Home

ଇରାନରେ ୩୦ବୋମା ନିଷ୍କ୍ରୟ କଲା ଟିମ୍‌, ପାକିସ୍ତାନର ଲିଙ୍କ ଥିବା ଆଶଙ୍କା

ତେହେରାନ,୨୪।୯: ଇରାନ ପୋଲିସ ତେହେରାନରେ ଏକ ବଡ ଷଡଯନ୍ତ୍ରର ଖୁଲାସା କରିଛି। ତେହେରାନରେ ୩୦ଟି ବୋମାକୁ ନିଷ୍କ୍ରିୟ କରିଛି ବୋମା ନିଷ୍କ୍ରୟକାରୀ ଦଳ। ଏହି ମାମଲାରେ ପୋଲିସ ୨୮ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଏହି ଷଡଯନ୍ତ୍ର ପଛରେ ଇସଲାମିକ ଆତଙ୍କବାଦୀ…

କାନାଡାରୁ ମସୁର ଡାଲି ଆମଦାନୀ ଜାରି ରଖିବ ଭାରତ

ନୂଆଦିଲ୍ଲୀ,୨୪।୯: ଭାରତ ଓ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତା ଚରମରେ ପହଞ୍ଚିଛି। ଏହି ବିବାଦରେ ବିଶେଷ ପ୍ରଭାବ ପଡିଛି ଦୁଇ ଦେଶ ମଧ୍ୟରେ ଚାଲିଥିବା ବ୍ୟବସାୟ ମଧ୍ୟରେ। ଭାରତ କାନାଡା ଠାରୁ ସବୁଠାରୁ ଅଧିକ ମସୁର ଡାଲି ଆମଦାନୀ କରିଥାଏ।…

ଭାରତରେ ଉତ୍ପାଦନ ବଢେଇବ ଆପଲ

ନୂଆଦିଲ୍ଲୀ,୨୪।୯: ଆଇଫୋନ ନିର୍ମାତା ଆପଲ କମ୍ପାନୀ ଆସନ୍ତା ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଆପଲ ଫୋନ ଉତ୍ପାଦନକୁ ପାଞ୍ଚ ଗୁଣରୁ ୪୦ ବିଲିୟନ ଡ଼ଲାର୍‌ (ପ୍ରାୟ ୩.୩୨ ଲକ୍ଷ କୋଟି)କୁ ବୃଦ୍ଧି କରିବାକୁ ଯୋଜନା କରୁଛି। ଜାତୀୟ ଗଣମାଧ୍ୟମର ସୂଚନା…

ଛାଡପତ୍ର ମାଗିବାରୁ ସ୍ବାମୀଙ୍କୁ ଗୁଳି ମାରିଲେ ସ୍ତ୍ରୀ

ନ୍ୟୁୟର୍କ,୨୪।୯: ଆମେରିକାର ଆରିଜୋନାରେ ଜଣେ ମହିଳା ଛାଡପତ୍ର ମାଗିବାରୁ ତାଙ୍କ ସ୍ବାମୀଙ୍କୁ ଗୁଳି କରିଛନ୍ତି। ପୋଲିସ ମହିଳାଙ୍କୁ ଗିରଫ କରିଛି। ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଅନେକ ମାସ ଧରି ଅଲଗା ରହୁଥିଲେ। ପରେ ସ୍ବାମୀ ମହିଳାଙ୍କଠାରୁ ଛାଡପତ୍ର ମାଗିଥିଲେ। ଏହି…

ଭାଜପା ମୋତେ ଧମକ ଦେଉଛି: ଦାନିଶ ଅଲୀ

ନୂଆଦିଲ୍ଲୀ,୨୪।୯: ବିଏସପି ଏମ୍‌ପି ଦାନିଶ ଅଲୀଙ୍କ ବିରୋଧରେ ଭାଜପା ଏମ୍‌ପି ରମେଶ ବିଧୁରୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ପ୍ରସଙ୍ଗ ଉଠିବା ପରେ ଭାଜପା କହିଛି ଯେ, ଦାନିଶ ଅଲୀ ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ପ୍ରଧାନମନ୍ତ୍ରୀ ମୋଦି ସର୍ବଶ୍ରେଷ୍ଠ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି, ୨୦୨୪ର ଫଳାଫଳ ୨୦୧୯ ଅପେକ୍ଷା ଭଲ ହେବ: ହିମନ୍ତ

ନୂଆଦିଲ୍ଲୀ,୨୪।୯: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ତାଙ୍କର ସର୍ବଶ୍ରେଷ୍ଠ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ…

ଆମେରିକାରେ ବାତ୍ୟା ‘ଓଫେଲିଆ’ର ତାଣ୍ଡବ: ପ୍ରବଳ ବର୍ଷାରେ ବୁଡିଲା ସହର, ଅନ୍ଧାରରେ ୬୫ହଜାର ଲୋକ

ନ୍ୟୁୟର୍କ,୨୪।୯: ଓଫେଲିଆ ବାତ୍ୟା ଆମେରିକାର ଆଟଲାଣ୍ଟିକ ଉପକୂଳରେ ତାଣ୍ଡବ ରଚିଛି। ଲଗାଣ ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ରହିବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ଯୋଗୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି। ଅର୍ନ୍ତଜାତୀୟ ଗଣମାଧ୍ୟମ ରଏଟର୍ସ ଅନୁଯାୟୀ,…

ରେକର୍ଡ ବର୍ଷା କଲେ ଶୁଭମନ ଗିଲ୍‌

ଇନ୍ଦୋର,୨୪।୯: ଇନ୍ଦୋରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଶୁଭମାନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ୯୨ ବଲରେ ଗିଲ ନିଜର ଶତକ ପୂରଣ କରିଥିଲେ। ତାଙ୍କ ଶତକରେ ୬ଟି ଚୌକା ଏବଂ ୪ ଟି…

ପରିଣୀତି-ରାଘବଙ୍କ ମଧ୍ୟରେ କିଏ ସବୁଠୁ ଅଧିକ ଧନୀ

ଆମ ଆଦମୀ ପାର୍ଟି ରାଜ୍ୟସଭା ଏମ୍‌ପି ରାଘବ ଚଢା ଏବଂ ବଲିଉଡ ଅଭିନେତ୍ରୀ ପରିଣୀତିି ଚୋପ୍ରା ବିବାହ କରିବାକୁ ଯାଉଛନ୍ତି। ଉଭୟ ରବିବାର ଅର୍ଥାତ୍‌ ଆଜି ଉଦୟପୁରର ଲୀଲା ପ୍ୟାଲେସରେ ବିବାହ କରୁଛନ୍ତି। ଏହି ସମୟ ମଧ୍ୟରେ ରାଜନୈତିକ ବ୍ୟକ୍ତିତ୍ୱ ଠାରୁ…

‘ନିଜ୍ଜର କୌଣସି ସାଧୁ ନୁହଁନ୍ତି’, ଟ୍ରୁଡୋଙ୍କୁ ସମାଲୋଚନା କଲା କନାଡାର ଗଣମାଧ୍ୟମ

ଅଟାଓ୍ବା,୨୪।୯: ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ନେଇ କାନାଡାର ଅଭିଯୋଗ ପରେ କାନାଡା ଓ ଭାରତ ମୁହାଁମୁହିଁ ହୋଇଛନ୍ତି। ଉଭୟ ଦେଶ ମଧ୍ୟରେ କୂଟନୈତିକ ଯୁଦ୍ଧ ଆରମ୍ଭ ହୋଇଛି। କିନ୍ତୁ କାନାଡାର ଗଣମାଧ୍ୟମ ଏହି…

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେବାରେ କୌଣସି ସୁଯୋଗ ହାତଛଡା କରୁ ନ ଥିଲେ ବ୍ରିଜଭୂଷଣ: ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ତଥା ଭାଜପା ଏମ୍‌ପି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ରୁଜୁ ହୋଇଥିବା ଯୌନ ଉତ୍ପୀଡ଼ନ ମାମଲାରେ କୋର୍ଟ ତାଙ୍କୁ ଦିନେ ଛାଡ କରିଛନ୍ତି। ଦିଲ୍ଲୀ ପୋଲିସ କହିଛି ଯେ,…

ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଭାରତର କଡା ଜବାବ: ପାସ୍‌ପୋର୍ଟ, ଓଆଇସି କାର୍ଡ ରଦ୍ଦ କରିବ ଭାରତ

ନୂଆଦିଲ୍ଲୀ,୨୪।୯: ଭାରତ-କାନାଡା ବିବାଦ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀଙ୍କ ଅବାଧ ପ୍ରବେଶକୁ ରୋକିବା ପାଇଁ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆମେରିକା, ବ୍ରିଟେନ, କାନାଡା ଓ ଅଷ୍ଟ୍ରେଲିଆର ସମସ୍ତ ଖଲିସ୍ତାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?