Home

‘୨୦୨୫ ସୁଦ୍ଧା ଟିବି ମୁକ୍ତ ହେବ ଭାରତ’ ‘ମନ କି ବାତ’ରେ ମୋଦି କହିଲେ ଲକ୍ଷ୍ୟ ବଡ ନିଶ୍ଚିତ ହେଲେ…

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଏଥର ଥିଲା ମନ କି ବାତ କାର୍ଯ୍ୟକ୍ରମର ୧୦୨ତମ ଅଧ୍ୟାୟ। ମନ କି ବାତ କାର୍ଯ୍ୟକ୍ରମ ମାସର ଶେଷ ରବିବାରରେ ଅନୁଷ୍ଠିତ…

ସରକାରଙ୍କ ଭତ୍ତା ଯୋଜନା ଭେଳିକି

ନୂଆଗାଁ, ୧୮ା୬ (ଧନେଶ୍ୱର ସାହୁ )୬୦ ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧଙ୍କୁ ସରକାର ଭତ୍ତା ଦେଉଥିବା କଥା କହୁଛନ୍ତି । ହେଲେ ନୂଆଗାଁ ବ୍ଲକରେ ୬୪ ବର୍ଷର ବୃଦ୍ଧାବୃଦ୍ଧ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଅଦ୍ୟାବଧି ଭତ୍ତା ପ୍ରଦାନ କରାଯାଉ ନାହିଁ ।…

ରେଳଧାରଣା କଡ଼ରେ ପଡ଼ିଛି ମୃତଦେହ

ବଲାଙ୍ଗୀର,୧୮ା୬(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରେଳ ଷ୍ଟେଶନ ନିକଟ ଖୁଜେନପାଲି ବ୍ରିଜ୍‌ ରେଳ ଧାରଣା କଡ଼ରେ ରବିବାର ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହକୁ ରେଳବାଇ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇଛି। ଯୁବକଙ୍କ ମୃତ୍ୟୁର…

ମୋଦିଙ୍କ କାର୍ଯ୍ୟକ୍ରମରେ ପରଫର୍ମ କରିବାକୁ ଉତ୍ସାହିତ ଅଛନ୍ତି ଅଭିନେତ୍ରୀ ମିଲବେନ

ଓ୍ବାଶିଂଟନ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ସପ୍ତାହରେ ଆମେରିକାର ପ୍ରଥମ ସରକାରୀ ରାଜକୀୟ ଗସ୍ତ ସମୟରେ ଜଣାଶୁଣା ହଲିଉଡ ଅଭିନେତ୍ରୀ ତଥା ଗାୟିକା ମେରି ମିଲବେନ ନ୍ୟୁୟର୍କ ଏବଂ ୱାଶିଂଟନ ଡିସିରେ ତାଙ୍କ କାର୍ଯ୍ୟକ୍ରମରେ ପରଫର୍ମ କରିବେ। ଶନିବାର ଜାରି କରାଯାଇଥିବା…

ମୃତଦେହ ପରିବହନ ବ୍ୟବସ୍ଥାକୁ ଅଣଦେଖା

ନୟାଗଡ଼, ୧୮ା୬(ଲୋକନାଥ ମିଶ୍ର) ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ମୃତ ବ୍ୟକ୍ତିଙ୍କୁ ଘରକୁ ନେବା ପାଇଁ କୌଣସି ବ୍ୟବସ୍ଥା ନାହିଁ ା ସରକାର, ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଆଖିବୁଜି ଦେଇଥିବାରୁ ବିଭିନ୍ନ ସମୟରେ ବାଇକ୍‌, ଟ୍ରଲି, ରିକ୍ସା କିମ୍ବା…

ଆନ୍ଧ୍ର ବିହନ ଉପରେ ନିର୍ଭର ଗଜପତି ଚାଷୀ

ପାରଳାଖେମୁଣ୍ଡି (ଗିରିଧାରୀ ପରିଚ୍ଛା), ୧୮ା୬: ଗଜପତି ଜିଲାର ଅଧାରୁ ଅଧିକ ଚାଷୀ ଆନ୍ଧ୍ରପ୍ରଦେଶର ଧାନ ବିହନ ଉପରେ ନିର୍ଭର କରୁଛନ୍ତି। ପ୍ରତ୍ୟେକ ବର୍ଷ ଓଡ଼ିଶା ପକ୍ଷରୁ ଯେତିକି ବିହନ ଯୋଗାଯାଉଛି ତାହା ଆବଶ୍ୟକତାର ଅଧା ହୋଇଥିବା ବେଳେ ଓଡ଼ିଶାର ଧାନ ବିହନରେ…

ଆଜି ପ୍ରଚାରିତ ହେବ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ, ବିଶେଷ କାରଣ ପାଇଁ ଗୋଟିଏ ସପ୍ତାହ ପୂର୍ବରୁ ହେବ ପ୍ରଚାରିତ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ୧୮ ଜୁନରେ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ଜୁନ ୧୮ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ମୋଦିଙ୍କ ଏହି କାର୍ଯ୍ୟକ୍ରମର ଏହା ହେଉଛି ୧୦୨ ତମ ଅଧ୍ୟାୟ। ପ୍ରତିଥର…

ଭାରତ ବୁଲିବାକୁ ଆସିଥିଲେ ପାକିସ୍ତାନ ୟୁଟ୍ୟୁବର, ରାସ୍ତାରେ ସରିଗଲା ତେଲ, ଆଉ ତା’ ପରେ…

ପାକିସ୍ତାନ ୟୁଟ୍ୟୁବର୍‌ ତଥା ମୋଟରସାଇକେଲ ଚାଳକ ଅବରାର ହାସନ ଏକ ମାସ ଧରି ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ସେ ପଞ୍ଜାବ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମୁମ୍ବାଇ, କେରଳର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବୁଲି ପ୍ରାୟ ୮୦୦୦ କିଲୋମିଟର…

ବିଞ୍ଝାରପୁର ବ୍ଲକରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ପ୍ରୀତିପୁର, ୧୮ା୬(ସୁଶାନ୍ତ ବେହୁରିଆ) ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଥିଯୋଗୁ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି। ଏହି ବ୍ଲକର ପୁରାତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୯ ପଞ୍ଚାୟତ ସମେତ ପଡୋଶୀ ବ୍ଲକର ରୋଗୀମାନେ…

ଆନୁଷଙ୍ଗିକ ଶିଳ୍ପକୁ ବଡ଼ ଶିଳ୍ପର ଅଣଦେଖା

ଯାଜପୁର, ୧୮ା୬(ହର୍ଷବର୍ଦ୍ଧନ ବେହେରା)ଅଞ୍ଚଳବାସୀଙ୍କ ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ଜିଲାରେ ବିଫଳ ହୋଇଥିବା ପରିଲକ୍ଷିତ ହୋଇଛି। ଗତ ୫ବର୍ଷ ମଧ୍ୟରେ ଯାଜପୁର ଜିଲାରେ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ଯୋଗୁ ଶତାଧିକ ପରିବାର ବିସ୍ଥାପିତ ହୋଇଛନ୍ତି। ସୁକିନ୍ଦା…

୮୩ ବର୍ଷ ଧରି ପାଲାକୁ ବଞ୍ଚାଇ ରଖିଛନ୍ତି ଗ୍ରାମବାସୀ

ଚଣ୍ଡିଖୋଲ, ୧୮ା୬’(ପ୍ରଦୀପ୍ତ କୁମାର ପୃଷ୍ଟି):ଆଧୁନିକତାର ସାମାଜିକ ବ୍ୟବସ୍ଥା ଧୀରେଧୀରେ ଆମ ପୁରୁଣା ସଂସ୍କୃତି ଓ ଐତିହ୍ୟ ହଜାଇ ଦେଉଥିବାବେଳେ ଏବେବି କେତେକ ସ୍ଥାନରେ ଆମର ପୁରୁଣା ପାଲା ସଂସ୍କୃତି ବଞ୍ଚତ୍ରହିଛି। ୮୩ ବର୍ଷ ଧରି ପାଲା ଅନବରତ ଆଜି ପର୍ଯ୍ୟନ୍ତ ଚାଲୁରହିଛି।…

ଭିତରକନିକାରେ କୁମ୍ଭୀର ବଂଶ ବୃଦ୍ଧି ରୋକିବାକୁ ଗୁରୁତ୍ୱ

କେନ୍ଦ୍ରାପଡ଼ା, ୧୮ା୬(ଜଗନ୍ନାଥ ଧଳ) କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗ୍ରାମର ଅଶୋକ କୁମାର ଆଚାର୍ଯ୍ୟଙ୍କ ଏକମାତ୍ର ପୁଅ ଆଶୁତୋଷ(୧୦)ଙ୍କୁ ବ୍ରାହ୍ମଣୀ ନଦୀ ଘାଟରେ ଗତ ୧୪ ତାରିଖରେ କୁମ୍ଭୀର ଠାଣି ନେଲା। ଏହି ସ୍ଥାନ ଜାତୀୟ ଉଦ୍ୟାନ ଭିତରକନିକା ସଂରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?