ତାଇଓ୍ବାନ ନିକଟରେ ଚାଇନାର ୧୧ର ଯୁଦ୍ଧ ବିମାନ-୫ ଯୁଦ୍ଧପୋତ…
ତାଇପେ,୯।୮ : ଚାଇନା ଏବଂ ତାଇୱାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ନିଜର ବିସ୍ତାରବାଦୀ ନୀତି ଅନୁଯାୟୀ ଚାଇନା କ୍ରମାଗତ ଭାବରେ ତାଇୱାନ ଉପରେ ଚାପ ପକାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋମବାରରୁ ମଙ୍ଗଳବାର ମଧ୍ୟରେ ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ୧୧…
ପାକିସ୍ତାନରେ ରାଜନୈତିକ ଷଡ଼ଯନ୍ତ୍ର: ଇମ୍ରାନଙ୍କ ବିନା ନିର୍ବାଚନ ପାଇଁ ଶୀଘ୍ର ଭଙ୍ଗ ହେବ ସଂସଦ…
ଇସଲାମାବାଦ,୯।୮ : ବୁଧବାର ପାକିସ୍ତାନର ସଂସଦ ଭଙ୍ଗ ହେବାକୁ ଯାଉଛି। ଏହା ପରେ ନିର୍ବାଚନକୁ ତଦାରଖ କରିବା ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଆରମ୍ଭ ହେବ। ଯେଉଁଥିରେ ଦେଶର ଲୋକପ୍ରିୟ ରାଜନେତା ଇମ୍ରାନ ଖାନ ସାମିଲ ହେବେ ନାହିଁ। ଗତ ବର୍ଷ…
ଭିଏତନାମା ଗସ୍ତ କରିବେ ବାଇଡେନ
ଓ୍ବାଶିଂଟନ୍,୯।୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେଡ଼ ଭିଏତନାମା ଗସ୍ତ କରିବାକୁ ଯାଉଛନ୍ତି। ସେ କହିଛନ୍ତି, ଭିଏତନାମ ଆମେରିକା ସହ ସମ୍ପର୍କ ବଢାଇବାକୁ ଚାହୁଁଛି ଏବଂ ଏକ ପ୍ରମୁଖ ଅଂଶୀଦାର ହେବାକୁ ଚେଷ୍ଟା କରୁଛି। ତେଣୁ ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବା…
ଭାଜପା କାର୍ଯ୍ୟାଳୟରୁ ଭାରତ ମାତା ମୂର୍ତ୍ତି ହଟିଲା…
ଚେନ୍ନାଇ,୯।୮ : ତାମିଲନାଡୁର ବ୍ରିଧୁନଗର ଜିଲାର ଭାଜପା କାର୍ଯ୍ୟାଳୟରୁ ଭାରତ ମାତାଙ୍କର ନୂତନ ସ୍ଥାପିତ ପ୍ରତିମୂର୍ତ୍ତିକୁ ହଟାଇ ଦିଆଯାଇଛି। ପୋଲିସ ଏବଂ ରାଜସ୍ବ ଅଧିକାରୀଙ୍କ ଏହି ପଦକ୍ଷେପ ଶାସକ ଡିଏମକେ ଏବଂ ଭାଜପା ମଧ୍ୟରେ ଏକ ନୂଆ ରାଜନୈତିକ ତିକ୍ତତା ସୃଷ୍ଟି…
ୟୁକ୍ରେନ ସୋଭିଏତ ଯୁଗର ପ୍ରତୀକ ବଦଳାଇଲା, ହାତୁଡ଼ି ଏବଂ ଦା ମାତୃଭୂମି ସ୍ମାରକ ହଟିଲା…
କିଭ୍,୯।୮ : ୟୁକ୍ରେନ ସୋଭିଏତ ଯୁଗର ପ୍ରତୀକଗୁଡ଼ିକୁ ନଷ୍ଟ କରିଦେଇଛି। ସୋଭିଏତ୍ ଯୁଗର ପ୍ରତୀକକୁ କିଭର ଏକ ପାହାଡ ସ୍ମାରକୀରୁ ହଟାଇଛି। ଏଠାରେ ଥିବା ହାତୁଡ଼ି ଏବଂ ଦା ପ୍ରତୀକ ବଦଳରେ ଏକ ତ୍ରିଶୁଳ ପ୍ରତୀକ ସ୍ଥାପନ କରାଯାଇଛି। ୟୁକ୍ରେନ ମାତୃଭୂମି…
ଅସ୍ମିତାର ପୁନରୁଦ୍ଧାର ଅପରିହାର୍ଯ୍ୟ
ଯୁଗ ବଦଳୁଛି, ସମୟ ବଦଳୁଛି । ସମୟର ତାଳେ ତାଳେ ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ବି ଆସୁଛି । ଏପରିସ୍ଥଳେ ଆଦିବାସୀ ସମ୍ପ୍ରଦାୟର ଲୋକେ ଆଜି ମଧ୍ୟ ନିଜର ସଂସ୍କୃତି, ପରମ୍ପରା, ଐତିହ୍ୟ ବଜାୟ ରଖିବାକୁ ପ୍ରୟାସ କରୁଥିଲେ ମଧ୍ୟ କେତେକ…
ରୁଷିଆ ଉପରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣ…
ମସ୍କୋ,୯।୮ : ରୁଷିଆ-ୟୁକ୍ରେନ ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ବିରୁଦ୍ଧରେ ଡ୍ରୋନ ଯୁଦ୍ଧ ଜାରି ରଖିଛନ୍ତି। ଏହି ସମୟରେ ରୁଷିଆ ଦାବି କରିଛି ମସ୍କୋ ଅଭିମୁଖେ ଆସୁଥିବା ଦୁଇଟି ଯୁଦ୍ଧ…
ଆଜିଠାରୁ ‘ମେରି ମାଟି-ମେରା ଦେଶ’ ଅଭିଯାନ ଆରମ୍ଭ, ସାରା ଦେଶର ପଞ୍ଚାୟତ ମାଟିରେ ନିର୍ମାଣ ହେବ ଅମୃତ ବାଟିକା
ନୂଆଦିଲ୍ଲୀ,୯।୮: ‘ଆଜାଦୀ କା ଅମୃତ ମହୋତ୍ସବ’ ଅଧୀନରେ ଆଜିଠାରୁ ‘ମେରି ମାଟି-ମେରା ଦେଶ’ ଅଭିଯାନ ଆରମ୍ଭ ହେବ। ୩୦ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ଦିଲ୍ଲୀର କର୍ତ୍ତବ୍ୟ ପଥରେ ଏହାର ସମାପ୍ତି ହେବ। ସାରା…
ନୁହରେ ଆଜି ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ
ଚଣ୍ଡିଗଡ,୯।୮: ହରିୟାଣାର ନୁହରେ ହିଂସା ପରେ ପରିସ୍ଥିତି ଏ ପର୍ଯ୍ୟନ୍ତ ସ୍ବାଭାବିକ ଅବସ୍ଥାକୁ ଆସିନାହିଁ। ଯେଉଁ କାରଣରୁ ଇଣ୍ଟରନେଟ୍ ସେବା ଉପରେ ଜାରି ଥିବା ପ୍ରତିବନ୍ଧକକୁ ଆହୁରି ବୃଦ୍ଧି କରାଯାଇଛି। ବର୍ତ୍ତମାନ ଅଗଷ୍ଟ ୧୧ପର୍ଯ୍ୟନ୍ତ ନୁହ ଜିଲାରେ ଇଣ୍ଟରନେଟ୍ ଏବଂ ଏସଏମଏସ…
ଇମ୍ରାନ୍ଙ୍କୁ ୫ ବର୍ଷ ପାଇଁ ଆଯୋଗ୍ୟ ଘୋଷଣା କଲା ପାକିସ୍ତାନ ନିର୍ବାଚନ ଆୟୋଗ
ଇସଲାମାବାଦ,୯।୮: ପାକିସ୍ତାନର ନିର୍ବାଚନ ଆୟୋଗ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କୁ ୫ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ପାକିସ୍ତାନର ନିର୍ବାଚନ ଆୟୋଗ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଅଦାଲତର ୫…
ଆନ୍ତଃ ସେବା ସଙ୍ଗଠନ ବିଲ୍କୁ ମଞ୍ଜୁରୀ
ନୂଆଦିଲ୍ଲୀ,୯ା୮(ପି.ଟି.): ଆନ୍ତଃ ସେବା ସଂଗଠନ ବିଲ୍ ମଙ୍ଗଳବାର ପାର୍ଲାମେଣ୍ଟର ମଞ୍ଜୁରୀ ଲାଭ କରିଛି। ଆନ୍ତଃ ସେବା ସଂଗଠନଗୁଡ଼ିକର କମାଣ୍ଡର-ଇନ୍-ଚିଫ୍ ଏବଂ ଅଫିସର-ଇନ୍-କମାଣ୍ଡଙ୍କୁ ଉକ୍ତ ପ୍ରତିଷ୍ଠାନ ଅଧୀନରେ ଅନ୍ୟ ସୁରକ୍ଷା ବଳରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ ଓ ପ୍ରଶାସନିକ କ୍ଷମତା ଦେବା…
ପିରାମିଡ ନିର୍ମାଣ: ଏଲିଅନ ଆଣିଥିଲେ ୨୩ ଲକ୍ଷ ବୃହତ ପଥର !…
କାହିରା,୮।୮ : ଦୁନିଆର ସବୁଠାରୁ ରହସ୍ୟମୟ ନିର୍ମାଣ ହେଉଛି ମିଶରର ପିରାମିଡ। ଏହା କିପରି ତିଆରି ହେଲା ସେ ସମ୍ବନ୍ଧରେ ସମୟ ସମୟରେ ଅନେକ ତଥ୍ୟ ଉପସ୍ଥାପନ କରାଯାଇଥାଏ। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ସେମାନେ ବୋଧହୁଏ ପିରାମିଡ ନିର୍ମାଣ ସହିତ ଜଡିତ…
Archives


