ଆରଜେଡିରେ ବିଲୟ ହେବ ଜେଡିୟୁ: ସୁଶୀଲ ମୋଦି..
ପାଟନା,୨୦।୬ : ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ସୁଶୀଲ କୁମାର ମୋଦି ଦାବି କରିଛନ୍ତି ଜେଡିୟୁ ବିଲୟ ଆରଜେଡିରେ ହେବ । ଜେଡିୟୁରେ ଏବେ ଆଶା ଆଶଙ୍କା ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ରମାଗତ ଭାବେ ଦୁର୍ବଳ…
ଶରଧାବାଲିରେ ଲାଗିଲା ତାଳଧ୍ୱଜ
ପୁରୀ,୨୦।୬(ଅଜିତ୍ ମହାନ୍ତି): ସାନ ଭାଇ ଭଉଣୀଙ୍କୁ ପଛରେ ପକାଇ ଜନ୍ମସ୍ଥାନରେ ପହଞ୍ଚିଛନ୍ତି ବଡ ଠାକୁର ବଳଭଦ୍ର। ଶରଧାବାଲିରେ ଲାଗିଛି ତାଳଧ୍ୱଜ ରଥ। ତହିଁ ପଛେ ପଛେ ଆସୁଛନ୍ତି ଦେବ ଦଳନ ଓ ନନ୍ଦୀଘୋଷ ରଥ।
କେନ୍ଦୁଝର ବଡଦାଣ୍ଡରେ ଗଡିଲା ବିଶ୍ୱର ସର୍ବ ବୃହତ ରଥ
କେନ୍ଦୁଝର,୨୦।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ଧୂମଧାମରେ ଏବଂ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ା ଏଥିପାଇଁ କେନ୍ଦୁଝର ପୁରୁଣା ସହର ଉତ୍ସବ ମୁଖର ହୋଇପଡିଛି ା ଚଳିତ ବର୍ଷ ରଥ…
ବଢିଲା ଯୁକ୍ତ ୨ ନାମଲେଖା ଆବେଦନ ଅବଧି
ଭୁବନେଶ୍ୱର,୨୦।୬(ଅସମାପିକା ସାହୁ): ଅଭିଭାବକ, ଅଧ୍ୟକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କର ଅନୁରୋଧ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁକ୍ତ ୨ ଶ୍ରେଣୀ ପାଇଁ ସାମସ ପୋର୍ଟାଲ www.samsodisha.in ଜରିଆରେ ଆବେଦନ ତାରିଖକୁ ଜୁନ୍ ୨୦ତାରିଖ ପରିବର୍ତ୍ତେ ଜୁନ୍ ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତିା…
ପଶ୍ଚିମ ଓଡିଶାରେ ସକାଳୁଆ ସ୍କୁଲ
ଭୁବନେଶ୍ୱର,୨୦।୬: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ପଶ୍ଚିମ ଓଡିଶାରେ ସକାଳୁଆ ସ୍କୁଲ ହେବ। ଝାରସୁଗୁଡା, ସମ୍ବଲପୁର ଓ ବଲାଙ୍ଗୀର ଜିଲାରେ ୨୨ରେ ସ୍କୁଲ ଖୋଲିବ। ମାତ୍ର ୨୪ତାରିଖ ଯାଏଁ ସକାଳୁଆ ସ୍କୁଲ ହେବ। ସୁବର୍ଣ୍ଣପୁର, ସୁନ୍ଦରଗଡ ଓ ନୂଆପଡାରେ ୨୩ରେ ସ୍କୁଲ…
ରାଜନୈତିକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି, ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ଲୁଚାଇଥିବା ଅଭିଯୋଗ କଲା ଏଡିଆର…
ନୂଆଦିଲ୍ଲୀ,୨୦।୬ : ଗତ କିଛି ବର୍ଷ ମଧ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ପ୍ରକାଶ କରିବାରେ ବିଫଳ ହୋଇଥିବାରୁ ରାଜନୈତିକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗକୁ ଅନୁରୋଧ କରାଯାଇଛି। ଆସୋସିଏଶନ ଫର ଡେମୋକ୍ରାଟିକ…
ଓମିକ୍ରନ ହେବ ପରାସ୍ତ: ଏମ-ଆରଏନଏ ଟିକା ଜେମକୋଭାକ-ଓଏମକୁ ମଞ୍ଜୁରୀ…
