ ପାକିସ୍ତାନୀ ଆତଙ୍କବାଦୀ: ସେନା ଅଧିକାରୀଙ୍କ ପୁସ୍ତକରେ ଉଲ୍ଲେଖ…

ନୂଆଦିଲ୍ଲୀ,୨୫।୨ : ୧୪ ଫେବୃଆରୀ ୨୦୧୯ ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଚାଳିଶ ଜଣ ସିଆରପିଏଫ୍‌ ଯବାନ ଶହୀଦ ହୋଇଥିଲେ। ଏହା ଦେଶର ଇତିହାସରେ ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ଥିଲା। ବର୍ତ୍ତମାନ ଏକ ପୁସ୍ତକରେ ପୂର୍ବତନ ସେନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri