Home

କୋହଲି-ପାଣ୍ଡ୍ୟାଙ୍କ କ୍ଲବରେ ବୁମ୍‌ରା

ନୂଆଦିଲ୍ଲୀ,୨୨।୮: ଭାରତୀୟ ଦଳ ବର୍ତ୍ତମାନ ଆୟର୍ଲାଣ୍ଡ ଗସ୍ତରେ ଅଛି। ଏଠାରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି ଭାରତ। ଏହି ସିରିଜର ପ୍ରଥମ ୨ ମ୍ୟାଚରେ ଟିମ ଇଣ୍ଡିଆ ସହଜରେ ୨-୦ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନ ଦଳ ଅଧିନାୟକ…

ଆଦର୍ଶ ବିବାହ: ଭିନ୍ନକ୍ଷମ ଅଲେଖଙ୍କ ଆଖି ହେବେ ଦମୟନ୍ତୀ

କେନ୍ଦ୍ରାପଡ଼ା, ୨୨ା୮ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଚକ ରଘୁନାଥପୁର ଗ୍ରାମର ଦୃଷ୍ଟିବାଧିତ ଭିନ୍ନକ୍ଷମ ଯୁବକ ଅଲେଖ ଚନ୍ଦ୍ର ଜେନାଙ୍କ ସହିତ ସହରର ଅଯୋଦ୍ଧାନଗରସ୍ଥିତ ଆଂଶିକ ଭିନ୍ନକ୍ଷମ ଯୁବତୀ ଦମୟନ୍ତୀ ନାୟକଙ୍କ ସୋମବାର ବିବାହ ହୋଇଛି। ଜିଲା ସାମାଜିକ ସୁରକ୍ଷା…

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ୨୫ଶହ ଛୁଇଁବ

ଭୁବନେଶ୍ୱର,୨୨।୮(ଅଭିଜିତ ଦାସ):ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ବ୍ୟାପୀ ଚାଲିଥିବାବେଳେ ସ୍ଥିତି ବିଗିଡିବାରେ ଲାଗିଛି। ଇତିମଧ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୫ଶହ ମୁହାଁ ହୋଇଛି। ଗତ ୨୦ ତାରିଖ ସୁଦ୍ଧା ରାଜ୍ୟରେ ୩୬ ହଜାର ୫୦୦ ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୨…

କୋରାପୁଟ କଫିକୁ ଇନ୍‌ଷ୍ଟାଣ୍ଟ ମାନ୍ୟତା

କୋରାପୁଟ,୨୨ା୮(ଅମିତାଭ ବେହେରା):କୋରାପୁଟ ଇନ୍‌ଷ୍ଟାଣ୍ଟ କଫିକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିବାରୁ କୋରାପୁଟ କଫି ଚାଷୀ ଓ କୋରାପୁଟ ଜିଲାବାସୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି ା ପ୍ରତିଷ୍ଠିତ ବ୍ରାଣ୍ଡ ନେସକାଫେ ଓ ବ୍ରୁ କଫି ଭଳି କୋରାପୁଟ କଫିକୁ ଇନ୍‌ଷ୍ଟାଣ୍ଟ…

ଅକ୍ଟୋବର ପରେ ନାଟମଣ୍ଡପ ମରାମତି

ପୁରୀ, ୨୨ା୮(ଅଜିତ ମହାନ୍ତି):ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସବେର୍ର୍ର୍କ୍ଷଣ (ଏଏସ୍‌ଆଇ) ଅଧିକାରୀ ଏବଂ ସଂରକ୍ଷକ (କନ୍‌ଜରଭେଶନ୍‌) ନିର୍ଦ୍ଦେଶକ ସୋମବାର ଶ୍ରୀମନ୍ଦିରର ସ୍ଥିତି ଯାଞ୍ଚ କରିଛନ୍ତି। ଏହି ମିଳିତ ଦଳ ଶ୍ରୀମନ୍ଦିର ନାଟମଣ୍ଡପ, ଜଗମୋହନ, ପାର୍ଶ୍ୱଦେବଦେବୀ, ଉତ୍ତରଦ୍ୱାର ପାର୍ଶ୍ୱ ଏବଂ…

ଆଜି ପ୍ରକାଶ ପାଇବ ପିଜି ତୃତୀୟ ମେଧା ତାଲିକା

ଭୁବନେଶ୍ୱର, ୨୨।୮(ଅସମାପିକା ସାହୁ):୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟରେ ପିଜି ନାମଲେଖା ନିମନ୍ତେ ମଙ୍ଗଳବାର ଅପରାହ୍ନ ୨ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ର ମଙ୍ଗଳବାର ସନ୍ଧ୍ୟା ୭ଟାରୁ ୨୪ ତାରିଖ ରାତି ୧୧ଟା…

ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ଓଡ଼ିଶାର ଏକଲବ୍ୟ ସ୍କୁଲ୍‌ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୨୧ା୮:ଓଡ଼ିଶା ସମେତ ୬ ରାଜ୍ୟର ଏକଲବ୍ୟ ମଡେଲ ଆବାସିକ ସ୍କୁଲ୍‌ (ଇଏମ୍‌ଆର୍‌ଏସ୍‌) ଛାତ୍ରୀଛାତ୍ର ମଙ୍ଗଳବାର ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ୍‌ କରିବେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଏନ୍‌ଇଏସ୍‌ଟିଏସ୍‌ ପକ୍ଷରୁ ଏହି ଶିକ୍ଷା ଟୁର୍‌ କାର୍ଯ୍ୟକ୍ରମର…

ଡାକ୍ତରୀ ପାଠ୍ୟକ୍ରମରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଚଏସ୍‌ ଫିଲିଙ୍ଗ ଆରମ୍ଭ

ଭୁବନେଶ୍ୱର,୨୨।୮(ଅସମାପିକା ସାହୁ):ରାଜ୍ୟରେ ଥିବା ୧୬ଟି ମେଡିକାଲ କଲେଜରେ ଏମ୍‌ବିବିଏସ୍‌/ବିଡିଏସ୍‌ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସୋମବାର ଚଏସ୍‌ ଫିଲିଙ୍ଗ ଆରମ୍ଭ ହୋଇଛି। ୨୬ ତାରିଖରେ ପ୍ରୋଭିଜନାଲ ଆଲଟ୍‌ମେଣ୍ଟ ଏବଂ ୨୮ରେ ଚୂଡ଼ାନ୍ତ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ର ସେପ୍ଟେମ୍ବର…

୩୦ ମିନିଟ ବ୍ୟାୟାମ, ୧୫ ମିନିଟ ଧ୍ୟାନ କର

ଭୁବନେଶ୍ୱର,୨୨ା୮(ଅନିଲ ଦାସ):ସୁସ୍ଥ ଶରୀର, ମାନସିକ ଶକ୍ତି ହେଉଛି ସଫଳତାର ମୁଖ୍ୟ ଆଧାର। ଶରୀର ସୁସ୍ଥ ରହିଲେ ଆତ୍ମବିଶ୍ୱାସ ବଢ଼ିବ। ପ୍ରତିଦିନ ୩୦ ମିନିଟ୍‌ ବ୍ୟାୟାମ ଓ ୧୫ ମିନିଟ୍‌ ଧ୍ୟାନରେ ବସିଲେ ସ୍ମୃତିଶକ୍ତି ବଢ଼ିବ। ଏଭଳି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ…

ଜର୍ଜିଆ ନିର୍ବାଚନ ଘୋଟାଲା ମାମଲାରେ ଗୁରୁବାର ଆତ୍ମସମର୍ପଣ କରିବେ ଟ୍ରମ୍ଫ, କହିଲେ ଗିରଫ ହେବାକୁ ଯାଉଛି

ଓ୍ବାଶିଂଟନ,୨୨।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଜର୍ଜିଆ ନିର୍ବାଚନ ଘୋଟାଲା ମାମଲାରେ ଗୁରୁବାର ଆତ୍ମସମର୍ପଣ କରିବେ। ସୋମବାର ଟ୍ରମ୍ପ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ତାଙ୍କୁ ବାମପନ୍ଥୀ ଜିଲା ଆଟର୍ନି ଫନି…

ରାଜ୍ୟରେ ପ୍ରତିଷ୍ଠା ହେବ ୯ ଶିଳ୍ପ

ଭୁବନେଶ୍ୱର,୨୨ା୮(ଅନିଲ ଦାସ):ରାଜ୍ୟରେ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସୋମବାର ୮୭୩.୫୭ କୋଟି ଟଙ୍କାର ୯ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ୨ ହଜାର…

ଲୁନା-୨୫ର ବିଫଳତାରେ ଚାଇନାକୁ ବି ଲାଗିଲା ଝଟ୍‌କା

ବେଜିଂ/ମସ୍କୋ,୨୨।୮:ରୁଷିଆର ଚନ୍ଦ୍ର ମିଶନ ଲୁନା-୨୫ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲୁନା -୨୫ର ଦୁର୍ଘଟଣା ରୁଷିଆ ଏବଂ ଚାଇନା ପାଇଁ ଏକ ଝଟକା। ରୁଷିଆ ମିଶନ ପାଇଁ ଚାଇନା ମଧ୍ୟ ଉତ୍ସାହିତ ଥିଲା। ସୋଭିଏତ୍‌ ୟୁନିଅନ ଶେଷ ହେବା ପରେ ଲୁନା-୨୫ ରୁଷିଆର ପ୍ରଥମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri