Home

ଶ୍ରୀମନ୍ଦିର ସିଂହଦ୍ୱାର କବାଟରେ ଓଲଟା ସିଂହମୂର୍ତ୍ତି

ପୁରୀ,୩ା୭(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ସିଂହଦ୍ୱାରକୁ ରୁପା ଛାଉଣି କରାଯାଇଛି। ତେବେ ସିଂହଦ୍ୱାର ରୁପା ଛାଉଣି କବାଟରେ ଓଲଟା ସିଂହମୂର୍ତ୍ତି ସ୍ଥାନିତ ହୋଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ବିବାଦ ସୃଷ୍ଟି ହୋଇଛି। ତୁରନ୍ତ ଏହାକୁ ଠିକ୍‌…

ମସ୍‌ଜିଦ ଉଦ୍‌ଘାଟନ କଲେ ହିନ୍ଦୁ ସନ୍ଥ

କୋପ୍ପାଲ, ୩ା୭ : ଧର୍ମୀୟ ସଦ୍‌ଭାବନାର ପ୍ରଦର୍ଶନ ପୂର୍ବକ କର୍ନାଟକର କୋପ୍ପାଲ ଜିଲାରେ ଜଣେ ହିନ୍ଦୁ ସନ୍ଥ ଏକ ମସ୍‌ଜିଦ ଉଦ୍‌ଘାଟନ କରିଛନ୍ତି। ଜିଲାର କୁକାନୁର ତାଲୁକ ଅନ୍ତର୍ଗତ ଭାଣପୁର ଗ୍ରାମରେ ଏହି ମସ୍‌ଜିଦ ନିର୍ମାଣ କରାଯାଇଛି। ଶୁକ୍ରବାର କୋପ୍ପାଲ ଗାଭି…

‘ମୋଦି ଧୋଇଦେଲେ ଦୁର୍ନୀତି ପାପ’

ମୁମ୍ବାଇ, ୩ା୭: ମୋ ଘର ଭାଙ୍ଗିନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନ ତଳେ ଏନ୍‌ସିପି ସମ୍ପର୍କରେ ମନ୍ତବ୍ୟ ଦେଇ ଜଳସେଚନ ଦୁର୍ନୀତିର ଅବତାରଣା କରିଥିଲେ। ସେ କେତେଜଣ ଏନ୍‌ସିପି ସହଯୋଗୀଙ୍କ ଦୁର୍ନୀତି ପାପକୁ ଧୋଇଦେଇଛନ୍ତି। ସେମାନଙ୍କୁ ଏବେ ମହାରାଷ୍ଟ୍ର ସରକାରରେ…

ତଦନ୍ତ ଭୟ ନା କ୍ଷମତା ଲୋଭ

ମୁମ୍ବାଇ, ୩ା୭ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା ଅଜିତ ପାଓ୍ବାର ରବିବାର ପଞ୍ଚମ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି, କିନ୍ତୁ କୌଣସି ଥର ସେ ୫ ବର୍ଷ ପୂରା କରିପାରି ନାହାନ୍ତି। ୨୦୧୯ ନଭେମ୍ବର ୨୩ରେ…

ଷ୍ଟାଲିନ କାଠକଣ୍ଢେଇ ମୁଖ୍ୟମନ୍ତ୍ରୀ: ପଲାନିସ୍ବାମୀ…

ଚେନ୍ନାଇ,୨।୭ : ଏଆଇଏଡିଏମେକେର ମହାସଚିବ ଏଡାପ୍ପଡି କେ ପଲାନିସ୍ବାମୀ କର୍ନାଟକରେ ଶାସକ କଂଗ୍ରେସ ଏବଂ ତାମିଲନାଡୁର ଡିଏମକେକୁ କଡ଼ା ସମାଲୋଚନା କରିଛନ୍ତି। ପଲାନିସ୍ବାମୀ କହିଛନ୍ତି କର୍ନାଟକ ସରକାର କାବେରୀ ନଦୀରେ ମେକେଡାଟୁ ଜଳଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଷ୍ଟାଲିନଙ୍କ…

ନୀତୀଶଙ୍କ ସହିତ ମଧ୍ୟ ହେବ ଏନସିପି ଭଳି ଅବସ୍ଥା: ଭାଜପା…

ନୂଆଦିଲ୍ଲୀ,୨।୭ : ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠାୱାଲେ ଏକ ବଡ ଦାବି କରିଛନ୍ତି। ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ମଧ୍ୟ ସମାନ ଘଟଣା ଘଟିବ ବୋଲି କହିଛନ୍ତି। ଯେପରି ଏନସିପିର ଅବସ୍ଥା ଗୁରୁତର ହୋଇଛି…

ଖୁବ ଶୀଘ୍ର ମହାରାଷ୍ଟ୍ରରେ ହେବେ ଆଉ ଜଣେ ନୂଆ ମୁଖ୍ୟମନ୍ତ୍ରୀ: ସଞ୍ଜୟ…

ମୁମ୍ବାଇ,୨।୭ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଏନସିପି ନେତା ଅଜିତ ପାୱାରଙ୍କ ଶପଥ ଗ୍ରହଣ କରିବା ପରେ ଉଦ୍ଧବ ଠାକରେ ଗୋଷ୍ଠୀର ସଞ୍ଜୟ ରାଉତ କହିଛନ୍ତି ଏହି ପ୍ରକ୍ରିୟା ଚାଲିଥିଲା ବୋଲି ଆମେ ପୂର୍ବରୁ ଏହା ଜାଣି ସାରିଥିଲୁ। ଏ ବିଷୟରେ…

କଳେ ବଳେ କୌଶଳେ କ୍ଷମତା ହାସଲ କରିବାକୁ ଚାହୁଁଛି ଭାଜପା: ପ୍ରିୟଙ୍କା ଚତୁର୍ବେଦୀ…

ମୁମ୍ବାଇ,୨।୭ : ଅଜିତ ପାୱାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାରରେ ଯୋଗଦେବା ପରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ବିଭାଜିତ ହୋଇଛି। ଏନେଇ ଉଦ୍ଧବ ଠାକରେ ଦଳର ଶିବସେନା ରାଜ୍ୟସଭା ଏମପି ପ୍ରିୟଙ୍କା ଚତୁର୍ବେଦୀ ମନ୍ତବ୍ୟ ଦେଇଛନ୍ତି। ପ୍ରିୟଙ୍କା ଟୁଇଟ କରି…

ଦ୍ୱିତୀୟ ମ୍ୟାଚ ଜିତିଲା ଅଷ୍ଟ୍ରେଲିଆ, ୪୩ ରନରେ ହାରିଲା ଇଂଲଣ୍ଡ…

ଲଣ୍ଡନ,୨।୭ : ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ୪୩ ରନରେ ମ୍ୟାଚ ଜିତିଛି। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ୨ ୱିକେଟ ଜିତିଥିଲା। ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ…

ବିଶ୍ୱ କପ ପାଇଁ କ୍ୱାଲିଫାଏ କଲା ଶ୍ରୀଲଙ୍କା…

ହାରାରେ,୨।୭ : ଏଥର ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏକ ଦିବସୀୟ କ୍ରିକେଟ ବିଶ୍ୱକପ ୨୦୨୩ ପାଇଁ ଜିମ୍ବାୱେରେ କ୍ୱାଲିଫାୟର ଟୁର୍ନାମେଣ୍ଟ ଖେଳାଯାଉଛି। ଏହି ଟୁର୍ନାମେଣ୍ଟରେ ଶ୍ରୀଲଙ୍କା ଜିମ୍ବାୱେକୁ ପରାସ୍ତ କରି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି । ବର୍ତ୍ତମାନ…

ଟୋଙ୍ଗାରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୯…

ନୁକୁଆଲୋଫା,୨।୭ : ପ୍ରଶାନ୍ତ ମହାସାଗରର ଦକ୍ଷିଣ ଭାଗରେ ଅବସ୍ଥିତ ଦ୍ୱୀପ ଦେଶ ଟୋଙ୍ଗାରେ ରବିବାର ରେ ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ରିପୋର୍ଟ କରିଛି ଟୋଙ୍ଗା, ନିୟୁଫୁ ଠାରୁ ୧୩୪ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ୬.୯ ମ୍ୟାଗ୍ନିଚ୍ୟୁଡର…

ରାମଲୀଳାରେ ସଂସ୍କୃତ ବଦଳରେ ଇଂଲିଶ୍‌ କହିବେ ଶ୍ରୀରାମ-ହନୁମାନ…

ନୂଆଦିଲ୍ଲୀ,୨।୭ : ଆଦିପୁରୁଷ ଚଳଚ୍ଚିତ୍ରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଜାରି ରହିଛି। ରାମଲୀଳାାର ବିଭିନ୍ନ ଏପିସୋଡକୁ ନେଇ ବିବାଦ ମଧ୍ୟରେ ଲାଲ କିଲ୍ଲା ମଇଦାନରେ ଦଶହରା ଅବସରରେ ରାମଲୀଳା ମଞ୍ଚସ୍ଥ କରୁଥିବା ଲବକୁଶ ଲୀଳା କମିଟି ନାଟକ ମଞ୍ଚସ୍ଥ ସମୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri