Home

‘ଇତିହାସ ଲିଭାଇବାକୁ ଚାହଁୁଛନ୍ତି…’, ନେହେରୁ ମ୍ୟୁଜିୟମର ନାମ ପରିବର୍ତ୍ତନକୁ ନେଇ ପ୍ରତିକ୍ରିୟା ଦେଲେ ସଞ୍ଜୟ ରାଉତ

ନୂଆଦିଲ୍ଲୀ,୧୭।୬: ନୂଆଦିଲ୍ଲୀ ସ୍ଥିତ ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀକୁ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରୀ ଭାବରେ ନାମିତ କରାଯାଇଛି। ବର୍ତ୍ତମାନ ଏହି ନିଷ୍ପତ୍ତିକୁ ନେଇ ରାଜନୀତି ଆରମ୍ଭ ହୋଇଛି। କଂଗ୍ରେସର ବିରୋଧ ପରେ ବର୍ତ୍ତମାନ ଶିବସେନା (ୟୁବିଟି) ମଧ୍ୟ ସଂଗ୍ରହାଳୟର…

ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ବାହାରେ ଏକାଠି ଉଡିଲା ଭାରତ ଓ ଆମେରିକା ପତାକା

ଓ୍ବାଶିଂଟନ୍‌,୧୭।୬: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୨୧ରୁ ୨୪ମଧ୍ୟରେ ଆମେରିକା ଗସ୍ତରେ ଯାଉଛନ୍ତି। ମୋଦିଙ୍କ ଆଗମନ ପାଇଁ ଆମେରିକାରେ ଜୋରଦାର ପ୍ରସ୍ତୁତିି ଆରମ୍ଭ ହୋଇଛି। ମୋଦିଙ୍କ ଗସ୍ତ ପୂର୍ବରୁ ହ୍ବାଇଟ୍‌ ହାଉସ ବାହାରେ ଭାରତ ଓ ଆମେରିକା ପତାକା…

ଆମେରିକାର ବାଲତିମୋରରେ ଭୟଙ୍କର ଗୁଳିକାଣ୍ଡ, ଗୁଳିମାଡରେ ୬ଗୁରୁତର

ଓ୍ବାଶିଂଟନ୍‌,୧୭।୬: ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନାହିଁ। ଗୋଟିକ ପରେ ଗୋଟିଏ ଗୁଳିକାଣ୍ଡରେ ବହୁ ଲୋକଙ୍କ ଜୀବନ ଯିବା ସହ ବହୁଜଣ ଗୁରୁତର ଆହତ ହେଉଛନ୍ତି। ଶୁକ୍ରବାର ଆମେରିକାର ବାଲତିମୋର ସହରରରେ ଏକ ବଡ଼ ଧରଣର ଗୁଳକାଣ୍ଡ ହୋଇଛି। ଘଟଣାରେ…

ଆଫଗାନିସ୍ତାନରେ ମହିଳା ଖବରଦାତାଙ୍କୁ ମିଳୁନାହିଁ ପ୍ରେସ କନଫରେନ୍ସରେ ଯିବାକୁ ଅନୁମତି

କାବୁଲ,୧୭।୬: ଆଫଗାନିସ୍ତାନର ଶାସନ ଭାର ତାଲିବାନ ହାତକୁ ଯିବା ପରଠାରୁ ସେଠାରେ ମହିଳାଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ବେଳକୁ ବେଳେ ସେଠାରେ ମହିଳାଙ୍କୁ ନେଇ କଠୋର ଆଇନ ଲାଗୁ କରାଯାଉଛି। ଇତିମଧ୍ୟରେ ଏବେ ଆଫଗାନିସ୍ତାନରେ ମହିଳା ଖବରଦାତାଙ୍କୁ ନେଇ ଏକ…

ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଫ୍ୟାନ୍‌, କାର୍‌ର ନମ୍ବରପ୍ଲେଟ୍‌ରେ ଲେଖିଲେ ମୋଦିଙ୍କ ନାମ

ଆପଣ ନିଶ୍ଚିତ ଭାବରେ ବଲିଉଡ ଏବଂ କ୍ରିକେଟର ପ୍ରଶଂସକଙ୍କ ବିଷୟରେ ଶୁଣିଥିବେ। ସେମାନେ ତାଙ୍କ ହିରୋଙ୍କ ପାଇଁ ସେଲିବ୍ରେଶନ ଠାରୁ ଆରମ୍ଭ କରି ଟାଟୁ କରୁଥିବାର ଦେଖିଥିବେ।ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଆମେରିକାର ମେରିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ବଡ଼…

ପଶ୍ଚିମ ୟୁଗାଣ୍ଡାର ଏକ ସ୍କୁଲ୍‌ରେ ଆତଙ୍କବାଦୀ ଆକ୍ରମଣ, ଆକ୍ରମଣରେ ୨୫ଜଣଙ୍କର ମୃତ୍ୟୁ

ୟୁଗାଣ୍ଡା,୧୭।୬: ଇସଲାମିକ ଷ୍ଟେଟ ସହ ଜଡିତ ମାଓବାଦୀମାନେ କଙ୍ଗୋ ଡେମୋକ୍ରାଟିକ ରିପବ୍ଲିକ ସୀମା ନିକଟରେ ଥିବା ପଶ୍ଚିମ ଉଗାଣ୍ଡାର ଏକ ସ୍କୁଲ ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀ ଆକ୍ରମଣରେ ୨୫ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଶନିବାର ଉଗାଣ୍ଡା ପୋଲିସ ସୂଚନା ଦେଇଛି।…

‘ଅନାବଶ୍ୟକ, ଅବ୍ୟବହାରିକ ଓ ବିପଜ୍ଜନକ’, ୟୁନିଫର୍ମ ସିଭିଲ କୋର୍ଡର ସମାଲୋଚନା କରି କହିଲା ମୁସଲିମ ପର୍ସନାଲ ଲ ବୋର୍ଡ

ନୂଆଦିଲ୍ଲୀ,୧୭।୬: ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ ସମାନ ନାଗରିକ ସଂହିତାକୁ ନେଇ ବିଧି ଆୟୋଗ ପରାମର୍ଶ ମାଗିବାକୁ ନେଇ ବୋର୍ଡ ତା’ର କଡା ପ୍ରତିକ୍ରିୟା ଦେଇଛି। ବୋର୍ଡ କହିଛି ଯେ ଭାରତରେ ଏପରି ଆଇନ କରିବା ଅନାବଶ୍ୟକ ଭାବରେ…

ନେପାଳ ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ହସ୍ପିଟାଲରେ ଭର୍ତ୍ତି

କାଠମାଣ୍ଡୁ,୧୭।୬: ନେପାଳର ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ଶନିବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତ୍ରିଭୁବନ ୟୁନିଭର୍ସିିଟି ଟିଚିଂ ହସ୍ପିଟାଲର ମନମୋହନ କାର୍ଡିଓ ଥୋରେସିକ ଭାସ୍କୁଲାର ଆଣ୍ଡ ଟ୍ରାନ୍ସପ୍ଲାଣ୍ଟ ସେଣ୍ଟରରେ ପୌଡେଲ ଆଡମିଟ ହୋଇଛନ୍ତି।…

ସୁପ୍ରିମକୋର୍ଟଙ୍କ ବଡ ରାୟ; ଟ୍ରେନରେ ଯାତ୍ରାବେଳେ ନିଜର ଜିନିଷ ହଜିଲେ କରିପାରିବେନି ଅଭିଯୋଗ

ନୂଆଦିଲ୍ଲୀ,୧୭।୬: ଟ୍ରେନରେ ନିୟମିତ ଯାତ୍ରା କରୁଛନ୍ତି କି। ଟ୍ରେନ୍‌ ଯାତ୍ରାବେଳେ ଏଥର ନିଜର ଲଗେଜ ସହ ନିଜ ପର୍ସ, ବ୍ୟାଗ୍‌, ଟଙ୍କା ଏବଂ ଜିନିଷପତ୍ର ସଜାଡି ରଖନ୍ତୁ। ଯଦି ଏସବୁ ଚୋରି ହୁଏ ତେବେ ଆପଣ ନିଜେ ଏଥିପାଇଁ ଦାୟୀ ରହିବେ।…

ରାଜସ୍ଥାନରେ ତାଣ୍ଡବ ରଚୁଛି ସାଇକ୍ଲୋନିକ ଷ୍ଟ୍ରମ୍‌ ‘ବିପର୍ଯ୍ୟୟ’, ୩୬ଘଣ୍ଟା ମଧ୍ୟରେ ଦୂର୍ବଳ ହେବାର ସମ୍ଭାବନା

ନୂଆଦିଲ୍ଲୀ,୧୭।୬: ସିଭିୟର ସାଇକ୍ଲୋନିକ ଷ୍ଟ୍ରମ୍‌ ‘ବିପର୍ଯ୍ୟୟ’ ଶନିବାର ସକାଳେ ରାଜସ୍ଥାନରେ ପହଞ୍ଚିଛି। ବାତ୍ୟା ୬୫ କିମି ବେଗରେ ଯୋଧପୁର ଆଡକୁ ଗତି କରୁଛି । ବାତ୍ୟା ପାଇଁ ପ୍ରତିରକ୍ଷା ଏବଂ ଉଦ୍ଧାରକାରୀ ଦଳ ପ୍ରସ୍ତୁତ ରହିଛନ୍ତି। ବର୍ତ୍ତମାନ ସାଇକ୍ଲୋନିକ ବିପର୍ଯ୍ୟୟ ଦ୍ରୁତ…

ମଣିପୁର ହିଂସାକାଣ୍ଡକୁ ନେଇ ଦୁଃଖ ପ୍ରକାଶ କଲେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନରାଲ, କହିଲେ କେତେବେଳେ ବି ମୃତ୍ୟୁ…

ଇମ୍ଫାଲ,୧୭।୬: ଦୀର୍ଘ ୪୦ଦିନ ଧରି ଜଳୁଛି ମଣିପୁର। ଦୁଇ ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ଏବେ ଭୟଙ୍କର ରୂପ ନେଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାନ୍ତି ପାଇଁ ନିବେଦନ ସତ୍ତ୍ୱେ କୌଣସି ଲାଭ ମିଳୁନାହିଁ। ଏହି ସମୟରେ ଲେଫ୍ଟନାଣ୍ଟ ଜେନରାଲ…

କେରଳରୁ ଆସିଲା ଧର୍ମାନ୍ତରିକରଣ ଅଭିଯୋଗ, ଝିଅ ନିଖୋଜ ହେବା ପରେ ବାପା ଆଣିଲେ ଏପରି ଅଭିଯୋଗ

ଥିରୁଭାନନ୍ତପୁରମ୍‌,୧୭।୭: ଦି କେରଲା ଷ୍ଟୋରି ପରି ସମାନ ଘଟଣା କେରଳରେ ସାମ୍ନାକୁ ଆସିଛି। ଫିଲ୍ମରେ ୩୨ହଜାର ଯୁବତୀଙ୍କ ଧର୍ମ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରାଯାଇଥିଲା। ଯେତେବେଳେ ସୁପ୍ରିମକୋର୍ଟରେ ଏହି ମାମଲା ପହଞ୍ଚିଲା। ନିର୍ଦ୍ଦୋକ ଏହାକୁ ୩ଜଣ ଯୁବତୀଙ୍କ କାହାଣୀ ବୋଲି କହିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?