ଜିମ୍ନିର ଅଫ୍ ରୋଡ୍ ଡ୍ରାଇଭିଂ ଅନୁଭୂତି
ଭୁବନେଶ୍ୱର,୫।୯: ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ(ଏମ୍ଏସ୍ଆଇଏଲ୍)ର ଅଗ୍ରଣୀ ମଡେଲ ଜିମ୍ନି ପକ୍ଷରୁ ନିକଟରେ ଏକ ଅଫ୍ ରୋଡିଂ ଏକ୍ସପେରିଏନ୍ସ କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି। ବିଶେଷକରି ସାରା ଦେଶରେ ଜିମ୍ନି ଗ୍ରାହକଙ୍କୁ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲରଗୁଡିକ ଜରିଆରେ ଏକତ୍ରିତ କରାଇବା ସହିତ ଏକ…
ସୋମାନୀର ଏକ୍ସକ୍ଲୁସିଭ ଆଉଟଲେଟ
ଭୁବନେଶ୍ୱର, ୫।୯: ସୋମାନୀ ସେରାମିକ୍ସ ଲିମିଟେଡ଼ (ଏସସିଏଲ)ର ନୂତନ ତଥା ଏକ୍ସକ୍ଲୁସିଭ ଆଉଟଲେଟ ନିକଟରେ କଟକ ତ୍ରିଶୁଳିଆ ନିକଟସ୍ଥ ବାଙ୍କି ରୋଡସ୍ଥିତ ପାଟପୁର ମୀରାମଣ୍ଡପଠାରେ ଉଦଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଏସସିଏଲର ସ୍ବୀକୃତିପ୍ରାପ୍ତ ଡିଲର ସତ୍ୟମ କନଷ୍ଟ୍ରକସନ ଆନୁକୂଲ୍ୟରେ ଉକ୍ତ ଆଉଟଲେଟର ଶୁଭାରମ୍ଭ…
ଘରୋଇ ବଜାରରେ ହୋଣ୍ଡା ଏଲିଭେଟ୍
ଭୁବନେଶ୍ୱର, ୫।୯: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ (ଏଚ୍ସିଆଇଏଲ୍)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ଏସ୍ୟୁଭି ‘ଏଲିଭେଟ୍’କୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଏଚ୍ସିଆଇଏଲର ପ୍ରେସିଡେଣ୍ଟ ତଥା…
ବଡ଼ ଉପଲବ୍ଧି ହାସଲ କଲେ ହିଟ୍ମ୍ୟାନ୍
ପାଲେକେଲ୍,୫।୯:ଏସିଆ କପ ୨୦୨୩ର ପଞ୍ଚମ ମ୍ୟାଚରେ ଭାରତ ନେପାଳକୁ ୧୦ ଉଇକେଟରେ ପରାସ୍ତ କରିଛି। ଏହି ବିଜୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏକ ଆକର୍ଷଣୀୟ ରେକର୍ଡ ତାଙ୍କ ନାମରେ ଯୋଡା ଯାଇଥିଲା। ଏସିଆ…
ବଲାଙ୍ଗୀରରେ ଆଇସିଆଇସିଆଇର ନୂତନ ଶାଖା
ଭୁବନେଶ୍ୱର, ୫।୯: ଆଇସିଆଇସିଆଇ ବ୍ୟାଙ୍କର ନୂତନ ଶାଖା ବଲାଙ୍ଗୀର ଜିଲା ଅନ୍ତର୍ଗତ ଚନ୍ଦ୍ରଶେଖର ନଗରଠାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ…
ଅଶୋଧିତ ତୈଳ ଦର ବୃଦ୍ଧି
ନୂଆଦିଲ୍ଲୀ,୫।୯ (ଅଭୟ ଦାଶ): ଅନ୍ତରାଷ୍ଟ୍ରୀୟ ସମସ୍ୟା ଓ ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ କରିଛି। ଏପରିକି ଗତ ସପ୍ତାହ ସପ୍ତାହ ମଧ୍ୟରେ ୨% ମୂଲ୍ୟ ବୃଦ୍ଧି ସହ ବ୍ୟାରେଲ…
ଏଏମ୍ଏନ୍ଏସ୍ ଇଣ୍ଡିଆର ସଚେତନତା ଅଭିଯାନ
