Home

ଲକ୍‌ ହେଲା ‘ଓ୍ବାର ୨’ର ରିଲିଜ ଡେଟ୍‌ !

ବମ୍ବେ: କିଛି ମାସ ପୂର୍ବେ ଫିଲ୍ମ ‘ଓ୍ବାର ୨’କୁ ନେଇ ଘୋଷଣା କରିଥିଲେ ନିର୍ମାତା ଆଦିତ୍ୟ ଚୋପ୍ରା। ଫିଲ୍ମରେ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ସହ ସାଉଥ୍‌ ଷ୍ଟାର ଜୁନିୟର ଏନ୍‌ଟିଆର ନଜର ଆସିବେ। ଏହାଛଡ଼ା ଅଭିନେତ୍ରୀ କିଆରା ଆଡଭାଣୀ ମୁଖ୍ୟ ଭୂମିକାରେ…

ଗାଈ-ମଇଁଷି ଭଳି ଚାରିଗୋଡରେ ଚାଲନ୍ତି ଏହି ପରିବାରର ଲୋକେ, ବୈଜ୍ଞାନିକ ବି ଚକିତ…

ଦୁନିଆ ରହସ୍ୟରେ ଭରପୂର। ଅନେକ ସମୟରେ କିଛି ରହସ୍ୟମୟ ଘଟଣା ଉପରୁ ପରଦା ଉଠେ, ଯାହାକୁ ବିଶ୍ୱାସ କରିବା କଷ୍ଟକର ହୁଏ। ଆମେ ସେଭଳି ଏକ ରହସ୍ୟମୟ ପରିବାର ବିଷୟରେ କଥା ହେବାକୁ ଯାଉଛୁ। ଉକ୍ତ ପରିବାରର ସମସ୍ତ ସଦସ୍ୟ ଗୋରୁ…

୧୩ ସଦସ୍ୟ ବିଶିଷ୍ଟ ସମନ୍ବୟ କମିଟି ଗଠନ କଲା ଇଣ୍ଡିଆ, ଶରଦ ପାଓ୍ବାର, ଅଭିଷେକ ବାନାର୍ଜୀ ସମେତ ଏହି ନେତାଙ୍କ ନାଁ ସାମିଲ

ମୁମ୍ବାଇ,୧।୯: ବିରୋଧୀ ମେଣ୍ଟ ଇଣ୍ଡିଆ ଶୁକ୍ରବାର ମୁମ୍ବାଇରେ ଅନୁଷ୍ଠିତ ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛି। ଇଣ୍ଡିଆର ନେତାମାନେ ୧୩ ଜଣ ସଦସ୍ୟ ବିଶିଷ୍ଟ ଏକ ସମନ୍ବୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ମେଣ୍ଟର ସ୍ଲୋଗାନ ‘ଜୁଡେଗା…

ଏହି ମହିଳାଙ୍କ ରହିଛି ପୁରୁଷଙ୍କ ଭଳି ନିଶ-ଦାଢ଼ି, ଗିନିଜ ରେକର୍ଡରେ ବି ରହିଛି ନାମ…

ମୁହଁରେ ଦାଢ଼ି-ନିଶ ପୁରୁଷପଣକୁ ଜାହିର କରେ। ଆଜିକାଲିର ସମୟରେ ଏହା ଏକପ୍ରକାର ଫ୍ୟାଶନ ପାଲଟିଲାଣି ବୋଲି କହିପାରିବା। ହେଲେ ଆଜି ଆମେ ଏଭଳି ଜଣେ ମହିଳାଙ୍କ ବିଷୟରେ କଥା ହେବା ଯାହାଙ୍କର ପୁଅଙ୍କ ଭଳି ବଡ଼ ନିଶ-ଦାଢ଼ି ରହିଛି। ସେ ହେଉଛନ୍ତି…

ଜର୍ଜିଆ ନିର୍ବାଚନ ଠକେଇ ମାମଲା: ନିଜକୁ ନିର୍ଦ୍ଦୋଷ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧।୯: ଜର୍ଜିଆ ନିର୍ବାଚନ ଠକେଇ ମାମଲାରେ ନିଜକୁ ନିର୍ଦ୍ଦୋଷ ବୋଲି ଘୋଷଣା କରିଛନ୍ତି ଖୋଦ୍‌ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି, ଆସନ୍ତା ସପ୍ତାହରେ ଏହି ମାମଲାରେ ହେବାକୁ ଥିବା ଶୁଣାଣିରେ ଯୋଗଦେବେ ନାହିଁ। ମୁଁ କିଛି ଭୁଲ କରି…

କାଠରୁ ଆରମ୍ଭ କରି କାଗଜ ଯାଏ ସବୁକିଛି ଯୋଡେ ଫେଭିକଲ୍‌, ହେଲେ ନିଜ ବୋତଲରେ କାହିଁକି ଲାଗେନା…

କିଛି ବସ୍ତୁ ଭାଙ୍ଗିଗଲେ, କିଛି ଚିରିଗଲେ କିମ୍ବା କିଛି ଲଗାଇବାର ଥିଲେ ଖୋଜାପଡେ ଫେଭିକଲ୍‌। ଏହା କାଠରୁ ଆରମ୍ଭ କରି କାଗଜ ପର୍ଯ୍ୟନ୍ତ ସବୁକିଛି ଯୋଡ଼ିଦିଏ। ପ୍ଲାଷ୍ଟିକ୍‌ ବି ସେଥିରୁ ବାଦ୍‌ ପଡେନା। ହେଲେ କ’ଣ କେବେ ଫେଭିକଲ୍‌ ବ୍ୟବହାର ବେଳେ…

ଉତ୍ଥାନ ପଥରେ ଭାରତୀୟ ମହିଳା ହକି

ଇତିହାସର ପୃଷ୍ଠା ଲେଉଟାଇଲେ ଜଣାଯାଏ ଯେ ଭାରତୀୟ ମହିଳା ହକି ଦଳର ସଫଳ ଅନ୍ତର୍ଜାତୀୟ ପଦାର୍ପଣ ଆଜକୁ ପ୍ରାୟ ୫୦ବର୍ଷ ପୂର୍ବରୁ ହୋଇଛି। ‘ଓମେନ୍‌ ଇନ୍‌ ବ୍ଲୁ’ ନାମରେ ପରିଚିତ ଆମ ମହିଳା ହକି ଦଳ ଅନେକ ଉତ୍‌ଥାନ ପତନ ଦେଇ…

ଜି-୨୦ ବୈଠକରେ ଯୋଗଦେବେ ଆମେରିକାର ଟ୍ରେଜେରୀ ସଚିବ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧।୯: ଜି-୨୦ର ଅଧ୍ୟକ୍ଷତା ପାଇଁ ଭାରତ ପ୍ରସ୍ତୁତ। ଦେପ୍ଟେମ୍ବର ୭ରୁ ୧୦ ସେପ୍ଟେମ୍ବର ମଧ୍ୟରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱର ପ୍ରମୁଖ ଦେଶର ମୁଖ୍ୟମାନେ ଯୋଗଦେବେ। ତେବେ ଏନେଇ ହ୍ବାଇଟ ହାଉସ ସୂଚନା ଦେଇଛି…

ଏହି ଗ୍ରହ ହେଉଛି ପୃଥିବୀର ଭଉଣୀ, ସ୍ବଭାବ କିନ୍ତୁ ବିଲ୍‌କୁଲ ଅଲଗା…

ସୌରମଣ୍ଡଳରେ ଥିବା ଶୁକ୍ର ଏବଂ ପୃଥିବୀ ଗ୍ରହର ଆକାରରେ ବହୁତ ସମାନତା ରହିଛି। ଶୁକ୍ରର ଆକାର, ବ୍ୟାସ,ଘନତ୍ୱ ପୃଥିବୀ ସହ ସମାନ। ଏହା ପୃଥିବୀର ସବୁଠାରୁ ନିକଟତର ଗ୍ରହ। ଏଥିଯୋଗୁ ଶୁକ୍ରକୁ ପୃଥିବୀର ଭଉଣୀ ବୋଲି କୁହାଯାଏ। ଉଭୟଙ୍କ ସ୍ବଭାବ କିନ୍ତୁ…

ଗୋଟିଏ ବିଜ୍ଞାପନ ପାଇଁ ମୋଟା ଅଙ୍କର ଫି’ ନିଅନ୍ତି ବଲିଉଡ୍‌ର ଏହି ଷ୍ଟାର

ମୁମ୍ବାଇ: ବଲିଉଡ୍‌ର ଆଗଧାଡ଼ିର କଳାକାରମାନେ ଗୋଟିଏ ଗୋଟିଏ ବିଜ୍ଞାପନ ପାଇଁ କୋଟି କୋଟି ଟଙ୍କା ଫି’ ନେଇଥାନ୍ତି। ଏହି ଷ୍ଟାରମାନଙ୍କ ମଧ୍ୟରେ ସବୁଠୁ ଅଧିକ ଫି’ ବିଗ୍‌ ବି’ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ସଲମାନ ଖାନ, ଅମୀର ଖାନ, ଶାହାରୁଖ…

‘ଆମେ କେବଳ ସଂସଦର ଅଧିବେଶନକୁ ଡାକିଛୁ, ବିପକ୍ଷ କାହିଁକି ଏତେ ଭୟଭୀତ’

ନୂଆଦିଲ୍ଲୀ,୧ା୯: କେନ୍ଦ୍ର ସରକାର ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ବିରୋଧୀଦଳ ସରକାରଙ୍କ ଏହି ପଦକ୍ଷେପକୁ ସମାଲୋଚନା କରି ଏହାକୁ ଏକଛତ୍ରବାଦୀ ଶାସନ ବୋଲି କହିଛନ୍ତି। ଏହାର ଜବାବରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୟ ଯୋଗୁ ଏକାଠି ହୋଇଛନ୍ତି ବିପକ୍ଷ ଦଳ:ଏକନାଥ ଶିନ୍ଦେ

ମୁମ୍ବାଇ,୧।୯: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ମୁମ୍ବାଇରେ ଗୁରୁବାର ଆରମ୍ଭ ହୋଇଛି। ଏହି ଦୁଇଦିନିଆ ବୈଠକରେ ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପାକୁ ପରାଜିତ କରିବା ରଣନୀତି ଉପରେ ଆଲୋଚନା ହେଉଛି। ବିରୋଧୀ ମେଣ୍ଟକୁ ନେଇ ନିଜ ମତ ରଖିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri