କୋଟିଆ ବିବାଦ: ଆନ୍ଧ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୨ା୯:କୋଟିଆର କେତେକ ଗ୍ରାମକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗିରହିଛି। ଓଡ଼ିଶା ସରକାରଙ୍କ ମୂଳ ପିଟିଶନ ଉପରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ଶୁଣାଣି ବେଳେ ଉପସ୍ଥିତ ହୋଇ ନ ଥିବାରୁ…
ଆଉ ଏକ ଜନମତ ସଂଗ୍ରହ କରିଥିବା ଘୋଷଣା କଲେ ଖଲିସ୍ତାନ ସମର୍ଥକ, ଭାରତ କହିଲା ସୃଷ୍ଟି କରାଯାଉଛି ହିଂସା
ଭ୍ୟାକୁଭର,୧୨।୯: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭାରତ ଗସ୍ତରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖାଲିସ୍ତାନ ସମର୍ଥକମାନେ ରବିବାର କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ସରେରେ ଏକ ତଥାକଥିତ ଜନମତ ସଂଗ୍ରହ ଆୟୋଜନ କରିଥିଲେ। ନିଷିଦ୍ଧ ଶିଖ ଫର ଜଷ୍ଟିସ…
ଆସନ୍ତାବର୍ଷ ସମୁଦ୍ରାୟନ ‘ମତ୍ସ୍ୟ’
ନୂଆଦିଲ୍ଲୀ,୧୨ା୯:ଚନ୍ଦ୍ର ମିଶନର ସଫଳତା ପରେ ଭାରତୀୟ ବୈଜ୍ଞାନିକମାନେ ଏବେ ସମୁଦ୍ରାୟନ ପ୍ରୋଜେକ୍ଟ ଲାଗି ପ୍ରସ୍ତୁତ ହେଉଛନ୍ତି। ଏହି ପ୍ରୋଜେକ୍ଟ ଅଧୀନରେ ୩ଜଣ ଲୋକଙ୍କୁ ସମୁଦ୍ରର ୬ହଜାର ମିଟର ଗଭୀରକୁ ଏକ ବୁଡ଼ା ଜାହାଜ ସାହଯ୍ୟରେ ଛଡ଼ାଯିବ। ଏହି ଯନ୍ତ୍ରର ନାମ ‘ମତ୍ସ୍ୟ…
ଆଗେଇପାରୁନି ‘ମୋ ଘର’ ଯୋଜନା
ଭୁବନେଶ୍ୱର, ୧୨ା୯(ସୁନିତ୍ ମିଶ୍ର):ରାଜ୍ୟରେ ଯେଉଁ ଗରିବ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ପାଇବାରୁ ବଞ୍ଚିତ ଅଛନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ପକ୍କାଘର ଖଣ୍ଡେ କରିପାରୁନାହାନ୍ତି ସେମାନଙ୍କ ଲାଗି ରାଜ୍ୟ ସରକାର ‘ମୋ ଘର’ ଯୋଜନା ଆରମ୍ଭ…
କମୁନି ପିଲାଙ୍କ ବସ୍ତାନି ବୋଝ
ଭୁବନେଶ୍ୱର,୧୨ା୯(ଅସମାପିକା ସାହୁ):ଛୋଟ ଛୋଟ ପିଲାମାନେ ଓଜନିଆ ବ୍ୟାଗ୍ ନେଇ ବିଦ୍ୟାଳୟକୁ ଯାଉଛନ୍ତି। ତାହା ପୁଣି ନିଜ ଓଜନର ପାଖାପାଖି ୩୦ପ୍ରତିଶତ। ସ୍କୁଲ ବ୍ୟାଗ୍ ଓଜନ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ସ୍ବତନ୍ତ୍ର ନିୟମ କରିଥିଲେ ମଧ୍ୟ ତାହାକୁ ପାଳନ କରାଯାଉ…
ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ପ୍ରତ୍ୟାହାର କରିବା ଉଦ୍ୟମ ସହ ଜଡିତ ମାମଲାରେ ଟ୍ରମ୍ଫଙ୍କ ଦାବି, ଶୁଣାଣିରୁ ନିଜକୁ ଦୂରେଇ ରଖିଲେ ବିଚାରପତି
ଓ୍ବାଶିଂଟନ,୧୨।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ବିରୋଧରେ ହୋଇଥିବା ଏକ ମାମଲାରେ ୨୦୨୦ ନିର୍ବାଚନର ଫଳାଫଳକୁ ଅଗ୍ରାହ୍ୟ କରିବାକୁ ଉଦ୍ୟମ କରିଛନ୍ତି। ଏହି ମାମଲାର ଶୁଣାଣି କରୁଥିବା ବିଚାରପତିଙ୍କୁ ଟ୍ରମ୍ପ ତାଙ୍କ ମାମଲାରୁ ଓହରିଯିବାକୁ କହିଛନ୍ତି। ଖବର ଅନୁଯାୟୀ,…
ଶିକ୍ଷାନୁଷ୍ଠାନରୁ ଉଦ୍ୟୋଗୀ ସୃଷ୍ଟି ଲକ୍ଷ୍ୟ
ଭୁବନେଶ୍ୱର,୧୨ା୯(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱରରେ ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ-୨୦୨୩ର ଶୁଭାରମ୍ଭ କରିଛନ୍ତି। ତୃଣମୂଳ ସ୍ତରରୁ ପୁଞ୍ଜିନିବେଶକ ଏବଂ ଉଦ୍ୟୋଗୀ ସୃଷ୍ଟି ସହ ୨୦୨୫ ସୁଦ୍ଧା ରାଜ୍ୟରେ ୫ ହଜାର ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିବା ରାଜ୍ୟ…
ବିନା ଅନୁମତିରେ ବାବୁଙ୍କ ବିରୋଧରେ ହେବ ମାମଲା
ନୂଆଦିଲ୍ଲୀ,୧୨ା୯(ପି.ଟି.):କେନ୍ଦ୍ର ସରକାରଙ୍କ ଅଧୀନରେ ନିଯୁକ୍ତ ଯୁଗ୍ମ ସଚିବ ଓ ତଦୂର୍ଦ୍ଧ୍ୱ ପାହ୍ୟାର ଅଫିସରମାନେ ଦୁର୍ନୀତିରେ ସମ୍ପୃକ୍ତ ଥିଲେ, କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସେମାନଙ୍କ ବିରୋଧରେ ତଦନ୍ତ କରାଯିବା ସହ ମାମଲା ରୁଜୁ କରାଯାଇପାରିବ। ୨୦୧୪ରେ ସୁପ୍ରିମକୋର୍ଟ ଦେଇଥିବା ଏହି ରାୟକୁ ୨୦୦୩…
ନୟନତାରାଙ୍କ ପ୍ରଶଂସାରେ ଶତମୁଖ ଅର୍ଜୁନ
ଶାହାରୁଖ ଖାନ୍ଙ୍କ ଫିଲ୍ମ ‘ଯବାନ’ ବ୍ଲକ୍ବଷ୍ଟର ସାବ୍ୟସ୍ତ ହୋଇଛି। ପ୍ରଖ୍ୟାତ ତାମିଲ ଚଳଚ୍ଚିତ୍ର ନିର୍ମାତା ଆଟଲେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଏପର୍ଯ୍ୟନ୍ତ ୩୦୦ କୋଟି ଆୟ କଲାଣି। ଅଭିନେତା ଅର୍ଜୁନ କପୁର ଫିଲ୍ମ ‘ଯବାନ’ରେ ଶାହାରୁଖ ଖାନଙ୍କ ସହ ନୟନତାରାଙ୍କୁ କେମେଷ୍ଟ୍ରି…
ସ୍ବତନ୍ତ୍ର ରେକର୍ଡ ହାସଲ କଲେ ବିରାଟ କୋହଲି
କଲମ୍ବୋ,୧୨।୯: ଏସିଆ କପର ସୁପର-୪ରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ତାଙ୍କର ଦିନିକିଆ କ୍ୟାରିୟରର ୪୭ତମ ଶତକ। ଏହି ଫର୍ମାଟରେ ସର୍ବାଧିକ ଶତକ…
ଚାଇନାର ବୈଦେଶିକ ମନ୍ତ୍ରୀଙ୍କ ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ନିଖୋଜ
ବେଜିଂ,୧୨।୯: ଚାଇନାରେ ସବୁକିଛି ଠିକ ଚାଲିଥିବା ପରି ମନେ ହେଉନାହିଁ। ବୈଦେଶିକ ମନ୍ତ୍ରୀଙ୍କ ପରେ ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀ ଲି ସେଙ୍ଗଫୁଙ୍କ ନିଖୋଜକୁ ନେଇ ଚର୍ଚ୍ଚା ଜୋର ଧରିଛି। ତାଙ୍କର ନିଖୋଜ ଖବର ଇଣ୍ଟରନେଟ ମିଡିଆରେ ପ୍ରସାରିତ ହେଉଛି। ତାଙ୍କୁ ଶେଷ…
ଭାରତର ବୃହତ୍ ବିଜୟ ପରେ ଏମିତି କହିଲେ ରୋହିତ ଶର୍ମା
କଲମ୍ବୋ,୧୨।୯: ଏସିଆ କପ ୨୦୨୩ର ସୁପର-୪ରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଏହି ମ୍ୟାଚ୍ରେ ଟିମ ଇଣ୍ଡିଆ ୨୨୮ ରନ୍ରେ ଜିତିଛି। ପାକିସ୍ତାନ ବିପକ୍ଷ ଦିନିକିଆରେ ଭାରତର ସବୁଠାରୁ ବଡ ବିଜୟ। ଏହି ବିଜୟ ପରେ…
Archives


