Home

ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ଏଲଜି ମନୋଜ ସିହ୍ନା କହିଲେ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ

ଶ୍ରୀଗନର,୭।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ହଟାଇବାକୁ କେନ୍ଦ୍ରର ନିଷ୍ପତ୍ତି ହେବାର ୪ ବର୍ଷ ବିତିଛି। ଅଗଷ୍ଟ୫, ୨୦୧୯ରେ ଏହାକୁ ହଟାଯିବା ପରେ ଭାରତୀୟ ଜନତା ପାର୍ଟି (ଭାଜପା) ଦାବି କରିଛି ଯେ ରାଜ୍ୟରେ ଶାନ୍ତି, ବିକାଶ ଏବଂ ସମୃଦ୍ଧତା ବୃଦ୍ଧି ପାଇବ। ଜମ୍ମୁ-କଶ୍ମୀରର…

କର୍ନାଟକରେ ବଜରଙ୍ଗ ବାଲିଙ୍କ ଗଦା ପାହାର ଖାଇ ମହାରାଷ୍ଟ୍ରରେ ଔରଙ୍ଗଜେବ ଜପ କରୁଛି ଭାଜପା: ଉଦ୍ଧବଙ୍କ କଟାକ୍ଷ…

ମୁମ୍ବାଇ,୭।୮ : ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, କର୍ନାଟକରେ ବଜରଙ୍ଗ ବାଲିଙ୍କ ଗଦାରେ ଭାଜପାକୁ ବଡ଼ ଆଘାତ ଲାଗିଥିଲା। ଗଦା ପାହାର ଖାଇ ଭାଜପା ବର୍ତ୍ତମାନ ମହାରାଷ୍ଟ୍ରରେ ଔରଙ୍ଗଜେବ ଔରଙ୍ଗଜେବ ଜପ କରୁଛନ୍ତି । ମୁଁ କହୁଛି ଆମେ…

ରାହୁଲଙ୍କ ଲେଉଟାଣିକୁ ନେଇ କଂଗ୍ରେସ ଖୁସି ହେଲେ ୩ ବଡ ନେତା ଦୁଃଖି: ସୁଶୀଲ ମୋଦି

ନୂଆଦିଲ୍ଲଈ,୭।୮: ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ଫେରାଇ ଦିଆଯାଇଛି। ‘ମୋଦୀ ସରନେମ’ ମାମଲାରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶକୁ ନେଇ ନିଷ୍ପତ୍ତି ଶୁଣାଇବା ପରେ ଲୋକ ସଭା ସଚିବାଳୟ ୱାୟାନାଡ ଏମପି ରାହୁଲ ଗାନ୍ଧୀଙ୍କ ସଦସ୍ୟତା…

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୭ା୮: ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (AIIMS) ହସ୍ପିଟାଲ ପରିସରରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଣ୍ଡୋସ୍କୋପି ବିଭାଗରେ ଏହି ନିଆଁ ଲାଗିଥିବା ସୂଚନାରୁ ଜଣାପଡ଼ିଛି। ଏମ୍ସ ବିଲ୍ଡିଂର ଦ୍ୱିତୀୟ ମହଲାରେ ଏହି ନିଆଁ ଲାଗିଛି। ତେବେ ସମସ୍ତ…

ଯଦି ସାହସ ଅଛି ରକ୍ଷାବନ୍ଧନରେ ବିଲକିସ ବାନୋଙ୍କଠାରୁ ବାନ୍ଧ ରାଖୀ: ଭାଜପାକୁ ଉଦ୍ଧବଙ୍କ ଚ୍ୟାଲେଞ୍ଜ…

ମୁମ୍ବାଇ,୭।୮ : ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ମୁମ୍ବାଇରେ ପାର୍ଟି କର୍ମୀ ତଥା ସମ୍ଭାଜୀ ବ୍ରିଗେଡ କର୍ମୀଙ୍କୁ ସମ୍ବୋଧିତ କରୁଥିବାବେଳେ ଭାରତୀୟ ଜନତା ପାର୍ଟିକୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ଉଦ୍ଧବ ଠାକରେ କହିଛନ୍ତି, ’ମୁଁ ଆପଣଙ୍କୁ କହିବାକୁ ଚାହେଁ…

ପାର୍ଲାମେଣ୍ଟରେ ପହଞ୍ଚିଲେ ରାହୁଲ, ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କଲେ ମାଲ୍ୟାର୍ପଣ

ନୂଆଦିଲ୍ଲୀ,୭ା୮: ସୋମବାର ଏମ୍‌ପି ପଦ ଫେରି ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ମଧ୍ୟ ରାହୁଲଙ୍କୁ ସ୍ବାଗତ କରାଯାଇଛି। ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ରାହୁଲ ମାଲ୍ୟାର୍ପଣ କରିଥିଲେ।…

ଜଗା ଦର୍ଶନ କରି ଫେରୁଥିବା ବେଳେ ଓଲଟିଲା କାର୍‌

ପଟାଙ୍ଗି,୭ା୮(ଶରତ ଧଳ): ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରି ଘରକୁ ଫେରୁଥିବା ସମୟରେ ବାଟରେ ଘଟିଛି ଏକ ଅଘଟଣ। ମାତ୍ର ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ କାହାରି କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି। ଏହି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା…

ଚାଇନା ବନ୍ୟାରେ ୧୪ ମୃତ

ବେଜିଂ,୭।୮: ଚାଇନାରେ ପ୍ରବଳ ବର୍ଷା ଓ ବନ୍ୟା ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସେଠାରେ ଟାଇଫୁନ ଡୋକସୁରି ଯୋଗୁଁ ହୋଇଥିବା ବନ୍ୟାରେ ଶୁଲାନ ସହରରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ସପ୍ତାହ ପୂର୍ବରୁ ଦକ୍ଷିଣ ଫୁଜିଆନ ପ୍ରଦେଶରେ ଘୁର୍ଣ୍ଣିଝଡ଼…

ସେନ୍ଥିଲଙ୍କୁ ଝଟକା: ଗିରଫଦାରୀ ବେଆଇନ ନୁହେଁ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୭।୮ : ତାମିଲନାଡୁର ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଏକ ଝଟକା ଦେଇ ସୁପ୍ରିମକୋର୍ଟ ବାଲାଜୀ ଏବଂ ତାଙ୍କ ସ୍ତ୍ରୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ସେଣ୍ଟିଲ ବାଲାଜୀଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟ ଆଇନ ଅନୁସାରେ ଠିକ ବୋଲି କହିଛନ୍ତି ଏବଂ…

ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବାକୁ ବିରୋଧ କରୁଥିବା ଲୋକେ ଜାଣନ୍ତିନି ଇତିହାସ-ଭୂଗୋଳ: ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ,୭।୮: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟିର ମୁଖ୍ୟ ଗୁଲାମ ନବୀ ଆଜାଦ ଅନୁଚ୍ଛେଦ ୩୭୦ ହଟାଇବାକୁ ବିରୋଧ କରୁଥିବା ଲୋକଙ୍କୁ ଅଜ୍ଞାନ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ଏହା କରୁଛନ୍ତି ସେମାନେ ଜାମ୍ମୁ…

ନିର୍ବାଚନ ଠକେଇ ମାମଲାରେ ବିଚାରପତିଙ୍କୁ ହଟାଇବାକୁ ଦାବି କରିଛନ୍ତି ଟ୍ରମ୍ଫ

ଓ୍ବାଶିଂଟନ,୭।୮: ଯୁକ୍ତରାଷ୍ଟ୍ର ଆମେରିକାର ପୂବ;ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ବିରୋଧରେ ତାଙ୍କର ୨୦୨୦ ନିର୍ବାଚନରେ ପରାଜୟକୁ ଲୁଚାଇବା ପାଇଁ କରାଯାଇଥିବା ଷଡଯନ୍ତ୍ର ମାମଲାରେ ୱାଶିଂଟନ ଡିସି କୋର୍ଟର ଶୁଣାଣି ଚାଲିଛି। ୨୦୨୦ ନିର୍ବାଚନ ଠକେଇ ମାମଲାରେ ତାଙ୍କୁ ନ୍ୟାୟ ମିଳିବ ବୋଲି…

ସାଳନ୍ଦୀ ନଦୀରେ ଭାସିଗଲେ ଦୁଇ କାଉଡ଼ିଆ

ଖଇରା,୭ା୮(ଉତ୍କଳବନ୍ଧୁ ପଣ୍ଡା): ଅଣିଜସ୍ଥିତ ସିନ୍ଧୁକେଶ୍ବର ଶିବ ମନ୍ଦିରରେ ପାଣି ଢାଳିବାକୁ ସାଳନ୍ଦୀରେ ଗାଧୋଇବାକୁ ଯାଇ ସୋମବାର ୨ କାଉଡ଼ିଆ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଦ୍ବୟ ହେଲେ ଖଇରା ବ୍ଲକ ସାନଜୟୀପୁର ଗ୍ରାମର ରାଜେନ୍ଦ୍ର ସାହୁ (୨୨) ଓ କାଠିଆ ମହାକୁଡ଼(୨୧)।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri