ଏବିଡି-ପୂଜା ସୁପର ଓ୍ବିନର ନୂଆ ଚେହେରା

ଭୁବନେଶ୍ୱର,୨୫।୯: ଦେଶର ପ୍ରମୁଖ ତଥା ଅନ୍‌ଲାଇନ ଗେମିଂ ପ୍ଲାଟଫର୍ମ ସୁପର ଓ୍ବିନର ନୂଆ ଚେହେରା ଭାବେ ବଲିଉଡ ଅଭିନେତ୍ରୀ ପୂଜା ହେଗ୍‌ଡେ ଏବଂ ଜଣାଶୁଣା କ୍ରିକେଟିୟର ଏବି ଡି ଭିଲିୟର୍ସ ଯୋଡ଼ି ହୋଇଛନ୍ତି। ବିଶେଷକରି ଉଭୟ ପୂଜା ଏବଂ ଏବିଡିଙ୍କ ସହଭାଗିତା ସୁପରଓ୍ବିନ ପାଇଁ ଏକ ବିଶାଳ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି। କାରଣ ସୁପର ଓ୍ବିନ ବର୍ତ୍ତମାନ ଅନେକ ଜଣାଶୁଣା ଚେହେରାଙ୍କ ସହ ସାମିଲ ହୋଇ ଅନଲାଇନ ଗେମିଂକୁ ଏକ ନୂଆ ଧାରା ଦେଇଛି। ନିକଟରେ ଏହି ଦୁଇ ଜଣାଶୁଣା ଚେହେରାଙ୍କୁ ନେଇ ଦ୍ୱୈତ ସହଭାଗିତା ହୋଇଛି।

ଉକ୍ତ ଦ୍ୱୈତ ସହଭାଗିତାରେ ସୁପର ଓ୍ବିନର ଆରମ୍ଭ ହୋଇଛି। ଅପରପକ୍ଷରେ ଏବି ଡି ଭିଲିୟର୍ସ ମିଷ୍ଟର ୩୬୦ ଭାବେ ସାରା ବିଶ୍ୱରେ ପରିଚିତ ହୋଇଥିବାବେଳେ ସେ ଉଭୟ କ୍ରିଡା ଓ ମନରୋଞ୍ଜନ ଦୁନିଆରେ ବେଶ ଜଣାଶୁଣା। ଏପରିକି ଡି ଭିଲିୟର୍ସ ଦକ୍ଷିଣ ଆଫ୍ରିକା ଦଳର ସମସ୍ତ ଫର୍ମାଟରେ ବେଶ୍‌ ଉଚ୍ଚକୋଟିର କ୍ରୀଡା ପ୍ରଦର୍ଶନ କରିଥିବାବେଳେ ୨୦୦୪ରୁ ୧୮ ମଧ୍ୟରେ ସେ ଦକ୍ଷିଣ ଆଫ୍ରିକା ଦଳ ପାଇଁ ବେଶ ଉଲ୍ଲେଖୀନୟ ଅବଦାନ ପ୍ରଦାନ କରିଛନ୍ତି। ସେହିଭଳି ପୂଜା ବଲିଉଡରେ ସକ୍ରିୟ ରହିଥିବାବେଳେ କିସିକା ଭାଇ କିସିକା ଜାନ୍‌ ଓ ହାଉସଫୁଲ-୪ ଭଳି ହିଟ୍‌ ଫିଲ୍ମରେ ଆକର୍ଷଣୀୟ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇପାରିଛନ୍ତି।

୨୦୨୩ରେ ସୁପରଓ୍ବିନ’ର ପ୍ରତିଷ୍ଠା ହୋଇଥିଲାବେଳେ ଉପଭୋକ୍ତାଙ୍କୁ ସୁହାଇଲା ଭଳି ସୁପରଓ୍ବିନ ଆକର୍ଷଣୀୟ ଅଫର ଓ ବୋନସ ପ୍ରଦାନ କରୁଛି। ବିଶେଷକରି ଉକ୍ତ ପ୍ଲାଟଫର୍ମରେ ପଞ୍ଜୀକୃତ ହେବା ମାତ୍ରେ ଉପଭୋକ୍ତାଙ୍କ ଓ୍ବାଲଟେରେ ୧୦୦୦ ଟଙ୍କା ଜମା ହୋଇଥାଏ। ଏପରିକି ପ୍ରଥମ ଜମାରେ ୩୫୦% ଏବଂ ୨ୟ ଜମାରେ ୫୦% ତୁରନ୍ତ କ୍ରେଡିଟ ହୋଇଯିବ ବୋଲି ସୁପର ଓ୍ବାନ୍‌ ପକ୍ଷରୁ ବିସ୍ତୃତ ଭାବେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?