Home

ବୁଲେଟପ୍ରୁଫ ହେଲମେଟ ପିନ୍ଧି କୋର୍ଟରେ ପହଞ୍ଚିଲେ ଇମ୍ରାନ ଖାନ, ଭାଜପା ନେତା କଲେ ମଜାଳିଆ ଟୁଇଟ…

ନୂଆଦିଲ୍ଲୀ,୫।୪ : ପାକିସ୍ତାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହା ସହିତ ରାଜନୈତିକ ଅସ୍ଥିରତା ମଧ୍ୟ ସେଠାରେ ଗୁରୁତର ହେବାରେ ଲାଗିଛି। ସମ୍ପ୍ରତି ଭାଜପା ନେତା ଖୁସବୁ ସୁନ୍ଦର ଇମ୍ରାନ ଖାନଙ୍କ ଏକ ଭିଡିଓ ଶେୟାର କରି…

ଘରବାରି କିସମ ଜମିରେ ପୋଖରୀ ଖନନକୁ ବିରୋଧ

ଭଦ୍ରକ ଅଫିସ, ୫ା୪: ଘରବାରି କିସମ ଜମିରେ ବେଆଇନ ପୋଖରୀ ଖନନ ଯୋଗୁ ଘର ଭୁଶୁଡ଼ିବା ଆଶଙ୍କାରେ ପ୍ରତିବାଦ କରି ଏକ ପରିବାର ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ପ୍ରକାଶ ଯେ, ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧୀନ…

ସୁରକ୍ଷା ପରିଷଦରେ କେବଳ ଅସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କଲେ ହେବନି ସମସ୍ୟାର ସମାଧାନ: ଭାରତ…

ଜେନେଭା,୫।୪ : ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ଭାରତର ସ୍ଥାୟୀ ପ୍ରତିନିଧୀତ୍ୱ ସମ୍ପର୍କରେ କହିଛନ୍ତି ଯେ ଅସ୍ଥାୟୀ ସଦସ୍ୟତା ବୃଦ୍ଧି କରିବା ଦ୍ୱାରା ଦୁଇ ବର୍ଗର ସଦସ୍ୟଙ୍କ ମଧ୍ୟରେ ମତଭେଦ ଦେଖାଦେବ। ୟୁଏନଏସସିକୁ ସମ୍ବୋଧିତ କରି…

ପୋଲିସ-ବନବିଭାଗ ଦୋଷ ଲଦାଲଦି

ରୂପସା, ୫ା୪(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ଲଚ୍ଛମନଖୁଣ୍ଟା ଅଞ୍ଚଳରୁ ଏକ ଟ୍ରକ୍‌ ଯୋଗେ ପ୍ରାୟ ୫ ଲକ୍ଷ ଟଙ୍କାର ମୂଲ୍ୟବାନ କାଠ ସୋମବାର ରାତିରେ ଚୋରାଚାଲାଣ ହେଉଥିବା ବେଳେ ଲଚ୍ଛମନଖୁଣ୍ଟା-ଗଡ଼ପଦା ରାସ୍ତାର ଖଣ୍ଡିଆଘାଇ ପୋଲଠାରେ କାଦୁଅରେ ଫସିଯାଇଥିଲା। ଏ…

ତାରିଣୀ ମନ୍ଦିର ରଙ୍ଗମରା କାମରେ ଅନିୟମିତତା

ଘଟଗାଁ, ୫ା୪(ଡି.ଏନ.ଏ): କେନ୍ଦୁଝର ଜିଲା ଘଟଗାଁସ୍ଥିତ ମା’ ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ଗତ ୬ ମାସ ହେଲା ଭାଙ୍ଗିଯାଇଛି। କାମଚଳା ଭାବେ ସମ୍ବଲପୁର ଡିଭିଜନାଲ ଇନ୍ସପେକ୍ଟର ଦାୟିତ୍ୱରେ ଅଛନ୍ତି। ମାସରେ ଦିନେ ଦୁଇ ଦିନ ଆସି ସେ ପଳାଉଥିବା ବେଳେ…

ପଟିଦାର ଆଇପିଏଲ୍‌ରୁ ବାହାର

ବେଙ୍ଗାଲୁରୁ, ୫ା୪ (ପି.ଟି.): ଗୋଇଠିରେ ଇଞ୍ଜୁରି ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଟପ୍‌ ଅର୍ଡର ବ୍ୟାଟର ରଜତ ପଟିଦାର ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସିଜନରୁ ବାଦ୍‌ ପଡ଼ିଛନ୍ତି। ଫଳରେ ଦଳକୁ ଶକ୍ତ ଧକ୍କା ଲାଗିଛି। ଏହି ୨୯…

ବ୍ରାଜିଲ ଭଲିବଲର ସସ୍‌ପେଣ୍ଡ

ସାଓ ପାଉଲୋ, ୫ା୪ (ଏପି): ଅନ୍‌ଲାଇନ୍‌ରେ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭାଙ୍କୁ ଦୁର୍ବ୍ୟବହାର ପାଇଁ ଅଲିମ୍ପିକ ଭଲିବଲ ସ୍ବର୍ଣ୍ଣ ବିଜେତା ଓ୍ବାଲେସ୍‌ ଡି’ସୋଜା ବ୍ରାଜିଲ ଅଲିମ୍ପିକ କମିଟି ଦ୍ୱାରା ଏକ ବର୍ଷ ସସ୍‌ପେଣ୍ଡ ହୋଇଛନ୍ତି। ସୋସିଆଲ ମିଡିଆରେ ହିଂସାକୁ…

ଶ୍ରେୟସ ଆୟରଙ୍କ ବିଦେଶରେ ହେବ ଅସ୍ତ୍ରୋପଚାର

ନୂଆଦିଲ୍ଲୀ, ୫ା୪ (ପି.ଟି.): ଭାରତୀୟ ବ୍ୟାଟର ଶ୍ରେୟସ ଆୟର ସମ୍ପୂର୍ଣ୍ଣ ଆଇପିଏଲ୍‌ ବ୍ୟତୀତ ଜୁନ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଖେଳିପାରିବେ ନାହିଁ। ବିଦେଶରେ ତାଙ୍କ ପିଠିରେ ଅସ୍ତ୍ରୋପଚାର ହେବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର…

ବକ୍ସର ଅମିର ଖାଁ ଦୁଇ ବର୍ଷ ବାସନ୍ଦ

ଲଣ୍ଡନ,୫ା୪(ଏପି): ଅବସରପ୍ରାପ୍ତ ବ୍ରିଟିଶ ବକ୍ସର ଅମିର ଖାଁଙ୍କୁ ସମସ୍ତ ପ୍ରକାର ଖେଳରୁ ଦୁଇବର୍ଷ ବାସନ୍ଦ କରାଯାଇଛି। ତାଙ୍କ କ୍ୟାରିୟରର ଶେଷ ଫାଇଟ୍‌ ସମୟରେ ତାଙ୍କର ହୋଇଥିବା ଡୋପ୍‌ ଟେଷ୍ଟରେ ସେ ବିଫଳ ହୋଇଛନ୍ତି। ୨୦୨୨ ଫେବୃୟାରୀରେ ମାଞ୍ଚେଷ୍ଟରଠାରେ କେଲ୍‌ ବ୍ରୁମ୍‌ଙ୍କଠାରୁ ପରାଜୟ…

ଭାରୋତ୍ତୋଳିକା ସଞ୍ଜିତା ଚାନୁ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୫ା୪(ପି.ଟି.): ଦୁଇଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ଭାରୋତ୍ତୋଳିକା ସଞ୍ଜିତା ଚାନୁଙ୍କୁ ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା) ଶୃଙ୍ଖଳା କମିଟି ୪ ବର୍ଷ ବାସନ୍ଦ କରିଛି। ଗତବର୍ଷ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବାରୁ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। ଏହି ୨୯…

କଟକ ‘ଏ’, ଢେଙ୍କାନାଳ, କେନ୍ଦୁଝରର ବୃହତ୍‌ ବିଜୟ

ଭୁବନେଶ୍ୱର, ୫।୪ (କ୍ରୀଡ଼ା ପ୍ରତିନିଧି): ଚଳିତ କଳାହାଣ୍ଡି କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଡାଇମଣ୍ଡ-ବି ଓ ଗୋଲ୍ଡ-ବି ଗ୍ରୁପ୍‌ର ୬ଟି ମ୍ୟାଚ ମଙ୍ଗଳବାର କଟକର ବିଭିନ୍ନ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ-ଏ’ ୧୦ ଉଇକେଟରେ ବିଜୟୀ ହୋଇଥିବାବେଳେ ଢେଙ୍କାନାଳ, କେନ୍ଦୁଝର, ରାଉରକେଲା…

କଳିଙ୍ଗରେ ଆଇଟିଏଫ୍‌ ଟେନିସ ଉଦ୍‌ଘାଟିତ

ଭୁବନେଶ୍ୱର, ୫।୪(କ୍ରୀଡ଼ା ପ୍ରତିନିଧି): ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ), ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ) ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଆଇଟିଏଫ୍‌ ଏସିଆନ ୧୪ ବର୍ଷରୁ କମ୍‌ ଡେଭଲପ୍‌ମେଣ୍ଟ ଚାମ୍ପିୟନଶିପ୍‌ର ଫାଇନାଲ୍ସ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri