Home

ଚାଇନାରେ ବ୍ଲୁ ଆଲର୍ଟ

ବେଜିଂ,୧୭।୯: ରବିବାର ଦେଶର ଅଧିକାଂଶ ଅଞ୍ଚଳରେ ଖରାପ ପାଗ ପାଇଁ ଚାଇନାର ପାଣିପାଗ ବିଭାଗ କର୍ତ୍ତୃପକ୍ଷ ଏକ ବ୍ଲୁ ଆଲର୍ଟ ସୂଚନା ଜାରି କରିଛନ୍ତି। ସିନ୍ଧୁ ନ୍ୟୁଜ ଏଜେନ୍ସି ଜାତୀୟ ପାଣିପାଗ କେନ୍ଦ୍ରର ଉଦ୍ଦେଶ୍ୟରେ କହିଛି ଯେ ରବିବାର ଅପରାହ୍ନ ୨ଟାରୁ…

ପାକିସ୍ତାନର ୨୯ ତମ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ କାଜି ଫୈଜ ଇସା

ଇସଲାମାବାଦ,୧୭।୯: ଜଷ୍ଟିସ କାଜି ଫୈଜ ଇସା ରବିବାର ପାକିସ୍ତାନର ୨୯ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବରେ ତାଙ୍କର କାର୍ଯ୍ୟକାଳ ୧୩ ମାସ ହେବ, ଯାହା ଅକ୍ଟୋବର ୨୫, ୨୦୨୪ ରେ ଶେଷ…

ପ୍ରାରମ୍ଭରୁ ୬ ଉଇକେଟ ହରାଇ ସଙ୍କଟରେ ଶ୍ରୀଲଙ୍କା

କଲମ୍ବୋ,୧୭।୯: କଲମ୍ବୋସ୍ଥିତ ଆର୍‌.ପ୍ରେମଦାସା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ୨୦୨୩ ଏସିଆ କପ୍‌ ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଶ୍ରୀଲଙ୍କା ବ୍ୟାଟର ପଡ଼ିଆକୁ ଓହ୍ଲାଇ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର…

ବିମାନବନ୍ଦରରେ ନଜର ଆସିଲେ କରୀନାଙ୍କ ପୂରା ପରିବାର

ମୁମ୍ବାଇ: ଅଭିନେତା ସୈଫ୍‌ ଅଲି ଖାନ ଏବଂ କରୀନା କପୁର ତାଙ୍କର ଦୁଇ ପୁଅ ତୈମୁର ଏବଂ ଜେହ୍‌ଙ୍କ ସହ ମୁମ୍ବାଇ ବିମାନବନ୍ଦରରେ ରବିବାର ନଜର ଆସିଛନ୍ତି। କେଉଁଆଡ଼େ ଛୁଟି ମନାଇବା ପାଇଁ ବାହାରିିଥିବା ଅନୁମାନ କରାଯାଉଛି। ସୈଫ୍‌ ଏକ ମେରୁନ୍‌…

ପ୍ଲାଷ୍ଟର ଅଫ ପ୍ୟାରିସର ଗଣେଶ ମୂର୍ତ୍ତି ବିସର୍ଜନ କରା ଯାଇପାରିବ ନାହିଁ, କିନ୍ତୁ ବିକ୍ରି ହୋଇପାରିବ: ମାଡ୍ରାସ ହାଇକୋର୍ଟ…

ଚେନ୍ନାଇ,୧୭।୯ : ବାଣିଜ୍ୟ କରିବାର ଅଧିକାର ଏବଂ ପରିବେଶର ସୁରକ୍ଷା ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଥିବାବେଳେ ମାଡ୍ରାସ ହାଇକୋର୍ଟ କହିଛନ୍ତି ପ୍ୟାରିସର ପ୍ଲାଷ୍ଟରରେ ନିର୍ମିତ ଗଣେଶ ମୂର୍ତ୍ତି ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ। କିନ୍ତୁ ଏହାକୁ…

ହାତୀ କି ଘୋଡା ନୁହେଁ ଭିନ୍ନ ଏକ ରାଜକୀୟ ଢଙ୍ଗରେ ପରିଣିତିଙ୍କୁ ବିବାହ କରିବାକୁ ଶୋଭାଯାତ୍ରାରେ ଆସିବେ ରାଘବ

ମୁମ୍ବାଇ: ବଲିଉଡ କୁଇନ ପରିଣିତି ଚୋପ୍ରା ଓ ରାଜନେତା ରାଘବ ଚଢା ବିବାହକୁ ନେଇ ଏବେ ଖୁବ ଚର୍ଚ୍ଚାରେ ରହୁଥିବା ବେଳେ ଆଉ ମାତ୍ର କିଛିଦିନ ମଧ୍ୟରେ ଏମାନେ ସବୁଦିନ ପାଇଁ ଏକାଠି ହୋଇଯିବେ। ସେପ୍ଟେମ୍ବର ୨୪ରେ ଏମାନେ ଉଦୟପୁରରେ ରାଜକୀୟ…

ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ପ୍ରଶଂସା, କଂଗ୍ରେସକୁ କଟାକ୍ଷ…ସିଡବ୍ଲୁସି ବୈଠକ ମଧ୍ୟରେ ହାଇଦ୍ରାବାଦରେ ଲାଗିଲା ଦଳ ବିରୋଧୀ ପୋଷ୍ଟର

