Home

ଅମ୍ବାଦଳା ନିକଟରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ଅମ୍ବାଦଳା, ୧୮ା୬ (ରବୀନ୍ଦ୍ର ପଣ୍ଡା) ବାଲେଶ୍ୱର ଜିଲା ବାହାନଗାଠାରେ ୩ ଟ୍ରେନ୍‌ ଦୁର୍ଘଟଣା ସାରା ଦେଶରେ ଚହଳ ପକାଇ ଦେଇଥିବାବେଳେ ଏବେ ବାରମ୍ବାର ରେଳ ଦୁର୍ଘଟଣା ଯାତ୍ରୀଙ୍କୁ ଭୟଭୀତ କରିଛି। ଶନିବାର ରାୟଗଡ଼ା ଜିଲା ଅମ୍ବାଦଳା ରେଳ ଷ୍ଟେଶନ ନିକଟରେ ଆଉ…

ବୋରିସ୍‌ଙ୍କୁ ମିଳିଲା ସ୍ତମ୍ଭକାର ନିଯୁକ୍ତି

ଲଣ୍ଡନ, ୧୮ା୬: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନଙ୍କୁ ‘ଡେଲି ମେଲ୍‌’ ଖବରକାଗଜରେ ସ୍ତମ୍ଭକାର ଭାବେ ନିଯୁକ୍ତି ମିଳିଛି। ଦୀର୍ଘଦିନ ପରେ ବୋରିସ୍‌ ତାଙ୍କ ସାମ୍ବାଦିକତା କ୍ୟାରିୟରକୁ ଫେରିଛନ୍ତି। ସେ ପୂର୍ବରୁ ବିଭିନ୍ନ ଅଗ୍ରଣୀ ବ୍ରିଟିଶ ଖବରକାଗଜ ପାଇଁ ଲେଖୁଥିଲେ। ରାଜନୀତିକୁ…

ୟୁକ୍ରେନ ପାଇଁ ନାଟୋରେ ସାମିଲ ହେବା ବାଟ ନୁହେଁ ସହଜ…

ଓ୍ବାଶିଂଟନ,୧୭।୬ : ୟୁକ୍ରେନ ପାଇଁ ନାଟୋରେ ସାମିଲ ହେବା ବାଟ ଏମେବ ସହଜ ପରିବର୍ତ୍ତେ କଠିନ ହେବାରେ ଲାଗିଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ନାଟୋରେ ସାମିଲ କରିବା ଲାଗି ୟୁକ୍ରେନ ପାଇଁ…

ଯୋଗ ଦିବସରେ ସାମିଲ ହେବେ ୧୮୦ରୁ ଅଧିକ ଦେଶ, ମୋଦି ନେବେ ନେତୃତ୍ୱ…

ନୂଆଦିଲ୍ଲୀ,୧୭।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜୁନ ୨୧ରେ ଆୟୋଜିତ ହେବାକୁ ଥିବା ଯୋଗ ଦିବସରେ ପୃଥିବପୀର ୧୮୦ରୁ ଅଧିକ ଦେଶ ଅଂଶଗ୍ରହଣ କରିବେ। ବିଭିନ୍ନ ଦେଶର ରାଜନେତା, ଶିକ୍ଷାବିତ୍‌, କଳାକାର, ଶିଳ୍ପପତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର…

ବିରୋଧୀ ଏକଜୁଟ କହି ଦୁର୍ନୀତିଗ୍ରସ୍ତ,ବଂଶବାଦୀ ଦଳଙ୍କୁ ମିଳିତ କରୁଛନ୍ତି ନୀତୀଶ: ସୁଶୀଲ ମୋଦି…

ପାଟନା,୧୭।୬ : ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଭାଜପାର ରାଜ୍ୟସଭା ଏମପି ସୁଶୀଲ ମୋଦି ପୁଣି ଥରେ ବିରୋଧୀ ଏକତା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସୁଶୀଲ ମୋଦି କହିଛନ୍ତି ବିରୋଧୀ ଏକତା ନାମରେ ଦୁର୍ନୀତିଗ୍ରସ୍ତ ବଂଶବାଦୀ…

ଶୁଣ୍ଢରେ ଟେକି କଚାଡ଼ିଲା, ଅନ୍ତବୁଜୁଳା ବାହାର କରିଦେଲା ହାତୀ

ଭବାନୀପାଟଣା,୧୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଙ୍ଗୁଡିସର ନିକଟରେ ଶନିବାର ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କ ନାମ ଗଜିନ୍ଦ୍ର ଜାନୀ(୫୫) ଓ ସେ ନିକଟସ୍ଥ ଝାରବନ୍ଦ ଗ୍ରାମର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ,…

ମା’ ପାଟଖଣ୍ଡାଙ୍କ ଦର୍ଶନ କଲେ ୫-ଟି ସଚିବ

ବାଲିଗୁଡ଼ା,୧୭ା୬(ସଞ୍ଜୟ ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡ଼ାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ।…

ମାସେ ପରେ ଚୋରି କରିଥିବା ସାଇକେଲ ଫେରାଇଲେ ଶିଶୁ, ଚିଠିରେ ଲେଖିରେ ‘ଆ ଆମ ସରି’…

ଭାଗଲପୁର,୧୭।୬ : କୁହାଯାଏ ଛୋଟ ପିଲାମାନଙ୍କ ନୀରିହ ମନରେ ମିଥ୍ୟା ପ୍ରବେଶ କରି ନ ଥାଏ। ସେମାନେ ସତ୍ୟ ହିଁ କହିଥାନ୍ତି। ସେମାନଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ନ ଥାଏ। ସମସ୍ତେ ପିଲାମାନଙ୍କର ସଚ୍ଚୋଟତା ଏବଂ ସତ୍ୟତା ଉପରେ ବିଶ୍ୱାସ କରନ୍ତି।…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି

ଭୁବନେଶ୍ୱର,୧୭ା୬(ଅସମାପିକା ସାହୁ): ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଶନିବାର ଲୋକସେବା ଭବନଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ରାଜ୍ୟର ଏହା ସର୍ବ ପୁରାତନ ଏବଂ ଦେଶର ୧୭ତମ ପୁରାତନ ବିଶ୍ୱବିଦ୍ୟାଳୟ। ଏହା…

ଶିବସେନା ବନାମ ଶିବସେନା: ମୁମ୍ବାଇର ଦୁଇଟି ସ୍ଥାନରେ ପ୍ରତିଷ୍ଠା ଦିବସ ଆୟୋଜନ ପାଇଁ କରାଯାଉଛି ପ୍ରସ୍ତୁତି

ମୁମ୍ବାଇ,୧୭।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉଦ୍ଧବ ଠାକୁରଙ୍କ ଦଳ ଜୁନ ୧୯ରେ ମୁମ୍ବାଇର ଦୁଇଟି ଭିନ୍ନ ସ୍ଥାନରେ ଶିବସେନାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ, ପ୍ରତିଷ୍ଠାତା ସ୍ବର୍ଗତ ବାଲ ଠାକରେଙ୍କ ରାଜନୀତି (ଆଦର୍ଶ)ର…

ଯୁବତୀଙ୍କୁ ହାତଗୋଡ଼ ବାନ୍ଧି ହତ୍ୟା

ପାଟନା,୧୭ା୬: ବିହାରର ଗୋପାଳଗଞ୍ଜରେ ଅପରାଧୀମାନେ ଜଣେ ଯୁବତୀଙ୍କୁ ହାତଗୋଡ଼ ବାନ୍ଧି ହତ୍ୟା କରିଛନ୍ତି। ଏହି ଘଟଣା ପରେ ଯୁବତୀଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଅପରାଧୀମାନେ ତାଙ୍କ ମୁହଁକୁ ଏସିଡ୍‌ରେ ପୋଡ଼ି ଦେଇଛନ୍ତି। ମହମ୍ମଦପୁର ଥାନା ଅନ୍ତର୍ଗତ ପାକଡ଼ି ଏବଂ ସୁପୌଲି ଗ୍ରାମ…

ବିବାଦରେ ନୂଆ ମୋଡ଼: ଆମ୍ବେଡକରଙ୍କ ନାତି ଔରେଙ୍ଗଜେବଙ୍କ ସମାଧିସ୍ଥଳରେ ପହଞ୍ଚିଲେ, ଦେଲେ ଶ୍ରଦ୍ଧାଞ୍ଜଳି…

ମୁମ୍ବାଇ,୧୭।୬ : ସମ୍ବିଧାନ ନିର୍ମାତା ବାବାସାହେବ ଆମ୍ବେଡକରଙ୍କ ନାତି, ବଞ୍ଚିତ ବହୁଜନ ଆଘାଡିର ସଭାପତି ତଥା ଉଦ୍ଧବ ଠାକରେଙ୍କ ଶିବସେନାର ସହଯୋଗୀ ପ୍ରକାଶ ଆମ୍ବେଡକର ଶନିବାର ନିଷ୍ଠୁର ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମାଧିସ୍ଥଳରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପରେ ଔରଙ୍ଗଜେବଙ୍କ କବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?