Home

ଉଦୟପୁରରେ ପରିଣିତି-ରାଘବଙ୍କର ହେବ ଗ୍ରାଣ୍ଡ ଓ୍ବେଲକମ, ସ୍ବାଗତ ପାଇଁ ଲାଗିଲା ବଡ ପୋଷ୍ଟର

ମୁମ୍ବାଇ: ବଲିଉଡ ବିୟୁଟି ପରିଣିତି ଚୋପ୍ରା ଏବଂ ଏଏପି ନେତା ରାଘବ ଚଢାଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏବେ କିଛି ଦିନ ମଧ୍ୟରେ ଏହି ଦମ୍ପତି ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପାରିଣିତି…

ସଞ୍ଜୟ ଗାନ୍ଧୀ ହସ୍ପିଟାଲର ଲାଇସେନ୍ସ ରଦ୍ଦ, ଚିନ୍ତା ପ୍ରକଟ କଲେ ବରୁଣ

ଲକ୍ଷ୍ନୌ,୨୨ା୯: ଭାରତୀୟ ଜନତା ପାର୍ଟିର ବରୁଣ ଗାନ୍ଧୀ ଶୁକ୍ରବାର ଆମେଠିରେ ସଞ୍ଜୟ ଗାନ୍ଧୀ ହସ୍ପିଟାଲର ଲାଇସେନ୍ସକୁ ରଦ୍ଦ କରିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ…

ସଞ୍ଜୟ ଦତ୍ତଙ୍କ ସହ ନଜର ଆସିବେ ଟାଇଗର

ମୁମ୍ବାଇ: ‘ହେରା ଫେରି’, ‘ଆୱାରା ପାଗଲ ଦିୱାନା’, ‘ଓ୍ବେଲକମ ଫ୍ରାଞ୍ଚାଇଜ’ ଭଳି ହିଟ ଫିଲ୍ମ ନିର୍ମାଣ କରିଥିବା ଫିରୋଜ ଏ ନାଡିଆଡୱାଲା ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ନିକଟରେ ନିର୍ମାତା ଏକ ଧମାକାଦାର ଘୋଷଣା କରିଛନ୍ତି।…

‘ଧ୍ୟାନ ହଟାଉଛନ୍ତି ମୋଦି ସରକାର, ବିଲ ଲାଗୁ କରିବାର ଅଛି ତ ଏବେ କରନ୍ତୁ’, ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୨।୯: ମହିଳା ସଂରକ୍ଷଣ ବିଲ ସମ୍ପର୍କରେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ଖୁବ ବର୍ଷିବା ସହ କହିଛନ୍ତି ସରକାର ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି। ଯଦି ସରକାରଙ୍କୁ ଏହି ବିଲ କାର୍ଯ୍ୟକାରୀ କରିବାକୁ ପଡିବ…

ମହିଳାଙ୍କ ଛାତିରେ ଅଟୋଗ୍ରାଫ ଦେଲେ ଟ୍ରମ୍ଫ, ଭିଡିଓ ଭାଇରାଲ ପରେ ଉଠିଲା ବିବାଦ

ଓ୍ବାଶିଂଟନ,୨୨।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏବେ କିଛି ନା କିଛି କାରଣକୁ ନେଇ ରହୁଛନ୍ତି ଚର୍ଚ୍ଚାରେ। ଏଥର ବି ସେ ଏମିତି କିଛି କରିଛନ୍ତି ଯାହା ବିବାଦ ସୃଷ୍ଟି କରିଛି। ସୂଚନା ଅନୁସାରେ ଟ୍ରମ୍ପ ଆମେରିକାର ଲୋଭାରେ ନିଜର ନିର୍ବାଚନ ପ୍ରଚାର…

ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ପାକିସ୍ତାନ

ଇସଲାମାବାଦ,୨୨।୯: ବିଶ୍ୱକପ୍‌ ୨୦୨୩ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଶୁକ୍ରବାର ଦଳ ଘୋଷଣା କରିଛି। ବାବର ଆଜାମଙ୍କ ଅଧିନାୟିକତ୍ୱ ଦଳରେ ହସନ ଅଲିଙ୍କୁ ମଧ୍ୟ ସାମିଲ କରାଯାଇଛି। ଆହତ କାରଣରୁ ଦ୍ରୁତ ବୋଲର ନସିମ ଶାହାଙ୍କୁ ଟୁର୍ନାମେଣ୍ଟରୁ ବାଦ୍‌ ଦିଆଯାଇଛି। ଏସିଆ…

ପିଢି ପରେ ପିଢି ଏହି ନିଷ୍ପତ୍ତି ସହ ଏହି ଦିନର କରିବେ ଚର୍ଚ୍ଚା: ମୋଦି

ନୂଆଦିଲ୍ଲୀ,୨୨।୯: ସଂସଦର ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ ପାରିତ ହେବା ପରେ ଶୁକ୍ରବାର ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାଜପା ମୁଖ୍ୟାଳୟରେ ନାରୀ ଶକ୍ତି ବନ୍ଦନ-ଅଭିନନ୍ଦନ କାର୍ଯ୍ୟକ୍ରମକୁ ସମ୍ବୋଧିତ…

ଲାଲୁ ଯାଦବଙ୍କୁ ସମନ, ୪ ଅକ୍ଟୋବରରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୯: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଏବଂ ରେଳ ଅଧିକାରୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟ ସମନ ଜାରି କରିଛନ୍ତି। ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ସମୟରେ…

ଆଜି ଜାଗ୍ରତ ହେବ ବିକ୍ରମ ଲ୍ୟାଣ୍ଡର

ନୂଆଦିଲ୍ଲୀ,୨୨ା୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ଚନ୍ଦ୍ରୟାନ-୩ ମିଶନର ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ସହିତ ପୁନଃ ସମ୍ପର୍କ ସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛି। ରୋଭର ପ୍ରଜ୍ଞାନ ୧୪ ଦିନ ଭଲ କାମ କରିଛି। ଏହା ପରେ…

ଭାଜପାର ପରିବର୍ତ୍ତନ ଯାତ୍ରାରେ ସାମିଲ ହେଲେ ନାହିଁ ବସୁନ୍ଧରା, ମୋଦିଙ୍କ ରାଲିରେ ସାମିଲ ହେବାକୁ ନେଇ ସସପେନ୍ସ

ଜ୍ରପୁର,୨୨।୯: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଦଳର ପରିବର୍ତ୍ତନ ଯାତ୍ରାରେ ଅନୁପସ୍ଥିତ ଥିଲେ। ଏଭଳି ପରିସ୍ଥିତିରେ ଦଳର କର୍ମୀ ତଥା ଅନ୍ୟମାନଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗାମୀ…

ମହିଳା ସଂରକ୍ଷଣ ବିଲ୍‌ ପାରିତ ହେବା ପରେ ଭାଜପା ମୁଖ୍ୟାଳୟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୨।୯: ନାରୀଶକ୍ତି ବନ୍ଦନ ଅଧିନିୟମ (ମହିଳା ସଂରକ୍ଷଣ ବିଲ୍‌) ୨୦୨୩ ରାଜ୍ୟ ସଭାରେ ପାରିତ ହେବା ପରେ ଭାଜପା ମୁଖ୍ୟାଳୟରେ ଉତ୍ସବ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଭାଜପା ମହିଳା ମୋର୍ଚ୍ଚା କର୍ମୀମାନେ…

ଜୟାପ୍ରଦାଙ୍କ ନାଁରେ ଓ୍ବାରେଣ୍ଟ ଜାରି

ଲକ୍ଷ୍ନୌ,୨୨।୯: ଉତ୍ତରପ୍ରଦେଶର ମୁରାଦାବାଦର ସ୍ବତନ୍ତ୍ର ଏମପି ଏମଏଲଏ କୋର୍ଟ ଜୟପ୍ରଦାଙ୍କ ବିରୋଧରେ ଜାମିନ ଆବେଦନ ଓ୍ବାଣେଣ୍ଟ ଜାରି କରିଛନ୍ତି। ଅକ୍ଟୋବର ୪ ରେ କୋର୍ଟରେ ହାଜର ହେବା ଏବଂ ଅଶ୍ଳୀଳ ମନ୍ତବ୍ୟ ମାମଲାରେ ତାଙ୍କ ବୟାନ ରେକର୍ଡ କରିବାକୁ କୋର୍ଟ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?