ଟିକସ ବ୍ୟବସ୍ଥାରେ ସ୍ପଷ୍ଟତା ଆଣିବାକୁ ସୁପାରିସ
ନୂଆଦିଲ୍ଲୀ,୩।୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନଙ୍କ ଅଧ୍ୟକ୍ଷତାରେ ବୁଧବାର ଭିଡିଓ କନ୍ଫରେନ୍ସରେ ଜିଏସ୍ଟି ପରିଷଦର ୫୧ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ସମେତ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀମାନେ…
ଅଲ୍ ନ୍ୟୁ ଜିଓ ବୁକ୍ ଉନ୍ମୋଚିତ
ନୂଆଦିଲ୍ଲୀ,୩।୮: ରିଲାଏନ୍ସ ରିଟେଲ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ ଜିଓ ବୁକ୍ ସୋମବାର ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏହା ସମସ୍ତ ବୟସ ବର୍ଗର ଆବଶ୍ୟକତାକୁ ପୂରଣ କରିବା ଲାଗି ପ୍ରସ୍ତୁତ କରାଯାଇଥିବା କମ୍ପାନୀ…
ଦଶମ ପିଲା ପଢ଼ିବେ ଆସ୍ପିରେଶନାଲ କମ୍ପୋନେଣ୍ଟ
କଟକ,୩।୮(ସୁପ୍ରିୟା ପ୍ରିୟଦର୍ଶିନୀ)ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚଳିତ ଶିକ୍ଷାବର୍ଷଠାରୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ଆସ୍ପିରେଶନାଲ କମ୍ପୋନେଣ୍ଟ ସାମିଲ ହୋଇଛି। ଏନେଇ ବୁଧବାର ବୋର୍ଡ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ହାଇସ୍କୁଲ ସମେତ ମଧ୍ୟମାର ଛାତ୍ରୀଛାତ୍ରମାନେ ଏହି…
ରାସ୍ତାରେ ପାଣି, ଭାରରେ ବୁହା ହେଲେ ପ୍ରସୂତି
ଔପଦା,୩।୮(ଧରିତ୍ରୀ ପଣ୍ଡା)ବାଲେଶ୍ୱର ଜିଲାର ଔପଦା ବ୍ଲକର ରାଇରମଚନ୍ଦ୍ରପୁର ପଞ୍ଚାୟତର ପାହାଡ଼ ପାଦଦେଶରେ ଅବସ୍ଥିତ ଆଦିବାସୀ ଅଞ୍ଚଳ ରାଜସ୍ବ ଗ୍ରାମ ମହିଷାଡାଳିର କୁରାଢ଼ୀବସା ସାହିକୁ ରାସ୍ତା ନ ଥିବାରୁ ଜଣେ ଆଦିବାସୀ ଗର୍ଭବତୀ ପ୍ରସବ ପରେ ଘରକୁ ଭାରରେ ବୁହା ହେଉଥିବା ଭିଡିଓ…
ଏୟାରଟେଲ୍ ଆଇକ୍ୟୁ ରିଚ୍ର ଶୁଭାରମ୍ଭ
ଭୁବନେଶ୍ୱର,୩।୮: ଏୟାରଟେଲ୍ ପକ୍ଷରୁ ପ୍ରଥମ ସ୍ବୟଂ ସେବା (ସେଲ୍ଫ ସର୍ଭ) ମାର୍କେଟିଂ ଯୋଗାଯୋଗ ପ୍ଲାଟ୍ଫର୍ମ ‘ଏୟାରଟେଲ୍ ଆଇ କ୍ୟୁ ରିଚ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ବ୍ୟାବସାୟିକ ସଂସ୍ଥା-ବ୍ରାଣ୍ଡ୍ଗୁଡ଼ିକୁ ବ୍ୟକ୍ତିଗତ ଯୋଗାଯୋଗ ଜରିଆରେ ପୂର୍ବ ନିର୍ଦ୍ଧାରିତ ଗ୍ରାହକବର୍ଗଙ୍କୁ ପରିଚାଳନା…
ଜୁଲାଇରେ ହୋଣ୍ଡାର ୪୮୬୪ ୟୁନିଟ୍ ଘରୋଇ ଯାନ ବିକ୍ରି
ଭୁବନେଶ୍ୱର,୩।୮: ହୋଣ୍ଡା କାରସ୍ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍) ପକ୍ଷରୁ ୨୦୨୩ ଜୁଲାଇର ଗାଡ଼ି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ୨୦୨୩ ଜୁଲାଇରେ କମ୍ପାନୀ ୪୮୬୪ ୟୁନିଟ୍ ଯାନ ଘରୋଇ ବଜାରରେ ବିକ୍ରି କରିଥିଲାବେଳେ ୧୧୧୨ ୟୁନିଟ୍ ଯାନ…
ବଜାରରେ ବଟରଫ୍ଲାଏର ନୂତନ ଉତ୍ପାଦ
ଭୁବନେଶ୍ୱର,୩।୮: ବଟରଫ୍ଲାଏ କିଚେନ୍ ଆପ୍ଲାଏନ୍ସେସ୍ର ନୂତନ ଉତ୍ପାଦଗୁଡ଼ିକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି ଭାରତୀୟ ରୋଷେଇ ବଜାରରେ ବିପ୍ଳବ ଆଣିବା ଓ ଖାଦ୍ୟର ଆନନ୍ଦ ନେବା ପାଇଁ ବ୍ରାଣ୍ଡର ଅତ୍ୟାଧୁନିକ ରୋଷେଇ ଉପତ୍ାଦ ଓ ସମାଧାନକୁ କମ୍ପାନୀ ନିକଟରେ ବଜାର…
ନାଗାବଳୀ ନଦୀ ପୋଲରେ ଫାଟ
ରାୟଗଡ଼ା,୩।୮(ଆଶିଷ ରଞ୍ଜନ ପଣ୍ଡା)ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ୩ ଦିନ ତଳେ ଏକ କଲଭର୍ଟ ଭୁଶୁଡ଼ି ୫ଜଣଙ୍କ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଲିଭି ନ ଥିବାବେଳେ ବ୍ଲକରେ ଥିବା ନାଗାବଳୀ ନଦୀ ପୋଲରେ ଫାଟ ସୃଷ୍ଟି ହୋଇଛି। ଲଗାଣ ବର୍ଷାରେ…
ଓଡ଼ିଶା ବଜାରରେ ଜିଓ ୧ ନମ୍ବର
ଭୁବନେଶ୍ୱର,୩।୮: ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୩ ମେ’ ମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ି ଓଡ଼ିଶାରେ ଏହାର ୧ ନମ୍ବର ସ୍ଥିତିକୁ ଆହୁରି ସୁଦୃଢ଼ କରିଥିବା ଭାରତୀୟ…
ଦିଲ୍ଲୀ ସେବା ବିଲ୍: ବିଜେଡିକୁ ଚିଦାମ୍ବରମ୍ଙ୍କ ସମାଲୋଚନା
ନୂଆଦିଲ୍ଲୀ,୩।୮: ଦିଲ୍ଳୀ ଅମଲାତନ୍ତ୍ରୀଙ୍କ ଉପରେ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରର ବିଲ୍କୁ ବୁଧବାର ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ସମର୍ଥନ ଘୋଷଣା କରିଛି। ଏହା ପୂର୍ବରୁ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ଏବଂ ଆନ୍ଧ୍ରର ଶାସକ ଓ୍ବାଇଏସ୍ଆର୍…
ମୁଁ ଅହଂକାରୀ ନୁହେଁ: ରାହୁଲ
ନୂଆଦିଲ୍ଲୀ,୩ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରନେମ୍ ସହ ଜଡ଼ିତ ମାନହାନି ମାମଲାରେ ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି। ତାଙ୍କ ଆବେଦନ ଉପରେ ଅଗଷ୍ଟ ୪ରେ ହେବାକୁ ଥିବା ଶୁଣାଣି ପୂର୍ବରୁ ବୁଧବାର ସେ ସୁପ୍ରିମ୍କୋର୍ଟଙ୍କୁ କହିଛନ୍ତି, ମୁଁ ଏହି…
ମହାକାଶରେ ମୃତ୍ୟୁ ଘଟିଲେ…
ହ୍ୟୁଷ୍ଟନ,୩ା୮: ମହାକାଶକୁ ମାନବ ପ୍ରେରଣ ଏକ ଅତି ଦୁରୂହ ଓ ବିପଜ୍ଜନକ ବ୍ୟାପାର। ୬୦ ବର୍ଷ ପୂର୍ବେ ମହାକାଶ ଅଭିଯାନ ଆରମ୍ଭ ହେବା ପରଠୁ ଅଦ୍ୟାବଧି ସ୍ପେସ୍ରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୧୪ ଜଣ ୧୯୮୬ରୁ ୨୦୦୩…
Archives


