Home

ସିଡିସି ମୁଖ୍ୟ ହେବେ ମେଣ୍ଡି କୋହେନ…

ଓ୍ବାଶିଂଟନ,୧୮।୬ : ଉତ୍ତର କାରୋଲିନା ରାଜ୍ୟର ପୂର୍ବତନ ଅଧିକାରୀ ଡ. ମେଣ୍ଡି କୋହେନ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ର ନୂତନ ନିର୍ଦ୍ଦେଶକ ହେବେ। ହ୍ବାଇଟ ହାଉସ ପକ୍ଷରୁ ଏହା ଘୋଷଣା କରାଯାଇଛି। କୋହେନଙ୍କର ଅନେକ ବର୍ଷର କାର୍ଯ୍ୟ…

ଏସଟିଏ ଚୁକ୍ତିନାମା ଉପରେ ଆମେରିକା ଚାଇନା ନଜର…

ଓ୍ବାଶିଂଟନ,୧୮।୬ : ଆମେରିକା ଚାଇନା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଐତିହାସିକ ବିଜ୍ଞାନ ଚୁକ୍ତି ଏସଟିଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୪୦ ବର୍ଷରୁ ଅଧିକ ସମୟ ପାଇଁ, ଆମେରିକା ଏବଂ ଚାଇନା ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ବିଭିନ୍ନ ବୈଜ୍ଞାନିକ ଏବଂ ବୈଷୟିକ…

୧୧ କୋଟି ଟଙ୍କାର ସିଗାରେଟ୍‌ ଜବତ

ଇସଲାମାବାଦ,୧୮ା୬: ବେଲୁଚିସ୍ତାନର କିଛି ସ୍ଥାନରେ ପୃଥକ୍‌ ଭାବେ ଚଢ଼ାଉ କରାଯାଇଥିବା ବେଳେ ପାକିସ୍ତାନ କଷ୍ଟମ୍ସ ୧୧ କୋଟି ଟଙ୍କାର ବିଦେଶୀ ସିଗାରେଟ୍‌ ଜବତ କରିଛି। ୪ଟି ପ୍ରଦେଶରେ ଆରମ୍ଭ ହୋଇଥିବା ସିଗାରେଟ୍‌ ଚୋରା ଚାଲାଣ ବିରୋଧୀ ଅପରେଶନ ସମୟରେ ଗତ ସପ୍ତାହରେ…

ବାପାଙ୍କ ପାଇଁ ଉପହାର

ଯିଏ ହାତ ଧରି ପିଲାକୁ ଚାଲି ଶିଖାନ୍ତି, ଯେତେ ଅସୁବିଧା ଥାଉ ନା କାହିଁକି ସବୁ କଷ୍ଟ ମନରେ ମାରି ପିଲା ମୁହଁରେ ହସ ଫୁଟାନ୍ତି ଆଉ ପିଲାର ସବୁ ଆବଶ୍ୟକତା ପୁରଣ କରି ତାଙ୍କୁ ସଫଳ ମଣିଷ କରିବାର ସ୍ବପ୍ନ…

ଭତ୍ତା ପାଇଁ ୨୦ କି.ମି. ଆସିଲେ ଦିବ୍ୟାଙ୍ଗ

ଉଦଳା, ୧୮ା୬(ସନ୍ତୋଷ କୁମାର ବାଚ୍ଛିନୀ) ଦିବ୍ୟାଙ୍ଗମାନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କରାଯାଇଛି। ମୁଖ୍ୟତଃ ଦିବ୍ୟାଙ୍ଗମାନଙ୍କୁ ପଞ୍ଚାୟତରେ ଭତ୍ତା ପ୍ରଦାନ କରାଯିବାକୁ ବ୍ୟବସ୍ଥା ରହିଛି। ହେଲେ ଭତ୍ତା ପାଇଁ ଜଣେ ଦିବ୍ୟାଙ୍ଗଙ୍କୁ ୨୦…

୩୨ ଘଣ୍ଟା ପରେ ଡିଏଚ୍‌ଏଚ୍‌ରେ ପାଣି ମିଳିଲା

ସୋନପୁର, ୧୮ା୬(ମୃତ୍ୟୁଞ୍ଜୟ ଶତପଥୀ) ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ଶନିବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟକେନ୍ଦ୍ରରୁ ବିଭିନ୍ନ ଓ୍ବାର୍ଡକୁ ସଂଯୋଗ କରୁଥିବା ପାଣି ପାଇପ ଲାଇନ୍‌ ଫାଟି ଯାଇଥିଲା। ପାଇପ ଲାଇନ ଉପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଠା ନିର୍ମାଣ…

ବ୍ୟବସାୟୀଙ୍କୁ ଡକାୟତି ଘଟଣାର ପର୍ଦ୍ଦାଫାଶ: ନଗଦ ୧ ଲକ୍ଷ ୧୨ ହଜାର ଟଙ୍କା ଜବତ, ୬ ଗିରଫ

କେସିଙ୍ଗା,୧୮ା୬(ତୁମେଶ୍ୱର ସାହୁ): କେସିଙ୍ଗାର ଜଣେ ବ୍ୟବସାୟୀ ଡକାୟତି ଘଟଣାରେ କେସିଙ୍ଗା ପୋଲିସକୁ ସଫଳତା ମିଳିଛି। ୬ଜଣ ଡକାୟତକୁ ଗିରଫ କରିବା ସହ ସେମାନଙ୍କଠାରୁ ୧ ଲକ୍ଷ ୧୨ ହଜାର ଟଙ୍କା, ଡକାୟତିରେ ବ୍ୟବହାର ହୋଇଥିବା ୨ଟି ମୋଟରସାଇକେଲ, ୪ଟି ଫୋନ, ଛୁରି,…

ବିଶେଷଜ୍ଞଙ୍କ ବିନା ଚାଲିଛି ଡାକ୍ତରଖାନା

ବିଶ୍ରା, ୧୮ା୬ (ବଟକୃଷ୍ଣ ସ୍ବାଇଁ) ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ବିଶେଷଜ୍ଞ ଡାକ୍ତର। ଫଳରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧୧ ଡାକ୍ତର ପଦବୀରୁ ମାତ୍ର ୫ ଜଣ ସର୍ଜନଙ୍କ ତତ୍ତ୍ୱାବଧାନରେ ସ୍ବାସ୍ଥ୍ୟ…

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ

ନୂଆଦିଲ୍ଲୀ,୧୮ା୬: ରବିବାର ପୂର୍ବାହ୍ନରେ ଜେଇଇ ଆଡଭାନ୍ସ-୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉଭୟ ପ୍ରଥମ ଓ ଦ୍ବିତୀୟ ପେପରରେ ମୋଟ୍‌ ୧ ଲକ୍ଷ ୮୦ ହଜାର ୩୭୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୪୩ ହଜାର ୩୭୩ ଜଣ ପାସ୍‌ କରିଛନ୍ତି।…

ଉନ୍ନୟନ କାର୍ଯ୍ୟ ଠପ୍‌, ହୋଇପାରୁନି ବିଲ୍‌

ତେନ୍ତୁଳିଖୁଣ୍ଟି, ୧୮ା୬(ଚିଦାନନ୍ଦ ସାହୁ) ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସଫଳ ରୂପାୟନ ନେଇ କର୍ମଚାରୀ ନିଯୁକ୍ତି କରାଯାଉଛି। କିନ୍ତୁ ଏବେ ଚାଲିଥିବା ଅମଲାଙ୍କ ଧର୍ମଘଟ ଓ କମ୍‌ ସଂଖ୍ୟକ କର୍ମଚାରୀ ଥିବାରୁ ଉନ୍ନୟନ କାର୍ଯ୍ୟ ଠପ୍‌ ହୋଇ ପଡ଼ିଛି। ନବରଙ୍ଗପୁର…

ଡମ୍ପିଂ ୟାର୍ଡ ଭ୍ରମ ସୃଷ୍ଟି କରୁଛି ନୋଡାଲ ଆର୍‌ସିଡି ହାଇସ୍କୁଲ

ନବରଙ୍ଗପୁର, ୧୮ା୬(ସଦାଶିବ ପ୍ରହରାଜ) ୫-ଟି ମାଧ୍ୟମରେ ହାଇସ୍କୁଲଗୁଡ଼ିକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରୂପାନ୍ତରଣ କରାଯାଉଛି। ଏହାର ରକ୍ଷଣାବେକ୍ଷଣ ଠିକ୍‌ ଭାବେ କରିବାକୁ ୫-ଟି ସଚିବ ପ୍ରତ୍ୟେକ ଉଦ୍‌ଘାଟନ ସମୟରେ କହୁଛନ୍ତି। ତେବେ ଏହାର ଓଲଟା ଚିତ୍ର ନବରଙ୍ଗପୁର ସଦର…

ଜଙ୍ଗଲରେ ହ୍ରାସ ପାଉଛି ବାଉଁଶ

ମାଲକାନଗିର, ୧୮ା୬(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ଜିଲା ବାଲିମେଳା, ଚିତ୍ରକୋଣ୍ଡା, କାଲିମେଳା ଓ ମାଲକାନଗିରି ବନାଞ୍ଚଳରେ ପ୍ରାୟ ୨୦ ବର୍ଷ ପୂର୍ବରୁ ବିଭିନ୍ନ ଜଙ୍ଗଲରେ ବହୁ ପରିମାଣର ବାଉଁଶଗଛ ଦେଖିବାକୁ ମିଳୁଥଲା। ଏହି ବାଉଁଶ ବନ ବିଭାଗ ପ୍ରତିବର୍ଷ ସିଲିଭ୍‌ କଲ୍‌ଚର କଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?