ଏଲିଅନଙ୍କୁ ନେଇ ବୈଜ୍ଞାନିକଙ୍କ ବଡ ଦାବି, ମଣିଷଙ୍କ ଠାରୁ କେତେ ଭିନ୍ନ ଏଲିଅନ…

ନୂଆଦିଲ୍ଲୀ,୨୭।୯: କାହିଁ କେତେ ବର୍ଷରୁ ଅନ୍ୟ ଗ୍ରହର ଜୀବସତ୍ତାକୁ ନେଇ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ସେମାନଙ୍କ ଉପସ୍ଥିତି ଜାଣିବା ପାଇଁ ଅନ୍ୟ ଗ୍ରହକୁ ମହାକାଶଯାନ ପଠାଇବା ସହ ବିଭିନ୍ନ ପ୍ରକାର ଅଧ୍ୟୟନ କରାଯାଉଛି। ତେବେ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ପୃଥିବୀବାସୀଙ୍କ ତୁଳନାରେ ଏଲିଅନଙ୍କ ଜୀବନ ବହୁତ ଭିନ୍ନ।

ଅଧ୍ୟୟନରେ ଏଲିଅନଙ୍କ ଉପସ୍ଥିତିକୁ ସମର୍ଥନ କରାଯାଇଛି। ପୃଥିବୀରେ ଜୀବନ କାର୍ବନ ବ୍ୟତୀତ ଫସଫରସ, ସଲଫର, ନାଇଟ୍ରୋଜେନ, ଅମ୍ଳଜାନ ଏବଂ ହାଇଡ୍ରୋଜେନ ଭଳି ଉପାଦାନ ଉପରେ ଆଧାରିତ। ବୈଜ୍ଞାନିକମାନଙ୍କନୁସାରେ ବିକଳ୍ପ ରାସାୟନିକ ସଂରଚନାରେ ଏଲିଅନଙ୍କର ଅସ୍ତିତ୍ୱ ସମ୍ଭବ ଅଟେ।

ୱିସ୍କନ୍ସିନ-ମାଡିସନ ବିଶ୍ୱବିଦ୍ୟାଳୟର ଜ୍ୟୋର୍ତିବିଜ୍ଞାନୀ ବେତୁଲ କାକର କହିଛନ୍ତି, ଏହି ସମ୍ଭାବନାଗୁଡିକ ଅନୁସନ୍ଧାନ କରିବା ଜରୁରୀ ଅଟେ। ଯାହା ଦ୍ୱାରା ଆମେ ଜାଣିପାରିବା ଯେ କେବଳ ପୃଥିବୀରେ ଜୀବନ ନୁହେଁ, ଅନ୍ୟ ସମସ୍ତ ଜୀବନ କିପରି ଦେଖାଯାଏ। ଜୀବନର ଉତ୍ପତ୍ତି ସହିତ ଜଡିତ ଅନୁସନ୍ଧାନକାରୀଙ୍କ ଦ୍ୱାରା ଅଟୋକାଟାଲାଇସିସ ପ୍ରତି ଧ୍ୟାନ ଦିଆଯିବାର ଏକ ମୁଖ୍ୟ କାରଣ ହେଉଛି ପ୍ରଜନନ ଜୀବନର ଏକ ପ୍ରମୁଖ ବୈଶିଷ୍ଟ୍ୟ। ଗୋଟିଏ କୋଷିକା ଦୁଇଟି କୋଷ ସୃଷ୍ଟି କରିଥାଏ ଯାହା ଚାରି ମଧ୍ୟ ହୋଇପାରେ। ଅନୁସନ୍ଧାନକାରୀମାନେ ଅଟୋକାଟାଲାଇସିସ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହା ଅବିଜେନେସିସ ପରିଚାଳନା କରିବାରେ ସାହାଯ୍ୟ କରିଥାଏ। ଯାହାଦ୍ୱାରା ନିର୍ଜିବରୁ ଜୀବନ ସୃଷ୍ଟି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

କ୍ୟାନ୍‌ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୨ା୮: କ୍ୟାନ୍‌ସରର ସଅଳ ଚିହ୍ନଟ ଓ ତୁରନ୍ତ ଚିକିତ୍ସା ପାଇଁ ଏହାକୁ ଏକ ‘ଅଧିସୂଚିତ ରୋଗ’ ଭାବେ ଘୋଷଣା କରିବା ନିମନ୍ତେ ସୁପ୍ରିମକୋର୍ଟ ମଙ୍ଗଳବାର ଅବଶିଷ୍ଟ ୧୯ଟି…

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ଝଡ଼ବର୍ଷା ପ୍ରଭାବିତଙ୍କୁ ମିଳିନି କ୍ଷତିପୂରଣ: ଜିଲାପାଳଙ୍କୁ ପଡ଼ାବାସୀ ଫେରାଦ

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା।…

ହୀରାପୁର ଛକରେ ହେବ ଇଞ୍ଜିନିୟରିଂ କଲେଜ: ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର

ଲୋଇସିଂହା,୧୨।୮(ସୁଶାନ୍ତ ବାରିକ):ସ୍ବାଧୀନତା ଦିବସ ପୂର୍ବରୁ ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର ଆସିଛି। ଲୋଇସିଂହା ଥାନା ହୀରାପୁର ଛକ ଅଞ୍ଚଳରେ ଚିହ୍ନଟ ଜାଗାରେ…

ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ସେବା ସମ୍ପୂର୍ଣ୍ଣ ବନ୍ଦ: ପଛରେ ରହିଛି ଏମିତି କାରଣ

ଭୁବନେଶ୍ୱର, ୧୨ା୮(ବନ୍ଦନା ସେଠୀ):ଭୁବନେଶ୍ୱରରୁ ଧୀରେ ଧୀରେ ବିଭିନ୍ନ ସ୍ଥାନକୁ ଏୟାର୍‌ କନେକ୍ଟିଭିଟି କମିବାରେ ଲାଗିଛି। ଏଥିସହ ଅନ୍ତର୍ଜାତୀୟ ଉଡ଼ାଣ ଏକ ପ୍ରକାର ଠପ୍‌ ହୋଇଯାଇଛି। ପୂର୍ବରୁ ବିଜୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri