Home

ମଣିପୁର ଘଟଣାକୁ ନେଇ ବର୍ଷିଲେ ରାହୁଲ: କହିଲେ ”ଇଣ୍ଡିଆ’ ଚୁପ୍‌ ରହିବ ନାହିଁ…’

ନୂଆଦିଲ୍ଲୀ,୨୦।୭: ଭାଜପା ଶାସିତ ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗରେ ବିରୋଧୀ ମୋଦି ସରକାରଙ୍କୁ ଘେରୁଛନ୍ତି। ଦୀର୍ଘ ଅଢ଼େଇ ମାସ ଧରି ରାଜ୍ୟରେ ଜାତିଆଣ ହିଂସା ଲାଗି…

 ସ୍ଥିତି ଦୋହରାଇବ ୟୁରୋପ

ପ୍ୟାରିସ,୨୦ା୭: ୟୁରୋପର ଅନେକ ଦେଶ ସମେତ ଆମେରିକାର ରାଜ୍ୟଗୁଡିକରେ ପ୍ରବଳ ଉତ୍ତାପ ଜାରି ରହିଛି। ରେକର୍ଡ ଭାଙ୍ଗୁଥିବା ଉତ୍ତାପ ପୁଣି ଥରେ ଲୋକଙ୍କ, ବିଶେଷକରି ଶିଶୁ ଏବଂ ବୃଦ୍ଧଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ବଢ଼ାଇଛି। ବିଶେଷଜ୍ଞମାନେ କୁହନ୍ତି, ଜଳବାୟୁ ପରିବର୍ତ୍ତନ ହେତୁ…

ମଣିପୁର ଘଟଣାରେ ଦେଶ ସ୍ତବ୍ଧ: ଲଜ୍ଜାଜନକ କହିଲେ ଅକ୍ଷୟ କୁମାର

ମୁମ୍ବାଇ:ମଣିପୁରରେ ଦୁଇ କୁକି ମହିଳାଙ୍କୁ ଉଲଗ୍ନ କରି ନିର୍ଯାତନା ଦେବା ଘଟଣା ଦେଶକୁ ସ୍ତବ୍ଧ କରିଛି। ଏହି ଲୋମଟାଙ୍କୁରା ଘଟଣାରେ ୟୁଜର୍ସମାନେ ସୋସିଆଲ ମିଡିଆରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ତେବେ ବଲିଉଡର କିଛି ଅଭିନେତ୍ରୀ/ଅଭିନେତା ଏହାକୁ ନିନ୍ଦା…

ଭାରତର ଅର୍ଥବ୍ୟବସ୍ଥାକୁ ପ୍ରଶଂସା କଲା ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ,୨୦।୭: ଭାରତର ଅର୍ଥବ୍ୟବସ୍ଥାକୁୁ ପ୍ରଶଂସା କରିଛି ଦକ୍ଷିଣ ଆଫ୍ରିକା। ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ନକୋସାଜାନା ଡାଲାମିନି-ଜୁମା କହିଛନ୍ତି, ଭାରତୀୟ ସଭ୍ୟତା ହଜାରେ ବର୍ଷ ପୁରୁଣା। ବର୍ତ୍ତମାନ ଭାରତ ଉପନିବେଶବାଦରୁ ଟେକ୍ନୋଲୋଜିରେ ଶକ୍ତିଶାଳୀ ହେବାକୁ ଯାଉଛି।

ଏମିତି ନିୟମ ଲାଗୁକଲା କମ୍ପାନୀ, ଅଧିକ ପିଲା ଜନ୍ମ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି କର୍ମଚାରୀ

ପ୍ରତ୍ୟେକ କମ୍ପାନୀର ସ୍ବତନ୍ତ୍ର ନିୟମ ରହିଛି। କିଛି ନିୟମ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଏମିତି ଏକ ଅଜବ ନିୟମ ରହିଛି ଜାପାନରେ। ଏଠାରେ ଜନ୍ମ ହାର କ୍ରମାଗତ ଭାବେ ହ୍ରାସ ପାଉଛି। ଏଠାକାର ସରକାର ଏହି ପ୍ରସଙ୍ଗରେ ବହୁତ ଚିନ୍ତିତ ଅଛନ୍ତି।…

ଓଲଟିଲା ଟୁରିଷ୍ଟ ବସ୍‌

ଭଦ୍ରକ,୨୦ା୭(ସନାତନ ରାଉତ): ୧୬ ନଂ. ଜାତୀୟ ରାଜପଥ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଛତାବରପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଏକ ଟୁରିଷ୍ଟ ବସ୍‌ ଓଲଟି ୨ ଜଣ ଗୁରୁତର ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଭଣ୍ଡାରିପୋଖରୀ…

ସାଇଫର ବିବାଦ: ପୁଣି ଅଡୁଆରେ ଇମ୍ରାନ

ଇସଲାମବାଦ,୨୦।୭: ସାଇଫର ବିବାଦକୁ ନେଇ ପୁଣି ବିବାଦରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏ ପ୍ରସଙ୍ଗକୁ ନେଇ ଅଡୁଆରେ ଫଶିଛନ୍ତି ଇମ୍ରାନ। ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ଗୃହ ମନ୍ତ୍ରୀ ରାଣା ସନାଉଲ୍ଲା ଏନେଇ ସୂଚାଇ…

୫ ଦିନ ପରେ ହରିଜନପଡ଼ାକୁ ହେଲା ଜଳଯୋଗାଣ

ଡୁଙ୍ଗୁରିପାଲି,୨୦ା୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ହରିଜନପଡ଼ାବାସୀ ପାଇପ ପାଣି ପାଇଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପାଇପ ଫାଟି ଯାଇଥିବାରୁ ଏହି ସମସ୍ୟା ଉପୁଜି ଥିଲା। ଦୀର୍ଘଦିନ ଧରି ମରାମତି ନ ହେବାରୁ ଗ୍ରୀଷ୍ମରେ ପରିସ୍ଥିତି ସଙ୍ଗୀନ ରୂପ…

ସ୍ବାବଲମ୍ବୀ କରିଛି ଲଙ୍କାମରିଚ, କଖାରୁ ଚାଷ

ନବରଙ୍ଗପୁର,୨୦।୭(ସଦାଶିବ ପ୍ରହରାଜ)ଚାଷ ପ୍ରତି ବିମୁଖ ଅନେକ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି। ନିଯୁକ୍ତି ସୁଯୋଗ ନ ପାଇ ଶିକ୍ଷିତ ଯୁବତୀଯୁବକ ଅନ୍ୟ ବାଟକୁ ଚାଲି ଯାଉଛନ୍ତି। ତେବେ ଚାଷରେ ଭଲ ରୋଜଗାର ରହିଛି। ଏହାର ଉଦାହରଣ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି…

ମଣିପୁର ଘଟଣାରେ ଦୋଷୀଙ୍କୁ ମିଳିପାରେ ଫାଶୀ: ବିରେନ ସିଂ

ଇମ୍ଫାଲ,୨୦।୭: ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାବା ଘଟଣାରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଆଶ୍ୱାସନା ଦେଇଛନ୍ତି। ଗୁରୁବାର ଏହି ମାମଲାରେ ପ୍ରଥମ…

ବିମାନରେ ଗଞ୍ଜେଇ: ସୁପର ମଡେଲ ଗିରଫ

ଲଣ୍ଡନ,୨୦।୭: ଗଞ୍ଜେଇ ଧରି ବନ୍ଧୁଙ୍କ ସହ ବିମାନ ଯାତ୍ରା କରୁଥିବା ଆମେରିକୀୟ ସୁପର ମଡେଲ ଗିଗି ହାଡିଡ୍‌ ଗିରଫ ହୋଇଛନ୍ତି। ଗିଗି କେମାନ୍‌ ଆଇଲାଣ୍ଡରେ ଛୁଟି କଟାଇବାକୁ ଯାଇଥିଲେ। ଭାକେଶନ୍‌ରୁ ପ୍ରାଇଭେଟ୍‌ ଜେଟ୍‌ରେ ଜୁଲାଇ ୧୦ରେ ଫେରିବାବେଳେ ଓଓ୍ବେନ୍‌ ରୋବୋର୍ଟସ୍‌ ଇଣ୍ଟରନ୍ୟାଶନାଲ…

ୟୁକ୍ରେନକୁ ୧.୩କୋଟି ଡଲାରର ସାମରିକ ସହାୟତା ପ୍ୟାକେଜ ଘୋଷଣା କଲା ଆମେରିକା

ଓ୍ବାଶିଂଟନ୍‌,୨୦।୭: ଋଷର ମୁକାବିଲା ପାଇଁ ୟୁକ୍ରେନକୁ ୧.୩କୋଟି ଡଲାରର ସାମରିକ ସହାୟତା ପ୍ୟାକେଜ ଘୋଷଣା କରିଛି ଆମେରିକା। ଆମେରିକାର ପ୍ରତିରକ୍ଷା ବିଭାଗର ସୂଚନାନୁସାରେ, ସାମରିକ ପ୍ୟାକେଜରେ ଚାରୋଟି ଉନ୍ନତମାନର ଆକାଶରେ ନୀକ୍ଷେପ କରାଯାଇପାରୁଥିବା ଅସ୍ତ୍ର, ମଧ୍ୟମ ଦୂରଗାମୀ ବାୟୁ ପ୍ରତିରକ୍ଷା ବ୍ୟାଟେରୀ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri