Home

ସ୍କୁଲ୍‌ରେ ମା’ ପଢ଼ିବେ ପାଠ

ଭୁବନେଶ୍ୱର, ୨୫।୯(ଅସମାପିକା ସାହୁ):ରାଜ୍ୟର ସରକାରୀ ପ୍ରାଥମିକ ସ୍କୁଲ ଛାତ୍ରୀଛାତ୍ରଙ୍କ ମା’ମାନେ ପାଠ ପଢ଼ିବେ। ଏଥିପାଇଁ ଗଣଶିକ୍ଷା ବିଭାଗ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛି। ଆସନ୍ତା ଅକ୍ଟୋବରରୁ ପ୍ରତି ୨ମାସରେ ଥରେ ସ୍କୁଲରେ ମା’ମାନଙ୍କ ବୈଠକ କରାଯିବ। ସେମାନେ କିଭଳି ନିଜର…

‘ଓୱାଇସି କେସିଆର୍‌ଙ୍କ ଗୁରୁ’

ନୂଆଦିଲ୍ଲୀ,୨୫।୯: ମହିଳା ସଂରକ୍ଷଣ ବିଲ ସପକ୍ଷରେ ଭୋଟ ନ ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ ଅଲ ଇଣ୍ଡିଆ ମଜଲିସ ଇତେହାଦୁଲ ମୁସଲିମ (ଏଆଇଏମଆଇଏମ) କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଏଆଇଏମଆଇଏମ ହେଉଛି ଏକମାତ୍ର ଦଳ…

ଭାରତୀୟ ରୋୟର, ଶୁଟରଙ୍କ ଚମକ

ହାଙ୍ଗଝୋ, ୨୫।୯ (ପି.ଟି.): ଚଳିତ ଏସିଆନ ଗେମ୍ସରେ ଦମ୍‌ଦାର ପ୍ରଦର୍ଶନ ସହ ଭାରତ ଅଭିଯାନ ଆରମ୍ଭ କରିଛି। ରବିବାର ଇଭେଣ୍ଟ ଆରମ୍ଭର ପ୍ରଥମ ଦିବସରେ ଭାରତ ୩ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ହାସଲ କରିଛି। ରୋଇଂର ପୁରୁଷ ଲାଇଟଓ୍ବେଟ…

ସୃଷ୍ଟି ହୁଏ ୨୭ ପ୍ରକାର ପ୍ରେମ ଆବେଗ

ନୂଆଦିଲ୍ଲୀ,୨୫ା୯ (ପି.ଟି.): ମାନବ ଶରୀରର ବିଭିନ୍ନ ସ୍ଥାନରେ ୨୭ ପ୍ରକାର ପ୍ରେମର ଅନୁଭୂତି ଓ ଏହାର ଆବେଗତା ଅନୁଭୂତ ହୋଇଥାଏ। ଗବେଷକମାନେ ଏକ ନୂତନ ଅଧ୍ୟୟନରୁ ଆବେଗ ସୃଷ୍ଟି ହେଉଥିବା ନିର୍ଦ୍ଦିଷ୍ଟ ସ୍ଥାନକୁ ଚିହ୍ନଟ କରିଛନ୍ତି। ଏହି ମ୍ୟାପ୍‌ ପ୍ରସ୍ତୁତି ଲାଗି…

କାନାଡା ପ୍ରତିରକ୍ଷା ମନ୍ତ୍ରୀଙ୍କ ବଦଳିଲା ସ୍ବର: କହିଲେ, ଭାରତ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ

ଅଟାଓ୍ବା,୨୫।୯: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଜାରି ରହିଛି। ଏହି ହତ୍ୟା ପାଇଁ ଭାରତକୁ ଦାୟୀ କରୁଥିବା କାନାଡା ପ୍ରତିରକ୍ଷା ମନ୍ତ୍ରୀଙ୍କ ସ୍ବର ବଦଳିଛି। ପ୍ରତିରକ୍ଷା ମନ୍ତ୍ରୀ ବିଲ ବ୍ଲେୟାର…

ଆମେରିକୀୟ ବିଦ୍ୟାଳୟ ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ୩୦ ରୁ ୧୬ଜଣ ମୂଳ ଭାରତୀୟ ଛାତ୍ରୀଛାତ୍ର…

ଓ୍ବାଶିଂଟନ,୨୫।୯ : ଆମେରିକାର ମାଧ୍ୟମିକ ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଏସଟିଇଏମ) ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ୩୦ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୧୬ ଜଣ ମୂଳ ଭାରତୀୟ ଅଟନ୍ତି। ଏହି ପ୍ରତିଯୋଗିତାର ନାମ ହେଉଛି…

ଅଜଣା ବନ୍ଧୁକଧାରୀଙ୍କ ଦ୍ୱାରା ନାଇଜେରିଆରେ ୧୪ ଜଣଙ୍କୁ ହତ୍ୟା,୬୦ ଅପହୃତ…

ଆବୁଜା,୨୫।୯: ନାଇଜେରିଆରେ ଗୁଳି ଚାଳନା ଓ ଅପହରଣ ମାମଲା ସାମ୍ନାକୁ ଆସିଛି। କିଛି ଅଜଣା ବନ୍ଧୁକଧାରୀ ୧୪ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହା ସହିତ ଉତ୍ତର-ପଶ୍ଚିମ ଜାମଫାରା ରାଜ୍ୟରେ ୬୦ ଜଣଙ୍କୁ ଅପହରଣ କରାଯାଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ…

ନିଜ ରାଷ୍ଟ୍ରଦୂତଙ୍କୁ ନାଇଜରରୁ ଫେରାଇ ଆଣିଲା ଫ୍ରାନ୍ସ…

ପ୍ୟାରିସ, ୨୫।୯: ଆଫ୍ରିକୀୟ ଦେଶ ନାଇଜରରେ ସାମରିକ କ୍ଷମତା ଦଖଲର ପ୍ରାୟ ଦୁଇମାସ ପରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ରବିବାର ଘୋଷଣା କରିଛନ୍ତି ନାଇଜରରୁ ଫ୍ରାନ୍ସ ନିଜର ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ସେ ଆହୁରି କହିଛନ୍ତି ଆଗାମୀ କିଛି…

ସିରିଜ୍‌କୁ ଆଗୁଆ କବ୍‌ଜା କଲା ଭାରତ

ଇନ୍ଦୋର,୨୪।୯: ଇନ୍ଦୋରର ହୋଲକାର ଷ୍ଟାଡିୟମରେ ରବିବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ୯୯ ରନ୍‌ରେ ବିଜୟୀ ହୋଇଛି। ଫଳରେ ୨-୦ରେ ଅଗ୍ରଣୀ ହୋଇ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ଆଗୁଆ ଜିତିନେଇଛି।…

ଏହି କମ୍ପାନୀରେ ସିଇଓ ଭାବେ ନିଯୁକ୍ତି ହେଲା ଏଆଇ ରୋବଟ

ପୋଲାଣ୍ଡ,୨୪।୯: ଏଆଇ ବା ଆଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଦୁନିଆରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥିପାଇଁ ଭବିଷ୍ୟତରେ ଲୋକମାନେ ଚାକିରି ହରାଇବାକୁ ଭୟ କରୁଛନ୍ତି। କର୍ମଚାରୀଙ୍କ ତୁଳନାରେ ଏଆଇ ରୋବଟ ଖୁବ ସହଜରେ ଏବଂ ଖୁବ୍‌ ଶୀଘ୍ର କାମ ଶେଷ କରୁଛି।…

ଇରାନରେ ୩୦ବୋମା ନିଷ୍କ୍ରୟ କଲା ଟିମ୍‌, ପାକିସ୍ତାନର ଲିଙ୍କ ଥିବା ଆଶଙ୍କା

ତେହେରାନ,୨୪।୯: ଇରାନ ପୋଲିସ ତେହେରାନରେ ଏକ ବଡ ଷଡଯନ୍ତ୍ରର ଖୁଲାସା କରିଛି। ତେହେରାନରେ ୩୦ଟି ବୋମାକୁ ନିଷ୍କ୍ରିୟ କରିଛି ବୋମା ନିଷ୍କ୍ରୟକାରୀ ଦଳ। ଏହି ମାମଲାରେ ପୋଲିସ ୨୮ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଏହି ଷଡଯନ୍ତ୍ର ପଛରେ ଇସଲାମିକ ଆତଙ୍କବାଦୀ…

କାନାଡାରୁ ମସୁର ଡାଲି ଆମଦାନୀ ଜାରି ରଖିବ ଭାରତ

ନୂଆଦିଲ୍ଲୀ,୨୪।୯: ଭାରତ ଓ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତା ଚରମରେ ପହଞ୍ଚିଛି। ଏହି ବିବାଦରେ ବିଶେଷ ପ୍ରଭାବ ପଡିଛି ଦୁଇ ଦେଶ ମଧ୍ୟରେ ଚାଲିଥିବା ବ୍ୟବସାୟ ମଧ୍ୟରେ। ଭାରତ କାନାଡା ଠାରୁ ସବୁଠାରୁ ଅଧିକ ମସୁର ଡାଲି ଆମଦାନୀ କରିଥାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?