ବିଓବିର ପାର୍ବଣ ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୨୫।୯: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ବହୁ ପ୍ରତୀକ୍ଷିତ ପାର୍ବଣ ସ୍ବତନ୍ତ୍ର ଅଭିଯାନ ‘ବବ୍‌ କେ ସଙ୍ଗ ତ୍ୟୋହାର କା ଉମଙ୍ଗ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଭିଯାନ ୨୦୨୩ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ। ବିଶେଷ କରି ବିଓବିର ୪ଟି ନୂତନ ସେଭିଂ ଆକାଉଣ୍ଟ ସହିତ ଅନେକ ସୁବିଧା ଓ ରିହାତି ସହିତ ହୋମ୍‌, କାର, ପର୍ସନାଲ୍‌ ଓ ଶିକ୍ଷା ଲୋନ୍‌ ଆଦି ଅନ୍ତର୍ଭୁକ୍ତ ରହିଛି। ଏପରିକି ଆକର୍ଷଣୀୟ ସୁଧ ହାର ସହ ବ୍ୟାଙ୍କ ମଧ୍ୟ ବିଭିନ୍ନ ଟପ୍‌ ବ୍ରାଣ୍ଡ୍‌ ସହିତ ସହଭାଗିତା (ଟାଏ ଅପ୍‌) ସ୍ଥାପନ କରିଛି, ଯେଉଁଥିରେ ଇଲେକ୍‌ଟ୍ରୋନିକ୍‌ସ, ଟ୍ରାଭେଲ୍‌ ଓ ଫୁଡ୍‌ ଆଦି ସାମିଲ ରହିଛି।

ଯେଉଁମାନେ ବିଓବିର ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ଼ ବ୍ୟବହାର କରୁଛନ୍ତି, ସେମାନଙ୍କୁ ଫେଷ୍ଟିଭ୍‌ ଅଫର ଓ ଡିସ୍‌କାଉଣ୍ଟ ପ୍ରଦାନ କରାଯାଉଛି। ଏ ସମ୍ପର୍କରେ ବିଓବିର ଏମ୍‌ଡି ତଥା ସିଇଓ ଦେବଦତ୍ତ ଚାନ୍ଦ କହିଛନ୍ତି, ଖୁବ୍‌ଶୀଘ୍ର ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଛି ଓ ଆମେ ଚାହିଦାର ବୃଦ୍ଧି ହେଉଥିବା ଦେଖିବାକୁ ପାଉଛୁ। ବିଶେଷ କରି କାର୍‌ ବିକ୍ରି ଓ କ୍ରେଡିଟ୍‌ କାର୍ଡ଼ ଖର୍ଚ୍ଚ ରେକର୍ଡ଼ସ୍ତରରେ ପହଞ୍ଚତ୍ଛି। ବିଓବିର ଫେଷ୍ଟିଭ୍‌ କ୍ୟାମ୍ପେନ୍‌ ‘ବବ୍‌ କେ ସଙ୍ଗ ତ୍ୟୋହାର କା ଉମଙ୍ଗ’ ଜରିଆରେ ଗ୍ରାହକଙ୍କୁ ଅନେକ ଆକର୍ଷଣୀୟ ଅଫର ସହିତ ବିଓବିର ସେଭିଙ୍ଗ୍‌ସ ଆକାଉଣ୍ଟ, ଲୋନ୍‌ ଓ କ୍ରେଡିଟ୍‌ ତଥା ଡେବିଟ୍‌ କାର୍ଡ଼ରେ ଯୋଗାଇ ଦେଉଛି।

ଏହି ଆକର୍ଷଣୀୟ ଫେଷ୍ଟିଭ୍‌ ଅଫର ସହିତ ଡିଜିଟାଲ୍‌ ପ୍ଲାଟଫର୍ମର ସୁବିଧା ମଧ୍ୟ ରହିଛି, ଯାହାକି ପାର୍ବଣ ଋତୁକୁ ଆହୁରି ରିୱାର୍ଡିଂ କରିବା ସହିତ ଲୋକଙ୍କ ପାଇଁ ଆନନ୍ଦଦାୟକ କରିପାରିଛି, ଯାହା ଫଳରେ ଚାହିଦାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖାଯାଇଛି। ବ୍ୟାଙ୍କ ଅଫ୍‌ ବରୋଦା ମଧ୍ୟ ଆକର୍ଷଣୀୟ ଏକ୍ସକ୍ଲୁସିଭ୍‌ ଅଫର ଓ ଡିସ୍‌କାଉଣ୍ଟ ସୁବିଧାକୁ ବିଓବି ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ଏବଂ ଇଏମ୍‌ଆଇ ଅଫରକୁ ଚଳିତ ପାର୍ବଣ ଋତୁରେ ପ୍ରଦାନ କରୁଛି। ଏଥିରେ ଉଭୟ ପୁରୁଣା ଓ ନୂଆ ଗ୍ରାହକମାନେ ବବ୍‌ ୱାର୍ଲଡ୍‌ ମୋବାଇଲ୍‌ ବ୍ୟାଙ୍କିଙ୍ଗ ଆପ୍‌, ନେଟ୍‌ ବ୍ୟାଙ୍କିଙ୍ଗ ବା ବ୍ୟାଙ୍କ ଅଫ୍‌ ବରୋଦା ୱେବସାଇଟ୍‌ ମାଧ୍ୟମରେ ସହଜରେ ଆବେଦନ କରିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri