Home

ଅଭେଦ୍ୟ କିଲ୍ଲା ହେଉଛି କିମ୍‌ଙ୍କ ବିଳାସପୂର୍ଣ୍ଣ ଗୁପ୍ତ ଟ୍ରେନ…

ପ୍ୟୋଙ୍ଗୟାଙ୍ଗ,୧୨।୯ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ତାଙ୍କ ସଶସ୍ତ୍ର ଟ୍ରେନରେ ରୁଷିଆରେ ପହଞ୍ଚିଛନ୍ତି। କରୋନା ମହାମାରୀ ପରେ ଏହା କିମ ଜୋଙ୍ଗଙ୍କର ପ୍ରଥମ ବିଦେଶ ଯାତ୍ରା। ଏହି ସମୟରେ ଆମେରିକାର ଅଧିକାରୀମାନେ କହିଛନ୍ତି ଜୋଙ୍ଗ ଉନ…

ବଡ଼ ପରଦାରେ ପୁଣି ୨ ସୁପରଷ୍ଟାରଙ୍କ ଟକ୍କର, କିଏ ମାରିବ ବାଜି

ବମ୍ବେ: ବଡ଼ ପରଦାରେ ‘ଗଦର ୨’ ଏବଂ ‘ଓଏମ୍‌ଜି ୨’ ପରେ ଦେଖିବାକୁ ମିଳିବ ଆଉ ଏକ ବଡ଼ ଟକ୍କର। ଆସନ୍ତା ବର୍ଷ ଅଗଷ୍ଟ ୧୫ରେ ରିଲିଜ ହେବ ଦୁଇ ବିଗ୍‌ ବଜେଟ୍‌ ଫିଲ୍ମ ‘ପୁଷ୍ପା ୨’ ଏବଂ ‘ସିଙ୍ଘମ ଏଗେନ୍‌’।…

ରାସ୍ତାରେ ବୋହିଲା ୨୨ ଲକ୍ଷ ଲିଟର ମଦ, ଲୋକଙ୍କ ଘରେ ପଶିଲା…

ଲିସବନ,୧୨।୯: ପର୍ତ୍ତୁଗାଲର ସାଓ ଲୋରେନୋ ଦେ ବାଇରୋରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବାସ୍ତବରେ, ରବିବାର, ରାସ୍ତାରେ ରେଡ ଓ୍ବାଇନ ପ୍ରବାହିତ ହେବାକୁ ଲାଗିଥିଲା, ଯାହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ…

ସନାତନ ଧର୍ମକୁ ବିରୋଧ, ମିଳିତ ମେଣ୍ଟ ‘ଇଣ୍ଡିଆ’ର ସୁଚିନ୍ତିତ ରଣନୀତି: ନଡା

ନୂଆଦିଲ୍ଲୀ,୧୨।୯: ସନାତନ ଧର୍ମକୁ ନେଇ ଆରମ୍ଭ ହୋଇଥିବା ବିବାଦ ବନ୍ଦ ହେବାର ନାଁ ଧରୁନାହିଁ। ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ସହ କଂଗେସକୁ ମଧ୍ୟ ଟାର୍ଗେଟ କରିଛି ଭାଜପା। କାରଣ କଂଗ୍ରେସ ଦଳର…

ନୁହ ହିଂସା ଅଭିଯୁକ୍ତ ମୋନୁ ମାନେସର ଅଟକ

ଚଣ୍ଡିଗଡ,୧୨।୯: ନିକଟରେ ହରିୟାଣାର ନୁହରେ ଘଟିଥିବା ହିଂସା ଅଭିଯୋଗରେ ମୋନୁ ମାନେସରଙ୍କୁ ପୋଲିସ ଅଟକ ରଖିଛି। ମାନେସର ବଜାର ଯାଉଥିବାବେଳେ ବୋଲେରୋରେ ଆସିଥିବା ହରିୟାଣା ପୋଲିସ କର୍ମଚାରୀ ତାଙ୍କୁ ଅଟକ ରଖିଥିଲେ। ରାଜସ୍ଥାନ ପୋଲିସ ମଧ୍ୟ ହରିୟାଣା ପୋଲିସ ସହ ଯୋଗାଯୋଗରେ…

ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସମ୍ବିଧାନ ବେଞ୍ଚ କରିବେ ଶୁଣାଣି

ନୂଆଦିଲ୍ଲୀ,୧୨।୯: ୧୫୨ବର୍ଷ ପୁରୁଣା ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ଶୀର୍ଷ ଅଦାଲତରୁ କେନ୍ଦ୍ରକୁ ଏକ ଝଟକା ଲାଗିଛି। ଦେଶଦ୍ରୋହ ଆଇନର ବୈଧତାର ଯାଞ୍ଚକୁ ସ୍ଥଗିତ ରଖିବାକୁ କେନ୍ଦ୍ରର ଅନୁରୋଧକୁ କୋର୍ଟ…

