କରଜରୁ ମୁକ୍ତି ଚାହୁଁଥିଲେ…
ଅସୁବିଧାରେ ପଡି ମଣିଷ କରଜ କରିବାକୁ ବାଧ୍ୟ ହୁଏ। ଆଉ ନ ସୁଝିବା ପର୍ଯ୍ୟନ୍ତ ତାହା ତାଙ୍କୁ ବୋଝ ଭଳି ଲାଗିଥାଏ। ସେଥିପାଇଁ ଏଥିରୁ ଶୀଘ୍ର୍ର ମୁକ୍ତି ପାଇବାକୁ ସମସ୍ତେ ଚାହିଁଥାନ୍ତି। ହେଲେ ବେଳେବେଳେ ପରିସ୍ଥିତି ଏମିତି ଉପୁଜେ, କରଜ ସୁଝିବାକୁ…
ପକ୍ଷୀଙ୍କ ତୃଷ୍ଣା ମେଣ୍ଟାଇବାକୁ ପ୍ରୟାସ
ବାଲେଶ୍ୱର ଅଫିସ,୧୪।୫: ପ୍ରବଳ ଗରମରେ ଅସ୍ତବ୍ୟସ୍ତ ଜନଜୀବନ। ଘରୁ ବାହାରିବା ଏକପ୍ରକାର ଅସମ୍ଭବ ହୋଇପଡିଛି। ଦିନ ୧୨ଟା ସୁଦ୍ଧା ବାଲେଶ୍ୱରରେ ତାପମାତ୍ରା ୩୪ ଡିଗ୍ରୀ ଉପରେ ରହୁଥିବା ବେଳେ ଅସହ୍ୟ ଗୁଳୁଗୁଳି ହେଉଛି। ଟିକିଏ ଗଛ ମୂଳର ଛାଇ ଦେଖି ଅଟକି…
ହାରିନାହାନ୍ତି ସୁଶୀଳା
କେନ୍ଦୁଝର,୧୪।୫(ସ୍ବ.ପ୍ର.): ପରିବାରରେ ସନ୍ତାନମାନଙ୍କ ଭବିଷ୍ୟତ ଗଠନରେ ମାତାପିତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସନ୍ତାନର ଲାଳନପାଳନ ସହ ଘର, ପରିବାର ଚଳାଇବାରେ ମା’ଙ୍କ ଗୁରୁତ୍ୱ ଅଧିକ। ନିଜ ପିଲା ଓ ପରିବାର ପାଇଁ ସବୁ କିଛି ତ୍ୟାଗ କରିବାକୁ ଆଗେଇ ଆସେ ମା’।…
ପଶୁପକ୍ଷୀଙ୍କ ମା’ ସେହେଗାଲ
ଭୁବନେଶ୍ୱର,୧୪।୫(ବ୍ୟୁରୋ): ମା’ର ସ୍ନେହ, ପ୍ରେମ, ଭଲପାଇବାର ତୁଳନା ନାହିଁ। ତା’ ଭଲପାଇବା କେମିତି ବି, କାହା ପାଇଁ ହୋଇଥାଏ। ଏମିତି ଜଣେ ନିଆରା ମା’ ଅଛନ୍ତି, ଯିଏ ପଶୁପକ୍ଷୀଙ୍କ ଜୀବନ ଆଉ ସ୍ବର ପାଲଟିଛନ୍ତି। ସେମାନଙ୍କ ସହ କଥା ହୁଅନ୍ତି, ଖାଇବାକୁ…
ଟୁଇଟରରେ ଲୋକଙ୍କ ସମସ୍ୟା ସମାଧାନ କରୁଛନ୍ତି ଭାଗୀରଥି
ଗୋପ,୧୪।୫(ଡି.ଏନ୍.ଏ.): ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ଅନେକ ସରକାରୀ ଯୋଜନା ସଫଳ ହେଉଛି। ମାତ୍ର ଗ୍ରାମାଞ୍ଚଳରେ ଥିବା ସାଧାରଣ ଲୋକ ଓ ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ନିକଟରେ ସଚେତନତାର ଅଭାବ ହେତୁ ଅନେକ ସରକାରୀ ଯୋଜନା ପହଞ୍ଚିବାରେ ବିଳମ୍ବ ହେଉଛି।…
ଡେଲାଙ୍ଗ ଷ୍ଟେଶନ ବଜାରରେ ଜଳୁନି ହାଇମାଷ୍ଟ ଲାଇଟ୍
ଡେଲାଙ୍ଗ,୧୪।୫(ଡି.ଏନ୍.ଏ.):ଡେଲାଙ୍ଗ ଷ୍ଟେଶନ ବଜାର ଉପରେ ସ୍ଥାନୀୟ ୭ଟି ପଞ୍ଚାୟତରୁ ଊର୍ଦ୍ଧ୍ୱ ଲୋକ ନିର୍ଭର କରୁଥିବାବେଳେ ବଜାର ଏବେ ନିଶାଡ଼ି ଓ ବାଇକ୍ ଚୋରଙ୍କ ଆଡାସ୍ଥଳୀ ପାଲଟିଛି। ସନ୍ଧ୍ୟା ହେଲେ ବଜାରକୁ ଆଲୋକୀକରଣ କରିବାକୁ ଥିବା ହାଇମାଷ୍ଟ ଲାଇଟ୍ ଆଜକୁ ଦୀର୍ଘ ୨ବର୍ଷ…
ଦୋକାନ କରି ସ୍ବାବଲମ୍ବୀ ହୋଇଛନ୍ତି ଦିବ୍ୟାଙ୍ଗ ଝୁନୁ
