Home

ବିରୋଧୀଙ୍କ ବେଙ୍ଗାଲୁରୁ ବୈଠକ ସ୍ଥଗିତ

ପାଟନା, ୩ା୭ : ବିରୋଧୀ ଦଳଗୁଡ଼ିକର ପ୍ରସ୍ତାବିତ ଦ୍ୱିତୀୟ ବୈଠକ ଜୁଲାଇ ୧୩ ଓ ୧୪ରେ ବେଙ୍ଗାଲୁରୁରେ ହେବାକୁ ଥିବାବେଳେ ଏହାକୁ ସ୍ଥଗିତ ରଖାଯାଇଛି। ବୈଠକର ପରବର୍ତ୍ତୀ ତାରିଖ ଧାର୍ଯ୍ୟ ହୋଇନାହିଁ। ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ପରେ ପରବର୍ତ୍ତୀ ବୈଠକ ବସିପାରେ…

ଆବର୍ଜନାମୟ ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର,୩।୭ (ବନ୍ଦନା ସେଠୀ): ୟୁନିଟ-୨ ମାର୍କେଟ ବିଲ୍ଡିଂ ସ୍ଥିତି ଏବେ ଦୟନୀୟ ହୋଇପଡିଛି। ସବୁଠି ଅଳିଆ ଭର୍ତ୍ତି ହୋଇଥିବାବେଳେ ମାର୍କେଟ ଆସୋସିଏଶନ୍‌ ପକ୍ଷରୁ ସଫେଇ କାର୍ଯ୍ୟ ବନ୍ଦ ରହିଛି। ଅସ୍ଥାୟୀ ବ୍ୟବସାୟୀମାନେ ବସୁଥିବା ସ୍ଥାନକୁ ସଫା ନକରି ଚାଲିଯାଉଛନ୍ତି। ଫଳରେ ଏଣେତେଣେ…

ବିଆର୍‌ଏସ୍‌ ଭାଜପାର ବି-ଟିମ୍‌: ରାହୁଲ

ଖମ୍ମାମ, ୩ା୭ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେସିଆର୍‌ଙ୍କ ରିମୋଟ କଣ୍ଟ୍ରୋଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ରହିଛି…

ଡେଙ୍ଗୁ ହଟ୍‌ସ୍ପଟ୍‌ ଭୁବନେଶ୍ୱର

ଭୁବନେଶ୍ୱର,୩।୭ (ବନ୍ଦନା ସେଠୀ): ରାଜ୍ୟରେ କାୟା ମେଲାଉଛି ଡେଙ୍ଗୁ। ଆଉ ଡେଙ୍ଗୁର ହଟ୍‌ସ୍ପଟ୍‌ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଜୁଲାଇ ୧ ସୁଦ୍ଧା ରାଜ୍ୟରୁ ୧୭୫ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିରୁ ସର୍ବାଧିକ ୯୨ଜଣ ଭୁବନେଶ୍ୱରରୁ ରହିଥିଲେ। ତେବେ ରବିବାର ସୁଦ୍ଧା ଭୁବନେଶ୍ୱରରେ…

୧୫ରେ ସରିବ ଓଭରବ୍ରିଜ୍‌ ନିର୍ମାଣ କାମ

ଜଟଣୀ,୩ା୭(ରବୀନ୍ଦ୍ର ନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ସୀତାରାମ ଛକ(ଆନ୍ଧ୍ରବ୍ୟାଙ୍କ)ରୁ କୁଦିଆରୀ ବଜାର (ଚିତ୍ରାଳୟ ପ୍ରେକ୍ଷାଳୟ) ପର୍ଯ୍ୟନ୍ତ ଚାଲିଥିବା ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଆସନ୍ତା ୧୫ ତାରିଖରେ ସରିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରବିବାର ଏନେଇ…

କନିକା ବନାଞ୍ଚଳରେ ୧୦୭ କୁମ୍ଭୀର ବସା ଚିହ୍ନଟ

ରାଜନଗର,୩ା୭ (ଭାସ୍କର ରାଉତରାୟ): ବଉଳା କୁମ୍ଭୀରମାନଙ୍କ ପ୍ରାକୃତିକ ବାସସ୍ଥାନ ଭିତରକନିକା ଜାତୀୟ ଉଦ୍ୟାନ ଅଧୀନରେ ଥିବା କନିକା ବନାଞ୍ଚଳରେ ପ୍ରବାହିତ ନଦୀ ନାଳ। ଏଠାରେ ବସବାସ କରୁଥିବା ମା’ ବଉଳା କୁମ୍ଭୀରଗୁଡ଼ିକର ବସାଗୁଡ଼ିକୁ ବନ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି। କନିକା…

ଘୂର୍ଣ୍ଣିଝଡ଼ରେ ଉଡ଼ିଗଲା ୧୫ରୁ ଊର୍ଦ୍ଧ୍ୱ ଘରର ଚାଳ

କେନ୍ଦ୍ରାପଡ଼ା,୩ା୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜକନିକା ତହସିଲ ଅଞ୍ଚଳରେ ରବିବାର ଅପରାହ୍ନରେ ଘୂର୍ଣ୍ଣିଝଡ଼ ହୋଇଛି। ଏହି ଝଡ଼ ତହସିଲ ଅନ୍ତର୍ଗତ ପଙ୍କି ଗ୍ରାମର ୧୫ରୁ ଊର୍ଦ୍ଧ୍ୱ ଘରର ଚାଳ ଛପର ଉଡ଼ାଇ ନେଇଛି। ଏଥିସହ ବଡ଼ ଓ ଛୋଟ ଗଛ…

ଅଫିସରେ ଜନ୍ମଦିନ ପାଳିଲେ ବିଡିଓ, ଗୁହାରି କରିବାକୁ ଆସି ଲୋକେ ହନ୍ତସନ୍ତ

ନବରଙ୍ଗପୁର,୩।୭(ସଦାଶିବ ପ୍ରହରାଜ): ଡ୍ୟୁଟି ସମୟରେ ଅଫିସରେ ସମସ୍ତ କର୍ମଚାରୀଙ୍କୁ ନେଇ ଶନିବାର ଜନ୍ମଦିନ ପାଳିଥିଲେ ପାପଡାହାଣ୍ଡି ବିଡିଓ ଦିବାକର ବାଗ। ଫଳରେ ବିଭିନ୍ନ ସମସ୍ୟା ନେଇ ତାଙ୍କୁ ଦେଖା କରିବାକୁ ଆସିଥିବା ଲୋକେ ହଇରାଣ ହୋଇ ଫେରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ,…

ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା

କୋଲକାତା, ୩ା୭ : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶନିବାର ବିଳମ୍ବିତ ରାତିରେ ଶାସକ ଓ ବିରୋଧୀ ଦଳ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କ ମୃତ୍ୟୁ ଘଟିବା ସହ ଉଭୟ ଦଳରୁ କେତେଜଣ ଆହତ…

ମଣିପୁରରେ ସାନି ସଂଘର୍ଷ: ୪ ମୃତ

ଇମ୍ଫାଲ, ୩ା୭ : ମଣିପୁରର ବିଷ୍ଣୁପୁର ଜିଲାରେ ଶନିବାର ବିଳମ୍ବିତ ରାତିରେ ସାନି ହିଂସାକାଣ୍ଡ ଘଟି ୪ ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ଘଟଣାସ୍ଥଳକୁ ଯାଇଛନ୍ତି। ଅଜଣା ବନ୍ଧୁକଧାରୀଙ୍କ ସହ ଗୁଳି ବିନିମୟ…

ପୁଣି ବିଳମ୍ବ ହେବ ଜନଗଣନା

ନୂଆଦିଲ୍ଲୀ, ୩ା୭: ୨୦୨୧ରେ ହେବାକୁ ଥିବା ଜନଗଣନା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୨୦୨୪-୨୫କୁ ଘୁଞ୍ଚାଯାଇଛି। ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟ ଗତ ମାସରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଇଥିବା ପତ୍ରରେ ପ୍ରଶାସନିକ ସୀମା ନିର୍ଦ୍ଧାରଣ ସମୟସୀମା ୨୦୨୪ ଜାନୁୟାରୀକୁ…

ଗୁଳୁଗୁଳି ଜାରି, ଆଜିଠୁ ବର୍ଷା ବଢ଼ିବ

ଭୁବନେଶ୍ୱର,୩ା୭(ଅନୁରାଧା ମହାରଣା): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାରା ଦେଶକୁ ଅଗ୍ରସର ହୋଇଛି। ତେବେ ଓଡ଼ିଶାରେ ମୌସୁମୀ ପ୍ରବାହ ଦୁର୍ବଳ ରହୁଥିବାରୁ ଦିନରେ ଆର୍ଦ୍ରତା ଯଥେଷ୍ଟ ଅଧିକ ରହୁଛି। ତେଣୁ ରାଜ୍ୟର ବିଭିନ୍ନ ଜିଲାରେ ଟାଇଁଟାଇଁ ଖରା ସହ ଗୁଳୁଗୁଳି ଅନୁଭୂତ ହେଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri