Home

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବି ତେଜିଲା

ପୁରୀ, ୨୯ା୯(ଅଜିତ ମହାନ୍ତି):ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବାକୁ ଦୀର୍ଘଦିନ ହେବ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଆସୁଛି। ମାତ୍ର ପ୍ରଶାସନ କର୍ଣ୍ଣପାତ କରୁନାହିଁ। ତେଣୁ ତୁରନ୍ତ ୪ ଦ୍ୱାର ଖୋଲିବା ଦାବି ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅକ୍ଟୋବର…

ଇଣ୍ଡିଆନ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ ଉଦ୍‌ଯାପିତ

ଭୁବନେଶ୍ୱର,୨୫ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଫିଲ୍ମ ସୋସାଇଟି ଭୁବନେଶ୍ୱର ପକ୍ଷରୁ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଚାଲିଥିବା ୩ଦିନିଆ ଚତୁର୍ଥ ଇଣ୍ଡିଆନ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ(ଆଇଡିଏଫ୍‌ଏଫ୍‌ବି) ରବିବାର ଉଦ୍‌ଯାପିତ ହୋଇଯାଇଛି। ଅତିଥି ଭାବେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ, ଫିଲ୍ମ…

ମେଗା ଏସ୍‌ଏଚ୍‌ଜି ଇଣ୍ଟେନସିଭ କ୍ୟାମ୍ପେନିଙ୍ଗ

ଭୁବନେଶ୍ୱର,୨୫।୯ : ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ରବିବାର ଏକ ‘ମେଗା ଏସ୍‌ଏଚ୍‌ଜି ଇଣ୍ଟେନସିଭ କ୍ୟାମ୍ପେନିଙ୍ଗ’ ଭୁବନେଶ୍ୱରର କିଟ୍‌ ଅଡିଟୋରିୟମଠାରେ ଅନୁଷ୍ଠିତ ହେଇଯାଇଛି। ରାଜ୍ୟର ୧୬୧୬ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ପ୍ରାୟ ୧୦୦.୮୫ କୋଟି ଟଙ୍କାର ଋଣ…

ଜିଓର ସ୍ବତନ୍ତ୍ର ଅଫର

ଭୁବନେଶ୍ୱର,୨୫।୯: ରିଲାଏନ୍ସ ଜିଓ ପକ୍ଷରୁ ଏକ ସ୍ବତନ୍ତ୍ର ଅଫରର ଶୁଭାରମ୍ଭ କରାଯାଇଛି। ବିଶେଷକରି ଭାରତରେ ନିର୍ମିତ ଆଇଫୋନ୧୫କୁ ରିଲାଏନ୍ସ ଡିଜିଟାଲ, ଜିଓ ମାର୍ଟ କିମ୍ବା ରିଲାଏନ୍ସ ରିଟେଲ ଷ୍ଟୋରରୁ କିଣୁଥିବା ଗ୍ରାହକମାନେ ଏହି ଆକର୍ଷଣୀୟ ଅଫରର ଲାଭ ନେଇପାରିବେ। ଏପରିକି ରିଲାଏନ୍ସ…

ପରିଣୀତି, ରାଘବ ସାତ ଜନମର ସାଥୀ

ଉଦୟପୁର,୨୫ା୯: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତା ରାଘବ ଚଢ଼ା ଏବଂ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ସ୍ବାମୀ ଓ ସ୍ତ୍ରୀ। ରାଜସ୍ଥାନର ଉଦୟପୁରରେ ଏହି ହାଇପ୍ରୋଫାଇଲ ଯୋଡ଼ି ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଲୀଲା ପ୍ୟାଲେସ୍‌ରେ ଅନୁଷ୍ଠିତ…

ଗ୍ରହାଣୁ ପିଣ୍ଡ ନମୁନା ସହ ଫେରିଲା ନାସା କ୍ୟାପ୍‌ସୁଲ୍‌

ଓ୍ବାଶିଂଟନ,୨୫ା୯ : ଦୀର୍ଘ ୭ ବର୍ଷର ମହାକାଶ ଅଭିଯାନ ପରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର କ୍ୟାପ୍‌ସୁଲ୍‌ ରବିବାର ସଫଳତାର ସହ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଛି। ଏହି ମହାକାଶ ଯାନ ଏକ ଗ୍ରହାଣୁ ପିଣ୍ଡର ନମୁନା ସାଙ୍ଗରେ ଧରି ଆମେରିକାର…

୧୯ ପଳାତକ ଖଲିସ୍ତାନୀଙ୍କ ସମ୍ପତ୍ତି ଜବତ ହେବ

ନୂଆଦିଲ୍ଲୀ,୨୫ା୯: ଖଲିସ୍ତାନୀ ଆତଙ୍କବାଦୀ ତଥା ବେଆଇନ ଘୋଷିତ ବିଚ୍ଛିନ୍ନତାବାଦୀ ସଂଗଠନ ‘ଶିଖ୍‌ସ ଫର୍‌ ଜଷ୍ଟିସ’ର ମୁଖ୍ୟ ଗୁରପତଓ୍ବନ୍ତ ସିଂ ପନ୍ନୁନ୍‌ଙ୍କ ସମ୍ପତ୍ତି ଜବତ ହେବାର ଦିନକ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)୧୯ ଜଣ ପଳାତକ ଖଲିସ୍ତାନୀ ଆତଙ୍କବାଦୀଙ୍କ ସମ୍ପତ୍ତି ଜବତ…

ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ବିଶ୍ୱ ବାଣିଜ୍ୟର ଆଧାର ହେବ

ନୂଆଦିଲ୍ଲୀ,୨୫ା୯(ପି.ଟି.): ଆଗାମୀ ଶହ ଶହ ବର୍ଷ ପାଇଁ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ବିଶ୍ୱ ବାଣିଜ୍ୟର ଆଧାର ହେବାକୁ ଯାଉଛି। ଭାରତରେ ଏହାର ପରିକଳ୍ପନା କରାଯାଇଥିଲା ବୋଲି ଇତିହାସ ମନେରଖିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ…

ଦ୍ୱିତୀୟ ଦିନ ପାଇଁ ଚନ୍ଦ୍ରାବାବୁଙ୍କୁ ଜେରା

ରାଜମହେନ୍ଦ୍ରଭରମ୍‌,୨୫ା୯: ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଟିଡିପି ଅଧ୍ୟକ୍ଷ ଚନ୍ଦ୍ରାବାବୁ ନାଇଡୁଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ସିଆଇଡି ଅଧିକାରୀମାନଙ୍କ ଏକ ଟିମ୍‌ ରବିବାର ଦ୍ୱିତୀୟ ଦିନ ପାଇଁ ଜେରା କରିଛି। ଚନ୍ଦ୍ରାବାବୁ ଏବେ ରାଜମହେନ୍ଦ୍ରଭରମ କେନ୍ଦ୍ରୀୟ ଜେଲରେ ରହିଛନ୍ତି। ଶୁକ୍ରବାର ଦୁର୍ନୀତି…

ଟାୟାର ମରାମତିରୁ ସିଭିଲ ଜଜ୍‌

ପ୍ରୟାଗରାଜ,୨୫ା୯ : ଗାଡ଼ିର ଫଟା ଟାୟାର ମରାମତି କରୁଥିବା ଜଣେ ଯୁବକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଅହଦ ଅହମଦ (୨୬) ନାମକ ଏହି ଯୁବକ ପ୍ରୋଭିନ୍‌ସିଆଲ୍‌ ସିଭିଲ ସର୍ଭିସ (ଜୁଡିସିଆଲ୍‌) ଫାଇନାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ଜଣେ ସିଭିଲ୍‌…

ଆଦାନୀ, ପାଓ୍ବାର ଫିତା କାଟିଲେ

ଅହମ୍ମଦାବାଦ/ନୂଆଦିଲ୍ଲୀ,୨୫ା୯: ଜାତୀୟ ରାଜନୀତିକୁ ପୁଣି ସରଗରମ କରିଛି ଏକ ହାଇପ୍ରୋଫାଇଲ ମିଟିଂ। ଗୌତମ ଆଦାନୀ ଏବଂ ଶରଦ ପାଓ୍ବାର। ଜଣେ ଶାସକ ଭାଜପା ଆଡ଼କୁ ଢଳି ରହିଥିବା ବିଶିଷ୍ଟ ଶିଳ୍ପପତି ଓ ଅନ୍ୟ ଜଣେ ବିରୋଧୀ ମେଣ୍ଟର ପ୍ରବୀଣ ରାଜନେତା। ଉଭୟଙ୍କ…

ଅବପାତର ରୂପ ନେଇପାରେ ଲଘୁଚାପ

ଭୁବନେଶ୍ୱର,୨୫।୯(ଅନୁରାଧା ମହାରଣା):ଆସନ୍ତା ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ତଥା ପାଶର୍‌ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପର ରୂପ ନେବ। ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?