କ୍ଷମତାକୁ ଆସି ଲୋକପ୍ରିୟତା ହରାଇଛନ୍ତି ସିଦ୍ଦରାମାୟା ସରକାର: ଭାଜପା…
ବେଙ୍ଗାଲୁରୁ,୧୨।୯ : ଭାରତୀୟ ଜନତା ପାର୍ଟି କର୍ନାଟକର ସିଦ୍ଦରାମାୟା ସରକାରଙ୍କୁ ଟାର୍ଗେଟ କରିଛି। ଦଳ ଅଭିଯୋଗ କରିଛି କ୍ଷମତାକୁ ଆସିବା ମାତ୍ରେ କଂଗ୍ରେସ ସରକାର ନିଜର ଲୋକପ୍ରିୟତା ହରାଇଛନ୍ତି। ପ୍ରଶାସନର ବିଫଳତା ବିରୋଧରେ ତାଙ୍କ ଦଳର ନେତାମାନେ ସାରା ରାଜ୍ୟ ଭ୍ରମଣ…
ଲିବ୍ୟାରେ ପ୍ରକୃତିର ତାଣ୍ଡବ: ୩୦୦୦ରୁ ଅଧିକ ମୃତ, ଉଦ୍ଧାରକାରୀଙ୍କ ମଧ୍ୟରୁ ୧୨୩ନିଖୋଜ
ଟ୍ରିପୋଲି,୧୨।୯: ଲିବ୍ୟା ପ୍ରାକୃତିକ ବିପର୍ଯ୍ୟୟରେ ଧ୍ୱଂସ ବିଧ୍ୱଂସ ହୋଇଯାଇଛି। ଭୟଙ୍କର ଝଡ ଓ ବନ୍ୟାରେ ସାରା ଦେଶ ମାଟି କାମୁଡି ପଡିଛି। ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୩୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୭…
ଅଦରକାରୀ ଫାଇଲ ବିକି ହଜାରେ କୋଟି ଆୟ କରିବେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୧୨।୯ : ରଦ୍ଦି କାଗଜରୁ କେନ୍ଦ୍ର ସରକାର ହଜାରେ କୋଟି ଟଙ୍କା ରୋଜଗାର କରିବେ। ବାସ୍ତବରେ କେନ୍ଦ୍ର ସରକାର ଆସନ୍ତା ମାସରୁ ସ୍ବଚ୍ଛତା ଅଭିଯାନର ତୃତୀୟ ସଂସ୍କରଣ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ସରକାରୀ କାର୍ଯ୍ୟାଳୟ…
ୟୁପି ଆକାଶରେ ବିରଳ ୧୫ କିଲୋମିଟର ଲମ୍ବ ବାଦଲ…
ଲକ୍ଷ୍ନୌ,୧୨।୯ : ଗତ ଦୁଇ ଦିନ ଧରି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷୌ୍ନ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଲଗାତାର ବର୍ଷା ଏବଂ ବଜ୍ରପାତ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଲୋକମାନେ ସେମାନଙ୍କ ଜୀବନରେ ପ୍ରଥମ ଥର ପାଇଁ ନିଜ ସହରର…
ବେଆଇନ ମୋରମ ଖଣିରେ ବନ ବିଭାଗର ରାତିଅଧିଆ ଚଢାଉ, ଧରା ପଡ଼ିଲା ୨ ଟ୍ରାକ୍ଟର, ଗୋଟିଏ ଜେସିବି
କେନ୍ଦୁଝର,୧୨ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅନ୍ତର୍ଗତ କୁଶକଳା ବିଟ ଅଫିସ ନିକଟରେ ଗତ ସୋମବାର ରାତିରେ ହାତୀ ନିରୀକ୍ଷଣ ପାଇଁ ବନ ବିଭାଗର ଏକ ଟିମ୍ ଯାଇଥିଲା। ତେବେ ଟିମ୍ ଖବର ପାଇ ସେଠାରେ ବେଆଇନ…
କଂଗ୍ରେସର ପ୍ରେମ ଦୋକାନରେ ବିକ୍ରି ହେଉଛି ସନାତନ ବିରୋଧରେ ଘୃଣା: ଭାଜପା…
ନୂଆଦିଲ୍ଲୀ,୧୨।୯ : ଭାରତୀୟ ଜନତା ପାର୍ଟି(ଭାଜପା) ମଙ୍ଗଳବାର ସନାତନ ଧର୍ମ ବିରୋଧି ମନ୍ତବ୍ୟ ନେଇ କଂଗ୍ରେସକୁ ଟାର୍ଗେଟ କରିଛି। ଦଳର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି, କଂଗ୍ରେସ ଏବଂ ଇଣ୍ଡିଆ ମିଳିତ ମେଣ୍ଟ ସନାତନକୁ ନେଇ…
ଯେଉଁଠି ଜାହାଜଙ୍କୁ ଦିଆଯାଏ କବର!
ଜନ୍ମ ପରେ ଏକମାତ୍ର ସତ୍ୟ ହେଉଛି ମୃତ୍ୟୁ। ଯିଏ ବି ଜନ୍ମ ହୋଇଛି ତା’ର ମୃତ୍ୟୁ ସୁନିଶ୍ଚିତ। ତେବେ ମଣିଷ, ଜୀବଜନ୍ତୁ କି ଉଦ୍ଭିଦର ମୃତ୍ୟୁ ବିଷୟରେ ଆପଣ ନିଶ୍ଚିତ ଶୁଣିଥିବେ। କେବେ ନିର୍ଜୀବ ବସ୍ତୁର ମୃତ୍ୟୁ କଥା ଶୁଣିଛନ୍ତି। ମଣିଷର…
ଦ ଗ୍ରେଟ ଇଣ୍ଡିଆନ ଫ୍ୟାମିଲିର ଟ୍ରେଲର ରିଲିଜ…
ମୁମ୍ବାଇ : ବଲିଉଡ ତାରକା ଭିକି କୌଶଲ ଆଜିକାଲି ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦ ଗ୍ରେଟ ଇଣ୍ଡିଆନ ଫ୍ୟାମିଲି’ ନେଇ ବହୁତ ବ୍ୟସ୍ତ ଅଛନ୍ତି ଏବଂ ଏହି ସମୟରେ ମଙ୍ଗଳବାର ଏହି ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି। ଏହାର…
ଅଙ୍ଗନବାଡି କେନ୍ଦ୍ରର ଛାତରୁ ଖସିଲା ପ୍ଲାଷ୍ଟର ଓ଼ କଂକ୍ରିଟ ଚିପ୍ସ, କେନ୍ଦ୍ରର କର୍ମଚାରୀ ଆହତ
ମୋରଡା,୧୨।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରର ଛାତରୁ ପ୍ଲାଷ୍ଟର ଓ଼ କଂକ୍ରିଟ ଚିପ୍ସ ଖସିପଡିଛି। ସେଥିରେ ଅଙ୍ଗନବାଡି କର୍ମଚାରୀ ନିରୁପମା ସୋରେନ ଆହତ ହୋଇଛନ୍ତି। ତେବେ କେନ୍ଦ୍ରକୁ ଯାଉଥିବା ଛୋଟଛୋଟ ପିଲାମାନେ ଅଳ୍ପକେ ବର୍ତ୍ତି…
ନୀତୀଶ କୁମାରଙ୍କୁ ନେଇ ବିହାର ରାଜନୀତି ପୁଣିଥରେ ଦୋଛକିରେ, ଶାହାଙ୍କ ଗସ୍ତ ଉପରେ ନଜର…
ପାଟନା,୧୨।୯ : ଜି-୨୦ ବୈଠକରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ବିହାର ରାଜନୀତିରେ ଉଷ୍ମତା ଏବଂ ଉତ୍ତେଜନା ସୃଷ୍ଟି କରିଛି। ଏହି ଫଟୋର ରାଜନୈତିକ ଅର୍ଥ ଖୋଜାଯାଉଛି। ଭାଜପା ଏବଂ ନୀତୀଶ କୁମାର ପୁଣି ଏକାଠି ହୋଇପାରିବେ…
ପୋଲ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସିମେଣ୍ଟ ବିକ୍ରି
ମୋରଡା,୧୨।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଘୋଳମୁଁହା-ଖୁଣ୍ଟାପାଳ ଗ୍ରାମର ସିଧାସଳଖ ସଂଯୋଗ ତଥା ବ୍ଲକର ମୁଖ୍ୟାଳୟକୁ ଯିବାଆସିବା କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଘୋଳମୁଁହା ଗ୍ରାମ ଦେଇ ଯାଇଥିବା ଜମ୍ଭୀରା ନଦୀ ଉପରେ ଏକ ପୋଲ…
ବିଆରଆଇ ବିବାଦ ବେଳେ ଚାଇନାକୁ ଗସ୍ତ କରିବେ ପ୍ରଚଣ୍ଡ
କାଠମାଣ୍ଡୁ,୧୨।୯: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଚଳିତ ମାସ ୨୩ରେ ଚାଇନା ଗସ୍ତ କରିବେ। ବେଲ୍ଟ ଏବଂ ରୋଡ ପ୍ରୋଜେକ୍ଟ (ବିଆରଆଇ)କୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଚାଲିଥିବାବେଳେ ପ୍ରଚଣ୍ଡ ଚାଇନା ଗସ୍ତ କରିବା ସବୁ ଦେଶକୁ…
Archives