ଭୁବନେଶ୍ୱର, ୫।୯: ଆର୍ସଲର ମିତ୍ତଲ ନିପ୍ପନ୍ ଷ୍ଟିଲ (ଏଏମଏନଏସ) ଇଣ୍ଡିଆ ପକ୍ଷରୁ ଏକ ଅଭିନବ ପଦକ୍ଷେପ ସାଙ୍ଗକୁ ଜନ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଡେଙ୍ଗୁ ମଶାରୁ ମୁକ୍ତି ପାଇବା ଏବଂ ସ୍ଥାନୀୟ ଜନସାଧାରଣଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ…
ପୁଣି ଭାରତ-ପାକିସ୍ତାନ ମୁକାବିଲା
ନୂଆଦିଲ୍ଲୀ,୫।୯: ଏସିଆ କପ ୨୦୨୩ର ଦ୍ୱିତୀୟ ମ୍ୟାଚରେ ଭାରତ ନେପାଳକୁ ୧୦ ଉଇକେଟ୍ରେ ପରାସ୍ତ କରିଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ ଶ୍ରୀଲଙ୍କାର ପାଲେକେଲ ଷ୍ଟାଡିୟମରେ ଖେଳାଯାଇଥିଲା। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।…
ଏନ୍ସି ନେତାଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ
ନୂଆଦିଲ୍ଲୀ,୫ା୯: ୨୦୧୮ରେ ଜମ୍ମୁ-କଶ୍ମୀର ବିଧାନସଭାରେ ‘ପାକିସ୍ତାନ ଜିନ୍ଦାବାଦ୍’ ସ୍ଲୋଗାନ ଦେଇଥିବା ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ନେତା ମହମ୍ମଦ ଆକବର ଲୋନ୍ଙ୍କୁ ଦିନକ ମଧ୍ୟରେ ସତ୍ୟପାଠ ଦାଖଲ କରିବା ଲାଗି ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ସେ ଭାରତର ସମ୍ବିଧାନକୁ ମାନୁଥିବା, ଦେଶର…
କଶ୍ମୀର ପ୍ରସଙ୍ଗ ସମାଧାନ ନ ହେଲେ ଭାରତ ସହ ବାଣିଜ୍ୟ ସମ୍ଭବ ନୁହେଁ: ପାକିସ୍ତାନ ପ୍ରଧାନମନ୍ତ୍ରୀ
ଇସଲାମାବାଦ୍,୫।୯: କଶ୍ମୀର ପ୍ରସଙ୍ଗ ସମାଧାନ ନ ହେଲେ ଭାରତ ସହ ବାଣିଜ୍ୟ ସମ୍ଭବ ନୁହେଁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଅନୱର ଉଲ ହକ କାକର କହିଛନ୍ତି। ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ସାକ୍ଷାତକାରରେ ସେ ଏହା କହିଛନ୍ତି। ଭାରତ ସହ ସମ୍ପର୍କ…
ୟୁପି ମନ୍ତ୍ରୀ ସନାତନ ଧର୍ମକୁ ଅପମାନିତ କରିଥିଲେ
ଉତ୍ତରପ୍ରଦେଶ ରାମପୁରର ଲୋଧେଶ୍ୱର ମହାଦେବ ମନ୍ଦିରରେ ଥିବା ଶିବଲିଙ୍ଗ ଉପରେ ରାଜ୍ୟ ମନ୍ତ୍ରୀ ସତୀଶ ଶର୍ମା ହାତ ଧୋଉଥିବାର ଭିଡିଓ ଭାଇରାଲ ହେବା ପରେ ବିରୋଧୀ ଦଳଗୁଡ଼ିକ ଏହାର ନିନ୍ଦା କରିଛନ୍ତି। ମନ୍ଦିରର ପୂଜକ ସତୀଶଙ୍କୁ ଶିବଲିଙ୍ଗ ଆଧାରରେ ହାତ ଧୋଇବାରେ…
‘ସନାତନ ଧର୍ମକୁ ସମ୍ମାନ ଦିଏ’: ଉଦୟନିଧିଙ୍କ ମନ୍ତବ୍ୟ ଉପରେ ମମତାଙ୍କ ଟିପ୍ପଣି
ନୂଆଦିଲ୍ଲୀ,୫ା୯: ସନାତନ ଧର୍ମ ଉପରେ ଡିଏମ୍କେ ନେତା ଉଦୟନିଧି ଷ୍ଟାଲିନ୍ଙ୍କ ବିବାଦୀୟ ମନ୍ତବ୍ୟକୁ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାପସନ୍ଦ କରିଛନ୍ତି। ସେ ତାମିଲନାଡୁ ଓ ଦକ୍ଷିଣ ଭାରତର ଜନସାଧାରଣଙ୍କୁ ସମ୍ମାନ ଦିଅନ୍ତି। ପ୍ରତ୍ୟେକ ଧର୍ମର…
Archives


