ବାହ୍ୟ ମଳମୁକ୍ତ ଗାଁ ଯୋଜନା ବାଟବଣା
କେନ୍ଦ୍ରାପଡ଼ା,୨୪ା୭(ଜଗନ୍ନାଥ ଧଳ): କେନ୍ଦ୍ରପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଫେଲ୍ ମାରିଛି କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ପରିମଳ ଯୋଜନା। ପାଇଖାନା ନିର୍ମାଣ ନ ହୋଇ ଲକ୍ଷାଧିକ ଟଙ୍କା ପୁରସ୍କାର ଅର୍ଥ ଆତ୍ମସାତ୍ ହୋଇଛି। ଗାଁ ମୁଣ୍ଡରେ ବାହ୍ୟ ମଳମୁକ୍ତ ଅଞ୍ଚଳ ବୋଲି ଘୋଷଣା…
ଓରତ ଘାଟ ସେତୁ ଗୋବରୀ ନଦୀରେ ପଠା ସୃଷ୍ଟି
ମହାକାଳପଡ଼ା,୨୪ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗୋବରୀ ନଦୀର ଉପର ମୁଣ୍ଡରୁ ଜଳ ସ୍ରୋତ ହ୍ରାସ ପାଇବା ଯୋଗୁ ଅନେକ ସ୍ଥାନରେ ବାଲି ପଙ୍କ ମାଟି ଜମିବା ଯୋଗୁ ପଠା ସୃଷ୍ଟି ହୋଇଛି। ଫଳରେ ଉପର ମୁଣ୍ଡରୁ…
ତାଲିବାନ ସରକାରଙ୍କୁ ଅନ୍ତର୍ଜାତୀୟ ସ୍ବୀକୃତିରେ ଆମେରିକା ସାଜିଛି ପ୍ରତିବନ୍ଧକ…
କାବୁଲ,୨୪।୭ : ତାଲିବାନ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମୁଲ୍ଲା ମହମ୍ମଦ ୟାକୁବ ମୁଜାହିଦଙ୍କୁ ନିଯୁକ୍ତ କରିଛି। ଆମେରିକାକୁ ଟାର୍ଗେଟ କରି ସେ କହିଛନ୍ତି ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ଅନ୍ତର୍ଜାତୀୟ ସ୍ବୀକୃତି ପାଇଁ ଆମେରିକା ଏକ ପ୍ରତିବନ୍ଧକ ସାଜିଛି। ଏକ ରିପୋର୍ଟ…
ମଝି ସମୁଦ୍ରରେ ଡଙ୍ଗାବୁଡ଼ି: ୧୫ ମୃତ, ୧୯ ନିଖୋଜ…
ଜାକର୍ତ୍ତା,୨୪।୭ : ରବିବାର-ସୋମବାର ମଧ୍ୟରାତ୍ରିରେ ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପ ନିକଟରେ ମଝି ସମୁଦ୍ରରେ ଏକ ଡଙ୍ଗା ବୁଡ଼ିଯାଇଛି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଅନ୍ୟ ୧୯ ଜଣ ନିଖୋଜ ଅଛନ୍ତି। ଜାତୀୟ ସନ୍ଧାନ ଏବଂ ଉଦ୍ଧାରକାରୀ ସଂସ୍ଥା ଏହି…
୩ ବର୍ଷ ପରେ ପୁଣି ୧୫ ଦିନିଆ ଭିଜା ମୁକ୍ତ ପ୍ରବେଶ ଆରମ୍ଭ କରିବ ଚାଇନା…
ବେଜିଂ,୨୪।୭ : ଚାଇନା ପୁଣି ୧୫ ଦିନିଆ ଭିଜା ମୁକ୍ତ ପ୍ରବେଶ ଆରମ୍ଭ କରିବାକୁ ଯାଉଛି। ବୁଧବାର ଠାରୁ ସିଙ୍ଗାପୁର ଏବଂ ବ୍ରୁନେଇର ନାଗରିକଙ୍କ ପାଇଁ ଚାଇନା ୧୫ ଦିନିଆ ଭିଜା ମୁକ୍ତ ପ୍ରବେଶ ଆରମ୍ଭ କରିବ। ଉଭୟ ଦେଶର ନାଗରିକମାନେ…
କେନାଲ ପାର୍ଶ୍ୱ ଜମିରେ ତଳିରୁଆ, ଢିପ ଶୁଖିଲା
ମହାକାଳପଡ଼ା, ୨୪ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକରେ ମୌସୁମୀ ବର୍ଷା ନାଁ ଧରୁନି। ଜଳ ଅଭାବ ଯୋଗୁ ଚାଷ ଜମି ପଡ଼ିଆ ପଡ଼ିଛି। ପଡ଼ିଆ ଜମିରେ ଗୋରୁ ଚରୁଛନ୍ତି। ଆଉ କେଉଁଠି ଖାଲ ଓ କେନାଲ ପାର୍ଶ୍ୱ…
ସ୍ପେନ୍ ନିର୍ବାଚନ: ଦକ୍ଷିଣପନ୍ଥୀ ପପୁଲାର ପାର୍ଟି ବିଜୟୀ, ବହୁମତ ନ ଥିବାରୁ ସରକାର ଗଠନ କରିବା କଷ୍ଟକର…
ମାଦ୍ରିଦ,୨୪।୭ : ସ୍ପେନର ସାଧାରଣ ନିର୍ବାଚନ ପାଇଁ ଭୋଟ ଗଣନା ପ୍ରାୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହା ସହିତ ଡଦକ୍ଷିଣପନ୍ଥୀ ପପୁଲାର ପାର୍ଟି (ପିପି) ନିର୍ବାଚନରେ ଜିତିଛି । ସ୍ପେନ ଭାଷା ଦୈନିକ ଖବରକାଗଜ ଏଲ ପଏସ ଅନୁଯାୟୀ, ଅନିଶ୍ଚିତ ଜାତୀୟ…
୮୯ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ବନ୍ଦ
ଭୁବନେଶ୍ୱର,୨୪ା୭(ଅନୁରାଧା ମହାରଣା): ସିଟ୍ ତୁଳନାରେ ଯୁକ୍ତ୨ ନାମଲେଖା ହାର କମ୍ ଥିବା ବା ଆଦୌ ହୋଇ ନ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏଚ୍ଏସ୍ଏସ୍୍) ଉପରେ ପଦକ୍ଷେପ ଆରମ୍ଭ ହୋଇଛି। ରାଜ୍ୟର ୮୯ଟି ଏଚ୍ଏସ୍ଏସ୍ରେ ଆଉ ନାମଲେଖା ହେବ ନାହିଁ। ସେହିପରି…
ଅପରେଶନ ପରେ ଏବେ ସୁସ୍ଥ ଅନୁଭବ କରୁଛି: ନେତାନ୍ୟାହୁ…
ଜେରୁଜେଲମ,୨୪।୭ : ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କର ସଫଳ ପେସମେକର ହାର୍ଟ ସର୍ଜରୀ କରାଯାଇଛି। ଏହି ଅପରେଶନ ଏପରି ଏକ ସମୟରେ ହୋଇଛି ଯେତେବେଳେ ଦେଶ ଆଗାମୀ ଦିନରେ ସଂସଦରେ ବିବାଦୀୟ ‘ଜୁଡିସିଆଲ ରିଫର୍ମସ’ ବିଲ ଉପରେ ଭୋଟ ଦେବାକୁ ଯାଉଛି।…
ହାର୍ ନ ମାନିବାଯାଏ ସଫଳ
୯ମ ଶ୍ରେଣୀରେ ପଢ଼ୁଥିବା ସମୟରେ ଏକ ଆଲବମ୍ ମାଧ୍ୟମରେ ଓଲିଉଡରେ ପାଦ ଥାପିଥିଲେ ଅଭିନେତ୍ରୀ ଦେବଯାନୀ ଦେଘୁରିଆ। ବେଙ୍ଗଲୀ ହୋଇ ମଧ୍ୟ ଓଡ଼ିଆ ପାଇଁ ଏକ ଅଲଗା ଆକର୍ଷଣ ତାଙ୍କୁ ଟାଣି ଆଣିଥିଲା ଓଲିଉଡ୍କୁ। ଓଡ଼ିଆ ଚଳଚ୍ଚିତ୍ର ରସିକ ନାଗର, ରଙ୍ଗିଲା…
ଆସୁଛି ଆଉ ଏକ ଲଘୁଚାପ, ବଢ଼ିବ ବର୍ଷା
ଭୁବନେଶ୍ୱର,୨୪ା୭(ଅନୁରାଧା ମହାରଣା): ସାରା ରାଜ୍ୟରେ ଏବେ ମୌସୁମୀ ବର୍ଷା ଜାରି ରହିଛି। ଖରା, ଗୁଳୁଗୁଳି ଭିତରେ ତୁହାକୁ ତୁହା ବର୍ଷୁଛି। ଶନିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଦକ୍ଷିଣ ଓଡ଼ିଶା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୩.୧ କିମି ଉଚ୍ଚତାରେ ବାୟୁମଣ୍ଡଳରେ…
ମୋ ଘର ପ୍ରତି ଲୋକେ ବିମୁଖ
ରସୁଲପୁର,୨୪ା୭(ରଞ୍ଜିତ ରାଉତ): ରାଜ୍ୟ ସରକାରଙ୍କ ମୋ ଘର ଯୋଜନା ପ୍ରତି ଲୋକେ ବିମୁଖ ହେଉଛନ୍ତି। ଜମି ସମସ୍ୟା ଓ ବ୍ୟାଙ୍କ ସହ ହିତାଧିକାରୀଙ୍କ ଚୁକ୍ତିନାମା ଭଳି କେତେକ ବ୍ୟବସ୍ଥା ଯୋଜନା ପ୍ରତି ଅନାଗ୍ରହ ସୃଷ୍ଟି କରୁଛି। ସେହିପରି ଘରବାରି ଜମି ସମସ୍ୟା…
Archives


