ପାଣି ଘେରରେ ଝାଙ୍କରପାଲି ଆରଆର ବିସ୍ଥାପିତ କଲୋନୀ
ଲୋସିଂହା ୨।୮(ସୁଶାନ୍ତ ବାରିକ):ଲୋୟର ସୁକତେଲ ଡ଼୍ୟାମ ଯୋଗୁ ଲୋଇସିଂହା ବ୍ଲକ ଅନ୍ତର୍ଗତ ବିସ୍ଥାପିତ ଡୁଙ୍ଗରୀପାଲି ଗ୍ରାମବାସୀଙ୍କୁ ସ୍ଥାନାନ୍ତରଣ କରାଯାଇଛି। ଜିଲା ପ୍ରଶାସନ ତରଫରୁ ବିସ୍ଥାପିତ ଗ୍ରାମବାସୀଙ୍କୁ ନିକଟସ୍ଥ ଝାଙ୍କରପାଲି ଆରଆର କଲୋନୀ ଅସ୍ଥାୟୀ କ୍ୟାମ୍ପରେ ଥଇଥାନ କରାଯାଇଛି। ଅସ୍ଥାୟୀ କ୍ୟାମ୍ପରେ ଗ୍ରାମର…
ବାରମୁଳାରୁ ୨ ହାଇବ୍ରିଡ୍ ଆତଙ୍କବାଦୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ…
ଶ୍ରୀନଗର,୨।୮ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ମିଳିତ ସୁରକ୍ଷା ବାହିନୀଙ୍କ ପକ୍ଷରୁ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ସୁରକ୍ଷା ବାହିନୀ ବାରମୁଳାଠାରୁ ଦୁଇ ଜଣ ଲସ୍କର ହାଇବ୍ରିଡ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି।…
କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାବାଘର ମୃତ୍ୟୁ
ଭୋପାଳ,୨।୮: ମଧ୍ୟପ୍ରଦେଶର ଶୋପୁର ଜିଲାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଚିତାବାଘ ମୃତ୍ୟୁ ପ୍ରକ୍ରିୟା ବନ୍ଦ ହେବାର ନାମ ନେଉନାହିଁ। ବୁଧବାର ଆଉ ଏକ ଚିତା ବାଘ ତିବଲିଶର ମୃତ୍ୟୁ ହୋଇଛି। ଚିତାବାଘର ମୃତ୍ୟୁର କାରଣ ପ୍ରକାଶ କରାଯାଇ ନାହିଁ। ଗତ…
ରୋମାଣ୍ଟିକ ହେଲେ ପ୍ରିୟଙ୍କା
ବଲିଉଡ୍ ପରେ ହଲିଉଡ୍ରେ ପାଦ ଥାପିଥିବା ପ୍ରିୟଙ୍କା ଚୋପ୍ରା ଜୀବନରେ ଯେତେ ବ୍ୟସ୍ତ ଥାନ୍ତୁ ନା କାହିଁକି, ସେ ନିଜ ପରିବାର ପାଇଁ ସମୟ ବାହାର କରନ୍ତି। ନିକଟରେ ସେ ତାଙ୍କ ପରିବାର ସହିତ ଏକ ସମୁଦ୍ର କୂଳରେ ଛୁଟି କାଟୁଥିବା…
ଦାବି ପୂରଣ ନ ହେଲେ କାର୍ଯ୍ୟବନ୍ଦ କରିବେ ପଞ୍ଚାୟତ ନିର୍ବାହୀ ଅଧିକାରୀ
ଗଞ୍ଜାମ,୨।୮(ବିଦ୍ୟାଧର ସାହୁ ) ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇରୁ ଯୁକ୍ତ ତିନିକୁ ଉନ୍ନିତ, ଦରମା ହାର ଲେବଲ ୫ର ୨୧ହଜାର ୭୦୦ରୁ ଲେବଲ ୯ର ୩୫ହଜାର ୪୦୦କୁ ବୃଦ୍ଧି ଏବଂ ଦଶବର୍ଷ ପୂରଣ କରିଥିବା ନିର୍ବାହୀ ଅଧିକାରୀଙ୍କୁ ସ୍ବତନ୍ତ୍ର ପଦବୀରେ ଅବସ୍ଥାପିତ…
ଧାରା ୩୭୦କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ, ଧାରା ସପକ୍ଷରେ ଦଲିଲ ରଖିବେ କପିଲ ସିବଲ
ନୂଆଦିଲ୍ଲୀ,୨।୮: ଜମ୍ମୁ କଶ୍ମିରରେ ଉଚ୍ଛେଦ ଧାରା ୩୭୦କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ ହୋଇଥିବା ପିଟିଶନକୁ ସୁପ୍ରିମକୋର୍ଟରେ ବୁଧବାର ଶୁଣାଣି ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ପୀଠ ବୁଧବାର ଏହାର ଶୁଣାଣି…
ଅନ୍ତର୍ଜାତୀୟ ସ୍ତରରେ ମୋଦିଙ୍କ ଭଳି ନେତା ନାହାନ୍ତି: ରାଜୀବ ଗାନ୍ଧୀଙ୍କ ସହିତ ମୋଦିଙ୍କୁ ତୁଳନା କଲେ ଅଜିତ ପାଓ୍ବାର…
ମୁମ୍ବାଇ,୨।୮ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତୁଳନା କରିଛନ୍ତି। ଅଜିତ କହିଛନ୍ତି, ରାଜୀବ ଗାନ୍ଧୀ ମିଷ୍ଟର କ୍ଲିନ ନାମରେ ଜଣାଶୁଣା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ…
ନୁହ ହିଂସାରେ ୬ ଜଣଙ୍କ ମୃତ୍ୟୁ, ୧୧୬ ଗିରଫ: ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର
ହରିୟାଣାର ନୁହରେ ସାମ୍ପ୍ରଦାୟିକ ହିଂସା ବର୍ତ୍ତମାନ ପର୍ଯ୍ୟନ୍ତ ହିଂସାରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୧୬ ଜଣଙ୍କୁ ଗିରଫ କରାଯାଥିବା ବୁଧବାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ହୋମଗାର୍ଡ ଏବଂ ୪ ଜଣ ସାଧାରଣ…
ନୁହରେ ସାମ୍ପ୍ରଦାୟିକ ହିଂସା ସରକାରଙ୍କ ଏକ ଷଡଯନ୍ତ୍ର: ରଣଦୀପ ସୁରଜେୱାଲା
ନୂଆଦିଲ୍ଲୀ,୨।୮: ହରିୟାଣାର ନୁହରେ ସାମ୍ପ୍ରଦାୟିକ ହିଂସାକୁ ନେଇ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ରାଜ୍ୟର ମନୋହର ଲାଲ ଖଟ୍ଟର ସରକାରଙ୍କୁ ଘେରିଛନ୍ତି। ଏଠାରେ ହିଂସା ଘଟିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଜାଣିଥିଲେ। ଏହା ସରକାରଙ୍କ ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି।…
ମୁସଲମାନ ମହିଳାଙ୍କ ସହିତ ପାଳନ କରନ୍ତୁ ରକ୍ଷାବନ୍ଧନ: ଏନଡିଏ ଏମପିଙ୍କୁ ମୋଦିଙ୍କ ପରାମର୍ଶ…
ନୂଆଦିଲ୍ଲୀ,୨।୮ : ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଦଳର ଏନଡିଏ ଏମପିଙ୍କ ସହ ବୈଠକ କରୁଛନ୍ତି। ଏକ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ତିନି ତଲାକ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ ଯାହା ଦ୍ୱାରା ମୁସଲମାନ ମହିଳାମାନେ…
ଇମ୍ଫାଲର ଏହି ଦୁଇ ଜିଲାରେ କର୍ଫ୍ୟୁ କୋହଳ କଲେ ସରକାର
ଇମ୍ଫାଲ,୨।୮: ସାମ୍ପ୍ରଦାୟିକ ହିଂସାରେ ଜଳୁଛି ମଣିପୁର। ଜାତିଆଣ ହିଂସାରେ ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। କିନ୍ତୁ ସରକାର ସଂସଦରେ ମଣିପୁରର ସ୍ଥିତିରେ ସୁଧାର ଆସିଛି ବୋଲି ନିଜ ସଫେଇ ଦେଇଛନ୍ତି। ସେହିପରି ମଣିପୁର ସରକାର ଇମ୍ଫାଲର ପୂର୍ବ ଏବଂ…
ନିତିନ ଦେଶାଇଙ୍କ ପରଲୋକ, ଷ୍ଟୁଡିଓରୁ ମିଳିଲା ମୃତଦେହ, ଫିଲ୍ମ ଦେବଦାସ, ଯୋଦ୍ଧା-ଆକବର, ଲଗାନର ଥିଲେ ସେଟ ଡିଜାଇନର୍…
ମୁମ୍ବାଇ,୨।୮ : ଜଣାଶୁଣା କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ମୁମ୍ବାଇ ନିକଟ କରଜତରେ ଥିବା ତାଙ୍କ ଏନଡି ଷ୍ଟୁଡିଓରେ ନିତିନ ଦେଶାଇଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି। ତାଙ୍କ…
Archives