ହାଇଦ୍ରାବାଦ,୧୭।୯: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ମଧ୍ୟରେ ହାଇଦ୍ରାବାଦରେ ଦଳକୁ ସମାଲୋଚନା କରୁଥିବା ଅନେକ ପୋଷ୍ଟର ଏବଂ ହୋର୍ଡିଂ ଲଗାାଯାଇଛି। ଏହି ବୈଠକ ପରେ ରବିବାର ଦଳ ଜାରି କରିବାକୁ ଥିବା କଂଗ୍ରେସର ୬ଟି ଗ୍ୟାରେଣ୍ଟିକୁ ନେଇ କଟାକ୍ଷ କରାଯାଇଛି। ପୋଷ୍ଟରରେ ଏହା…

ପରିସ୍ରାଗାର ପାଲଟିଛି ମୃଣ୍ମୟ ମୂର୍ତ୍ତିଙ୍କ ଗୋଦାମ ଘର, କାର୍ଯ୍ୟାନୁଷ୍ଠାନ ଦାବି

କେନ୍ଦୁଝର,୧୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାପାଳଙ୍କ କାଯର୍‌ୟାଳୟ ପରିସରରେ ଥିବା ଶୌଚାଳୟରେ ବିଶ୍ୱକର୍ମା ଓ ଗଣେଶ ପୂଜା ପାଇଁ ବାହାରୁ ମୃଣ୍ମୟ ମୂର୍ତ୍ତି ଆଣି ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ଉକ୍ତ ଅପରିଷ୍କାର ପରିସ୍ରାଗାରରେ ବାହାରୁ ଆଣିଥିବା ମୂର୍ତ୍ତିଗୁଡ଼ିକୁ ରଖିଥିବାରୁ…

ଏସିଆନ୍‌ ଗେମ୍ସ ୨୦୨୩: ମହିଳା-ପୁରୁଷ କ୍ରିକେଟ୍‌ ଟିମ୍‌ରେ ପରିବର୍ତ୍ତନ

ନୂଆଦିଲ୍ଲୀ,୧୭।୯:ଏସିଆନ ଗେମ୍ସ ଲାଗି ପୁରୁଷ ଏବଂ ମହିଳା କ୍ରିକେଟ ଦଳରେ ଛୋଟ ପରିବର୍ତ୍ତନ କରିଛି ବିସିସିଆଇ। ସେପ୍ଟେମ୍ବର ୨୩ରୁ ଆୟୋଜିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଲାଗି ଉଭୟ ଟିମ୍‌ର ଗୋଟିଏ ଗୋଟିଏ ଖେଳାଳି ବଦଳିଛନ୍ତି। ପୁରୁଷ କ୍ରିକେଟ ଟିମ୍‌ରେ ଦ୍ରୁତ…

୪୩ ପାଇଲଟଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲା ଅକାଶା ଏୟାର

ନୂଆଦିଲ୍ଲୀ,୧୭।୯: ବେସରକାରୀ ବିମାନ କମ୍ପାନୀ ଅକାଶା ଏୟାର ଏହାର ୪୩ ପାଇଲଟ୍‌ଙ୍କ ବିରୋଧରେ କୋଟର୍ର୍ ଯିବାକୁ ନିଷ୍ପତ୍ତି ନେଇଛି। ନୋଟିସ ନ ଦେଇ କର୍ମଚାରୀମାନେ କମ୍ପାନୀ ଛାଡ଼ିଥିବାରୁ ବମ୍ବେ ହାଇକୋର୍ଟରେ ଏକ ଯାଚିକା ଦାୟର କରାଯାଇଛି। ଚୁକ୍ତି ଅନୁଯାୟୀ ନିର୍ଦ୍ଧାରିତ ୬…

ଇପିଏଫ୍‌ଓକୁ ସୁଧ ହାର ଘୋଷଣା ନ କରିବାକୁ ନିର୍ଦ୍ଦେଶ !

ନୂଆଦିଲ୍ଲୀ,୧୭।୯: ପ୍ରତି ଆର୍ଥିକ ବର୍ଷ ଲାଗି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ସୁଧ ହାର ନେଇ ଘୋଷଣା କରିଥାଏ। ହେଲେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ(ସିବିଟି) ମନ୍ତ୍ରଣାଳୟର ପୂର୍ବ ଅନୁମୋଦନ ବିନା ଆରମ୍ଭରୁ ଏହାକୁ ସର୍ବସାଧାରଣରେ ଘୋଷଣା…

ଭଉଣୀ ଗୀତାଙ୍କ ଶେଷଦର୍ଶନ କଲେ ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୭ା୯: ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ଶେଷଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଗୀତାଙ୍କ ଭାଇ ନବୀନ ପଟ୍ଟନାୟକ। ରବିବାର ଦିଲ୍ଲୀ ଯାଇ ଭଉଣୀ ଗୀତାଙ୍କ ଶେଷ ଦର୍ଶନ କରିଛନ୍ତି। ଭଉଣୀଙ୍କ ପରଲୋକରେ ଗଭୀର ମର୍ମାହତ ଥିବା ନବୀନ କହିଛନ୍ତି। ସୂଚନାଯୋଗ୍ୟ, ଗୀତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?