ଟ୍ରମ୍ପଙ୍କ ସହିତ ଆଗାମୀ ଉପରାଷ୍ଟ୍ରପତି ହେବାକୁ ବିବେକ ରାମସ୍ବାମୀ ଆଶାବାଦୀ…
ଓ୍ବାଶିଂଟନ,୨୬।୮ : ଭାରତୀୟ ମୂଳ ବିବେକ ରାମସ୍ବାମୀ ମଧ୍ୟ ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ନିଜର ପ୍ରାର୍ଥୀତ୍ୱ ଉପସ୍ଥାପନ କରୁଛନ୍ତି। ବିଶେଷ କଥା ହେଉଛି ବିବେକ ରାମସ୍ବାମୀଙ୍କ ଲୋକପ୍ରିୟତା ମଧ୍ୟ କ୍ରମାଗତ ଭାବରେ…
ଦେଶ ପ୍ରତି ବିଶ୍ୱସ୍ତ ରହିବେ ବୋଲି ଶପଥ ନେଲେ ଓ୍ବାଗନର ଗ୍ରୁପ୍, ପୁଟିନ୍ଙ୍କ ଆଦେଶ
ମସ୍କୋ,୨୬।୮: ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରି ଏକ ଦୁର୍ଘଟଣାରୋ ନିହତ ହୋଇଛନ୍ତି ଓ୍ବାଗନର ସେନା ମୁଖ୍ୟ ୟେଭେଗିନ ପ୍ରିଗୋଜିନ। ତେବେ ଏହା ଷଡଯନ୍ତ୍ର ନା ଦୁର୍ଘଟଣା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଶୁକ୍ରବାର ପ୍ରିଗୋଝିନଙ୍କ ମୃତ୍ୟୁରେ ପୁଟିନ୍…
ଜେଲ୍ରେ ଇମ୍ରାନଙ୍କ ପ୍ରତି ବିପଦ,ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କଲେ ଇମ୍ରାନଙ୍କ ସ୍ତ୍ରୀ ବ୍ରୁଶା ବିବି
ଇସଲାମବାଦ,୨୬।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ବିବି ଦାବି କରିଛନ୍ତି ଯେ ଜେଲରେ ତାଙ୍କ ସ୍ବାମୀଙ୍କ ଜୀବନ ପ୍ରତି ବିପଦ ଅଛି। ସୂଚନାଯୋଗ୍ୟ, ବ୍ରୁଶା ବିବି ଇମ୍ରାନଙ୍କୁ ୨୨ ଅଗଷ୍ଟରେ ଭେଟିଥିଲେ।…
ଶିକ୍ଷୟିତ୍ରୀଙ୍କୁ କୋର୍ଟ ଚାଲାଣ କରାଯିବ ନା’ ଘୃଣା ସଂସ୍କୃତି ବଢ଼ିବାକୁ ଦିଆଯିବ: ମୋଦିଙ୍କୁ ସିବଲଙ୍କ ପ୍ରଶ୍ନ…
ନୂଆଦିଲ୍ଲୀ,୨୬।୮ : ରାଜ୍ୟସଭା ଏମପି କପିଲ ସିବଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର କଡା ସମାଲୋଚନା କରିଛନ୍ତି। ଊତ୍ତର ପ୍ରଦେଶରେ ଜଣେ ଶିକ୍ଷୟିତ୍ରୀ ସଂଖ୍ୟାଲଘୁ ଛାତ୍ରଙ୍କ ପ୍ରତି କରିଥିବା ଅନ୍ୟାୟ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସର୍ବସାଧାରଣରେ ନିନ୍ଦା କରି ଶିକ୍ଷକଙ୍କୁ…
ମୁଖ୍ୟମନ୍ତ୍ରୀ ବିଜୟନ-ଝିଅଙ୍କୁ ଆଶ୍ୱସ୍ତି: କୋର୍ଟରେ ଅଭିଯୋଗ ଖାରଜ…
ଥିରୁଭାନନ୍ତପୁରମ,୨୬।୮ : କେରଳର ଭିଜିଲାନ୍ସ କୋର୍ଟ ପିନାରାଇ ବିଜୟନ ଏବଂ ତାଙ୍କ ଝିଅଙ୍କୁ ଆଶ୍ୱସ୍ତି ମିଳିଛି। ସିଏମଆରଏଲ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କର ଆଇଟି କମ୍ପାନୀ ଉପରେ ଆର୍ଥିକ କାରବାର ଯାଞ୍ଚ ପାଇଁ କୋର୍ଟ ତାଙ୍କ ବିରୋଧରେ ହୋଇଥିବା ଏକ ଆବେଦନକୁ…
ବ୍ରେକ୍ଅପ୍ ହୋଇଥିବା ସ୍ପଷ୍ଟ କଲେ ମଲାଇକା !
ବମ୍ବେ: କେଇ ମାସ ତଳେ ବିବାହକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଖବର ଶିରୋନାମା ପାଲଟିଛି ବଲିଉଡର ଜଣେ ଲର୍ଭବାର୍ଡଙ୍କ ପ୍ରେମଜୀବନ। ଦୁହିଁଙ୍କ ବ୍ରେକ୍ଅପ୍ ହୋଇଥିବା ନେଇ ଗଳିକନ୍ଦିରେ କଥା ଉଠୁଛି। ଆମେ କହୁଛୁ ଅଭିନେତ୍ରୀ ମଲାଇକା ଅରୋରା ଏବଂ…
ସୁଦାନ ଗୃହ ଯୁଦ୍ଧ ଜନିତ ଯୌନ ହିଂସାକୁ ନିନ୍ଦା କଲା ଆମେରିକା
ଓ୍ବାଶିଂଟନ୍,୨୬।୮:ସୁଦାନ ଗୃହ ଯୁଦ୍ଧ ଜନିତ ଯୌନ ହିଂସାକୁ ନିନ୍ଦା କରିଛି ଆମେରିକା। ବୈଦେଶିକ ବିଭାଗ ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) ଏବଂ ସେମାନଙ୍କର ସହଯୋଗୀ ମିଲିସିଆକୁ ହିଂସା ପାଇଁ ଦାୟୀ କରିଛି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ଏକ…
ଏନସିପିରେ କୌଣସି ବିଭାଜନ ନାହିଁ: ଶରଦ ପାଓ୍ବାର…
ମୁମ୍ବାଇ,୨୬।୮: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଶନିବାର ତାଙ୍କ ଦଳରେ ବିଭାଜନକୁ ଏଡ଼ାଇ ଦେଇ କହିଛନ୍ତି ୍ ଏହା ସତ କଥା କିଛି ବିଧାୟକ ଦଳ ଛାଡିଛନ୍ତି, କିନ୍ତୁ କେବଳ ବିଧାୟକମାନେ ସମଗ୍ର ରାଜନୈତିକ ଦଳର ଅର୍ଥ…
ମନୁଷ୍ୟ ଚନ୍ଦ୍ରପୃଷ୍ଠରେ କାହିଁକି ହୋଇଯାଏ ମୁକ-କାଲ? ଜାଣନ୍ତୁ ଏହା ପଛର ବିଜ୍ଞାନ…
‘ଚନ୍ଦ୍ର’ ହେଉଛି ଗୋଟିଏ ମାତ୍ର ଉପଗ୍ରହ ଯାହା ଉପରେ ମନୁଷ୍ୟ ପାଦ ରଖିଛି। ହେଲେ ଅନେକ ସମୟରେ ପ୍ରଶ୍ନ ଉଠେ ଯେ କାହିଁକି ଚନ୍ଦ୍ରପୃଷ୍ଠରେ ଲୋକେ କଥାବାର୍ତ୍ତା କରିପାରନ୍ତି ନାହିଁ। ବୈଜ୍ଞାନିକଙ୍କ ମତରେ ପୃଥିବୀପୃଷ୍ଠରେ ବାୟୁମଣ୍ଡଳ ଥିବା ଯୋଗୁ ମଣିଷ ଅନ୍ୟର…
‘ଗୋମାତା’ କେଉଁ ଦେଶର ଜାତୀୟ ପଶୁ? ନାଁ ଜାଣିଲେ ବିଶ୍ୱାସ ହେବ ନାହିଁ…
ଭାରତରେ ଗୋମାତାଙ୍କୁ ପୂଜା କରାଯାଏ। ହିନ୍ଦୁ ଧର୍ମାବଲମ୍ବୀ ତାଙ୍କୁ ମା’ ବୋଲି ମାନିଥାନ୍ତି। ହେଲେ ଗାଈ ଭାରତର ଜାତୀୟ ପଶୁ ନୁହେଁ। ରୟାଲ ବେଙ୍ଗଲ ଟାଇଗର ଭାରତର ଜାତୀୟ ପଶୁ ମାନ୍ୟତା ପାଇଛି। ହେଲେ ଏମିତି ଏକ ଦେଶ ଅଛି ଯାହାର…
ଅଟଳ ପେନସନ ଯୋଜନା: ବୃଦ୍ଧାବସ୍ଥା ଲାଗି ପ୍ରତି ମାସରେ ଜମା କରନ୍ତୁ ୨୧୦ ଟଙ୍କା, ୫୦୦୦ ପେନସନର ଗ୍ୟାରେଣ୍ଟି
ନୂଆଦିଲ୍ଲୀ,୨୬।୮: ସମସ୍ତେ ନିଜ ରୋଜଗାରରୁ କିଛି ସଞ୍ଚୟ କରିବାକୁ ଚେଷ୍ଟା କରନ୍ତି। ଏହାକୁ ଏପରି ସ୍ଥାନରେ ବିନିଯୋଗ କରିବାକୁ ଚାହାଁନ୍ତି, ଯାହାଫଳରେ ସେମାନଙ୍କୁ ବୃଦ୍ଧାବସ୍ଥାରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିବ ନାହିଁ। ବର୍ତ୍ତମାନ ସମୟରେ ଅନେକ ପ୍ରକାରର ପେନସନ ଯୋଜନା…
ସ୍ପେସଏକ୍ସ ଲଞ୍ଚ କଲା ନୂଆ ସ୍ପେଶ ଷ୍ଟେଶନ ଦଳ, ଏଥିରେ ରହିବେ ୪ ଦେଶର ମହାକାଶ ଯାତ୍ରୀ
ଓ୍ବାଶିଂଟନ,୨୬।୮: ଚାରୋଟି ଦେଶର ୪ ମହାକାଶ ଯାତ୍ରୀଙ୍କୁ ନେଇ ସ୍ପେସଏକ୍ସ ଏକ ନୂଆ ମହାକାଶ ଷ୍ଟେଶନ ଦଳ ଲଞ୍ଚ କରିଛି। ସୂଚନାଯୋଗ୍ୟ, ଚାରିଜଣ ବ୍ୟକ୍ତି ସ୍ପେସ ଏକ୍ସ ଫାଲକନ ୯ ରକେଟରେ ଫ୍ଲୋରିଡାର କେନେଡି ସ୍ପେସ ସେଣ୍ଟରରୁ ଏକ ସଫଳ ଉଡାଣ…
Archives


