ଲଘୁଚାପଜନିତ ବର୍ଷାରେ ଭାଙ୍ଗିଲା ୩ଜଣଙ୍କ ଘର
ଖଡ଼ିଆଳ,୩।୮(ସୁଜିତ୍ କୁମାର ପ୍ରଧାନ): ନୂଆପଡା ଜିଲାରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଖଡ଼ିଆଳ ବ୍ଲକରେ ଗତ ଦୁଇ ଦିନ ହେଲା ବର୍ଷା ହେବା ଦ୍ୱାରା ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି। ବର୍ଷା ଯୋଗୁ ଖଡ଼ିଆଳ ବ୍ଲକ ତିଖାଲି ଗ୍ରାମର ଏକଲବ୍ୟ…
କାମେରୁନରେ କଫ୍ ସିରପ ପିଇ ଶିଶୁ ମୃତ୍ୟୁ ମାମଲା: ମଧ୍ୟପ୍ରଦେଶ କଫ୍ ସିରପ କମ୍ପାନୀର ଫ୍ୟାକ୍ଟ୍ରେରୀ ସିଲ୍, ମାମଲା ରୁଜୁ
ନୂଆଦିଲ୍ଲୀ,୩।୮: ଭାରତ ନିର୍ମିତ କଫ୍ ସିରପରେ କାମେରୁନରେ ୬ଜଣ ଶିଶୁଙ୍କ ମୃତ୍ୟୁ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତ ସରକାର। କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ବୋର୍ଡ ମଧ୍ୟପ୍ରଦେଶର ଏହି କଫ୍ ସିରଫ ତିଆରି କରୁଥିବା କମ୍ପାନୀକୁ ତୁରନ୍ତ ବନ୍ଦ…
ଭାଙ୍ଗିଲା ଘର, ଉଜୁଡ଼ିଲା ଫସଲ
ଦେଓଗାଁ,୩ା୮(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ଗତ ଦୁଇଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକର ବ୍ୟାପକ ଅଞ୍ଚଳ ପାଣିଘେରରେ ରହିଛି। ବିଭିନ୍ନ ଗାଁରେ ଗଛ ଉପୁଡି ପଡିବା ସହ ଲୋକଙ୍କ ଘର ଭାଙ୍ଗିଯାଇଛି। ଧାନ ଓ…
ବସ୍ତିକୁ ମାଡ଼ିଲା ବର୍ଷାପାଣି
ଲୋଇସିଂହା,୩।୮(ସୁଶାନ୍ତ ବାରିକ): ଲଘୁଚାପ ଜନିତ ଲଗାଣ ବର୍ଷା ପରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା ପଞ୍ଚାୟତ ବିରକେଲ ଗ୍ରାମରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମର ମହାଲିଙ୍ଗ ଜଳାଶୟକୁ ଉଦବୃତ୍ତ ବର୍ଷା ଜଳକୁ କେତେକ ଗ୍ରାମବାସୀ ପ୍ରବେଶ କରି ନ…
ଡେଲଟା ବିମାନର ଟାୟାରରେ ଲାଗିଲା ନିଆଁ, ୧୯୦ ଯାତ୍ରୀ ସ୍ଥାନାନ୍ତର…
ଓ୍ପାଶିଂଟନ,୩।୮ : ଅବତରଣ କରିବା ସମୟରେ ଟାୟାରରେ ନିଆଁ ଲାଗିଯିବା ପରେ ଡେଲଟା ଏୟାରଲାଇନ୍ସର ବିମାନକୁ ଆଟଲାଣ୍ଟାର ହାର୍ଟସଫିଲ୍ଡ-ଜ୍ୟାକସନ ଅନ୍ତର୍ଜାତୀୟ ବିମାନବନ୍ଦରର ଟାର୍ମାକରେ ୧୯୦ ଯାତ୍ରୀଙ୍କୁ ସ୍ଥାନାନ୍ତର କରିବାକୁ ପଡିଛି ବୋଲି ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ (ଏଫଏଏ) କହିଛି। ଏହି ଘଟଣା…
ଦିଲ୍ଲୀର ମଖ୍ୟମନ୍ତ୍ରୀ ହେବା ଅପେକ୍ଷା କ୍ଷେତରେ ଫାଉଡା ଚଲାଇବା ଭଲ: ସଞ୍ଜୟ ସିଂ
ନୂଆଦିଲ୍ଲୀ,୩।୮: ରାଜଧାନୀ ଦିଲ୍ଲୀରେ ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ମାମଲାକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଗୁରୁବାର ସଞ୍ଜୟ ସିଂ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଗତ ୨୫ବର୍ଷ ମଧ୍ୟରେ ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ଭାରତୀୟ ଜନତା…
