Home

ଚୁଆ ପାଣି ହିଁ ଭରସା

କେନ୍ଦୁଝର,୧୩।୬(ସ୍ବ.ପ୍ର.): ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ତାପମାତ୍ରା ୪୦ ଡ଼ିଗ୍ରୀ ସେଣ୍ଟିଗ୍ରେଡ ଉପରେ ରହୁଥିବା ବେଳେ ପାଣି ସମସ୍ୟା ଲୋକଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରୁଛି। ପ୍ରବଳ ଖରାସ୍‌ରେ ପାଣି ପାଇଁ ଚୁଆ ଉପରେ…

କେରଳରେ ବିପଦରେ ଗଣମାଧ୍ୟମ: ଥରୁର…

ଥିରୁଭାନନ୍ତପୁରମ,୧୩।୬ : କଂଗ୍ରେସ ଏମପି ତଥା ପୂର୍ବତନ ମନ୍ତ୍ରୀ ଶଶି ଥରୁର କେରଳ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମଙ୍ଗଳବାର କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ଏମ) ସରକାର ବିରୋଧରେ ଥରୁର କହିଛନ୍ତି ରାଜ୍ୟରେ ଗଣମାଧ୍ୟମ ସ୍ବାଧୀନତା ବିପଦରେ ରହିଛି। ଯେଉଁ…

କାର୍ତ୍ତିକ ସେୟାର୍‌ କଲେ କିଆରାଙ୍କ ସହ ମ୍ୟାରେଜ୍‌ ଫଟୋ!

ମୁମ୍ବାଇ: କାର୍ତ୍ତିକ ଆର୍ୟନ ଇନଷ୍ଟାଗ୍ରାମ୍‌ ପୋଷ୍ଟରେ ତାଙ୍କ ମ୍ୟାରେଜ୍‌ ଫଟୋ ସେୟାର କରିଛନ୍ତି। ସେଥିରେ ସେ ଓ କିଆରା ଆଡଭାନୀ ବେଦୀ ଉପରେ ବସି ପୋଜ୍‌ ଦେଇଛନ୍ତି। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫ୍ୟାନ୍ସ ପୋଷ୍ଟରେ ସକିଙ୍ଗ୍‌…

ଭାଜପା-ଏଆଇଏଡିଏମକେ ଫାଟ ବଢ଼ିଲା…

ଚେନ୍ନାଇ,୧୩।୬ : ତାମିଲନାଡୁ ଭାଜପା ସଭାପତି କେ. ଅନ୍ନାମଲାଇଙ୍କ ସଦ୍ୟତମ ବିବୃତ୍ତି ଦକ୍ଷିଣରେ ନିଜର ପାଦକୁ ସୁଦୃଢ଼ କରିବା ପାଇଁ ଭାଜପାର ଉଦ୍ୟମକୁ ବଡ଼ ଝଟକା ଦେଇପାରେ। ବାସ୍ତବରେ, ଅନ୍ନାମଲାଇ ଦେଇଥିବା ସାକ୍ଷାତକାରରେ ପରୋକ୍ଷରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ…

କାଖୋଭକା ଡ୍ୟାମ୍‌ରେ ମିଳିଛି ହିଟଲର୍‌ ସୈନିକଙ୍କ ଖପୁରୀ ଓ ଅସ୍ତ୍ରଶସ୍ତ୍ର

କିଭ୍‌,୧୩।୬: ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ସବୁଠାରୁ ବଡ ବନ୍ଧ ମଧ୍ୟରୁ କାଖୋଭକା ଡ୍ୟାମ ଧ୍ୱଂସ ହୋଇଯାଇଛି। ପାଣି ଶୁଖିବାବେଳେ ସେଠାରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ କିଛି ଲୋକଙ୍କୁ ପୁରୁଣା ଅସ୍ତ୍ରଶସ୍ତ୍ର ଏବଂ ମଣିଷ ଖପୁରୀ ମାଟିରେ ପୋତି…

ସତପୁରା ଭବନ ଅଗ୍ନିକାଣ୍ଡ: ଏକ ବଡ ଦୁର୍ନୀତି ମାମଲା, ଅନୁସନ୍ଧାନ କରାଯିବାକୁ କହିଲେ କମଲ ନାଥ…

ଭୋପାଳ,୧୩।୬ : ମଧ୍ୟପ୍ରଦେଶର ଭୋପାଳରେ ଅବସ୍ଥିତ ବିଭିନ୍ନ ସରକାରୀ ବିଭାଗର କାର୍ଯ୍ୟାଳୟ ଥିବା ସତପୁରା ବିଲ୍ଡିଂରେ ନିଆଁ ଲାଗିବା ସହିତ ରାଜ୍ୟର ରାଜନୈତିକ ଉଷ୍ମତା ମଧ୍ୟ ବୃଦ୍ଧି ପାଇଛି। ପ୍ରାୟ ୧୪ ଘଣ୍ଟା ପରିଶ୍ରମ ପରେ ସେନା, ସିଏସଏଫ ଏବଂ ଅଗ୍ନିଶମ…

ସ୍ମାର୍ଟଫୋନର ଅପବ୍ୟବହାର,ନିଶା ସେବନ ଯୁବବର୍ଗମାନଙ୍କ ପାଇଁ ଏକ ବଡ଼ ବିପଦ: ଫାରୁକ ଅବଦୁଲ୍ଲା…

ଶ୍ରୀନଗର,୧୩।୬ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା କହିଛନ୍ତି, ସ୍ମାର୍ଟଫୋନର ଅପବ୍ୟବହାର ଏବଂ ନିଶା ସେବନ ଯୁବବର୍ଗମାନଙ୍କ ପାଇଁ ଏକ ବଡ଼ ବିପଦ ପାଲଟିଛି। ଜମ୍ମୁ-କଶ୍ମୀରର ଯୁବବର୍ଗମାନେ ଏକାସାଙ୍ଗରେ ଅସୁରକ୍ଷା ଏବଂ ବେକାରୀ ସମସ୍ୟା ସହ ଲଢୁଛନ୍ତି। ପ୍ରାପ୍ତ ଏକ…

ଭାଜପାର ୟୁ-ଟର୍ନ : ଶିକ୍ଷକଙ୍କ ଆନ୍ଦୋଳନକୁ କରିଛି ନୂଆ ରାଜନୈତିକ ଅସ୍ତ୍ର…

ପଟନା,୧୩।୬ : ବିହାରରେ କାର୍ଯ୍ୟକାରୀ ହୋଇଥିବା ନୂତନ ଶିକ୍ଷକ ନିଯୁକ୍ତିକୁ ବିରୋଧ କରୁଥିବା ଶିକ୍ଷକ ସଂଗଠନର ନେତାମାନେ ଭାଜପା ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ବିଜୟ କୁମାର ସିହ୍ନାଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ…

ବେଷ୍ଟ ବେକେରୀ ମାମଲାରେ ୨ ଜଣଙ୍କୁ ଖଲାସ କଲେ କୋର୍ଟ…

ମୁମ୍ବାଇ,୧୩।୬ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ସେସନ୍ସ କୋର୍ଟ ଗୁଜରାଟର ୨୦୦୨ରେ ଘଟିଥିବା ବେଷ୍ଟ ବେକେରୀ ମାମଲାରେ ଦୁଇ ଅପରାଧୀ ହର୍ଷଦ ରାଜୋଜି ଭୋଲାନ ସୋଲାଙ୍କି ଏବଂ ମାଫତ ମାନିଲାଲ ଗୋହିଲଙ୍କୁ ଖଲାସ କରିଛନ୍ତି। ଏହି ଘଟଣାରେ ୧୪ ଜଣଙ୍କର…

ଉତ୍ତର କୋରିଆରେ ଆତ୍ମହତ୍ୟା ଉପରେ ପ୍ରତିବନ୍ଧକ, ଦାରିଦ୍ର ଏବଂ ଅନାହାର କାରଣରୁ ଲୋକ କରୁଛନ୍ତି ଆତ୍ମହତ୍ୟା

ପ୍ୟୋଙ୍ଗୟାଙ୍ଗ,୧୩।୬: ଉତ୍ତର କୋରିଆରେ କ୍ରମାଗତ ଭାବେ ଆତ୍ମହତ୍ୟା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ଆତ୍ମହତ୍ୟାକୁ ଦେଶରେ ନିଷିଦ୍ଧ କରିଛନ୍ତି। ଏନେଇ ସେ ଏକ ଗୁପ୍ତ ଅଦେଶ ପାରି କରିଛନ୍ତି। ଆତ୍ମହତ୍ୟାକୁ…

ଆମେରିକାର କ୍ୱିଣ୍ଟାନା ସମୁଦ୍ର କୂଳରେ ମାଛ ମଡକ

ଓ୍ବାଶିଂଟନ୍‌,୧୩।୬: ବିଶ୍ୱ ଜଳବାୟୁ ପରିବର୍ତ୍ତନ ନେଇ ସଙ୍କଟାପୂର୍ଣ୍ଣ କରିସ୍ଥିତି ଦେଇ ଗତି କରୁଛି। ବିଶ୍ୱତ୍ତାପନ ଧୀରେ ଧୀରେ ବଢିବାରେ ଲାଗିଛି। ତେବେ ଏହାର ପ୍ରଭାବ ପଡିଛି ଜଳଜୀବଙ୍କ ମଧ୍ୟରେ। ଆମେରିକା ଟେକ୍ସାସରେ ଲକ୍ଷ ଲକ୍ଷ ମାଛ କ୍ୱିଣ୍ଟାନା ସମୁଦ୍ର କୂଳରେ ମରି…

ଶିନ୍ଦେ ସରକାରଙ୍କ ବିଜ୍ଞାପନରେ ବାଲାସାହେବଙ୍କ ଫଟୋ ନିଖୋଜ, ଏହା ହେଉଛି ମୋଦି-ଶାହାଙ୍କ ଶିବସେନା, କହିଲେ ସଞ୍ଜୟ ରାଉତ…

ମୁମ୍ବାଇ,୧୩।୬ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଦଳର ଏକ ଅଂଶ ଥିବା ଶିବସେନା ମଙ୍ଗଳବାର ବିଭିନ୍ନ ଖବରକାଗଜରେ ଏକ ବିଜ୍ଞାପନ ଜାରି କରିଛି। ଭାରତ ପାଇଁ ମୋଦି, ମହାରାଷ୍ଟ୍ର ପାଇଁ ଶିନ୍ଦେ ଶୀର୍ଷକ ଲେଖା ବିଜ୍ଞାପନରେ ରହିଛି। ଭାଜପା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?