ନବରଙ୍ଗପୁର,୧୪।୫(ବି.ପ୍ର.): ଦିବ୍ୟାଙ୍ଗ ହେଲେବି ସକ୍ଷମ। ଦୃଢ଼ ମନ ଓ ପରିଶ୍ରମ ବଞ୍ଚତ୍ବାର ରାହା ଦେଇଛି। ତେବେ ନବରଙ୍ଗପୁର ସତ୍ୟ ସାଇ ସେବା ସମିତିର କିଛି ଆର୍ଥିକ ସହାୟତା ଦିବ୍ୟାଙ୍ଗ ଝୁନୁ ଭତରାଙ୍କ ବ୍ୟବସାୟରେ ସହାୟକ ହୋଇପାରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି…
ବାହାର ଚକାଚକ୍, ଭିତର ଶ୍ରେଣୀଗୃହ ନେଇ କାହାର ଚିନ୍ତା ନାହିଁ
ନନ୍ଦପୁର,୧୪।୫( ଡି.ଏନ୍.ଏ.): ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତରେ ରହିଛି ନେତାଜୀ ଉଚ୍ଚ ବିଦ୍ୟାଳୟ। କୋରାପୁଟ ଜିଲାର ଏକ ଆଦର୍ଶ ବିଦ୍ୟାଳୟ ରୂପେ ଏହାର ପରିଚିତି ରହିଛି। ୫-ଟିରେ ରୂପାନ୍ତରିତ ହୋଇଥିବା ଏହି ବିଦ୍ୟାଳୟ ପ୍ରବେଶ ପଥ ବେଶ୍ ଆଖିଦୃଶିଆ ହୋଇଥିବା ବେଳେ…
ନୂଆ ୩ ସୋସାଇଟି ପଞ୍ଜୀକରଣରେ ଜାଲିଆତି
ନୟାଗଡ଼ ଅଫିସ,୧୪।୫:ପ୍ରତି ପଞ୍ଚାୟତରେ ସୋସାଇଟି କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ନୟାଗଡ଼ ଜିଲାରେ ନୂଆ ସୋସାଇଟି ପଞ୍ଜୀକରଣ କରାଯାଇଛି। ଜିଲାରେ ୧୮ଟି ନୂଆ ସୋସାଇଟି ପଞ୍ଜୀକରଣ ହୋଇଛି । ତେବେ ଏଥିରୁ ରଣପୁର ବ୍ଲକର ଚମ୍ପାପେଡି, ଚମ୍ପାଗଡ଼…
ଟ୍ରେଜେରି ଷ୍ଟ୍ରଙ୍ଗ୍ରୁମ୍ ଛାତ, କାନ୍ଥରେ ଫାଟ
ଛତ୍ରପୁର,୧୪।୫(ଡି.ଏନ୍.ଏ):ଗଞ୍ଜାମ ଜିଲା ମୁଖ୍ୟାଳୟ ଛତ୍ରପୁରରେ ଥିବା ଜିଲା ଟ୍ରେଜେରି ଅଫିସର ଷ୍ଟ୍ରଙ୍ଗରୁମ ବିପଦଶଙ୍କୁଳ ଅବସ୍ଥାରେ ଦୀର୍ଘ ବର୍ଷ ହେଲା ରହିଛି। ଅଫିସ ଷ୍ଟ୍ରଙ୍ଗରୁମର କାନ୍ଥ ଓ ଛାତର ବିଭିନ୍ନ ସ୍ଥାନରେ ଫାଟ ଦେଖାଦେଲାଣି। ଏପରିକି ବର୍ଷା ଦିନେ ହେଉ ଅବା କାଳ…
ମୁଣ୍ଡବିହୀନ ମୃତ ଶିଶୁ ଜନ୍ମ
ଢେଙ୍କାନାଳ ଅଫିସ,୧୪।୫: ଗର୍ଭସ୍ଥ ସନ୍ତାନ ଯେପରି ସୁରକ୍ଷିତ ଭାବେ ଭୂମିଷ୍ଠ ହେବ ସେଥିଲାଗି ଦିନରାତି ଏକ୍ କରି ଦେଇଥିଲେ ଦମ୍ପତି। ଡାକ୍ତର ଯେଉଁଭଳି ପରାମର୍ଶ ଦେଉଥିଲେ, ସେଭଳି ଚିକିତ୍ସା କରାଉଥିଲେ। ଏଥିଲାଗି ସୁନାଗହଣା ବନ୍ଧକ ରଖିବାକୁ ମଧ୍ୟ ପଛେଇ ନ ଥିଲେ।…
ଲୁଣା,କରାଣ୍ଡିଆ ଦ୍ୱୀପାଞ୍ଚଳର ୧୩ ଗାଁ ଅବହେଳିତ
କେନ୍ଦ୍ରାପଡ଼ା ଅଫିସ, ୧୩ା୫: କେନ୍ଦ୍ରାପଡ଼ା ଜିଲାର ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳରେ ଥିବା ୧୩ ରାଜସ୍ବ ଗ୍ରାମ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଅବହେଳିତ ଅବସ୍ଥାରେ ଅଛି। ଏ ନେଇ ଦ୍ୱୀପାଞ୍ଚଳବାସୀ ବାରମ୍ବାର ରାଜନେତା ଓ ପ୍ରଶାସକଙ୍କ ଦ୍ୱାରସ୍ଥ ହେଉଥିଲେ…
Archives