‘ମହାରାଷ୍ଟ୍ରକୁ ମଣିପୁର ଭଳି କରିବାକୁ ଚାହୁଁଛି ଭାଜପା’
ମୁମ୍ବାଇ,୩।୮:ମହାରାଷ୍ଟ୍ରରେ ହିନ୍ଦୁତ୍ୱ କାର୍ଯ୍ୟକର୍ତ୍ତା ସମ୍ବାଜୀ ଭିଡେଙ୍କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। କଂଗ୍ରେସ ନେତା ତଥା ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ କହିଛନ୍ତି, ମହାରାଷ୍ଟ୍ର ହେଉଛି ଶିବରାୟ, ଶାହୁ, ଫୁଲେ ଏବଂ ଆମ୍ବେଦକରଙ୍କ ଚିନ୍ତାଧାରାର ଭୂମି କିନ୍ତୁ ସମ୍ବାଜୀ…
୩ ସ୍କୁଲ ଭିତରେ ପଶିଲା ବନ୍ୟାଜଳ
ଅମରପାଲି,୩ା୮(ପୀତାମ୍ବର ସାହୁ): ଗତ ୪ ଦିନ ହେଲା ବୀରମହାରାଜପୁର ଅଞ୍ଚଳରେ ବର୍ଷା ଲାଗି ରହିଛି। ଏଭଳି ପରିସ୍ଥିତିରେ ବୁଧବାର ଠେଙ୍ଗୋ ଡ୍ୟାମରୁ ୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଫଳରେ ତଳମୁଣ୍ଡରେ ଅନେକ ଗାଁକୁ ବନ୍ୟାଜଳ ପ୍ରବେଶ କରିଛି। ବ୍ଲକର…
ଦେଶରେ ବେଆଇନ ଭାବେ ରହୁଥିବା ୯ ବାଂଲାଦେଶୀ ନାଗରିକଙ୍କୁ ଗିରଫ କଲା ମହାରାଷ୍ଟ୍ର ଏଟିଏସ
ମୁମ୍ବାଇ,୩।୮: ମୁମ୍ବାଇରେ ବେଆଇନ ଭାବେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି ମହାରାଷ୍ଟ୍ର ଏଟିଏସ। ଗୁରୁବାର ମୁମ୍ବାଇ ଏବଂ ନାଭି ମୁମ୍ବାଇରେ ସର୍ଚ୍ଚ ଅପରେସନ କରି ବେଆଇନ ଭାବେ ରହୁଥିବା ନଅ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛ ଏଟିଏସ। ସୂଚନା…
ମୋଦି ଏକ ମିନିଟ ପାଇଁ ବି ଆସୁ ନାହାନ୍ତି ସଂସଦ: ଡେରିକ ଓ’ବ୍ରାଇନ…
ନୂଆଦିଲ୍ଲୀ,୩।୮ : ଟିଏମସି ଏମପି ଡେରିକ ଓ’ବ୍ରାଇନ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ମୋଦି ଏପର୍ଯ୍ୟନ୍ତ ଗୋଟିଏ ମିନିଟ ପାଇଁ ମଧ୍ୟ ସଂସଦକୁ ଆସିନାହାଁନ୍ତି। ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ସେ ଆସିବେ ବୋଲି ଘୋଷଣା କରିଛନ୍ତି।…
ଦୋଷମୁକ୍ତ ହେଲେ ପରେରା
ମୁମ୍ବାଇ,୩।୮: ‘ସଡ଼କ ୨’ର ଅଭିନେତ୍ରୀ କ୍ରିସ୍ନ ପରେରା ଡ୍ରଗ୍ସ ମାମଲାର ବଡ ଖବର ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ପରେରାଙ୍କୁ ବୁଧବାର ରାତିରେ ଶାରଜାଦ ଜେଲରୁ ମୁକ୍ତ କରାଯାଇଥିବା ବେଳେ ଗୁରୁବାର ସେ ମୁମ୍ବାଇ ପହଞ୍ଚି ଯାଇଛନ୍ତି। ୟୁଏଇ ଅଧିକାରୀ ତାଙ୍କୁ ସମସ୍ତ…
ଲଗାଣ ବର୍ଷାରେ ସୁବର୍ଣ୍ଣପୁର ବେହାଲ୍
ସୋନପୁର,୩।୮(ମୃତ୍ୟୁଞ୍ଜୟ ଶତପଥୀ): ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ସହର ସମେତ ସମଗ୍ର ଜିଲାରେ ପରିସ୍ଥିତି ବେହାଲ୍ ହୋଇପଡିଛି। ଲୋକେ ଘରୁ ବାହାରକୁ ଯାଇ ପାରୁନାହାନ୍ତି। ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ସହରର ବିଭିନ୍ନ ଓ୍ବାର୍ଡରେ ଲୋକଙ୍କ ଘରେ ପାଣି…
Archives