ନୂଆଦିଲ୍ଲୀ,୨୦।୬ : ବାୟୋଟେକ୍ନୋଲୋଜି ବିଭାଗ ମଙ୍ଗଳବାର କହିଛି ମିଶନ କୋଭିଡ ସୁରକ୍ଷଙ୍କ ଅନ୍ତର୍ଗତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ବିକଶିତ ଓମିକ୍ରନ ନିର୍ଦ୍ଦିଷ୍ଟ ଏମ-ଆରଏନଏ ଆଧାରିତ ବୁଷ୍ଟର୍ ଟିକାକୁ ଭାରତର ଡ୍ରଗ କଣ୍ଟ୍ରୋଲର୍ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି। ଏକ ସରକାରୀ…
ଆର୍ଥିକ ସଙ୍କଟର ପ୍ରଭାବ: କରାଚି ବନ୍ଦର ୟୁଏଇକୁ ବିକ୍ରି କରିବ ପାକିସ୍ତାନ…
ଇସଲାମାବାଦ,୨୦।୬ : କରାଚି ବନ୍ଦର ଟର୍ମିନାଲକୁ ହସ୍ତାନ୍ତର କରିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସହିତ ଚୁକ୍ତି ଶେଷ କରିବାକୁ ପାକିସ୍ତାନ ଏକ ବୁଝାମଣା କମିଟି ଗଠନ କରିଛି। ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି ଜରୁରୀକାଳୀନ ପାଣ୍ଠି ସଂଗ୍ରହ ପାଇଁ…
ଆଫଗାନିସ୍ତାନରେ ବିନା ହ୍ବାଟସଆପ୍ରେ ଠପ୍ ହୋଇଯାଇଛି ସରକାରୀ କାର୍ଯ୍ୟ
କାବୁଲ,୨୦।୬: ଦୁଇମାସ ପୂର୍ବରୁ ତାଲିବାନର ସାମରିକ ଅଧିକାରୀଙ୍କ ଏକ ଟିମ୍ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଚଢାଉ କରିଥିଲା। ସେମାନଙ୍କର କମାଣ୍ଡର ହବିବ ରହମାନ ତାଙ୍କ ଯାଞ୍ଚସ୍ଥଳୀ ଖୋଜୁଥିଲେ। ସେ ତାଙ୍କ ସହକର୍ମୀଙ୍କ ଫୋନରୁ ବଡ ଅଧିକାରୀମାନଙ୍କୁ ଫୋନ୍ କରି ଘଟଣାସ୍ଥଳ ବିଷୟରେ…
ଅନ୍ତର୍ଜାତୀୟ ବିଶ୍ୱାସଘାତ ଦିବସ ନେଇ ଉଦ୍ଧବ-ଭାଜପା ମୁହାଁମୁହିଁ: ନୋଟିସ ଜାରି କଲା ମୁମ୍ବାଇ ପୋଲିସ…
ମୁମ୍ବାଇ,୨୦।୬ : ମହାରାଷ୍ଟ୍ର ରାଜନୀତିରେ ମଙ୍ଗଳବାର ଏକ ବିଶେଷ ଦିନ । ବାସ୍ତବରେ, ଗତ ବର୍ଷ ଜୁନ ୨୦ ରେ, ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ୪୦ ଜଣ ବିଧାୟକ ଉଦ୍ଧବ ଠାକରେ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ଏହି ଦିନକୁ ‘ଅନ୍ତର୍ଜାତୀୟ…
ଏଆଇ ଅନୁବାଦ: ୫ ହଜାର ବର୍ଷ ପୁରୁଣା ଲେଖନ ପ୍ରଣାଳୀ ଗୋଟିଏ କ୍ଲିକରେ ହେବ ଅନୁବାଦ…
ଜେରୁଜେଲମ,୨୦।୬ : , କ୍ୟୁନିଫର୍ମ ହେଉଛି ପୁରାତନ ଜଣାଶୁଣା ଲେଖନ ପ୍ରଣାଳୀ।, କିନ୍ତୁ ଏହା ପଢ଼ିବା ଏତେ କଷ୍ଟସାଧ୍ୟ। ବିଶ୍ୱର କେବଳ ଅଳ୍ପ କେତେକ ବିଶେଷଜ୍ଞ ମୁନିଆ କଣ୍ଟା ଆକୃତିର ଏହି ପ୍ରତୀକଗୁଡ଼ିକୁ ଡିକୋଡ କରିବାକୁ ସକ୍ଷମ। କିନ୍ତୁ ବର୍ତ୍ତମାନ ଏହା…
ଶିଖ ଗୁରୁଦ୍ୱାରା ବିଲ୍ ୨୦୨୩ ସର୍ବସମ୍ମତି କ୍ରମେ ପାରିତ…
ଚଣ୍ଡିଗଡ଼,୨୦।୬ : ଶିଖ ଗୁରୁଦ୍ୱାରା (ସଂଶୋଧନ) ବିଲ ୨୦୨୩ ପଞ୍ଜାବ ବିଧାନସଭାରେ ସର୍ବସମ୍ମତିରେ ପାରିତ ହୋଇଛି। ତେବେ ଅକାଳୀ ଦଳର ସଦସ୍ୟମାନେ ଏହାକୁ ବିରୋଧ କରିଥିଲେ। ଏଥି ସହିତ ଆରଡିଏଫର ବକେୟା ଦେୟ ନ ଦେଇଥିବା କେନ୍ଦ୍ର ସରକାରଙ୍କ ବିରୋଧରେ ଏକ…
Archives