ଅମିତ ଶାହାଙ୍କ ଛତିଶଗଡ ଗସ୍ତ ବାତିଲ: ଟାର୍ଗେଟ୍‌ କଲା କଂଗ୍ରେସ

ନୂଆଦିଲ୍ଲୀ,୧୨।୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ମଙ୍ଗଳବାର ଛତିଶଗଡ ଗସ୍ତକୁ ବାତିଲ କରାଯାଇଛି। ଏହାର କାରଣ ଜଣାପଡିନାହିଁ। ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଗସ୍ତ ବାତିଲ ହେବା ନେଇ କଂଗ୍ରେସର ଛତିଶଗଡ ୟୁନିଟ ଭାଜପାକୁ ଟାର୍ଗେଟ୍‌ କରିଛି। ଶାହା ଭାରତୀୟ ଜନତା ପାର୍ଟିର ପରିବର୍ତ୍ତନ…

ପିତା ହୋଇଥିବା ବୁମ୍‌ରାଙ୍କୁ ଶାହିନ ଦେଲେ ଖାସ୍‌ ଉପହାର, ହୃଦୟ ଜିଣୁଛି…

କଲମ୍ବୋ,୧୨।୯: ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ମଝିରେ ପିତା ହୋଇଛନ୍ତି ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା। ଏହାକୁ ନେଇ ତାଙ୍କୁ ସାଥୀ କ୍ରିକେଟରମାନେ ଅଭିନନ୍ଦନ ଜଣାଉଛନ୍ତି। ରବିବାର ଖେଳାଯାଇଥିବା ଟୁର୍ନାମେଣ୍ଟର ସୁପର-୪ ମୁକାବିଲା ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିଲା। ଫଳରେ…

ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ଶତକ: ଖୁସିରେ ଝୁମିଲେ କେ ଏଲ୍‌ଙ୍କ ପତ୍ନୀ, ଲେଖିଲେ ପ୍ରେମପୂର୍ଣ୍ଣ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: ଚଳିତ ଏସିଆ କପ୍‌ରେ ଚମକିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌ କେ ଏଲ୍‌ ରାହୁଲ। ଦୀର୍ଘ ସମୟ ଧରି ସେ ଆହତ ସମସ୍ୟା ଦେଇ ଗତି କରିଥିଲେ। ହେଲେ ସୁସ୍ଥ ହୋଇ ଫେରିବା ପରେ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷ ମୁକାବିଲା ତାଙ୍କ…

ପିଓକେକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ଭି.କେ ସିଂଙ୍କୁ ଜବାବ ଦେଲେ ସଞ୍ଜୟ

ମୁମ୍ବାଇ,୧୨।୯: ପୂର୍ବତନ ସେନା ମୁଖ୍ୟ ଜେନେରାଲ ଭି.କେ ସିଂଙ୍କ ବୟାନ ଉପରେ ଶିବସେନା (ୟୁବିଟି) ଏମ୍‌ପି ସଞ୍ଜୟ ରାଉତ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେ ସବୁବେଳେ କହୁଛୁ ଯେ, ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଆମର ଅଂଶ, କିନ୍ତୁ ଯେତେବେଳେ…

ରୁଷିଆରେ ପହଞ୍ଚିଲେ କିମ୍‌

ମସ୍କୋ,୧୨।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ମଙ୍ଗଳବାର ରୁଷିଆରେ ପହଞ୍ଚିଛନ୍ତି। ସେ ଏଠାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଏକ ସମ୍ମିଳନୀ କରିବେ। କିମ୍‌ ଜୋଙ୍ଗ ଉନ୍‌ ତାଙ୍କର ବିଳାସପୂର୍ଣ୍ଣ ଘରୋଇ ଟ୍ରେନରେ ରୁଷିଆରେ ପହଞ୍ଚିଛନ୍ତି।…

ଲାଲୁଙ୍କ ବିରୋଧରେ ମାମଲା ପରିଚାଳନା କରିବାକୁ ସିବିଆଇକୁ ଅନୁମତି ଦେଲା କେନ୍ଦ୍ର

ନୂଆଦିଲ୍ଲୀ,୧୨।୯: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ମଙ୍ଗଳବାର ଏକ ବଡ ଝଟକା ଲାଗିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରାଷ୍ଟ୍ରିୟ ଜନତା ଦଳ ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ପରିଚାଳନା କରିବାକୁୁ ସିବିଆଇକୁ ଅନୁମତି ଦେଇଛି। ସିବିଆଇ ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri