Home

କେରଳ ବିଧାନସଭା ବାଚସ୍ପତିଙ୍କ ବିରୋଧରେ ହିନ୍ଦୁ ଦେବୀଦେବତାଙ୍କୁ ଅପମାନିତ କରିଥିବା ଅଭିଯୋଗ…

ଥିରୁଭାନନ୍ତପୁରମ୍‌,୨୫।୭ : ମଙ୍ଗଳବାର ଭାଜପା ଓ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କେରଳ ବିଧାନସଭା ବାଚସ୍ପତି ଏଏନ ଶାମସିରଙ୍କ ବିରୋଧରେ ହିନ୍ଦୁ ଦେବୀଦେବତାଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣିଛନ୍ତିି। ସେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଲୋକ ସଭା ସନ୍ଧ୍ୟା ୫ଟା ଯାଏ ସ୍ଥଗିତ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ନୂଆଦିଲ୍ଲୀ,୨୫।୭: ସଂସଦର ମୌସୁମୀ ଅଧିବେଶନରେ ମଣିପୁର ପ୍ରସଙ୍ଗରେ ଉତ୍ତେଜନା ଜାରି ରହିଛି। ମଣିପୁର ହିଂସା ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ସଂସଦରେ ପ୍ରଧାନମନ୍ତ୍ରୀ ଏକ ବିବୃତ୍ତି ଦେବାକୁ ଦାବି କରି ବିରୋଧୀ ଦଳ ଜିଦ ଧରିଛନ୍ତି। ଏଥି ସହ…

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ଖାଦ୍ୟ ଯୋଗାଣ ଜାରି ରଖି ଅଭାବୀ ଦେଶମାନଙ୍କୁ ସାହାଯ୍ୟ କରିଛି: ଜାତିସଂଘରେ କହିଲା ଭାରତ…

ଜେନେଭା,୨୫।୭ : ୟୁକ୍ରେନ ବିବାଦ ମଧ୍ୟରେ ଭାରତ ଖାଦ୍ୟ ଯୋଗାଣରେ ବାଧା ହ୍ରାସ କରି ଅଭାବୀ ଦେଶମାନଙ୍କୁ ମଧ୍ୟ ସାହାଯ୍ୟ କରିଛି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧ ପାକିସ୍ତାନ, ଶ୍ରୀଲଙ୍କା ଭଳି ଦେଶକୁ ମଧ୍ୟ ପ୍ରଭାବିତ କରିଛି। ଫଳରେ…

ବ୍ରିଟିଶ ପାକିସ୍ତାନୀ କଟ୍ଟରପନ୍ଥୀ ପ୍ରଚାରକ ଅଞ୍ଜମଙ୍କ ଆତଙ୍କବାଦୀଙ୍କ ସହ ଲିଙ୍କ ଥିବା ଅଭିଯୋଗ

ଲଣ୍ଡନ,୨୫।୭: କଟ୍ଟରପନ୍ଥୀ ଇସଲାମ ପ୍ରଚାରକ ଅଞ୍ଜମ ଚୌଧୁରୀଙ୍କୁ ଆତଙ୍କବାଦ ସମ୍ବନ୍ଧୀୟ ଅପରାଧ ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କୁ ଲଣ୍ଡନ କୋର୍ଟରେ ହାଜର କରାଯିବ। ଚୌଧୁରୀଙ୍କ ପାଖରେ ବ୍ରିଟେନ ଏବଂ ପାକିସ୍ଥାନର ନାଗରିକତ୍ୱ ଅଛିି। ମହାନଗର ନିଗମ ପୋଲିସ ତାଙ୍କୁ ଏକ ନିଷିଦ୍ଧ…

ସଞ୍ଜୟ ସିଂଙ୍କ ନିଲମ୍ବନର ବିରୋଧ ପ୍ରଦର୍ଶନରେ ପହଞ୍ଚିଲେ ଶରଦ ପାଓ୍ବାର

ନୂଆଦିଲ୍ଲୀ,୨୫।୭: ଗତ ଦୁଇ ମାସ ଧରି ମଣିପୁରରେ ଚାଲିଥିବା ହିଂସାକୁ ନେଇ ସଂସଦର ମୌସୁମୀ ଅଧିବେଶନରେ ଉତ୍ତେଜନା ଜାରି ରହିଛି। ବିରୋଧୀ ଏମ୍‌ପିମାନେ ସରକାରଙ୍କ ବିରୋଧରେ ଲଗାତାର ନାରାବାଜି କରୁଛନ୍ତି। ଏହି ସମୟରେ ସୋମବାର ଆମ ଆଦମୀ ଦଳର ଏମ୍‌ପି ସଞ୍ଜୟ…

ଚାଇନା ଅଧିକାରୀଙ୍କ ସହିତ ଉତ୍ତରକୋରିଆ ଗସ୍ତ କରିବେ ରୁଷିଆ ପ୍ରତିରକ୍ଷାମନ୍ତ୍ରୀ…

ମସ୍କୋ/ପ୍ୟୋଙ୍ଗୟାଙ୍ଗ/ବେଜିଂ,୨୫।୭ : ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଖୁବ ଶୀଘ୍ର ଉତ୍ତର କୋରିଆ ଗସ୍ତ କରିବେ। ରୁଷିଆର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ଚାଇନାର ଏକ ପ୍ରତିନିଧୀ ଦଳ ମଧ୍ୟ ଉତ୍ତର କୋରିଆ ଗସ୍ତ କରିବେ। ଉତ୍ତର କୋରିଆ କୋରିଆ ଯୁଦ୍ଧର ୭୦ ତମ…

ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ

କେନ୍ଦ୍ରପଡା,୨୫।୭(ଜଗନ୍ନାଥ ଧଳ): ଇଣ୍ଟରନେଟ ଯୁଗରେ ବିଜ୍ଞାନର ପ୍ରଗତି ସତ୍ତ୍ୱେ ଏବେ ବି କିଛି ଲୋକ କୁସଂସ୍କାର ଅନ୍ଧବିଶ୍ୱାସକୁ ଜାବୁଡି ଧରିଛନ୍ତି । ସେମାନେ ଅନ୍ଧବିଶ୍ୱାସର କବଳରେ ପଡି ନରହତ୍ୟା ପରି ବିଭିତ୍ସକାଣ୍ଡ ଘଟାଇବାକୁ ଟିକିଏ ବି ପଛାଉନାହଁାନ୍ତି । ଗୁଣିଗାରେଡି ସଂନ୍ଦେହରେ…

୯ ଭାରତୀୟ ଧୀବରଙ୍କୁ ଗିରଫ କଲେ ଶ୍ରୀଲଙ୍କା ନୌସେନା…

କଲମ୍ବୋ,୨୫।୭ : ଶ୍ରୀଲଙ୍କା ନୌସେନା ନଅ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି ଏବଂ ଏହାର ଦୁଇଟି ଟ୍ରଲରକୁ ଏହାର ସାମୁଦ୍ରିକ ଜଳ ସୀମା ଭିତରେ ବେଆଇନ ମାଛ ଧରିବା ଅଭିଯୋଗରେ ଜବତ କରିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଏକ ସରକାରୀ…

ପାଞ୍ଚ ଦିବସୀୟ ଗସ୍ତରେ ଭାରତ ଆସିବେ ବାଇଡେନଙ୍କ ବିଶେଷ ଦୂତ ଜନ କେରି

ଓ୍ବାଶିଂଟନ୍‌,୨୫।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିଶେଷ ଦୂତ ଜନ କେରି ଭାରତ ଗସ୍ତରେ ଆସୁଛନ୍ତି॥ ଜୁଲାଇ ୨୫ ରୁ ୨୯ ପର୍ଯ୍ୟନ୍ତ ତାଙ୍କର ଗସ୍ତ ସମୟରେ ସେ ଦିଲ୍ଲୀ ଏବଂ ଚେନ୍ନାଇ ଗସ୍ତ କରିବେ। ଚେନ୍ନାଇ ଗସ୍ତ ସମୟରେ କେରି…

ଆମକୁ ଯେଉଁଠିକି ଡାକ ଯିବୁ, ଆମେ ଇଣ୍ଡିଆ: ମୋଦିଙ୍କୁ ରାହୁଲଙ୍କ ଜବାବ…

ନୂଆଦିଲ୍ଲୀ,୨୫।୭ : ବିରୋଧୀ ଦଳର ମିଳିତ ମେଣ୍ଟକୁ ଇଣ୍ଡିଆ ନାମରେ ନାମିତ କରିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଇଷ୍ଟ ଇଣ୍ଡିଆ କମ୍ପାନୀରେ ଭାରତ ଅଛି ଏବଂ ଇଣ୍ଡିଆନ ମୁଜାହିଦ୍ଦିନରେ ଜଣେ ଇଣ୍ଡିଆ ଅଛି।…

ଓ୍ବାଗନର ଗ୍ରୁପ୍‌ ସୈନ୍ୟ ପହଞ୍ଚିଲେ ବେଲାରୁଷ: ସ୍ବାଗତ କଲେ ରାଷ୍ଟ୍ରପତି…

ମସ୍କୋ,୨୫।୭ : ୱାଗନର୍‌ ଗ୍ରୁପ୍‌ର ହଜାର ହଜାର ଭଡ଼ାଟିଆ ସୈନ୍ୟ ବେଲରୁଷରେ ପହଞ୍ଚିଛନ୍ତି। ଏକ ସାମରିକ ମନିଟରିଂ ଗୋଷ୍ଠୀ ଏହି ସୂଚନା ଦେଇଛନ୍ତି। ୱାଗନର୍‌ ଗ୍ରୁପ୍‌ରପ୍ରାୟ ୩,୪୫୦ରୁ ୩,୬୫୦ ସୈନିକ ୟୁକ୍ରେନ ସୀମାର ୨୩୦ କିଲୋମିଟର ଉତ୍ତରରେ ଥିବା ଆସିପୋଭିଚି ନିକଟ…

ଚାଇନାର ଅର୍ଥ ବ୍ୟବସ୍ଥା ସଙ୍କଟରେ: ୨୪ ସଦସ୍ୟ ପଲିଟି ବ୍ୟୁରୋ ବୈଠକରେ ଆଲୋଚନା…

ବେଜିଂ,୨୫।୭ : ଚାଇନାର ବରିଷ୍ଠ ନେତାମାନେ ସୋମବାର ୨୪ ସଦସ୍ୟ ବିଶିଷ୍ଟ ପଲିଟି ବ୍ୟୁରୋର ଏକ ବୈଠକ କରିଛନ୍ତି। ଏଥିରେ ଦେଶର ସର୍ବୋଚ୍ଚ ପଦାଧିକାରୀମାନେ ଦାବି କରିଛନ୍ତି ଦେଶର ଅର୍ଥନୀତି ନୂତନ ଅସୁବିଧା ଏବଂ ଆହ୍ବାନର ସମ୍ମୁଖୀନ ହେଉଛି। ଅଧିକାରୀମାନେ ପ୍ରତିବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri