ବାୟୁ ପ୍ରଦୂଷଣ ଯୋଗୁ ୨୭ପ୍ରତିଶତ ସଫେଇ କର୍ମଚାରୀ ଫୁସଫୁସ ରୋଗରେ ପୀଡିତ
ନୂଆଦିଲ୍ଲୀ,୧।୭:ବର୍ତ୍ତମାନ ସାରା ବିଶ୍ୱ ବାୟୁ ପ୍ରଦୂଷଣ ପରି ସଙ୍କଟାପନ୍ନ ସ୍ଥିତି ଦେଇ ଗତି କରୁଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ବାୟୁ ପ୍ରଦୂଷଣ ଯୋଗୁ ସଫେଇ କର୍ମଚାରୀ, ଅଳିଆ ଉଠାଉଥିବା ବ୍ୟକ୍ତି ଏବଂ ସୁରକ୍ଷାକର୍ମୀ ଅଧିକ ପ୍ରଭାବିତ ହୋଇଥା’ନ୍ତି। ଦେଶରେ ପ୍ରାୟ ୯୭ପ୍ରତିଶତ…
୧୭ ରାଜ୍ୟର ୭ କୋଟି ଆଦିବାସୀ ସିକଲସେଲ-ଏନିମିଆରେ ପୀଡ଼ିତ, ମଧ୍ୟପ୍ରଦେଶରେ ଲଞ୍ଚ ହେବ ମିଶନ
ନୂଆଦିଲ୍ଲୀ,୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରୁ ସିକଲସେଲ-ଏନିମିଆ ବିଲୋପ ମିଶନ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଏକ ରୋଗ ଯାହା ଦେଶର ୧୭ଟି ରାଜ୍ୟରେ ୭ କୋଟିରୁ ଅଧିକ ଆଦିବାସୀଙ୍କୁ ଶିକାର କରିଛି। ଏହି ରୋଗ ମୁଖ୍ୟତଃ ଓଡ଼ିଶା, ଛତିଶଗଡ, ଝାଡଖଣ୍ଡ,…
ପାକିସ୍ତାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ଆତଙ୍କବାଦୀ ନିହତ
ବେଲୁଚିସ୍ତାନ,୧।୭:ପାକିସ୍ତାନର ଉତ୍ତର ୱାଜିରିସ୍ତାନ ଏବଂ ଟ୍ୟାଙ୍କ ସିଟିରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ତେବେ ସୁରକ୍ଷା କର୍ମୀଙ୍କ ଗୁଳିରେ ୬ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଟ୍ୟାଙ୍କ ସିଟିରେ ହୋଇଥିବା ଏନକାଉଣ୍ଟରରେ ତିନିଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସୁରକ୍ଷା ବାହିନୀ ସେମାନଙ୍କ…
ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ୨୪ ଘଣ୍ଟା ଭିତରେ ଫ୍ରାନ୍ସକୁ ପଠାଯାଉ: ୟୁରୋପୀୟ ଡାକ୍ତରଙ୍କ ଦାବି
ପ୍ୟାରିସ/ଲକ୍ଷ୍ନୌ,୧।୭: ଫ୍ରାନ୍ସରେ ଏକ ନାବାଳକକୁ ପୋଲିସ ଗୁଳି କରି ହତ୍ୟା କରିବା ପରେ ସହରରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦଙ୍ଗାରେ ଏପର୍ଯ୍ୟନ୍ତ ୮୭୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରାୟ ୫୦୦ ଘର ନଷ୍ଟ ହୋଇଯାଇଛି। ଏହି…
ମେକ୍ସିକୋରେ ୧୬ପୋଲିସ କର୍ମୀଙ୍କୁ ମୁକ୍ତ କଲେ ଅପହରଣକାରୀ
ମେକ୍ସିକୋ,୧।୭:ଦକ୍ଷିଣ ମେକ୍ସିକୋରେ ଅପହରଣକାରୀମାନେ ତିନି ଦିନ ପୂର୍ବରୁ ୧୬ଜଣ ପୋଲିସ କର୍ମୀଙ୍କୁ ଅପହରଣ କରିଥିଲେ। ସେମାନଙ୍କୁ ଶୁକ୍ରବାର ସେମାନଙ୍କୁ ଅପହରଣକାରୀ ମୁକ୍ତ କରିଛନ୍ତି। ଏନେଇ ମେକ୍ସିକୋର ଚିଆପାସ ରାଜ୍ୟର ରାଜ୍ୟପାଳ ରୁଟିଲିଓ ଏସ୍କାଣ୍ଡନ ଟ୍ବିଟରରେ ସୂଚନା ଦେଇଛନ୍ତି। ତେବେ ଏପର୍ଯ୍ୟନ୍ତ ଏହି…
ବୁଲଦାଣା ବସ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧।୭: ମହାରାଷ୍ଟ୍ରର ବୁଲଦାଣା ଜିଲାରେ ଏକ ଭୟଙ୍କର ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ ପିଲାଙ୍କ ସମେତ ୨୫ଜଣ ପ୍ରାଣ ହରାଇଛନ୍ତି। ପୋଲିସର ସୂଚନାନୁସାରେ ନାଗପୁରରୁ ଔରଙ୍ଗାବାଦ ରାସ୍ତାରେ ବସ ପ୍ରଥମେ ଏକ ଲୁହା ପୋଲକୁ ଧକ୍କା ଦେଇଥିଲା ଏବଂ…
ଟ୍ବିଟରର ନୂଆ ଫିଚର୍ସ:ଲଗ୍ ଇନ୍ ନ କଲେ ଦେଖି ପାରିବେ ନାହିଁ ଟ୍ବିଟ୍
ଓ୍ବାଶିଂଟନ୍,୧।୭:ସମ୍ପ୍ରତି ସମୟ ଏବଂ ୟୁଜର୍ସଙ୍କ ଚାହିଦାକୁ ଆଖି ଆଗରେ ରଖି ଟ୍ବିଟରରେ ବିଭିନ୍ନ ବିଭିନ୍ନ ପ୍ରକାର ଫିଚର୍ସକୁ ଯୋଡା ଯାଉଛି ଏବଂ କିଛିକୁ ପରିବର୍ତ୍ତନ ମଧ୍ୟ କରାଯାଉଛି। ଟ୍ବିଟର ଏକ ନୂଆ ଫିଚର୍ସ ଆଣିଛି ଯାହାଦ୍ୱାରା ୟୁଜର୍ସ ଲଗ୍ ଇନ ନ…
ପାକିସ୍ତାନରେ ବସ୍ ଦୁର୍ଘଟଣା: ୭ମୃତ,୨୦ଆହତ
ଇସଲାମବାଦ,୧।୭:ପାକିସ୍ତାନର ସିନ୍ଧ ପ୍ରଦେଶରେ ଦୁଇଟି ଦ୍ରୁତଗାମୀ ବସ୍ ଧକ୍କା ହେବା ଫଳରେ ୭ଜଣଙ୍କର ମତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛି। ପୋଲିସ ସୂଚନା ଉଯାୟୀ, ଦୁର୍ଘଟଣା ହୋଇଥିବା ଦୁଇଟି ବସ୍ ମଧ୍ୟରୁ…
ଆଜି ୟୁସିସି ଉପରେ କଂଗ୍ରେସର ସଂସଦୀୟ କମିଟିର ବୈଠକ: ଅଧ୍ୟକ୍ଷତା କରିବେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ,୧।୭: ଭାରତର ଆଇନ ଆୟୋଗର ବିଜ୍ଞପ୍ତି ପରେ ସମଗ୍ର ଦେଶରେ ୟୁନିଫର୍ମ ସିଭିଲ କୋର୍ଡ (ୟୁସିସି)ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସର ଷ୍ଟାଣ୍ଡ କ’ଣ ହେବ ସେନେଇ କଳ୍ପନାଜଳ୍ପନା କରାଯାଉଥିଲା। ଏଭଳି…
ଟାଇଟଲ ବଜାୟ ରଖିଲା ଭାରତ
ବୁସାନ (କୋରିଆ),୧।୭ (ପି.ଟି.): ଭାରତୀୟ ପୁରୁଷ କବାଡ଼ି ଦଳ ଏସିଆନ ଚାମ୍ପିୟନଶିପ୍ ଟାଇଟଲ ବଜାୟ ରଖିଛି। ଶୁକ୍ରବାର ଅନୁଷ୍ଠିତ ଏକ ହାଇଭୋଲଟେଜ୍ ଫାଇନାଲରେ ଦଳ ୪୨-୩୨ରେ ଇରାନକୁ ହରାଇ ଦେଇଛି। ମହାଦେଶୀୟ ଚାମ୍ପିୟନଶିପ୍ରେ ଭାରତର ଏହା ହେଉଛି ୮ମ ଟାଇଟଲ। ମ୍ୟାଚରେ…
ଦୁଲୀପ ଟ୍ରଫି: ପରାଜୟ ଦ୍ୱାରରେ ପୂର୍ବାଞ୍ଚଳ
ଅଲୁର, ୧।୭: ଏଠାରେ ଚାଲିଥିବା କେନ୍ଦ୍ରାଞ୍ଚଳ ବିପକ୍ଷ ଦୁଲୀପ ଟ୍ରଫି କ୍ୱାର୍ଟର ଫାଇନାଲରେ ପୂର୍ବାଞ୍ଚଳ ପରାଜୟର ଦ୍ୱାରରେ ପହଞ୍ଚତ୍ ଯାଇଛି। ବିଜୟ ଲକ୍ଷ୍ୟ ୩୦୦ ରନ ଥିବାବେଳେ ପୂର୍ବାଞ୍ଚଳ ଶୁକ୍ରବାର ୩ୟ ଦିବସ ଖେଳ ଶେଷ ବେଳକୁ ୬୯ ରନ ମଧ୍ୟରେ…
ଆଲ୍କାରାଜ, ସ୍ବିଟେକ ଟପ୍ସିଡ୍
ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଓ୍ବିମ୍ବେଲଡନ ଟେନିସ ଟୁର୍ନାମେଣ୍ଟ ଜୁଲାଇ ୩ରୁ ଲଣ୍ଡନରେ ଆରମ୍ଭ ହେବାକୁ ଯାଉଛି। ଓ୍ବିମ୍ବେଲଡନର ଏହି ୧୩୬ତମ ସଂସ୍କରଣରେ ସ୍ପେନ୍ର କାର୍ଲୋସ ଆଲକାରାଜ ଏବଂ ପୋଲାଣ୍ଡର ଇଗା ସ୍ବିଟେକ ଯଥାକ୍ରମେ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ଟପ୍ ସିଡ୍ର…
Archives


