ପାଇଲଟଙ୍କ ପଦଯାତ୍ରା ଶେଷ, ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଲାଗି ଗେହଲଟଙ୍କୁ ଦେଲେ ଚେତାବନୀ
ଜୟପୁର, ୧୫ା୫ : ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସୋମବାର ତାଙ୍କର ୫ ଦିନିଆ ଜନ ସଂଘର୍ଷ ଯାତ୍ରା ପୂରା କରିଛନ୍ତି। ଏହି ସମୟରେ ବସୁନ୍ଧରା ରାଜେଙ୍କ ସରକାର ଅମଳରେ ହୋଇଥିବା ଦୁର୍ନୀତି…
ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ହାଇଦ୍ରାବାଦ
ଅହମ୍ମଦାବାଦ,୧୫।୫: ଆଇପିଏଲ ୨୦୨୩ର ୬୨ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ମଧ୍ୟରେ ସୋମବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଗୁଜରାଟ ଗୁଜରାଟ ବ୍ୟାଟିଂ…
ଦିଲ୍ଲୀରେ ପହଞ୍ଚିଲେ ସିଦ୍ଦାରାମାୟା, ହାଇକମାଣ୍ଡଙ୍କ ସହ କରିବେ ଆଲୋଚନା
ନୂଆଦିଲ୍ଲୀ,୧୫।୫: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଦରାମାୟା ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଛନ୍ତି। ସିଦ୍ଦାରାମାୟାଙ୍କ ସହ କଂଗ୍ରେସ ବିଧାୟକ ଏମ.ବି ପାଟିଲ, ସିଦ୍ଦରାମାୟାଙ୍କ ପୁଅ ୟତିନ୍ଦ୍ର ଏବଂ କଂଗ୍ରେସ ବିଧାୟକ ଜମିର ଅହମ୍ମଦ ଅଛନ୍ତି। କଂଗ୍ରେସର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ…
ଇମ୍ରାନ ଖାଁଙ୍କୁ ମୁକୁଳାଇଥିବା ଚିଫ ଜଷ୍ଟିସଙ୍କୁ ହଟାଇବାକୁ ଯୋଜନା, ସଂସଦରେ ଆଗତ ହେବ ନିନ୍ଦା ପ୍ରସ୍ତାବ
ଇସଲାମାବାଦ,୧୫।୫: ପାକିସ୍ତାନରେ ରାଜନୈତିକ ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ପିଡିଏମ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛି। ପିଡିଏମ ସମର୍ଥକ ସୁପ୍ରିମକୋର୍ଟଙ୍କୁ ବି…
‘ଯେତେବେଳେ କଂଗ୍ରେସ ବିଧାୟକ ଛାଡି ଯାଇଥିଲେ ସେତେବେଳେ ବି ମୁଁ…’ ଡିକେ ଶିବକୁମାର
ବେଙ୍ଗାଲୁରୁ,୧୫।୫: କର୍ନାଟକର ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚାଲିଛି ମନ୍ଥନ। ଇତିମଧ୍ୟରେ ସିଦ୍ଦାରାମାୟା ନୂଆଦିଲ୍ଲୀ ପହଞ୍ଚି ସାରିଛନ୍ତି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ରେସରେ ସାମିଲ ହୋଇଥିବା ରାଜ୍ୟର କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର ସୋମବାର ଏକ ପ୍ରେସ କନଫରେନ୍ସରେ…
୧୬ ବିଧାୟକ ଅଯୋଗ୍ୟ ଘୋଷିତ ହେଲେବି ଭାଙ୍ଗିବନି ଶିନ୍ଦେ-ଫଡ୍ନବିସ ସରକାର: ଅଜିତ ପାଓ୍ବାର
ମୁମ୍ବାଇ,୧୫।୫: ମହାରାଷ୍ଟ୍ରର ରାଜନୈତିକ ସଙ୍କଟକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ଶୁଣାଯାଇଥିବା ରାୟ ପରେ ଏବେ ସମସ୍ତଙ୍କ ଅପେକ୍ଷା ମହାରାଷ୍ଟ୍ର ବିଧାନସଭାର ଅଧ୍ୟକ୍ଷଙ୍କ ନିଷ୍ପତ୍ତି ଉପରେ। କାରଣ ସେ ହିଁ ଶିନ୍ଦେ ଗ୍ରୁପର ୧୬ ବିଧାୟକଙ୍କ ଅଯୋଗ୍ୟତା ଉପରେ ଶେଷ ନିଷ୍ପତ୍ତି ନେବେ।…
ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାରେ ଓ୍ବାନଖେଡେଙ୍କ ବିରୋଧରେ ସିବିଆଇ ପ୍ରକାଶ କଲା ବହୁତ ବଡ ତଥ୍ୟ
ନୂଆଦିଲ୍ଲୀ,୧୫।୫: ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାରେ ସିବିଆଇ ପକ୍ଷରୁ ବହୁତ ବଡ ତଥ୍ୟ ଦିଆଯାଇଛି। ସିବିଆଇ କହିଛି କି ଆର୍ଯ୍ୟନ ଖାଁଙ୍କ ପରିବାରଠାରୁ ୨୫ କୋଟି ଟଙ୍କା ଆଦାୟ କରିବାର ଯୋଜନା କରାଯାଇଥିଲା। ଏବେ ଏହି ମାମଲାରେ ସାକ୍ଷୀ ଥିବା କେପି…
‘ମୋ ସପକ୍ଷରେ ଅଧିକାଂଶ ବିଧାୟକ’, କଂଗ୍ରେସ ମୁଖିଆଙ୍କ ଚିନ୍ତା ବଢାଇଲା ସିଦ୍ଦାରାମାୟାଙ୍କ ବୟାନ
ବେଙ୍ଗାଲୁରୁ,୧୫।୫: କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବ ତା’ର ଘୋଷଣା ଖୁବଶୀଘ୍ର କରାଯିବ। କିଛି ଦିନ ହେବ ମୁଣ୍ଡ ପିଟି ପିଟି ଏବେ କଂଗ୍ରେସ ନେତୃତ୍ୱ କୌଣସି ଏକ ନିଷ୍ପତ୍ତିରେ ପହଞ୍ଚିବ ବୋଲି…
କପିଲଙ୍କ ସହ ର଼୍ୟାମ୍ପରେ ଚାଲିଲେ ଝିଅ
ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କର ୩ ବର୍ଷର ଝିଅ ଅନାୟାରାଙ୍କ ସହ ର଼୍ୟାମ୍ପ୍ରେ ଚାଲିଛନ୍ତି। ଏହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କମେଡି କିଙ୍ଗ୍ ଝିଅର ହାତ ଧରି ର଼୍ୟାମ୍ପ୍ରେ ଚାଲୁଛନ୍ତି। ବାପା-ଝିଅଙ୍କ ଯୋଡି…
ଧୋନୀଙ୍କୁ ଅଟୋଗ୍ରାଫ୍ ମାଗିଲେ ଗାଭାସ୍କର, ଟି-ଶର୍ଟରେ ଲେଖିଲେ ମାହୀ
ନୂଆଦିଲ୍ଲୀ,୧୫ା୫: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଶେଷ ମ୍ୟାଚ୍ରେ ରବିବାର କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)କୁ ୬ ଓ୍ବିକେଟରେ ପରାସ୍ତ କରିଛି। ଚେପକ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସର ଶେଷ ଲିଗ୍ ମ୍ୟାଚ୍ ପରେ ମହେନ୍ଦ୍ର…
ପାଇପ ଫାଟିଛି, ମରାମତି ହେଉନି
ଡୁଙ୍ଗୁରିପାଲି,୧୫ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଳକ ଦିଗଶିରା ହରିଜନ ପଡାବାସୀ ଏବେ ପାଇପ ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାଇପ ଫାଟି ଯାଇଥିବାରୁ ଏହି ସମସ୍ୟା ଦେଖାଦେଇଛି। ଦୀର୍ଘଦିନ ହେବ ଏହାର ମରାମତି ନ ହେବାରୁ ଏବେ ପରିସ୍ଥିତି ସଙ୍ଗୀନ…
୪ ବର୍ଷ ହେଲା ଶଯ୍ୟାଶାୟୀ ଭାରତୀ
ବାଉଁଶୁଣୀ,୧୫ା୫(ଡି.ଏନ୍.ଏ.): ବୌଦ୍ଧ ବ୍ଲକ ବାଉଁଶୁଣି ପଞ୍ଚାୟତ ବଉଦିଆପଡ଼ା ଗ୍ରାମର ଭାରତୀ ମେହେର (୩୦) ୪ ବର୍ଷ ହେଲା ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି। ସେ ବରଗଡ଼ ଜିଲା ବରପାଲି ଗ୍ରାମରେ ବିବାହ କରିଥିଲେ। ବିବାହର ୨ ବର୍ଷ ପରେ କୌଣସି କାରଣରୁ ସ୍ବାମୀ…
Archives


