ଆରମ୍ଭ ହେଲା ଭର୍ଚୁଆଲ ଷ୍ଟୁଡିଓ: ‘ଆମ ପ୍ରେରଣା’ କାର୍ଯ୍ୟକ୍ରମରେ ସଫଳତାର କାହାଣୀ କହିଲେ କନିଷ୍ଠ ବୈଜ୍ଞାନିକ କୈବଲ୍ୟ ସାହୁ
କେନ୍ଦୁଝର,୨୫।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଷ୍ଟାଡିୟମ ନିକଟରେ ଥିବା ଜନଜାତି ସାଧନ କେନ୍ଦ୍ର (ଟିଆରସି) ଠାରେ ମଙ୍ଗଳବାର ଭର୍ଚୁଆଲ ଷ୍ଟୁଡିଓର ଉଦ୍ଘାଟନ ହୋଇଛି। କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଏହାକୁ ଉଦ୍ଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ସମଗ୍ର ଶିକ୍ଷା ଯୋଜନା…
ଆଉ ଫେରାଇ ହେବନି ପୁରସ୍କାର, ପୂର୍ବରୁ ଦେବାକୁ ପଡିବ ସହମତି…
ନୂଆଦିଲ୍ଲୀ,୨୫।୭ : ସରକାରଙ୍କ କୌଣସି ନିଷ୍ପତ୍ତି କିମ୍ବା ଘଟଣାର ପ୍ରତିବାଦରେ ପୁରସ୍କାର ଫେରାଇବାର ଅନେକ ଘଟଣା ଦେଶରେ ସାମ୍ନାକୁ ଆସିଛି। ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ପୁରସ୍କାର ପ୍ରତ୍ୟାବର୍ତ୍ତନ ମଧ୍ୟ ସରକାରଙ୍କୁ ଅନେକ ଲଜ୍ଜାଜନକ ପରିସ୍ଥିତିରେ ପକାଇଛି। ଏଥି ସହିତ ଏଭଳି ଘଟଣା…
ଗୌଡ଼ତୁଲା ବାଲି ଘାଟରୁ ବାଲି ଚୋରା ଚାଲାଣ ଘଟଣାକୁ ନେଇ ଗ୍ରାମବାସୀଙ୍କ ରାସ୍ତା ଅବରୋଧ
କେସିଙ୍ଗା,୨୫।୭(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁଣ୍ଡାବାନ୍ଧ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗୌଡ଼ତୁଲା ଗ୍ରାମର ବାଲି ଘାଟରୁ ବେଆଇନ ଭାବେ ବାଲି ଚାଲାଣକୁ ବିରୋଧ କରି ଗୁର୍ଜିମୁଣ୍ଡା ଗ୍ରାମ ସମେତ ଲିମଗା ଗ୍ରାମର ମହିଳା ଗୋଷ୍ଠୀ ସହ ଲୋକମାନେ ବିରୋଧ…
କିଡନୀ ବିକ୍ରି କରିବାକୁ ୧୨୨ ଇଣ୍ଡୋନେସିଆ ନାଗରିକ ଯାତ୍ରା କରୁଥିଲେ କାମ୍ବୋଡ଼ିଆ…
ଜାକର୍ତ୍ତା,୨୫।୭ : ମଙ୍ଗଳବାର ପୋଲିସ କହିଛି ୧୨୨ ଜଣ ଇଣ୍ଡୋନେସିଆବାସୀଙ୍କୁ ସେମାନଙ୍କ କିଡନୀ ବିକ୍ରୟ ପାଇଁ କାମ୍ବୋଡିଆର ଏକ ଡାକ୍ତରଖାନାକୁ ପଠାଇବାରେ ବେଆଇନ ମାନବ ଅଙ୍ଗ ଚୋରା ଚାଲାଣକାରୀ ସାହାଯ୍ୟ କରୁଥିବା ସମୟରେ ଧରା ପଡ଼ିଛନ୍ତି। ଏନେଇ ଇଣ୍ଡୋନେସିଆ କର୍ତ୍ତୃପକ୍ଷ ଜୁଲାଇ…
ସ୍ବାଧୀନତା ପରେ ଏସସି-ଏସଟିଙ୍କ ବ୍ୟତୀତ ଅନ୍ୟ କାହାର କରାଯାଇ ନାହିଁ ଜନ ଗଣନା: କଂଗ୍ରେସ ଘୋଷଣା ମଧ୍ୟରେ ସରକାର ସ୍ଥିତି କଲେ ସ୍ପଷ୍ଟ …
ନୂଆଦିଲ୍ଲୀ,୨୫।୭ : ଜାତ ଭିତ୍ତିକ ଜନଗଣନାକୁ ନେଇ ଦେଶରେ ପୁଣି ଥରେ ଆଲୋଚନା ଆରମ୍ଭ ହୋଇଛି। ଏଥର ଏହାର କାରଣ ହେଉଛି କଂଗ୍ରେସ। ବାସ୍ତବରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଘୋଷଣା କରିଛି ଦଳ ସରକାର ଗଠନ କଲେ ରାଜ୍ୟରେ…
ସିମି ଉପରେ ଶୁଣାଣି ଶୀଘ୍ର କରିବାକୁ ମନା କଲେ ସୁପ୍ରିମ୍କୋର୍ଟ, କହିଲେ ୩୭୦ ସମ୍ପର୍କିତ ଆବେଦନ ଶୁଣାଣି ସରିଲେ ହେବ…
ନୂଆଦିଲ୍ଲୀ,୨୫।୭ : ଦେଶରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିବା ଏବଂ ଅନ୍ୟ ଆତଙ୍କବାଦୀ ସଂଗଠନ ସହ ଲିଙ୍କ ଥିବାରୁ ଭାରତ ସରକାର ନିଷିଦ୍ଧ ସଂଗଠନ ତାଲିକାରେ ଷ୍ଟୁଡେଣ୍ଟସ ଇସଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ (ସିମି) କୁ ଅନ୍ତର୍ଭୁକ୍ତ କରିଥିଲେ। ଏଥି…
ଅଡୁଆରେ ‘ବାୟଜୁସ୍’, ଏବେ କମ୍ପାନୀର ହାତ ଛାଡିଲେ ସବୁଠୁ ବଡ ନିବେଶକ
ନୂଆଦିଲ୍ଲୀ, ୨୬। ୭: ଦେଶରେ ଆଡଟେକ୍ ଇଣ୍ଡଷ୍ଟ୍ରିରେ ବଡ ପରିବର୍ତ୍ତନ ଆଣିଥିବା କମ୍ପାନୀ ‘ବାୟଜୁସ୍’ର ଅଡୁଆ ବଢିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ସହଯୋଗୀ କମ୍ପାନୀର ହାତ ଛାଡୁଛନ୍ତି। ଏହି କ୍ରମରେ ଏବେ ବାୟଜୁ ରବିନ୍ଦ୍ରନ ନେତୃତ୍ବାଧୀନ ଏହି କମ୍ପାନୀର ସବୁଠାରୁ…
୧୩ ବର୍ଷରେ ସାଢ଼େ ୧୭ ଲକ୍ଷରୁ ଅଧିକ ଭାରତୀୟ କୁଆଡେ ଗଲେ ? ପ୍ରତିବର୍ଷ ଏକ ଲକ୍ଷରୁ ଅଧିକ ଲୋକ ଛାଡୁଛନ୍ତି ଦେଶ…
ନୂଆଦିଲ୍ଲୀ,୨୫।୭ : ଗତ ୧୩ ବର୍ଷ ୨୦୧୧ ରୁ ୨୦୨୩ ମଧ୍ୟରେ ସାଢ଼େ ୧୭ ଲକ୍ଷରୁ ଅଧିକ ଲୋକ ଭାରତର ନାଗରିକତ୍ୱ ତ୍ୟାଗ କରିଛନ୍ତି। ଏହି ଲୋକମାନେ ବିଦେଶରେ ବସବାସ କରିଛନ୍ତି। ହେନଲି ପ୍ରାଇଭେଟ ଧନ ସ୍ଥାନାନ୍ତରଣ ରିପୋର୍ଟ ୨୦୨୩ ମଧ୍ୟ…
ଚିତ୍ରକୋଣ୍ଡା ବନଞ୍ଚାଳ ଦାରା ବଜ୍ରକାପ୍ତା ଉଦ୍ଧାର
ଚିତ୍ରକୋଣ୍ଡା,୨୫।୭(କ୍ଷିରୋଦ କୁମାର ବେହେରା) ମାଲକାନଗିରି ଜିଲା ବନଖଣ୍ଡ ଅଧିନସ୍ଥ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ବଜ୍ରକାପ୍ତା ଉଦ୍ଧାର କରାଯାଇଛି l ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ ଏବଂ ଚିତ୍ରକୋଣ୍ଡା ବନପାଳ ମୃତ୍ୟୁଞ୍ଜୟ ସେଠିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ସୋମବାର ବିଳମ୍ବିତ…
ରାଜନୈତିକ ଦଳଙ୍କୁ ଆରଟିଆଇରେ ସାମିଲ କରିବା ଆବେଦନ ନେଇ କେନ୍ଦ୍ର ସରକାର ଦେଲେ ଉତ୍ତର…
ନୂଆଦିଲ୍ଲୀ,୨୫।୭ : ମଙ୍ଗଳବାର କେନ୍ଦ୍ର ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କହିଛନ୍ତି ସୂଚନା ଅଧିକାର(ଆରଟିଆଇ) ଅଧିନିୟମ ଅଧୀନରେ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଆଣିବା ପାଇଁ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)ଙ୍କ ଆଦେଶ ସୁପ୍ରିମକୋର୍ଟଙ୍କଠାରୁ ଲିଖିତ ଆବେଦନ ଦ୍ୱାରା କରାଯାଇପାରିବ ନାହିଁ। ପ୍ରଧାନ ବିଚାରପତି…
ଚାଇନାର ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ମନ୍ତ୍ରୀପଦରୁ ବହିଷ୍କାର
ବେଜିଂ,୨୫।୭: ଚାଇନା ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ତାଙ୍କ ପଦରୁ ବିଦା କରାଯାଇଛି। ସେ ଚାଇନା ରାଷ୍ଟ୍ରପତି ଶିି ଜିନପିଙ୍ଗଙ୍କ ବିଶ୍ୱାସଯୋଗ୍ୟ ସହଯୋଗୀ ଥିଲେ।ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଚାଇନାର ଶୀର୍ଷ ବିଧାୟକମାନେ ମଙ୍ଗଳବାର ଅପରାଧିକ ଆଇନ ସଂଶୋଧନ ତଥା ସରକାରୀ ନିଯୁକ୍ତି…
ମଣିପୁର ସ୍ଥିତି ସମ୍ପର୍କରେ କାହିଁକି ନୀରବ ରହୁଛନ୍ତି ମୋଦି? ଖାର୍ଗେଙ୍କ ପ୍ରଶ୍ନ…
ନୂଆଦିଲ୍ଲୀ,୨୫।୭ : ମଣିପୁରରେ ହୋଇଥିବା ହିଂସାକୁ ନେଇ ମୌସୁମୀ ଅଧିବେଶନରେ ବିରୋଧୀ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ମୌସୁମୀ ଅଧିବେଶନ ଆରମ୍ଭରୁ ଏହି ପ୍ରସଙ୍ଗରେ ଉତ୍ତେଜନା ଦେଖାଦେଇଛି। ମଣିପୁର ହିଂସା ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Archives


