Home

ଫିଲ୍ମ ‘ଆଦିପୁରୁଷ’କୁ ନେଇ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାଖଲ, ବ୍ୟାନ୍‌ କରିବାକୁ ଦାବି

ନୂଆଦିଲ୍ଲୀ,୧୬।୬: ରିଲିଜ୍‌ ହେଉଣୁ ଆଦିପୁରୁଷ ଫିଲ୍ମକୁ ନେଇ ବିବାଦ ଦେଖାଯାଇଛି। ଫିଲ୍ମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଆବେଦନରେ ରାମାୟଣ ଏବଂ ପ୍ରଭୁ ରାମଙ୍କୁ ଫିଲ୍ମରେ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି। ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯିବାକୁ…

ଡଲାର ତୁଳନାରେ ୩୪ପଇସା ବୃଦ୍ଧି ପାଇଲା ଟଙ୍କା

ନୂଆଦିଲ୍ଲୀ,୧୬।୬: ଶୁକ୍ରବାର ଆମେରିକୀୟ ‘ଡଲାର’ ତୁଳନାରେ ଭାରତୀୟ ମୁଦ୍ରା ‘ଟଙ୍କା’ ଅଧିକ ମଜବୁତ ହୋଇଛି। ଭାରତୀୟ ସେୟାର ବଜାରରେ ଡଲାର ତୁଳନାରେ ଟଙ୍କା ମଜବୁତ ହୋଇ ୩୪ପଇସା ବୃଦ୍ଧି ପାଇଛି। ଇଣ୍ଟରବ୍ୟାଙ୍କ ବୈଦେଶିକ ବିନିମୟରେ ଟଙ୍କା ୮୧.୮୬ରେ ଟ୍ରେଡ କରୁଛି। ଆମେରିକୀୟ…

ରଜରେ ରଜବତୀ ବିବାହ ଅନୁଷ୍ଠିତ

କେନ୍ଦୁଝର,୧୬ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ସମଗ୍ର ଜିଲାରେ ରଜ ପର୍ବ ଧୂମଧାମରେ ପାଳିତ ହେଉଥିବା ବେଳେ ଏହି ଦିନରେ ରଜବତୀ ବିଭାଘର ପ୍ରମୁଖ ଆକର୍ଷଣୀୟ ହୋଇଛି । ଜିଲାର ସଦର ବ୍ଲକ ଅନ୍ତର୍ଗତ ହର୍ଷପୁର ଗ୍ରାମରେ ରଜବତୀ ବିଭାଘର ନିଆରା ।…

ସାଂସଦଙ୍କର ପୁଅ ଏବଂ ପତ୍ନୀଙ୍କୁ ଅପହରଣ

ଅମରାବତୀ,୧୬।୬: ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ବାଇଏସଆର୍‌ କଂଗ୍ରେସର ସାଂସଦ ଏମ.ଭି.ଭି. ସତ୍ୟନାରାୟଣଙ୍କ ପତ୍ନୀ, ପୁଅ ଏବଂ ତାଙ୍କ ଅଡିଟରଙ୍କୁ ଅପହରଣ କରାଯାଇଛି। ଗୁରୁବାର ବିଶାଖାପାଟନାରେ ତାଙ୍କୁ ଅପହରଣ କରାଯାଇଥିଲା। ଅପହରଣର କିଛି କିଛି ଘଣ୍ଟା ମଧ୍ୟରେ ପୋଲିସ ସମସ୍ତଙ୍କୁ ଉଦ୍ଧାର କରିଛି।…

ଦଶମ ଶ୍ରେଣୀ ଛାତ୍ରଙ୍କୁ ପେଟ୍ରୋଲ ପକାଇ ଜିଅନ୍ତା ଜାଳିଦେଲେ

ଅମରାବତୀ,୧୬।୬: ଆନ୍ଧ୍ରପ୍ରଦେଶ ବାପାଟଲା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ସେଠାରେ ଏକ ଦଶମ ଶ୍ରେଣୀର ଛାତ୍ରକୁ ପେଟ୍ରୋଲ ପକାଇ ଜିଅନ୍ତା ଜଳାଇ ଦିଆଯାଇଛି। ଯେଉଁଥିରେ ତାଙ୍କ ଶରୀରର ଅର୍ଦ୍ଦେକ ଅଂଶ ଜଳିପୋଡି ଯାଇଛି। ଆହତଙ୍କ ନାମ ଭେଙ୍କି ବୋଲି…

ଛୋଟ ରୋଡରେ ଡ୍ରାଇଭିଂବେଳେ ଲୋକ ଅଧିକ ନର୍ଭସ

ଟେନଶନରେ ରହି ଗାଡି ଚଳାଉଛନ୍ତି କି! ଏହା ଦ୍ୱାରା ଆପଣଙ୍କର ଡ୍ରାଇଭିଂ ଉପରେ ପ୍ରଭାବ ପଡିପାରେ। ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ନର୍ଭସ ହେବା ଦ୍ୱାରା ଡ୍ରାଇଭିଂ ଉପରେ ପ୍ରଭାବ ପଡିଥାଏ। ଅନେକ ଲୋକ ଏପରିକି କହିଛନ୍ତି ଯେ ଚିନ୍ତାଗ୍ରସ୍ତ…

ଶନିବାର ଦାରିଙ୍ଗବାଡି ଗସ୍ତ କରିବେ ୫ଟି ସଚିବ

ଦାରିଙ୍ଗବାଡି,୧୬।୬(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ପ୍ରଥମଥର ପାଇଁ ୫ଟିି ସଚିବ ଭି.କେ ପାଣ୍ଡିଆନ ଶନିବାର ଗସ୍ତ କରିବେ। ସେଠାରେ ପହଞ୍ଚି ପ୍ରଥମେ ମହିଳା ସ୍ବୟଂ ସହାୟକ ଗୋଷ୍ଠିର ସଦସ୍ୟଙ୍କ ସହ ଆଲୋଚନା କରିିବେ। ସେହିପରି ସେ ଦାରିଙ୍ଗବାଡିର ପର୍ଯ୍ୟଟନ…

ଶାରିରୀକ ସମ୍ପର୍କ ରଖିବା ପାଇଁ ବଢିଲା ବୟସ ସୀମା

ଟୋକିଓ,୧୬।୬: ଜାପାନର ଯୌନ ଅପରାଧ ଆଇନ୍‌ରେ ଏକ ବଡ ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ଅନୁଯାୟୀ, ବିନା ଅନୁମତିରେ ଶାରୀରିକ ସମ୍ପର୍କକୁ ବଳାତ୍କାର ବୋଲି ଧରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଜବରଦସ୍ତି କରିବାକୁ ବଳାତ୍କାର ଭାବରେ ଦେଖାଯାଉଥିଲା। ଏହାଯୋଗୁ ବହୁ ବଳତ୍କାରୀ…

ଗୁଜରାଟରେ ତାଣ୍ଡବ ରଚିବା ପରେ ‘ବିପର୍ଯ୍ୟୟ’କୁ ନେଇ ରାଜସ୍ଥାନରେ ଆଲର୍ଟ

ନୂଆଦିଲ୍ଲୀ,୧୬।୬: ଗୁଜରାଟର ଅନେକ ଅଞ୍ଚଳରେ ସାଇକ୍ଲୋନିକ ଷ୍ଟର୍ମ ‘ବିପର୍ଯ୍ୟୟ’ ପ୍ରଭାବ ଦେଖିବାକୁ ମିଳୁଛି। ପ୍ରବଳ ପବନରେ ବର୍ଷା ହେଉଛି। ବାତ୍ୟା ଯୋଗୁଁ ଅନେକ ଗଛ ଓ ଖମ୍ବ ଭାଙ୍ଗି ପଡିଛି। ଅନେକ ଅଞ୍ଚଳରେ ବିଜୁଳି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଗୁରୁବାର ସାରେ…

ନେହେରୁ ସଂଗ୍ରହାଳୟର ନାମ ପରିବର୍ତ୍ତନ କଲେ କେନ୍ଦ୍ର ସରକାର; କଂଗ୍ରେସ କହିଲା, ସଂକୀର୍ଣ୍ଣତା ଏବଂ ପ୍ରତିଶୋଧପରାୟଣ…

ନୂଆଦିଲ୍ଲୀ,୧୬।୬ ଦିଲ୍ଲୀର ନେହେରୁ ମେମୋରିଆଲ ସଂଗ୍ରହାଳୟ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମେମୋରିଆଲ ସଂଗ୍ରହାଳୟ ଭାବରେ ପରିଚିତ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସରକାରୀ ବାସଭବନକୁ ସଂଗ୍ରହାଳୟ ଭାବେ ଉଦ୍‌ଘାଟନ କରିବାର ଏକ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହାର ନାମ ବଦଳାଇ ଦେଇଛନ୍ତି।…

କ୍ୟୁବା ରାଷ୍ଟ୍ରପତିଙ୍କୁ ଭେଟିଲେ ଇବ୍ରାହିମ ରଇସି; କହିଲେ ‘ଦୁଇ ଦେଶ ଏକାଠି ଆମେରିକାର ସାମ୍ରାଜ୍ୟବାଦୀ ନୀତିକୁ ସମ୍ମୁଖୀନ କରିବୁ’

ହବାନା,୧୬।୬: ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି କ୍ୟୁବାର ରାଷ୍ଟ୍ରପତି ମିଗୁଏଲ ଡିଆଜ-କାନେଲଙ୍କୁ ସାକ୍ଷାତ କରିଛନ୍ତି। କ୍ୟୁବାର ରାଜଧାନୀ ହବାନାରେ ସେମାନେ ପରସ୍ପରକୁ ଭେଟିଛନ୍ତି। ସାକ୍ଷାତକାରେ ଉଭୟ ନେତା ଆମେରିକା ଉପରେ ବର୍ଷିଛନ୍ତି। କ୍ୟୁବା ରାଷ୍ଟ୍ରପତି ମିଗୁଏଲ କହିଛନ୍ତି, ଉଭୟ ଦେଶ ଦୃଢ…

ଟେକ୍ସାସରେ ଘୂର୍ଣ୍ଣିଝଡ଼: ଅନ୍ଧାରରେ ୫୦ ହଜାର ଘର, ୩ ମୃତ ଅନେକେ ଆହତ

ଟେକ୍ସାସ,୧୬।୬: ଆମେରିକା ପେରିଟନର ଟେକ୍ସାସ ପ୍ୟାନହ୍ୟାଣ୍ଡେଲ ସହରରେ ଗୁରୁବାର ଆସିଥିବା ଘୂର୍ଣ୍ଣିଝଡ଼ରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଅମରିଲୋର ଜାତୀୟ ପାଣିପାଗ ସେବା ଗୁରୁବାର ଦିନ ଏହି ଅଞ୍ଚଳରେ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିବା ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?